Browsing Tag

national news

ରୁଷିଆ ଓ ୟୁକ୍ରେନ ମଧ୍ୟରେ ଇସ୍ରାଏଲ କରିବ ମଧ୍ୟସ୍ଥତା

ରୁଷିଆ ଓ ୟୁକ୍ରେନ ମଧ୍ୟରେ ୧୯ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନେଇ ସମସ୍ତ ପାଶ୍ଚାତ୍ୟ ଦେଶ ବିରୋଧ କରିବା ସହ ଯୁଦ୍ଧ ବନ୍ଦ କରିବା ପାଇଁ ମସ୍କୋ ଉପରେ ଚାପ ପକାଯାଉଛି। କିନ୍ତୁ ୨ଦେଶ ନିଜ…
Read More...

ଇଣ୍ଡୋନେସିଆ, ମାଲେସିଆ ଏବଂ ଫିଲିପାଇନ୍ସରେ ଭୂକମ୍ପ

ଆଜି ଇଣ୍ଡୋନେସିଆ, ମାଲେସିଆ ଏବଂ ଫିଲିପାଇନ୍ସରେ ଭୂକମ୍ପ ଅନୁଭୂତ ହୋଇଛି । ମାଲେସିଆର କୁଆଲାଲମ୍ପୁରରେ ୫୦୪ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ୬.୮ ତୀବ୍ରତାର ଭୂକମ୍ପ ହୋଇଛି ।ଫିଲିପାଇନ୍ସର ମାନିଲା ଠାରୁ…
Read More...

କୌଣସି ମନ୍ତ୍ରୀ ଓ ବିଧାୟକ ଭୁଲ କାମ କଲେ ବହିଷ୍କାର ନୁହେଁ ବରଂ ଜେଲ

ପଞ୍ଜାବରେ ବିପୁଳ ବିଜୟ ପରେ ଆଜି ଅମୃତସରରେ ମେଗା ରୋଡ ସୋ' କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ଭଗୱନ୍ତ ମାନଙ୍କୁ ନେଇ ରୋଡ ସୋ'…
Read More...

ୟୁକ୍ରେନରେ ଗୁଳିମାଡରେ ଆମେରିକୀୟ ସାମ୍ବାଦିକ ମୃତ

ୟୁକ୍ରେନରେ ଗୁଳିମାଡରେ ଜଣେ ଆମେରିକୀୟ ସାମ୍ବାଦିକ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ସାମ୍ବାଦିକ ଗୁରୁତର ହୋଇଥିବା ସୂଚନା ମିଳିଛି । ଆଜି (ରବିବାର) ୟୁକ୍ରେନ ରାଜଧାନୀ କିଭର ଉତ୍ତର- ପଶ୍ଚିମରେ ଥିବା ଇରପିନ ସହରରେ ଏହି…
Read More...

ପୁଣି ଚିନ୍ତା ବଢ଼ାଇଲାଣି ଚାଇନା

ଚାଇନାରେ ପୁଣି ଥରେ କରୋନା ମହାମାରୀ ବିସ୍ତାର ହେଉଛି । ଏଥି ପାଇଁ ଦକ୍ଷିଣ ଚାଇନା ଟେକ୍ ହବ୍ ଶେନ୍‌ଜେନ୍‌ରେ ସରକାର କଡ଼ା ଲକ୍‌ଡାଉନ୍ ଲାଗୁ କରିଛନ୍ତି । ଏହି ଲକ୍‌ଡାଉନ୍ ପରେ ଏହି ସହରର ପ୍ରାୟ ୧,୭୦,୦୦,୦୦୦ ଲୋକ ବର୍ତ୍ତମାନ…
Read More...

୬ ଆତଙ୍କବାଦୀ ଗିରଫ

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗୁଇନ୍ଦା ବିଭାଗ ୬ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତଙ୍କବାଦୀମାନେ ସହରର ଏଶବାଗ ଥାନାଠାରୁ ୨୦୦ ମିଟର…
Read More...

ଗିରଫ ହେଲେ ପେଟିଏମର ସଂସ୍ଥାପକ ଶେଖର ଶର୍ମା

ଡିଜିଟାଲ ଦେଣନେଣ କରୁଥିବା ପ୍ରତ୍ୟେକ ଲୋକ ନିଶ୍ଚିତ ଭାବେ ପକେଟ ୱାଲେଟ ପେଟିଏମ ବାବଦରେ ଜାଣିଛନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପେଟିଏମର ସଂସ୍ଥାପକ ତଥା ଭାରତୀୟ ଯୁବ ଉଦ୍ୟୋଗୀ ବିଜୟ ଶେଖର ଶର୍ମାଙ୍କୁ ଏବେ…
Read More...

ଗୁଗୁଲ୍ ର ନୂଆ ଫିଚର୍; ଭଏସ୍ କମାଣ୍ଡରେ ହେବ ପାର୍କିଂ ପେମେଣ୍ଟ

ଦିନକୁ ଦିନ ବଢ଼ିଚାଲିଛି ସୋସିଆଲ ମିଡ଼ିଆର ଚାହିଦା। ଏମିତିକି ଏବେ ସବୁ କାମ ସହଜ ହେଉଛି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଦ୍ଵାରା କେବଳ ଗୋଟେ ସେକେଣ୍ଡରେ। ଯେମିତିକି ଅନଲାଇନ୍ ମନି ଟ୍ରାଞ୍ଜାକ୍ସନ୍। ଏହି ଅନଲାଇନ୍ ମନି…
Read More...

ୟୁକ୍ରେନ୍‌ର ଏୟାରବେସ୍‌ ଓ ମିଲିଟାରୀ ଟ୍ରେନିଂ ବେସ୍‌କୁ ଆକ୍ରମଣ କଲା ରୁଷ

ଜାରି ରହିଛି ରୁଷ ୟୁକ୍ରେନ୍‌ ଯୁଦ୍ଧ। କିଭ୍‌କୁ ଦଖଲ କରିବା ପାଇଁ ଲାଗି ପଡିଛି ରୁଷ। ଏଥିପାଇଁ ଲଗାତର ମସାଇଲ୍‌ ମାଡ କରିଚାଲିଛି। କିଭ୍‌କୁ ତିନି ପଟୁ ଘେରି ରହି ରୁଷ ସେନା ରକେଟ୍‌ ମାଡ କରୁଛନ୍ତି। ରକେଟ୍‌ ମାଡ କରି ଏବେ…
Read More...

ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ

ମଧ୍ୟପ୍ରଦେଶ ଜବଲପୁର ଡୁମନା ବିମାନବନ୍ଦରରେ ଶନିବାର ବଡ଼ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ୫୫ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଆସିଥିବା ଏୟାର ଇଣ୍ଡିଆ ବିମାନ ଅବତରଣ କରୁଥିବା ବେଳେ ଅଚାନକ ରନୱେରେ ଖସଡି ଯାଇଛି।…
Read More...

ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ମାର୍ଚ୍ଚ ୧୪ ତାରିଖ ସୋମବାର ଠାରୁ ଉଭୟ ସଦନରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । କରୋନା କଟକଣା ମଧ୍ୟରେ ଏହି ଅଧିବେଶନ…
Read More...

ସେନାରେ ଭର୍ତ୍ତି ହୁଅ, ନହେଲେ ୪ବର୍ଷ ଜେଲ ଦଣ୍ଡ

ଋଷ-ୟୁକ୍ରେନ୍ ଯୁଦ୍ଧ ଆଜିକୁ ୧୭ଦିନରେ ପହଞ୍ଚିଛି । ଗତ ୧୭ ଦିନ ହେବ ୟୁକ୍ରେନ୍ ଦଖଲ ପାଇଁ ପ୍ରାୟ ୨ଲକ୍ଷ ସୈନ୍ୟ କ୍ରମାଗତ ଭାବେ ଲଢେଇ ଜାରି ରଖିଛନ୍ତି । ଠିକ୍ ଭାବରେ ଖାଇବା, ପିଇବା ପାଇଁ ପାଣି ଏବଂ ବିଶ୍ରାମ ଅଭାବରୁ…
Read More...

ନବନିର୍ବାଚିତ ଭଗୱନ୍ତ ମାନଙ୍କ ଘୋଷଣା; ପ୍ରତ୍ୟାହାର ହେବ ସମସ୍ତ ପୂର୍ବତନ ବିଧାୟକ, ମନ୍ତ୍ରୀ ଓ ଭିଆଇପିଙ୍କ ସୁରକ୍ଷା

ପଞ୍ଜାବରେ କଂଗ୍ରେସର ପରାଜୟ ହେବା ପରେ କ୍ଷମତାକୁ ଆସିଛି ଆମ୍ ଆଦମି ଦଳ । ଆପ୍ ର ବିପୁଳ ବିଜୟ ହେବା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି ଭଗୱନ୍ତ ମାନ୍ ।ତେବେ ଶପଥ ନେବା ପୂର୍ବରୁ ଆକ୍ସନ…
Read More...

ବିଧାୟକ ପଦରୁ ଇସ୍ତଫା ଦେବେ ଅଖିଳେଶ ଓ ଆଜମ

ଉତ୍ତରପ୍ରଦେଶରେ ପୁଣି ଚାଲିଲା ଯୋଗୀ ଆଦିତ୍ୟନାଥଙ୍କ ବୋଲଡୋଜର୍ । ଯୋଗୀ ହାଉଆରେ ବିରୋଧୀ ସଫା । ବିଶେଷ କରି ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଅଖିଳେଶ ଦେଖିଥିବା ସ୍ବପ୍ନ ଚୂନା ହୋଇଯାଇଛି । ସମାଜବାଦୀ ପାର୍ଟି ଗତ…
Read More...