Browsing Category

Bignews

ଏସିଆନଗେମ୍ସ : ୨ଶହ ମିଟରେ ରନରେ ଫାଇନାଲରେ ଦୂତୀ

ଜାକର୍ତା : ଏସିଆନ ଗେମ୍ସର ଦୁଇ ଶହ ମିଟର ରନରେ ଓଡିଆ ଝିଅ ଦୂତି ଚାନ୍ଦ ଫାଇନାଲରେ ପ୍ରବେଶ କରିଛନ୍ତି । ଆଜି ୨ଶହ ମିଟର ରନର ସେମିଫାଇନାଲରେ ଦୂତି ପ୍ରଥମ ହୋଇ ଫାଇନାଲକୁ ଚାଇଛନ୍ତି । ୬ ନମ୍ବର ଲେନରେ ଦୈଡୁଥିବା ଦୂତି…
Read More...

ମୁଁ ହିରୋ- ମୁଁ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ : ରାଜ୍ୟରେ ଲୁକ୍କାୟିତ ଥିବା ପ୍ରତିଭାଙ୍କୁ ବିକଶିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୁଁ ହିରୋ- ମୁଁ ଓଡ଼ିଶା’ ଅଭିଯାନର ଆଜି ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋର…
Read More...

ଆସୁଛି ଆଉ ଏକ ବଡ଼ ବର୍ଷା, ୨୮ ଯାଏ ୨୪ଟି ଜିଲ୍ଲାରେ ପ୍ରବଳ ନାଦିବ

ଭୁବନେଶ୍ୱର, : ଗତ ୨ ମାସ ଧରି କ୍ରମାଗତ ଭାବେ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ପୁଣି ଆସୁଛି ଆଉ ଏକ ବଡ଼ ବର୍ଷା । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଉପକୂଳ ଆଡ଼କୁ ଗତି କରୁଥିବାରୁ ଏହାର…
Read More...

ମୋବାଇଲ ବ୍ୟାଟେରୀରେ ଖେଳିଲା ବେଳେ ବିଷ୍ପୋରଣ, ବାଳକ ଗୁରୁତର

ଭୁବନେଶ୍ୱର : ଆପଣଙ୍କ ପିଲା ଖରାପ ମୋବାଇଲ ବ୍ୟାଟେରୀରେ ଖେଳୁଛି କି ? ଫାଟି ପାରେ ମୋବାଇଲ ବ୍ୟାଟେରୀ । ଯାଇପାରେ ଆପଣଙ୍କ ପିଲାଙ୍କ ଜୀବନ । ଏମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ । ଖରାପ ମୋବାଇଲ…
Read More...

ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ

ଭୁବନେଶ୍ବର : ୧୨ ହଜାର ୭୬୮ କୋଟିର ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ । ଆସନ୍ତା ମୌସୁମୀ ଅଧିବେଶନରେ ଏହି ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ନିର୍ବାଚନ ବର୍ଷ ହୋଇଥିବାରୁ ଘୋଷଣା ହୋଇଥିବା ସବୁ ଯୋଜନାକୁ…
Read More...

ଶିଶୁର ଦର କେଇ ଖଣ୍ଡ ଶାଢୀ ଆଉ ହଜାରେ ଟଙ୍କା

କେନ୍ଦୁଝର : ଶିଶୁର ଦର ହଜାରେ ଟଙ୍କା ଓ ଖଣ୍ଡେ ଶାଢୀ । ଦିରିଦ୍ରର ତାଡନା ଏତେ ଯେ ଯାହାକୁ ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେିଥିଲା ସେଇ ଶିଶୁକୁ ବିକ୍ରି କରିବାକୁ ପଛାଇଲାନି ମା । ନିଜ ମମତାକୁ ଭୁଲି କେଇଟା ଟଙ୍କା…
Read More...

