Browsing Category
Bignews
ରାଜ୍ୟ ବାହାରର ମିଳିବ ବିଜୁ ସ୍ବାସ୍ଥ୍ୟ କଳ୍ୟାଣ ଯୋଜନାରେ ସୁବିଧା
ଭୁବନେଶ୍ବର : ବାହାର ରାଜ୍ୟରେ ରହୁଥିବା ଲୋକେ, ବିଜୁ ସ୍ବାସ୍ଥ୍ୟ କଳ୍ୟାଣ ଯୋଜନାରେ ସୁବିଧା ପାଇପାରିବେ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏପରିକି ଯେଉଁମାନଙ୍କର ଆୟ ବାର୍ଷିକ ୩ ଲକ୍ଷ ହୋଇଥିବ ସେମାନେ ବି…
Read More...
Read More...
ବିଦ୍ୟୁତ୍ ତାର ଲାଗି ୭ ହାତୀ ମୃତ
ଢେଙ୍କାନାଳ : ଢେଙ୍କାନାଳରେ ୭ଟି ହାତୀଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ଙିତରେ ଗୋଟିଏ ଛୁଆ ହାତୀ ରହିଛି । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ନିକଟ କମଳାଙ୍ଗ ବ୍ରାହ୍ମଣୀ ନଦୀପଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବିଦ୍ୟୁତ୍…
Read More...
Read More...
ହେଲିକପ୍ଟର ଉଡାଣ ବିବାଦ : ଜୟଙ୍କୁ ଡିଜିସିଏର କ୍ଲିନ୍ ଚିଟ୍
ଭୁବନେଶ୍ୱର: ବୈଜୟନ୍ତଙ୍କୁ ମିଳିଲା କ୍ଲିନ୍ ଚିଟ୍ । ଚିଲିକା ଉପରେ କମ୍ ଉଚ୍ଚତାରେ ହେଲିକାପ୍ଟର ଉଡାଣ ନେଇ ତାଙ୍କ ବିରୋଧରେ ହୋଇଥିଲା ଅଭିଯୋଗ । ତେବେ ଅଭିଯୋଗକୁ ସମ୍ପୁର୍ଣ୍ଣ ମିଥ୍ୟା ବୋଲି କହିଛି ଡିଜିସିଏ ।…
Read More...
Read More...
ଅମୃତଶରରେ ରାବଣପୋଡିରେ ଟ୍ରେନ୍ ଚାପାରେ ୬୧ ମୃତ୍ୟୁ ଘଟଣା , ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ବର : ଟ୍ରେନ୍ ଚାପାରେ ୬୧ ଜଣଙ୍କ ମୃତ୍ୟୁ ଏବଂ ପ୍ରାୟ ୭୦ ଜଣ ଆହତ ହେବା ଘଟଣାରେ ସାରା ଦେଶ ସ୍ତବ୍ଧ । ଦୁର୍ଘଟଣା ଘଟିଥିବା ଅଞ୍ଚଳ ଓ ମେଡିକାଲରେ ଶୋକାକୁଳ ପରିବେଶ ଲାଗି ରହିଥିବା ବେଳେ, ଖୋଜା ଚାଲିଛି କାରଣ ।…
Read More...
Read More...
ତିତଲୀ କ୍ଷୟକ୍ଷତିର ଆସିଲା ପ୍ରାଥମିକ ରିର୍ପୋଟ, ୨ ହଜାର ୭୬୫ କୋଟି ଟଙ୍କାର କ୍ଷୟକ୍ଷତି
ଭୁବନେଶ୍ବର : ତିତଲୀ ବନ୍ୟା ଓ ବାତ୍ୟା କ୍ଷୟକ୍ଷତି ପ୍ରାଥମିକ ରିର୍ପୋଟ ପ୍ରସ୍ତୁତ କଲେ ସରାକର । ପ୍ରାଥମିକ ଭାବେ ୨ ହଜାର ୭୬୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି । ଖୁବ ଶୀଘ୍ର କେନ୍ଦ୍ର ସରକାରଙ୍କୁ…
Read More...
Read More...
# Me Too ର ପ୍ରଥମ ଶୀକାର, ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ଏମ ଏଜ ଆକବର
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଏମ ଏଜ ଆକବରଙ୍କ ଇସ୍ତଫା। ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଥିବା ଏମ ଜେ ଆକବରଙ୍କ ନାଁରେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଥିଲା। ଦେଶରେ ଝଡ଼ ସୃଷ୍ଟି କରିଥିବା # Me Too…
Read More...
Read More...
୪ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବଢିଲା ତିତ୍ ଲି ମୃତକଙ୍କ ପାଇଁ ଅନୁକମ୍ପା ସହାୟତା ରାଶି
ଭୁବନେଶ୍ବର : ତିତଲି ପ୍ରଭାବରେ ଛାରଖାର ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତରେ ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ପୂର୍ବରୁ ସରକାର ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୪ ଲକ୍ଷ…
Read More...
Read More...
ସତ ମାନିଲେ ସରକାର,୨୭ ନୁହେଁ ବାତ୍ୟା ଓ ବନ୍ୟାରେ ଯାଇଛି ୫୭ ଜୀବନ
ଭୁବନେଶ୍ବର : ତିତଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ମୃତାହତଙ୍କ ସଂଖ୍ୟା ବଢୁଥିବା ବେଳେ କ୍ଷୟକ୍ଷତିର ପରିମାଣ ମଧ୍ୟ ବଢ଼ିଚାଲିଛି । ମୃତ୍ୟୁ ସଂଖ୍ୟା ପ୍ରଥମେ ୧୮ ଏବଂ ପରେ ୨୬ ବୋଲି ସରକାର କହିଥିଲେ । ଆଜି ସରକାର ଦେଇଥିବା…
Read More...
