Browsing Category

Bignews

ସଂକଟରେ ଜଙ୍ଗଲର ରାଜା : ୧୦ ଦିନରେ ୧୦ ସିଂହଙ୍କ ମୃତ୍ୟୁ

ଜୁନାଗଡ଼ : ଗୁଜରାଟର ଗିର ଅଭୟାରଣ୍ୟରେ ସିଂହ ମଡ଼କ । ତିନି ସପ୍ତାହ ମଧ୍ୟରେ ୨୧ ସିଂହଙ୍କ ମୃତ୍ୟୁ ହେଲାଣି । ପୂର୍ବରୁ ୧୧ ସିଂହଙ୍କ ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର ୨୦ ରୁ ୩୦ ତାରିଖ ମଧ୍ୟରେ ଯଶଧର ଆନିମଲ୍ କେୟାର…
Read More...

ଶକ୍ତି ପୀଠରେ ଷୋଳ ପୂଜା ଆରମ୍ଭ, ଧରାବତରଣ କରିବେ ଜଗଜ୍ଜନନୀ ମାଆ ଦୁର୍ଗା

ଭୁବନେଶ୍ବର :  ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ଜଗଜ୍ଜନନୀ ମାଆ ଦୁର୍ଗା । ତେବେ ତା ପୂର୍ବରୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଳ ପୂଜା । ଆଜି ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ବିଭିନ୍ନ ରୂପରେ…
Read More...

ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଆଜିଠାରୁ ଆରମ୍ଭ କରିଛନ୍ତି ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା। ଭୁବନେଶ୍ବରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିବା ବେଳେ…
Read More...

ଆଜିଠୁ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା

ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ୨୫ ଲକ୍ଷ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଗାନ୍ଧି ଜୟନ୍ତୀରୁ ଆରମ୍ଭ କରିବେ । ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।…
Read More...

ଗାନ୍ଧୀ ଜୟନ୍ତୀରୁ ୬ ସହରରେ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟାନ୍‌

ଭୁବନେଶ୍ବର : ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ବ୍ୟାନ୍‌ ହେବ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ।ପ୍ରଥମ ପର୍ଯ୍ୟାୟରେ ୬ଟି ସହରରେ ଏହା ଉପରେ ପ୍ରତିବନ୍ଧ ଲାଗିବ । ପରେ ସାରା ରାଜ୍ୟରେ ଏହି ପ୍ରତିବନ୍ଧକ ଲାଗିବ । ପଲିଥିନ୍‌ ଓ…
Read More...

 ଇଣ୍ଡୋନେସିଆ ସୁନାମିରେ ମୃତ୍ୟୁ ସଂଖ୍ୟା ୮୩୨ ଟପିଲା, ଭୂକମ୍ପରେ ଭାଙ୍ଗିଲା ଘର

ଇଣ୍ଡୋନେସିଆ : ଇଣ୍ଡୋନେସିଆରେ ପ୍ରକୃତିର ତାଣ୍ଡବ ।  ସୁନାମିରେ ମୃତ୍ୟୁ ସଂଖ୍ୟା ୮୩୨ଛୁଇଁଚି । ସେପଟେ ରିକ୍ଟର ସ୍କେଲରେ ୭.୫ତୀବ୍ର ଶକ୍ତିଶାଳୀ ଭୂକମ୍ପରେ ଅନେକ ଘରଦ୍ବାର ଭାଙ୍ଗି ଯାଇଛି ।  ଏବେବି ଅନେକ ଲୋକ ଭଗ୍ନାବଶେଷ…
Read More...

କାଲିଠୁ ଶ୍ରୀ ମନ୍ଦିରରେ ଧାଡିରେ ଶ୍ରୀ ଜୀୟୁଙ୍କୁ ଦର୍ଶନ କରିବେ ଭକ୍ତ

ପୁରୀ : ଏଣିକି ଶ୍ରୀ ମନ୍ଦିରରେ ଧାଡିରେ ଯାଇ ଶ୍ରୀ ଜିୟୁଙ୍କୁ ଦର୍ଶନ କରିବେ ଭକ୍ତ । ଆସନ୍ତା କାଲିଠୁ ଏହି ବ୍ୟବସ୍ଥା ଆରମ୍ଭ ହେବ । ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ହେଲେ ଶ୍ରଦ୍ଧାଳୁମାନେ ଧାଡିରେ ଯିବାକୁ ପଡିବ । ଏଥିପାଇଁ…
Read More...

