Browsing Category

Bignews

ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲ

ନୂଆଦିଲ୍ଲୀ: ସଂସଦରେ ବଜେଟ ଉପସ୍ଥାପିତ ହେବାପରେ ପରେ ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ଆଜି ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୧୦ ପଇସା କମିଛି । ଗତକାଲି ଏହାର ମୂଲ୍ୟ ୭୧ ଟଙ୍କା…
Read More...

ବଜାରରେ ପରିବା ଦର ଆକାଶ ଛୁଆଁ: ଆହୁରି ବଢ଼ିବ ଦାମ

ଭୁବନେଶ୍ୱର: ଅନିୟମିତ ଯୋଗାଣ ଏବଂ ସ୍ୱାଭାବିକଠାରୁ ଅଧିକ ବର୍ଷା ପରିବା ବଜାରର ସ୍ଥିତି ବେହାଲ କରିଛି। ସହରର ପ୍ରାୟ ସମସ୍ତ ବଜାରରେ ପରିବା ଦରରେ ୫୦% ବୃଦ୍ଧି ଘଟିଛି। ଫଳରେ ମହଙ୍ଗା ମାଡ଼ ସିଧା ପରିବା ବ୍ୟାଗ୍‌ ଉପରେ…
Read More...

ଅଫିସରଙ୍କୁ ‘ଗୁରୁମନ୍ତ୍ର’ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିଜର ମନ୍ତ୍ରୀ ଓ ବିଧାୟକମାନଙ୍କୁ ଡାକି ସରଳ ଜୀବନଯାପନ ପାଇଁ ଗୁରୁମନ୍ତ୍ର ଦେବାପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଫିସରମାନଙ୍କୁ ଡାକି ଗୁରୁମନ୍ତ୍ର ଦେଇଛନ୍ତି। ଜିଲ୍ଲା ଏସପି ଓ…
Read More...

ପୋଲ ତଳକୁ ଖସିଲା ବସ୍‌: ୨୯ ମୃତ, ୨୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ୍‌ରେ ଆଜି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ବେଳେ ଆଗ୍ରାର ଝରଣା ନାଳରେ ଖସି ପଡ଼ିଥିଲା। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…
Read More...

ଆସନ୍ତାକାଲିଠାରୁ ମ୍ୟାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ମ୍ୟାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା…
Read More...

ଶ୍ରୀଲଙ୍କାକୁ ହରାଇଲା ଭାରତ: ରାହୁଲ ଓ ରୋହିତ ହାସଲ କଲେ ଶତକ

ଲିଡ୍ସ: ଥମେ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ପରେ ହିଟ୍ ମ୍ୟାନ ରୋହିତ ଶର୍ମାଙ୍କ ଚଳିତ ବିଶ୍ଵ କପରେ ପଞ୍ଚମ ଶତକ ଏବଂ ଲୋକେଶ ରାହୁଲଙ୍କ ପ୍ରଥମ ଶତକ ବଳରେ ଭାରତ ଏଠାରେ ଖେଳାଯାଇଥିବା ବିଶ୍ଵକପ ୨୦୧୯ର ନିଜର ଶେଷ ମୁକାବିଲାରେ…
Read More...

ଅରୁଣ ବୋଥ୍ରାଙ୍କୁ ସହରାଞ୍ଚଳ ପରିବହନର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଆଇଜି ତଥା ଅରୁଣ ବ୍ରୋଥା ଆଇପିଏଏସଙ୍କୁ ନବଗଠିତ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(ସିଆରୟୁଟି)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଭୁବନେଶ୍ୱର…
Read More...

୯, ୧୦ରେ ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଓଡ଼ିଶାରେ ମୈାସୁମୀ ଓ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ମୈାସୁମୀ ସକ୍ରିୟ ହୋଇଥିବା କାରଣରୁ ରାଜ୍ୟରେ ଆସନ୍ତା ୯ ଓ ୧୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ…
Read More...

ପାଟଣାଗଡ ବିଧାୟକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ପୂର୍ତ୍ତବିଭାଗ ଜେଇ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ କରିବା ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଜାମିନ ମିଳିଛି। ୨୫ ହଜାର ଟଙ୍କା ଏବଂ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି…
Read More...

ମିଳିଲା ପ୍ରମାଣ, ଦାଉଦ ଲୁଚିଛି ପାକିସ୍ତାନରେ

ନୂଆଦିଲ୍ଲୀ:କୁଖ୍ୟାତ ଅପରାଧୀ ଦାଉଦ ଇବ୍ରାହିମ ପାକିସ୍ତାନରେ ଲୁଚିଥିବାନେଇ ଭାରତକୁ ଠୋସ୍ ପ୍ରମାଣ ମିଳିଛି । ଭାରତର ଗୁଇନ୍ଦା ସଂସ୍ଥାକୁ ଦାଉଦର ଏକ ଫଟୋ ମିଳିଛି, ଯେଉଁଥିରେ ସେ ସୁସ୍ଥ ଥିବା ଦେଖାଯାଉଛି । ପୂର୍ବରୁ…
Read More...

ଦେଶରେ ପ୍ରଚଳିତ ହେବ ନୂଆ କଏନ: ଦୃଷ୍ଟିହୀନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

ନୂଆଦିଲ୍ଲୀ:  ଲୋକସଭାରେ ବଜେଟ୍‌ ଉପସ୍ଥାପନ କରିବା ବେଳେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି ବଜାରକୁ ଖୁବ୍‌ ଶୀଘ୍ର ନୂଆ ୧, ୨, ୫, ୧୦ ଓ ୨୦ ଟଙ୍କିଆ କଏନ୍‌ ଆସିବ। ଏହି କଏନ୍‌ ଦୃଷ୍ଟିହୀନଙ୍କ ସକାଶେ ଖୁବ…
Read More...

ଏଥର ୭ ଘଂଟା ଡ୍ୟୁଟି କରିବେ ଅଧ୍ୟାପକ ଓ ପ୍ରିନ୍ସିପାଲ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ପ୍ରିନ୍ସିପାଲ ଏଣିକି ସମସ୍ତ କାର‌୍ୟ୍ୟଦିବସରେ ସର୍ବନିମ୍ନ ୭ଘଣ୍ଟା ଡ୍ୟୁଟି କରିବା ପାଇଁ ବାଧ୍ୟ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ…
Read More...

ଧାର୍ଯ୍ୟ ସମୟ ପୂର୍ବରୁ ଟଣାହେଲା ରଥ

ପୁରୀ : ଭକ୍ତଙ୍କ ସବୁ ଅପେକ୍ଷାର ଅନ୍ତ ଘଟିଲା। ପୁରୀରେ ରଥରେ ବସି ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀଜିଉ। ଏଠାରେ ରଥଟଣା ଆରମ୍ଭ ହୋଇଯାଇଛି। ଅପରାହ୍ଣ ୪ଟାରେ ରଥଟଣା ହେବା ବୋଲି ପୂର୍ବରୁ ଧାର୍ଯ୍ୟ…
Read More...

ଗୌରୀ ଲଙ୍କେଶ ମାନହାନି ମାମଲା: କୋର୍ଟରେ ହାଜର ହେଲେ ରାହୁଲ

ମୁମ୍ବାଇ: ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ପଛରେ ବିଜେପି ଓ ଆରଏସ୍‌ଏସ୍‌ର ହାତ ଥିବା କହି ବିବାଦ ସୃଷ୍ଟି କରିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି କୋର୍ଟରେ ହାଜର ହୋଇଛନ୍ତି। ରାହୁଲଙ୍କ ଏଭଳି…
Read More...