Browsing Category

Bignews

କଟକ ଏସସିବି ମେଡିକାଲ କଲେଜର ୧୦୦ ସିଟ ବଢିଲା

ଭୁବନେଶ୍ୱର:  କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲର ୧୦୦ ସିଟ ବଢିଛି । ମୋଟ ସିଟସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି ପାଇଛି । ମେଡିକାଲ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଏହି ସିଟ ବୃଦ୍ଧି କରାଯାଇଛି । ସିଟ ବୃଦ୍ଧି…
Read More...

୧୮ରେ ଆଉ ଏକ ଲଘୁଚାପ,ପୁଣି ତିନି ଦିନ ବର୍ଷିବ

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏହି ଲଘୁଚାପ ୨୦ ତାରିଖବେଳକୁ ଅବପାଦ ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୯ ତାରିଖ ଠାରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି…
Read More...

ବାନ୍ଧବ ଗଡ଼ ଫେରିବ କାହ୍ନାର ବାନ୍ଧବୀ ସୁନ୍ଦରୀ

ଅନୁଗୋଳ : ଫେରିଯିବ ସାତକୋଶିଆ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ସୁନ୍ଦରୀ । ସୁନ୍ଦରୀ’କୁ ୧୫ ତାରିଖ ସୁଦ୍ଧା ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜଙ୍ଗଲକୁ ସ୍ଥାନାନ୍ତର କରାଯିବ। ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ…
Read More...

ଦାବି ପୁରଣ ଲାଗି ୩ ମାସ ସମୟ ମାଗିଲେ ସରକାର,ଶୁଣିଲେନି ଶିକ୍ଷକ,ସମୁହ ଇସ୍ତଫା ଧମକ

ଭୁବନେଶ୍ୱର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚ ପକ୍ଷରୁ ୩୧୪ଟି ବ୍ଲକ ସମେତ ବିଧାନସଭା ସମ୍ମୁଖରେ ଚାଲିଥିବା ଗଣଧାରଣାକୁ ୨୮ଦିନ ପୂରି ଯାଇଛି । ତେବେ ବାଚସ୍ପତି ଏବଂ ବିରୋଧିଦଳଙ୍କ ଚାପରେ ପ୍ରଥମ ଥର ପାଇଁ…
Read More...

ବିଜେଡିରୁ ବିଦା ହେଲେ ଦାମଦୋର ରାଉତ, ଦଳରୁ ବହିଷ୍କାର କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳ ବିଜେଡିର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ବିଜେଡି ବିଜେଡି ସୁପ୍ରିମୋ( ସଭାପତି ) ତଥା ମୁଖ୍ୟମନ୍ତ୍ରୀ ନବୀନ…
Read More...

ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଭତ୍ତା ବୃଦ୍ଧ

ନୂଆଦିଲ୍ଲୀ : ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ପାଇଁ ଏକ ଶୁଭ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି । ଆସନ୍ତା ମାସରୁ ଏହି ବର୍ଦ୍ଧିତ ହାର ଲାଗୁ ହେବ । ଏହାଛଡ଼ା ସମସ୍ତ ଆଶାକର୍ମୀଙ୍କୁ…
Read More...

ତେଲେଙ୍ଗାନାରେ ଖାତ ଭିତରକୁ ଖସି ୬ ଶିଶୁଙ୍କ ସମେତ ୫୫ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌: ତେଲେଙ୍ଗାନାର ଜଗତିଆଲ୍‌ ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ରାଜ୍ୟ ସଡକ ପରିବହନ ଏକ ବସ ଖାତ ଭିତରକୁ ଖସି ପଡ଼ିବା ଫଳରେ ମଙ୍ଗଳବାର ସକାଳେ ୬ ଶିଶୁଙ୍କ ସମେତ ୫୫ ଜଣ ତୀର୍ଥଯାତ୍ରୀ…
Read More...

ତିନି ଜିଲ୍ଲାରେ ୭ ଦିନ ପାଇଁ ରିଲିଫ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଚିବାଳୟରେ ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ…
Read More...

ଚିଲିକାରେ ହେବନି ସି-ଏରୋଡ୍ରମ, ସ୍ପଷ୍ଟ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର : ଚିଲିକାରେ ପ୍ରସ୍ତାବିତ ୱାଟର୍ ଏରୋଡ୍ରମ୍ ପ୍ରକଳ୍ପକୁ କେନ୍ଦ୍ର ସରକାର ଶେଷରେ ବାତିଲ୍ କରିଛନ୍ତି । ଆଜି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ…
Read More...

ଭାରତ ବନ୍ଦରେ କଂଗ୍ରେସର ଅସ୍ତ୍ର ଗୋଲାପ ଓ ଠେଙ୍ଗା: ୯ ଘଣ୍ଟା ସାରା ଓଡିଶାରେ ଚକା ଜାମ୍ ,ଜୀବନ ଯାତ୍ରା ପ୍ରଭାବିତ

ଭୁବନେଶ୍ବର : ଓଡ଼ିଶାରେ ମଧ୍ୟ ଭାରତ ବନ୍ଦ ସଫଳ କରିବାକୁ ଭରପୁର ଚେଷ୍ଟା କରିଥିଲା କଂଗ୍ରେସ । ତେଲ ଦର ବୃଦ୍ଧି ପ୍ରତିବାଦରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ  ରାସ୍ତାକୁ ଓହ୍ଲାଇଥିଲେ କଂଗ୍ରେସ ନେତା ଆଉ କର୍ମୀ ।…
Read More...

ପାର୍ବତୀଗିରି ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ

ଭୁବନେଶ୍ୱର: ପାର୍ବତୀଗିରି ବୃହତ୍ତ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ହୋଇଛି । ସଚିବାଳୟରେ ଭିଡିଓ କନଫରେନ୍ସିଂରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ ଅଧୀନରେ ଥିବା ୯ଟି ଜିଲ୍ଲାର ୪୧ଟି…
Read More...

ପୂଜା ଚାନ୍ଦା ମାଗିଲେ ବାନ୍ଧିବ ପୋଲିସ, ଆଡଭାଇଜରି ଜାରି କଲେ ଡିଜିପି

ଭୁବନେଶ୍ବର  :    ରାଜ୍ୟରେ ଚାନ୍ଦା ଆଦାୟକାରୀଙ୍କ ଉପରେ ଲାଗିଲା ଲଗାମ।  ସାଧାରଣ ଲୋକଙ୍କଠାରୁ ପୂଜା ପାର୍ବଣ ନାଁରେ କେହି ଆଦାୟ କରିପାରିବେନି ଚାନ୍ଦା। କୌଣସି ସ୍ଥାନରେ ଜୁଲୁମ କରି ଚାନ୍ଦା ଆଦାୟର ଅଭିଯୋଗ ଆସିଲେ  ହେବ…
Read More...

ସୋମବାର ସବୁ ସ୍କୁଲ ଛୁଟି  : କଂଗ୍ରେସର ‘ଭାରତ ବନ୍ଦ’ ଡାକରାକୁ ଦୃଷ୍ଟିରେ ରଖି ଘୋଷଣା କଲେ ସରକାର

ଭୁବନେଶ୍ୱର: ସୋମବାର ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ‘ଭାରତ ବନ୍ଦ’ ଡାକରାକୁ ଦୃଷ୍ଟିରେ ରଖି ଆସନ୍ତା ୧୦ତାରିଖ ସୋମବାର ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ…
Read More...

ବିନାରୋଧୀ ରହିଲେନି, ବିଧାନସଭାରେ ବିଧାନପରିଷଦ ସଂକଳ୍ପ ଗୃହୀତ

ଭୁବନେଶ୍ୱର : ବିଧାନସଭାରେ ବିଧାନପରିଷଦ ଗଠନ ପାଇଁ ଆଗତ ସଙ୍କଳ୍ପ ଗୃହୀତ ହୋଇଯାଇଛି । ସଂକଳ୍ପକୁ ୧୦୪ ଜଣ ବିଧାୟକ ସମର୍ଥନ କରିଥିବା ବେଳେ ଏହା ବିପକ୍ଷରେ ଗୋଟିଏ ବି ଭୋଟ ପଡ଼ିନାହିଁ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ…
Read More...