ଓଡିଶାରେ ଅଛନ୍ତି ୬୦ ମହାବଳ ବାଘ

ଭୁବନେଶ୍ୱର: ରାଜ୍ୟ ରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଜଙ୍ଗଲ, ସମ୍ବଲପୁର ଜିଲ୍ଲା ହୀରାକୁଦ ଦେବ୍ରିଗଡ଼ ଓ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳରେ ମହାବଳଙ୍କ ସନ୍ଧାନ ମିଳିଛି । ଜଙ୍ଗଲରେ ଲାଗିଥିବା ସିସି କ୍ୟମେରାରେ ବାଘଙ୍କ…
Read More...

ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୬୫ ପ୍ରଶାସନିକ ଅଧିକାରୀ ନିଯୁକ୍ତ କଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ୬୫ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ…
Read More...

ଏବର୍ଷ ଉକ୍ରଳ ବିଶ୍ୱ ବିଦ୍ୟାଳୟରେ ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର : ଚଳିତ ବର୍ଷ ଉକ୍ରଳ ବିଶ୍ୱ ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ପିଜି କାଉନସିଲ ବୈଠକରେ ଏହି ନିଷ୍ପତି ହୋଇ ବିଜ୍ଞପ୍ତି ପ୍ରକାଶ ପାଇଛି ।‘ଉତ୍କଳ ବିଶ୍ୱବିଦ୍ୟାଳୟ’ରେ ଶିକ୍ଷାବର୍ଷ ୨୦୧୮-୧୯…
Read More...

ଇଣ୍ଡିଆ ଟୁଡେ ସର୍ଭେ : ନବୀନ ଏବେ ବି ନମ୍ବର ଓାନ, ଧମେନ୍ଦ୍ର ଦ୍ୱିତୀୟ ପସନ୍ଦ

ଭୁବନେଶ୍ବର : ୧୮ ବର୍ଷ କ୍ଷମତାରେ ଥାଇ ବି ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା କମିନି । ଏବେ ବି ସେ ଏକ ନମ୍ବର୍ । ରାଜ୍ୟର ୫୯ ପ୍ରତିଶତ ଲୋକ ତାଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଇଣ୍ଡିଆ ଟୁଡେ…
Read More...

ଅକ୍ଟୋବର ୧୧ରେ କଲେଜ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର : କଲେଜ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବ। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୧ ତାରିଖରେ…
Read More...

ରାଜ୍ୟ ସରକାରଙ୍କୁ ଝଟକା : ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ମାମଲାରେ ହାଇକୋର୍ଟ ରାୟକୁ କାଏମ ରଖିଛନ୍ତି ସୁପ୍ରିମ…

ନୂଆଦିଲ୍ଲୀ : ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ମାମଲାରେ ରାଜ୍ୟ ସରକାରଙ୍କୁ ଝଟକା । ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ଜାରି ଲାଗି…
Read More...

ଦାଗୀନେତା ନିର୍ବାଚନ ଲଢିବେ କି ନାହିଁ ନିଷ୍ପତି ପାର୍ଲମେଣ୍ଟ ନେଉ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜନୀତିର ଅପରାଧୀକରଣ ରୋକିବାକୁ ପାର୍ଲାମେଣ୍ଟ ପଦକ୍ଷେପ ନେଉ । ଗୁରୁତର ଅପରାଧରେ ସଂପୃକ୍ତ ବ୍ୟକ୍ତିବିଶେଷ ଯେଭଳି ରାଜନୀତିରେ ପ୍ରବେଶ ନକରନ୍ତି, ସେଥି ପାଇଁ ଆଇନ ଅଣାଯାଉ । ଗୁରୁତର ଅପରାଧରେ ଜଡ଼ିତ ବ୍ୟକ୍ତି…
Read More...