Browsing Category
Bignews
ଡିଜିପିଙ୍କ ନିର୍ଦେଶକୁ ବେଖାତିର : ପୁଣି ପିଲାଚୋର ସନ୍ଦେହରେ ମାଡ, ବାଦପଡିଲେନି ମହୁବିକାଳି, ଭିକାରୀ ଓ ପାଗେଳୀ
ଭୁବନେଶ୍ବର : ପୁଣି ପିଲାଚୋର ସନ୍ଦେହରେ ମାଡ ।ଏଥର ଜଣେ ମାନସିକ ବିକୃତ ମହିଳା ଓ ଜଣେ ଭିକାରୀକୁ ଗଛରେ ବାନ୍ଧି ଲୋକେ ପିଟିଛନ୍ତି । ଉଭୟ ଘଟଣା ସୋର ଅଞ୍ଚଳରେ ଘଟିଛି । ସେହିଭଳି ସାଲେପୁରରେ ଜଣେ ବ୍ୟକ୍ତିଙ୍କୁ ଛେଚିଛନ୍ତି…
Read More...
Read More...
ମେ।ଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ କଟକର ଚା’ବିକାଳି ପ୍ରକାଶ ରାଓଙ୍କ କାର୍ଯ୍ୟଧାରାକୁ ପ୍ରଧାନମନ୍ତ୍ରୀଙ୍କ…
କଟକ : ମନ୍ କି ବାତ୍ କାର୍ଯ୍ୟକ୍ରମରେ ନିଜର ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ।ଦି । ମନର କଥାରେ କଟକର ଚା’ ବିକାଳି ପ୍ରକାଶ ରାଓଙ୍କ ବିଷୟରେ କହିଛନ୍ତି ମେ।ଦି । ଜଣେ ଚା’ ବିକାଳି ହେ।ଇ ବସ୍ତି ଶିଶୁଙ୍କ…
Read More...
Read More...
୧୨ଟି ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ, ହଟିବ ବ୍ଲକ ଗ୍ରାଂଟ୍
ଭୁବନେଶ୍ୱର: ଶନିବାର ବସିଥିବା ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବରେ ଲାଗିଛି ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। କ୍ୟାବିନେଟ୍ ବୈଠକରେ…
Read More...
Read More...
କନ୍ଫ୍ୟୁଜ୍ନ ନୁହେଁ, କେନ୍ଦ୍ରରେ କମିଟ୍ ମେଣ୍ଟ ଓ୍ବାଲା ସରକାର ଚାଲିଛି- ନରେନ୍ଦ୍ର ମୋଦି
କଟକ: କନ୍ଫ୍ୟୁଜ୍ନ ନୁହେଁ, କେନ୍ଦ୍ରରେ କମିଟ୍ ମେଣ୍ଟ ଓ୍ବାଲା ସରକାର ଚାଲିଛି । ସେଥିପାଇଁ ଗଲା ୪ବର୍ଷ ଭିତରେ ସରକାର ଏଭଳି ଅନେକ ନିର୍ଣ୍ଣୟ ନେବାକୁ ସକ୍ଷମ ହୋଇଛନ୍ତି ଯାହା ଦୀର୍ଘ ବର୍ଷ ଧରି ଦେଶବାସୀଙ୍କ ପାଇଁ ଜରୁରି…
Read More...
Read More...
ମହାନଦୀକୁ ନେଇ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କଟକ : ଯେତେବେଳେ ଓଡ଼ିଶାରେ ଏବେ ମହାନଦୀ ହେଉଛି ହଟ୍ ଟପିକ୍ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନଦୀ ପ୍ରସଙ୍ଗରେ କ’ଣ କହିବେ ତାକୁ ନେଇ ଥିଲା ସମସ୍ତଙ୍କ ଅପେକ୍ଷା । ଆଉ ମହାନଦୀ କଥା ଉଠାଇ ମୋଦି କହିଥିଲେ…
Read More...
Read More...
ଆଣ୍ଡାମାନ ଛୁଇଁଳା ମୈସୁମୀ,ଜୁନ ଦ୍ବିତୀୟ ସପ୍ତାହରେ ଓଡିଶା ଛୁଇଁବ
ଭୁବନେଶ୍ୱର : ଉତ୍ତର ପଶ୍ଚିମରେ ଗ୍ରୀଷ୍ମଲହରୀ ଆଉ ଏପଟେ ଦକ୍ଷିଣପୂର୍ବ ଆକାଶରେ ମୌସୁମୀ ମେଘ । ଆରବସାଗରରେ ଘୂର୍ଣ୍ଣିଝଡ, ଉତ୍ତରପୂର୍ବ ଭାରତରେ ପ୍ରାକ ମୌସୁମୀ ବର୍ଷା ଛିଟା । ଇଏ ହେଉଛି ଆଜିର ଭାରତର ପାଣିପାଗ ଚିତ୍ର ।…
Read More...
Read More...
ଶକ୍ତି ପରୀକ୍ଷା ପୂର୍ବରୁ ଆସ୍ଥା ଭୋଟ ଜିତିଲେ କୁମାରସ୍ବାମୀ
ବାଙ୍ଗାଲୁର : ଶକ୍ତି ପରୀକ୍ଷା ପୂର୍ବରୁ ଆସ୍ଥା ଭୋଟ ଜିତିଲେ କୁମାରସ୍ବାମୀ । କର୍ଣ୍ଣାଟକ ବିଧାସଭାରେ ବହୁମତ ସାବ୍ୟସ୍ତ କଲେ କଂଗ୍ରେସ ଓ ଜେଡିଏସ୍ ମେଣ୍ଟ ସରକାର । ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ସପକ୍ଷରେ ୧୧୭ ବିଧାୟକ…
Read More...
Read More...
ବିଜେଡିରେ ବଢିଲା ରଘୁଙ୍କ ଓଜନ : ଉଠାଜଳସେଚନ ନିଗମର ଅଧ୍ୟକ୍ଷ ସହ କ୍ୟାବିନେଟ ପ୍ୟାହା ଦେଲେ ନବୀନ
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ପୁଣି ମନେ ପକାଇଛନ୍ତି ନବୀନ । ରଘୁଙ୍କୁ ବିଜେଡିରେ ପୁଣି ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରଘୁନାଥ ମହାନ୍ତିଙ୍କୁ ଓଡିଶା ଉଠାଜଳସେଚନ ନିଗମର…
Read More...
Read More...
ଶପଥ ନେଲେ କୁମାରସ୍ବାମୀ : ଏକାଠି ହେଲେ ମୋଦି ବିରୋଧୀ ଯୋଗ ଦେଲେନି କେସିଆର୍ ଏବଂ ନବୀନ ।
ଭୁବନେଶ୍ବର : କୁମ୍ରାରସ୍ବାମୀଙ୍କ ଶପଥ ସମାରୋହରେ ମୋଦି ବିରୋଧୀ ମେଳି । ୧୯ ବେଳକୁ ମୋଦି ୱେଭରେ ବ୍ରେକ୍ ଲଗାଇବାକୁ ଜୋରଦାର୍ ପ୍ରୟାସ । କଂଗ୍ରେସ ସମେତ ସବୁ ଆଞ୍ଚଳିକ ଦଳର ହେବିୱେଟ୍ କରିଛନ୍ତି ଶକ୍ତି ପ୍ରଦର୍ଶନ । କିନ୍ତୁ…
Read More...
Read More...
କେରଳରେ ଘାତକ ସାଜିଛି ନିପାହ ଭାଇରସ୍
କେରଳ : କେରଳ କୋଝିକୋଡ୍ ଏବଂ ମାଲାପୁରମ ଜିଲ୍ଲାରେ ନିପାହ ଭାଇରସ୍ ଆତଙ୍କ । ଏହି ଘାତକ ଭାଇରସ୍ ