Browsing Category

Bignews

ଏଣିକି ସହମତିରେ ସମଲିଙ୍ଗୀ ସଂପର୍କ ବୈଧ

ନୂଆଦିଲ୍ଲୀ : ଭାରତରେ ଏଣିକି ସହମତିଭିତ୍ତିକ ସମଲିଙ୍ଗୀ ଯୌନ ସଂପର୍କ ବୈଧ । ଭାରତୀୟ ପିଙ୍ଗଳ କୋଡ଼ର ୩୭୭ ଦଫା ନେଇ ଚାଲିଥିବା ମାମଲାର ବିଚାର କରି ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।…
Read More...

ଜାରିହେଲା ଚିଠା ପ୍ରସ୍ତାବ,ଗାନ୍ଧୀ ଜୟନ୍ତିରୁ ପ୍ଲାଷ୍ଟିକ ବ୍ୟାନ

ଭୁବନେଶ୍ୱର :  ଗାନ୍ଧୀ ଜୟନ୍ତରୁ ପ୍ଲାଷ୍ଟିକ୍ ବ୍ୟବହାରକୁ ବନ୍ଦ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ଓ…
Read More...

ବିଧାନସଭାରେ ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ

ଭୁବନେଶ୍ବର : ପ୍ରବଳ ହୋହଲ୍ଲା ଓ ନାରାବାଜି ଭିତରେ ବିଧାନସଭାରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ମୋଟ ୧୨ ହଜାର ୭୯୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।…
Read More...

ଆମ ଘରେ ଏଲଇଡି ଯୋଜନାରେ ୪କୋଟି ହିତାଧୀକାରୀଙ୍କୁ ଏଲଇଡି ବଲବ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର : ମାଗଣଆରେ ଏଲଇଡି ବିଜୁଳି ବଲ ଯୋଗାଇବେ ରାଜ୍ୟ ସରକାର । ରାଜ୍ୟର ୪ କୋଟି ଲୋକଙ୍କୁ ଏହି ବଲ ଯୋଗାଇ ଦିଆଯିବ । ବଲବର ୱାରେଣ୍ଟି ୩ ବର୍ଷ ରହିବ । ବିଜୁଳି ଖର୍ଚ୍ଚ ରୋକିବା ସହ ଶକ୍ତି ସଂଙ୍କଟ ଦୂରକରିବାକୁ ରାଜ୍ୟ…
Read More...

ସାବଧାନ, ଖାଇବା ଲୁଣରେ ପ୍ଲାଷ୍ଟିକ୍!

ନୂଆଦିଲ୍ଲୀ :ଲୁଣ ବିନା ମଣିଷର ନିତି ଦିନିଆ ସୁଆଦିଆ ଖାଦ୍ୟ ତିଆରି ସମ୍ଭବ ନୁହେଁ । ଏମିତିକି ଲୁଣ ଭାତ ହେଉଛି ଗରୀବ ଘରର ଖାଦ୍ୟ । କିଛି ନଥିଲେ ମଣଇଷ ଲୁଣ ଭାତ ବି ଖାଇଥାଏ । ହେଲେ ଆମେ ଖାଉଥିବା ଲୁଣରେ ରହିଛି ପ୍ଲାଷ୍ଟିକ ।…
Read More...

ଆଜିଠୁ ମୌସୁମୀ ଅଧିବେଶନ, ଗୃହରେ ୪ଟି ବିଲ୍ ଆସିବ

ଭୁବନେଶ୍ୱର : ଆଜି ଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଲୋକସଭାର ବାଚସ୍ପତି ସୋମନାଥ ଚାଟାର୍ଜୀ ଓ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.…
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ରୋକ

ଭୁବନେଶ୍ବର : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ରୋକ ଲାଗାଇଛନ୍ତି ସରକାର । ଫଳରେ ୪ବର୍ଷ ଧରି ପୁନଃ ନିଯୁକ୍ତି ପାଇ ଚାକିରି କରୁଥିବା ୫୦ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ ।…
Read More...

ଆଇପିପିବି ସେବା ଆରମ୍ଭ

ନୂଆଦିଲ୍ଲୀ : ଭାରତୀୟ ଡାକ ବିଭାଗ ଅଧୀନରେ ଆଜି ଦେଶବ୍ୟାପୀ ଇଣ୍ଡିଆ ପୋଷ୍ଟ୍ ପେମେଣ୍ଟ ଗ୍ରାମାଞ୍ଚଳରେ ରହିବ । ଆଇପିପିବିକୁ ନିଜସ୍ୱ ବ୍ୟବସ୍ଥା ସହ ୧୭ କୋଟି ପୋଷ୍ଟାଲ୍ ସେଭିଙ୍ଗ୍ସ ବ୍ୟାଙ୍କ ଆକାଉଣ୍ଟ ଆକାଉଣ୍ଟ ସିଷ୍ଟମ୍…
Read More...

ଭୀମ ଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ବଲାଙ୍ଗିର : ସନ୍ଥ କବି ଭୀମଭୋଇଙ୍କ ନାଁରେ ନାମିତ ବାଲାଙ୍ଗିର ମେଡିକାଲ କଲେଜ ଆଜି ଲୋକାର୍ପିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଲେଜର ଲୋକାର୍ପଣ କରି ସମଗ୍ର ବଲାଙ୍ଗିରବାସୀଙ୍କ ସ୍ୱପ୍ନ ସାକାର ହୋଇଥିବାରୁ…
Read More...

ଜାନୁୟାରୀ ୪ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ, ସଂଶୋଧନ ସମୟ ସେପ୍ଟେମ୍ବର ୧ ତାରିଖଠାରୁ ଅକ୍ଟୋବର ୩୧

ଭୁବନେଶ୍ୱର : ଭାରତର ନିର୍ବାଚନ ଆୟୋଗଙ୍କ ଅନୁମୋଦନ କ୍ରମେ ୨୦୧୯ ମସିହା ଜାନୁୟାରୀ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଭିତ୍ତିକରି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅନୁସାରେ ସେପ୍ଟେମ୍ବର ୧ ତାରିଖ…
Read More...

ବଦଳିବ ମାଟ୍ରିକ୍‌ ପରୀକ୍ଷା ଢ଼ାଞ୍ଚା : ୨୦୨୦-୨୧ରୁ ଉଠିଯିବ ଓଏମ୍‌ଆର୍‌ ସିଟ୍‌ ଓ ମଲ୍ଟିପୁଲ ଚଏସ୍‌ ପ୍ରଶ୍ନୋତ୍ତର

ଭୁବନେଶ୍ୱର: ବଦଳିବ ମାଟ୍ରିକ୍‌ ପରୀକ୍ଷା ଢ଼ାଞ୍ଚା । ପରୀକ୍ଷାରେ ପଡୁଥିବା ଓଏମ୍‌ଆର୍‌ ସିଟ୍‌ ଓ ମଲ୍ଟିପୁଲ ଚଏସ୍‌ ପ୍ରଶ୍ନୋତ୍ତର ୨୦୨୦-୨୧ରୁ ଉଠିଯିବ। ଏହା ବଦଳରେ ୫୦ମାର୍କ ଅବ୍‌ଜେକ୍‌ଟିଭ୍‌ରେ ଓ ୫୦ମାର୍କ…
Read More...

ସେପ୍ଟେମ୍ବର ୨୨ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ୨୨ରେ ଓଡ଼ିଶା ଗ୍ରସ୍ତରେ ଆସିବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ଝାରସୁଗୁଡାରେ ନବନିର୍ମିତ ଏୟାରପୋର୍ଟର ଉଦଘାଟନ ଓ ତାଳଚେରଠାରେ ଥିବା ସାରକାରଖାନା…
Read More...

ଏସିଆନ ଗେମ୍ସ : ପୁଣି ଚାନ୍ଦି ଜିତିଲେ ଦୂତି ଚାନ୍ଦ, ୨୦୦ ମିଟରରେ ଦୂତିଙ୍କୁ ରୌପ୍ୟ ପଦକ

ଜାକର୍ତା : ଏସିଆନ ଚାମ୍ପିଅନସିପରେ ପୁଣି ଚମକ ଦେଖାଇଛନ୍ତି ଓଡିଆ ଝିଅ ଦୂତି ଚାନ୍ଦ । ପୁଣି ହାତେଇଛନ୍ତି ରୌପ୍ୟ ପଦକ । ୨୦୦ ମିଟର ଫାଇନାଲରେ ଦୂତି ରୌପ୍ୟ ପଦକ । ତେବେ ଏଥର ମଧ୍ୟ ପୁଣି ଥରେ ବାହାରିନର ପ୍ରତିଯୋଗୀ…
Read More...

ମହାନଦୀରେ ଆସୁଛି ବନ୍ୟା,୨୫ ଗେଟ ଖୋଲିଲା ହିରାକୁଦ,ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଲେ ସରକାର

ଭୁବନେଶ୍ବର  :  ରାଜ୍ୟରେ ବନ୍ୟା ସମ୍ଭାବନା । ହୀରାକୁଦର ୨୫ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ୨୫ ଗେଟ ଦେଇ ୪ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ନିଷ୍କାସିତ ହେଉଛି ।ମହାନଦୀ ଅବବାହିକାରେ ଏହା ବନ୍ୟା ଆଶଙ୍କା ସୃଷ୍ଟି କରିଛି ।…
Read More...