Browsing Tag

national news

ଇନ୍‌ଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷିଆ

ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଲଗାତର ଭାବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଡ଼ା ପ୍ରତିବନ୍ଧକ ଲଗାଉଛି। ଇତିମଧ୍ୟରେ ଫେସ୍‌ବୁକ୍‌ ଓ ଟୁଇଟରରେ ପରେ ଏବେ ରୁଷିଆ ଇନ୍‌ଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇ…
Read More...

ଶଶିକଳାଙ୍କୁ ମିଳିଲା ଜାମିନ

ବାଙ୍ଗାଲୁର୍‌ର ପରପ୍ପାନା ଆଗ୍ରାହାରା କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା ବେଳେ ତାଙ୍କୁ ସ୍ୱତନ୍ତ୍ର ସୁବିଧା ଦିଆଯାଇଥିବା ଅଭିଯୋଗରେ ଭିକେ ଶଶିକଳାଙ୍କୁ ଆଜି ଜାମିନ ପ୍ରଦାନ କରାଯାଇଛି । ଜେଲରେ ବନ୍ଦୀ ଥିବା ସମୟରେ ତାଙ୍କୁ…
Read More...

ଭାରତ ଉପରେ ପାକିସ୍ତାନର ଅଭିଯୋଗ

ଭୁଲରେ ପାକିସ୍ତାନ ଉପରେ ପଡିଛି ଭାରତର ମିଜାଇଲ । ଭାରତ ଏୟାରସ୍ପେସ ଉଲ୍ଲଂଘନ କରିଥିବା ପାକିସ୍ତାନର ଆରୋପ ପରେ ଏମିତି ଉତ୍ତର ଦେଇଛନ୍ତି ଭାରତ ସରକାର । ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଭାରତ ସରକାର କହିଛନ୍ତି ।…
Read More...

ୟୁକ୍ରେନ ବିରୋଧରେ ଭାକ୍ୟୁମ ବୋମା ବ୍ୟବହାର କରୁଛି ରୁଷ

ୟୁକ୍ରେନ ବିରୋଧରେ ବ୍ୟାପକ ଧ୍ୱଂସଲୀଲା କରିବାର କ୍ଷମତା ରଖୁ୍ଥିବା ମାରାତ୍ମକ ଭାକ୍ୟୁମ ବୋମା ବ୍ୟବହାର କରିଛି ରୁଷ । ଏହି ଦାବି କରିଛି ବ୍ରିଟେନ । ବ୍ରିଟେନ ପ୍ରତିରକ୍ଷାମନ୍ତ୍ରାଳୟ ଟୁଇଟ କରି ଏହି ଦାବି କରିଛି । ଯୁଦ୍ଧ…
Read More...

ଚୀନରେ ପୁଣି ଲକଡାଉନ୍ କଟକଣା ଜାରି

ପୁଣି ମାଡୁଛି କରୋନା । କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ଚୀନ୍ ପୁଣି ଲକଡାଉନ୍ କଟକଣା ଜାରି କରିଛି । ଚୀନର ପୂର୍ବୋତ୍ତର ସହର ଚାଙ୍ଗଚୁନରେ ଲକଡାଉନ୍ ଲାଗୁ କରାଯାଇଛି । ସହରରେ ବସବାସ କରୁଥିବା ୯୦ ଲକ୍ଷ…
Read More...

୧୬ରେ ଶପଥ ନେବେ ଆପ୍‌ର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ

ଆମ୍ ଆଦମୀ ପାର୍ଟି ପଞ୍ଜାବରେ ପ୍ରଚଣ୍ଡ ବିଜୟ ହାସଲ କରି ସରକାର ଗଢିବାକୁ ଯାଉଛି। ଆପ୍‌ର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ ମାର୍ଚ୍ଚ ୧୬ରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହ ପାଇଁ ସେ ଦିଲ୍ଲୀର…
Read More...

ଏପ୍ରିଲ ୨୬ରୁ ସିବିଏସଇର ଟର୍ମ-୨ ପରୀକ୍ଷା ଆରମ୍ଭ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଟର୍ମ-୨ ବୋର୍ଡ ପରୀକ୍ଷାସୂଚୀ ପ୍ରକାଶ ପାଇଛି । ଉଭୟ ୧୦ମ ଓ ୧୨ଶ ଶ୍ରେଣୀର ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ । ତେବେ ୧୦ମ ବୋର୍ଡ ପରୀକ୍ଷା ମେ ୨୪ ଓ ୧୨ଶ…
Read More...

