Browsing Category

Bignews

ତିତିଲି ମୃତ୍ୟୁ ସଂଖ୍ୟାକୁ ନେଇ କିଏ କହୁଛି ସତ,୫୦ ମୃତ୍ୟୁ ଅଭିଯୋଗ ପ୍ରଶାସନ କହୁଛି ୧୫

ଭୁବନେଶ୍ବର : ତିତଲରେ ପବନରେ ଯେତିକି କ୍ଷୟକ୍ଷତି ହୋଇନାହିଁ ଫ୍ଲାସ ଫ୍ଲଡ ପ୍ରଭୂତ କ୍ଷୟକ୍ଷତି ହୋଇଛି। ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନ ନିଶ୍ଚିହ୍ନ ହୋଇଯାଇଛି । ବାତ୍ୟା ଓ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୫୦…
Read More...

ନୂତନ ରେକର୍ଡ : ପାରାଦୀପ ବନ୍ଦରରେ ୨୪ ଘଣ୍ଟାରେ ଲାଗିଲା ୨୭ ଜାହାଜ

ପାରାଦୀପ : ୨୭ଟି ଜାହାଜରୁ ପଣ୍ୟ ଖଲାସ ଓ ବୋଝେଇ କରାଯିବା ଫଳରେ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି । ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ୨୪ଟି ଜାହାଜରୁ ପଣ୍ୟ ଖଲାସ୍ ଓ ବୋଝେଇ କରି ହୋଇଥିବା ରେକର୍ଡ ଆଜି ଭଙ୍ଗ ହୋଇଛି । ୧୦୦ ମିଲୟନ…
Read More...

ବଣେଇ ଜାମଢ଼ିରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ, ୧୧ ଶ୍ରମିକ ଆହତ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର କେ.ବଲାଙ୍ଗ ଥାନା ଅନ୍ତର୍ଗତ ବଣେଇ ଉପଖଣ୍ଡ ଜାମଢ଼ିହିରୁ କୁଞ୍ଚପାଣିକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏନ୍ବିସିସି ସଂସ୍ଥା ଦ୍ୱାରା ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିବାରୁ ୧୧ ଜଣ ଶ୍ରମିକ ଆହତ…
Read More...

ପ୍ରତି ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ସହାୟତା

ଭୁବନେଶ୍ୱର : ଗଜପତି ଜିଲ୍ଲା ବାରଘରରେ ପାହାଡ଼ ଧସି ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳବ । ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ…
Read More...

ପର୍ଯ୍ୟାପ୍ତ ରିଲିଫ ସହିତ ଅତ୍ୟାବଶ୍ୟକ ସେବାଗୁଡିକ ତୁରନ୍ତ ପୁନଃସ୍ଥାପିତ କରିବାକୁୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ସାମୁଦ୍ରିକ ଘୂଣ୍ଣିଝଡ ତିତଲିର ମୁକାବିଲାରେ ପ୍ରଶାସନିକ ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣାଯାଇଛି ଯେ, ସାମୁଦ୍ରିକ ଘୂଣ୍ଣିଝଡ ତିତଲି…
Read More...

ବାତ୍ୟାର ରୂପ ନେଲା ତିତଲି, ସର୍ତକ ଜାରି କଲା ପ୍ରଶାସନ

ଭୁନନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଡିପ୍ରେସନରେ ପରିଣତ ହୋଇ ଧୀରେ ଧୀରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବାତ୍ୟାର ନାମ “ତିତଲି” ରଖାଯାଇଛି । ଆଜି ସଂଧ୍ୟା ସୁଦ୍ଧା ଏହା…
Read More...

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨.୫୦ ଟଙ୍କା କମାଇଲେ

ନୂଆଦିଲ୍ଲୀ : କେନ୍ଦ୍ର ସରକାର କମାଇଲେ ତେଲ ଦର । ପେଟ୍ରୋଲ୍ ଓ ଡିଜେଲ୍ ଉପରେ କେନ୍ଦ୍ର ସରକାର ଦେଢ଼ ଟଙ୍କା ଉତ୍ପାଦ ଶୁଳ୍କ କମାଇଥିବା ବେଳେ ତୈଳ କମ୍ପାନିଗୁଡ଼ିକ ୧ ଟଙ୍କା କମାଇବାକୁ ଅନୁରୋଧ କରିଛନ୍ତି । ଏମିତିରେ…
Read More...

ପ୍ରାଥମିକ ଶିକ୍ଷକଙ୍କ କ୍ୟାଡରର ପୁନର୍ଗଠନ ସହ ବଢ଼ିଲା ଗ୍ରେଡ୍ ପେ, ଉପକୃତ ହେବେ ୭୨ ହଜାର ୫୬୩ ଶିକ୍ଷକ

ଭୁବନେଶ୍ବର : ପ୍ରାଥମିକ ଶିକ୍ଷକଙ୍କ କ୍ୟାଡରର ପୁନର୍ଗଠନ ସହ ବଢ଼ିଲା ଗ୍ରେଡ୍ ପେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରାଥମିକ ଶିକ୍ଷକଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ଏଣିକି…
Read More...

