ନାନାଜୀ ଦେଶମୁଖ, ପ୍ରଣବ ମୁର୍ଖାଜୀ, ଓ ଭୂପେନ ହଜାରିକାଙ୍କୁ ଭାରତରତ୍ନ

ନୂଆଦିଲ୍ଲୀ : ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପୁରସ୍କାର ପାଇବେ ପ୍ରଣବ ମୁର୍ଖାଜୀ,ନାନାଜୀ ଦେଶମୁଖ,ଭୂପେନ ହଜାରିକା । ଏହି ପୁରସ୍କାର ତିନିବର୍ଷ ପାଇଁ ଘୋଷଣା କରାଯାଇଛି । ନାନାଜୀ ଦେଶମୁଖ ଓ ଭୂପେନ ହଜାରିକାଙ୍କୁ ମରଣତ୍ତୋରଭାବେ ମିଳିବ ଏହି ପୁରସ୍କାର । ପ୍ରଣବ ମୁର୍ଖାଜୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପୁରସ୍କାର ପାଇବା ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ପ୍ରଣବ ମୁର୍ଖାଜୀ ଜଣେ ରାଷ୍ଟ୍ରନାୟକ ନେତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Leave A Reply

Your email address will not be published.