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର; ଏଥର ଯାତ୍ରୀଙ୍କୁ ମିଳିବ କମ୍ୱଳ ଓ ଚାଦର

ରେଳ ଯାତ୍ରୀଙ୍କ ପାଇଁ ବଡ ଖବର ଆସିଛି। ଟ୍ରେନ୍‌ରେ ଦୀର୍ଘ ପଥ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କମ୍ୱଳ ଓ ବେଡିଂ ଦେବାର ସୁବିଧାକୁ ପୁଣି ଆରମ୍ଭ କରିବାକୁ ଘୋଷଣା କରିଛି ରେଳ ମନ୍ତ୍ରାଳୟ। ରେଲୱେ ପକ୍ଷରୁ ଟ୍ରେନ୍‌ର ଏସି…
Read More...

ବିପୁଳ ଭୋଟ‌ ପାଇ ବିଜୟୀ ଯୋଗୀ ଆଦିତ୍ୟନାଥ ଏଭଳି ନିଜର ଖୁସିକୁ କଲେ ଜାହିର

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ବିପୁଳ ଭୋଟ। ଗୋରଖପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗଣନା ଶେଷ ହୋଇଥିବା ବେ‌ଳେ ବିପୁଳ ଭୋଟ‌ ପାଇ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ସମୁଦାୟ ୧,୦୨,୦୦୦…
Read More...

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଭିଯୋଗ : ୟୁକ୍ରେନ ହସ୍ପିଟାଲରେ ବୋମାମାଡ କରିଛି ଋଷ

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁ୍ଦ୍ଧକୁ ଆଜି ୧୫ ଦିନ ପୂରିଛି । ତେବେ ଋଷ କିଛି ସହରରେ ଅସ୍ତ୍ରବିରତି ଘୋଷଣା କରିଛି । ଏପଟେ ଋଷ ବିରୋଧ ଗୁରୁତ୍ବର ଅଭିଯୋଗ ଆଣିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ…
Read More...

ବାଜି ମାରିଲେ ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶର ଗୋରଖପୁରରେ ଜିତିଲେ 'ବୁଲଡୋଜର ବାବା' ଓରଫ ଯୋଗୀ ଆଦିତ୍ୟନାଥ। ବଡ ମାର୍ଜିନ୍‌ରେ ବିପୁଳ ବିଜୟ ହାସଲ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ। ଗୋରଖପୁର ସହର ସିଟ୍‌ର ୧ଲକ୍ଷ ୨ ଜହାର ଭୋଟରେ ବିଜୟ ହାସଲ…
Read More...

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ମହଙ୍ଗା ଭତ୍ତା

ହୋଲି ସହିତ ଖୁସି ଖବର ଆସିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ । ମୋଦି ସରକାର ସେମାନଙ୍କର ଡିଏ ତିନି ପ୍ରତିଶତ ବୃଦ୍ଧି କରୁଛନ୍ତି । ହୋଲି ପରେ ଏହି ମହଙ୍ଗା ଭତ୍ତା ମିଳିବ । ତେବେ ତା ପୂର୍ବରୁ ସରକାର ଏ ନେଇ ଘୋଷଣା…
Read More...

୨ ବିଜେପି ବିଧାୟକ ନିଲମ୍ବିତ

ପଶ୍ଚିମବଙ୍ଗ ବିଧାନସଭାର ବଜେଟ ଅଧିବେଶନରେ ରାଜ୍ୟପାଳ ଜଗଦୀପ ଧନଖରଙ୍କ ଉଦଘାଟନୀ ଅଭିଭାଷଣ ସମୟରେ ଗୃହରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ବିଜେପି ବିଧାୟକ ସୁଦୀପ ମୁଖୋପାଧ୍ୟାୟ ଏବଂ ମିହିର ଗୋସ୍ୱାମୀଙ୍କୁ ଗୃହରୁ ନିଲମ୍ବିତ…
Read More...

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଅଟକ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ। ସେ ଏନ୍‌ସିପି ନେତା ତଥା ମନ୍ତ୍ରୀ ଥିବା ନବାବ ମଲିକଙ୍କ ଇସ୍ତଫା ଦାବି କରି ବୁଧବାର ଶୋଭାଯାତ୍ରା ବାହାର କରିଥିଲେ। ହେଲେ ପୋଲିସ…
Read More...