ବୈଜୟନ୍ତ ପଣ୍ଡାଙ୍କ ଅଣ ଓଡ଼ିଆ ବନ୍ଧୁ, ଅଭିଜିତ ଆୟାର୍ ମିତ୍ରଙ୍କ ଜାମିନ୍ ଖାରଜ

ନୂଆଦିଲ୍ଲୀ :  ବୈଜୟନ୍ତ ପଣ୍ଡାଙ୍କ ଅଣ ଓଡ଼ିଆ ବନ୍ଧୁ ଅଭିଜିତ ଆୟାର୍ ମିତ୍ର ଗିରଫ ହେବା ଥୟ । ଓଡ଼ିଶାର କଳା, ସଂସ୍କୃତି ଓ ଧର୍ମକୁ ବିଦ୍ରୁପ କରି ସେ ଓଡ଼ିଆଙ୍କୁ ଅପମାନିତ କରିଛନ୍ତି, ଉସୁକାଇଛନ୍ତି । ଆଉ ଯଦି ସେ ତାଙ୍କ…
Read More...

ଚାମ୍ପିଅନ୍ସ ଅଫ୍ ଦି ଆର୍ଥ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀ : ଚାମ୍ପିଅନ୍ସ ଅଫ୍ ଦି ଆର୍ଥ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍, ମୋଦିଙ୍କୁ ଏହି ସମ୍ମାନରେ…
Read More...

ଶ୍ରୀ ମନ୍ଦିରର ୪ ଦ୍ୱାର ଦେଇ ମନ୍ଦିର ଭିତରକୁ ଯିବେ ସେବାୟତ ଓ ତାଙ୍କ ପରିବାର ସଦସ୍ୟ

ପୁରୀ : ଶ୍ରୀ ମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ବନ୍ଧ ପାଳନ ଓ ହିସାଂ କାଣ୍ଡ ପରେ ଶାନ୍ତି କମିଠି ବୈଠକ ଫଳ ପ୍ରଦ ହୋଇଛି । ସ୍୍ରୀମନ୍ଦିର ଭିତରକୁ ଯିବାକୁ ୪ ଦ୍ୱାର ଦେଇ ସେବାୟତ ଓ ତାଙ୍କ ପରିବାର ସଦସ୍ୟ ଯାଇପାରିବେ…
Read More...

ଦାମଙ୍କ ନୂଆ ଦଳ ନାଁ ହେବ ବିଜୁ କ୍ରାନ୍ତି ଦଳ ( ବିକେଡି) କଂଗ୍ରେସ ସହ କରିବେ ମେଣ୍ଟ !

ଭୁବନେଶ୍ୱର : ନୂଆ ଦଳ ଗଢିବେ ବିଜେଡିରୁ ବହିଷ୍କୃତ ବିଧାୟକ ଦାମଦୋର ରାଉତ । ଏନେଇ ଖୋଦ ଦାମ ବାବୁ ନିଜେ ସୂଚନା ଦେଇଛନ୍ତି । ଅକ୍ଟୋବର ସୁଦ୍ଧା ଦଳ ଗଢାଯିବ । ସ୍ୱର୍ଗତ ବିଜୁ ପଟ୍ଟନାୟଙ୍କ ନାଁରେ ଦଳ ହେବ ବୋଲି ସୂଚନା…
Read More...

ବନ୍ଦକୁ ନେଇ ଅଶାନ୍ତ ପୁରୀ,ଶ୍ରୀ ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରି

ପୁରୀ : ଶ୍ରୀମନ୍ଦିରେର ଧାଡି ଦର୍ଶନକୁ ବିରୋଧକରି ଜଗନ୍ନାଥ ସେନା ପକ୍ଷରୁ ଦିଆଯାିଥିବା ବନ୍ଦ ପାଳନକୁ ନେଇ ପୁରୀରେ ଉତେଜନା ଦେଖାଦେଇଛି । ଅଶାନ୍ତ ହୋଇ ପଡିଛି ପୁରୀ । ପୁରୀରେ ୧୪୪ ଧାରା ଲଗା ଯାଇଛି । ଶ୍ରୀମନ୍ଦିରରେ…
Read More...

ଶ୍ରୀ ମନ୍ଦିରରେ ଧାଡି ଦର୍ଶନକୁ ବିରୋଧ କରି ଜଗନ୍ନାଥ ସେନାର ବନ୍ଦ ଡାକରା,ପୁରୀରେ ଉତେଜନା

ପୁରୀ : ଶ୍ରୀମନ୍ଦିରେର ଧାଡି ଦର୍ଶନକୁ ବିରୋଧକରି ଜଗନ୍ନାଥ ସେନା ପକ୍ଷରୁ ଦିଆଯାିଥିବା ବନ୍ଦ ପାଳନକୁ ନେଇ ପୁରୀରେ ଉତେଜନା ଦେଖାଦେଇଛି । ଜଗନ୍ନାଥ ସେନାର ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକଙ୍କୁ ପୋଲିସ ଅଟକ ରଖିବା ଯୋଗୁ…
Read More...