ରେଭେନ୍ସାରେ ବାସୁଛି ଦୁର୍ନୀତିର ଗନ୍ଧ,୧୪ କୋଟି ନିଅଣ୍ଟିଆ ବଜେଟରେ ଚାଲିଛି ବିଶ୍ବ ବିଦ୍ୟାଳୟ

କଟକ : ରେଭେନ୍ସାରେ ଦୁର୍ନିତୀ ଅଭିଯୋଗ ସତ୍ୟତା ପଦାକୁ ଆସିଛି । ୟୁଜିସି ଗାଇଡ ଲାଇନ ଉଲଙ୍ଘନ କରି ନିଯୁକ୍ତି, ବିନା ଟେଣ୍ଡରେ କମ୍ପୁଟର କିଣା ଓ ଭିସିଙ୍କ ଟ୍ରାଭଲ୍ସ ଖର୍ଚ୍ଚରେ ଅନିୟମିତତା ଧରାପଡିଛି । ଉଚ୍ଚଶିକ୍ଷା ବିଭାଗର…
Read More...

ଶ୍ରୀମନ୍ଦିର ନାଟମଣ୍ଡପର  ଫାଟ

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପର ଏକ ପ୍ରମୁଖ ବିମରେ ଫାଟ । ପୁଣି ବିଭିନ୍ନ ସ୍ଥାନ ଦୁର୍ବଳ ହୋଇ ପଡ଼ିଛି । ୩ ଦିନ ଧରି ଶ୍ରୀମନ୍ଦିରର ତନ୍ନ ତନ୍ନ ଯାଞ୍ଚ ପରେ, ଏମିତି କହିଛନ୍ତି ବିଶେଷଜ୍ଞ ଦଳ । ଶ୍ରୀମନ୍ଦିରକୁ ବର୍ତ୍ତମାନ…
Read More...

ଆମ୍ବ ଟାକୁଆ ଖାଇ ଗଲା ତିନି ଜୀବନ

ନବରଙ୍ଗପୁର : ଆଦିବାସୀମାନଙ୍କ ପାଇଁ ବିଭିନ୍ନ ଯୋଜନା ହେଉଛି ବୋଲି ସରକାରୀସ୍ତରରେ ଡିଣ୍ଡିମ ବାଜୁଛି । କିନ୍ତୁ କେଉଁଠି ଯୋଜନାର ସୁଫଳ ମିଳୁନି ତ ଆଉ କେଉଁଠି ଅପହଞ୍ଚ ହୋଇପଡ଼ିଛି । ସେହିପରି ସଚେତନତାଠାରୁ ବହୁ ଦୂରରେ…
Read More...

ଦୁଇ ଦିନ ଧରି ପ୍ରବଳ ବର୍ଷିବ

ଭୁବନେଶ୍ବର : ପୁଣି ଡରେଇବ ବର୍ଷା । ଦୁଇ ଦିନ ଧରି ପ୍ରବଳ ବର୍ଷିବ । ଏମିତି ଆକଳନ କରିଛି ପାଣିପାଗ ବିଭାଗ ।  ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଲଘୁଚାପର ରୂପ ନେଉଛି । ଆସନ୍ତା ୨୪…
Read More...

ଅଲବିଦା ଅଟଳଜୀ

ନୂଆଦିଲ୍ଲୀ :ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶେଷକୃତ୍ୟ ଆଜି ସନ୍ଧ୍ୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଯାଇଛି । ଯବାନଙ୍କ ୨୧ ତୋପ ସଲାମୀ, ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ ଓ ଗୀତା ପାଠ ଏବଂ…
Read More...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ  କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଏହି ସ୍ବାସ୍ଥ୍ୟ ସେବା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ ରାଜ୍ୟର ସମସ୍ତ…
Read More...

୭୨ ତମ ସ୍ୱାଧୀନତା ଦିବସ : ଲାଲ କିଲ୍ଲାରେ ପତାକା ଉତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ୭୨ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲା ଠାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି ମୋଦି । ଏହି ଅବସରରେ ସେ ସ୍ୱାଧୀନତା…
Read More...

ରାଜ୍ୟ ସ୍ତରୀୟ ସ୍ୱାଦୀନତା ଦିବସରେ ଜାତୀୟ ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୭୨ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଟିତ ରାଜ୍ୟସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣକରିଛନ୍ତି…
Read More...