Read More...
ମର୍ମନ୍ତୁଦ ଦୁର୍ଘଟଣା : ବୋଲେରୋକୁ ଧକ୍କା ଦେଲା ଟ୍ରକ୍ ୧୦ ମୃତ୍ୟୁ
ନୂଆପଡ଼ା: ବୈଷ୍ଣଦେବୀ ଦର୍ଶନ ହେଲା ଶେଷ ଦର୍ଶନ । ଦୁର୍ଘଟଣାରେ ଗଲା ୧୦ ଜୀବନ । ନୂଆପଡା ସିଲଦା ନିକଟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ବୋଲେରକୁ ଟ୍ରକ ଧକ୍କା ଦେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋିଛି । ଏମାନଙ୍କ ମଧ୍ୟରେ…
Read More...
Read More...
ରାତିରେ ଟନେଲ୍ ଭିତରେ ୫ ଘଣ୍ଟା ଫସିଲା ଟ୍ରେନ୍, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ଅଘଟଣ
ଭୁବନେଶ୍ବର : ରାତିଟାରେ, ପୁଣି ଟନେଲ୍ ଭିତରେ ୫ ଘଣ୍ଟା ଫସି ରହିଲା ଟ୍ରେନ୍ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ, ବଡ଼ ଧରଣର ଅଘଟଣ ସିନା ଟଳିଗଲା, ହେଲେ ଅନ୍ଧାର ଭିତରେ ପୂରା ଅଣନିଶ୍ବାସୀ ହୋଇଗଲେ ଲୋକେ । ହୀରାଖଣ୍ଡ…
Read More...
Read More...
ତିତିଲି ଠୁ ଆଉ ଏକ ପ୍ରୟଳଙ୍କାରୀ ସାମୁଦ୍ରିକ ଝଡ ମାଡି ଆସୁଛି ଜାଣନ୍ତୁ ଖବର ଉପରେ କଣ କହୁଛନ୍ତି ଏସଆରସି
ଭୁବନେଶ୍ୱର : ବାତ୍ୟା ତିତିଲିର ତାଣ୍ଡବର କ୍ଷତ ଶୁଖିନି । ଲୋକେ ଏବେ ବି ଦୁର୍ଦଶାରେ ଅଛନ୍ତି । ବାତ୍ୟା ଓ ପରବର୍ତୀ ବନ୍ୟା ଉଜାଡି ଦେଇଛି ଲୋକଙ୍କ ଧନ ଜୀବନ । ରିଲିଫ ଓ ଧଇଥାନ କାମରେ ଲାଗିଛନ୍ତି ସରକାର । ଏବେ ବି ଅନେକ ଲୋକ…
Read More...
Read More...
ତିତଲି କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ,କ୍ଷତିଗ୍ରସ୍ତ ପରିବାରକୁ ମିଳିବ ୫୦ କେଜି ଚାଉଳ, ୩…
ଭୁବନେଶ୍ବର : ତିତଲି କ୍ଷତିଗ୍ରସ୍ତ ପରିବାର ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ କ୍ଷତିଗ୍ରସ୍ତ ପରିବାରକୁ ନଗଦ ୧ ହଜାର ଟଙ୍କା, ୫୦କେଜି ଚାଉଳ ଓ ଅଢେଇ ଲିଟର କିରୋସିନ ତୁରନ୍ତ…
Read More...
Read More...
ଗଜପତିରେ ପ୍ରଭାବିତ ପରିବାରକୁ ଦୁଇମାସର ଚାଉଳ ୧ହଜାର ଟଙ୍କା ସହାୟତା ରାଶିଦେବାକୁ ନିର୍ଦେଶ
ଭୁବନେଶ୍ବର : ଯେତିକି ଅନୁମାନ କରାଯାଉଥିଲା ତିତଲି କ୍ଷୟକ୍ଷତି ତାଠାରୁ କେତେଗୁଣା ଅଧିକା। ସରାକରଙ୍କ ଟେନସନ ବଢ଼ାଉଛି ଗଜପତି । ବଢ଼ୁଛି ମୃତ୍ୟୁ ସଂଖ୍ୟା। ୪୧ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ପ୍ରଶାସନ କହିବା…
Read More...
Read More...
ତିତିଲି ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ବାତିଲ, ୧୭ ଓ ୧୯ରେ ବ୍ୟାଙ୍କ ଖୋଲା
ଭୁବନେଶ୍ୱର: ତିତିଲି ବାତ୍ୟା ସ୍ଥିତି ଲାଗି ରାଜ୍ୟର ବ୍ୟାଙ୍ଗ ଗୁଡିକର ପୂଜା ଛୁଟି ବାତିଲ କରାଯାଇଛି । ଦୁର୍ଗା ପୂଜା ହେତୁ ମହାଷ୍ଟମୀ ଓ ବିଜୟାଦଶମୀ ଦିନ ବ୍ୟାଙ୍କ କର୍ମଚାରୀଙ୍କୁ ଛୁଟି ଦିଆଯାଇଥାଏ। ତେବେ ଏହି ଛୁଟିକୁ…
Read More...
Read More...
