National ମିସୱାର୍ଲ୍ଡର ତାଜ ହାସଲ କଲେ କରୋଲିନା OPA Mar 17, 2022 0 ମିସୱାର୍ଲ୍ଡ ୨୦୨୧କୁ ନେଇ ଚାଲିଥିଲା କଳ୍ପଲା ଜଳ୍ପନା ଓ ଅପେକ୍ଷାର ଅନ୍ତ ଘଟାଇ ପୋଲାଣ୍ଡର କାରୋଲିନା ପିନ୍ଧିଛନ୍ତି ମିସୱାର୍ଲ୍ଡ ୨୦୨୧ର ବିଜୟ ମୁକୁଟ । ପୁଏର୍ତୋ ରିକୋରେ ଆୟୋଜିତ ହୋଇଥିଲା ମିସ୍ ୱାର୍ଲ୍ଡ ପ୍ରତିଯୋଗିତା… Read More...
National ଶ୍ରୀମଦ୍ ଭଗବତ ଗୀତା ପଢିବେ ସ୍କୁଲ ପିଲା OPA Mar 17, 2022 0 ଶ୍ରୀମଦ୍ ଭଗବତ ଗୀତା ପଢିବେ ସ୍କୁଲ ପିଲା । ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଓ କଲେଜରେ ଭଗବତ ଗୀତା ପଢିବେ । ନିଜ ରାଜ୍ୟରେ ଏବେ ଏଭଳି କିଛି ନୂଆ ଶିକ୍ଷାନୀତି ଆଣିଛନ୍ତି ଗୁଜରାଟ… Read More...
National ଆକ୍ସନ ମୋଡରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓନ୍ତ ମାନ OPA Mar 17, 2022 0 ଆକ୍ସନ ମୋଡରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓନ୍ତ ମାନ। ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମାନ। ଏବେ ସେ ଦୁର୍ନୀତିକୁ ରୋକିବା ପାଇଁ ଗୋଟିଏ ହେଲ୍ପ ଲାଇନ ନମ୍ବନ ଜାରି କରିବେ ବୋଲି ଘୋଷଣା କରିଛନ୍ତି। ମାର୍ଚ୍ଚ ୨୩ରୁ… Read More...
National ଇସ୍ରାଏଲରେ କରୋନାର ଏକ ନୂତନ ଭାରିଆଣ୍ଟ OPA Mar 16, 2022 0 ଗତ କିଛି ଦିନ ହେବ ଇସ୍ରାଏଲରେ କରୋନାର ଏକ ନୂତନ ଭାରିଆଣ୍ଟ ଦେଖିବାକୁ ମିଳୁଛି । ଏହି ଭାରିଆଣ୍ଟର ଦୁଇଟି ମାମଲା ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି (ବୁଧବାର) ସକାଳେ ଘୋଷଣା କରିଛି ।ଓମିକ୍ରନ୍ ର ମିଶ୍ରିତ… Read More...
National ଜାପାନରେ ବଡ଼ଧରଣର ଭୂକମ୍ପ ଝଟକା OPA Mar 16, 2022 0 ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଜାପାନ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି। ରାଜଧାନୀର ଟୋକିଓ ନିକଟରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାପଡ଼ିଛି। ଭୂକମ୍ପର ତୀବ୍ରତା ୭.୧ ଥିବାରୁ ବ୍ୟାପକ କ୍ଷୟକ୍ଷତିର… Read More...
National ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗଓ୍ୱନ୍ତ ସିଂହ ମାନ୍ OPA Mar 16, 2022 0 ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗଓ୍ୱନ୍ତ ସିଂହ ମାନ୍ । ଆଜି ତାଙ୍କୁ ଶପଥପାଠ କରାଇଛନ୍ତି ରାଜ୍ୟପାଳ ବନୱାରିଲାଲ ପୁରୋହିତ । ଏହାକୁ ମିଶାଇ ମାନ ହେବେ ପଞ୍ଜାବର ୧୭ତମ ମୁଖ୍ୟମନ୍ତ୍ରୀ । କୁହାଯାଉଛି ଯେ କେବଳ… Read More...
National ଚାଇନା ପରେ ଦକ୍ଷିଣ କୋରିଆ ଭାଙ୍ଗିଲା କରୋନା ରେକର୍ଡ OPA Mar 16, 2022 0 କିଛି ଦିନର ନୀରବତା ପରେ ପୁଣିଥରେ କାୟା ମେଲାଇବା ଆରମ୍ଭ କରିଛି କରୋନା। ପୂର୍ବରୁ ଚାଇନାରେ ରେକର୍ଡ ଭାଙ୍ଗୁଥିବା କରୋନା ଭାଇରସ ଏବେ ଦକ୍ଷିଣ କୋରିଆର ସ୍ଥିତିକୁ ବେହାଲ କରିଛି। ବୁଧବାର ଦକ୍ଷିଣ କୋରିଆରେ ରେକର୍ଡ… Read More...
National ବାଇଡେନଙ୍କ ସମେତ ୧୩ ବରିଷ୍ଠ ଆମେରିକୀୟ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷ OPA Mar 15, 2022 0 ୟୁକ୍ରେନ ଉପରେ ଘନଘନ ହମଲା କରୁଥିବା ରୁଷ ଏବେ ଆମେରିକା ବିରୋଧରେ ବଡ଼ ପଦକ୍ଷେପ ନେଇଛି। ଯୁଦ୍ଧଖୋର ଆଚରଣ ପାଇଁ ଆମେରିକା ପକ୍ଷରୁ ରୁଷର ବରିଷ୍ଠ ଅଧିକାରୀ, କମ୍ପାନୀ, ଖେଳାଳି ଓ ମସ୍କୋ ଉପରେ ଏକାଧିକ କଟକଣା ଲଗାଯାଇଥିଲା।… Read More...
National ଜେନେରାଲ ବିପିନ ରାୱତଙ୍କ ସ୍ମୃତିରେ ୟୁଏସ୍ଆଇର ଚେୟାର ଅଫ୍ ଏକ୍ସିଲେନ୍ସ ଘୋଷଣା OPA Mar 15, 2022 0 ଭାରତର ପ୍ରଥମ ପ୍ରତିରକ୍ଷା ବିଭାଗର ଅଧ୍ୟକ୍ଷ(ସିଡିଏସ୍) ଜେନେରାଲ ବିପିନ ରାୱତଙ୍କ ସ୍ମୃତିରେ ସେନା ମୁଖ୍ୟ ଜେନେରାଲ ଏମ୍ ନରଓ୍ବଣେ 'ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ୟୁଏସ୍ଆଇ)'ରେ ଚେୟାର ଅଫ୍… Read More...
National କୌଣସି ନିୟନ୍ତ୍ରିତ କ୍ରିପ୍ଟୋକରେନ୍ସି ଆଣିବ ନାହିଁ ଆରବିଆଇ OPA Mar 15, 2022 0 ଆପଣ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଆସିବାକୁ ଥିବା କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଏକ ବଡ଼ ଖବର।ଆଜି ସରକାର ରାଜ୍ୟସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା… Read More...
National ତୈଳ ଓ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ନିବେଶ ନିମନ୍ତେ ଭାରତକୁ ଆମନ୍ତ୍ରଣ କଲା ଋଷିଆ OPA Mar 14, 2022 0 ଯୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣାର ଏବେ ମୂଲ୍ୟ ଦେବାକୁ ପଡୁଛି ଋଷିଆକୁ। ଯୁଦ୍ଧଲାଗି ପାଶ୍ଚାତ୍ୟ ଦେଶମାନେ ଲଗାଇଥିବା କଟକଣା ଋଷିଆର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଏଥିରେ ପରିସ୍ଥିତିର ମୁକାବିଲା ନିମନ୍ତେ ଋଷିଆ ତୈଳ ଓ… Read More...
National କ୍ରାଇମ ବ୍ରାଞ୍ଚ ହାତରେ ଧରା ପଡିଲା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ସହଯୋଗୀ OPA Mar 14, 2022 0 ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ସହଯୋଗୀଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । କ୍ରାଇମ ବ୍ରାଞ୍ଚର ଆଣ୍ଟି-ଏକ୍ସଟୋରସନ୍ ସେଲ୍ ରବିବାର ଦିନ ଛୋଟା ରାଜନଙ୍କ ସହଯୋଗୀ ଆରାଫତ ଆରିଫ ଲୋଖଣ୍ଡୱାଲାଙ୍କୁ ବାଇକୁଲ୍ଲା ଅଞ୍ଚଳରୁ ଗିରଫ… Read More...
National କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ OPA Mar 14, 2022 0 ଆଜି ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଦୁଇ ନେତାଙ୍କର ଭେଟ ହୋଇଥିଲା । ଯୋଗୀ ଆଦିତ୍ୟନାଥ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ… Read More...
National ମାର୍ଚ୍ଚ ୧୬ରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ବି ଦିଆଯିବ କରୋନା ଟିକା OPA Mar 14, 2022 0 କରୋନା ସଂକ୍ରମଣ ଭିତରେ ଆସିଛି ଭଲ ଖବର । ଏଣିକି ୧୨ରୁ ୧୪ ବର୍ଷ ପିଲାଙ୍କୁ ବି ଦିଆଯିବ କରୋନା ଟିକା । ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଆରମ୍ଭ ହେବ ଏହି ଟିକାକରଣ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ… Read More...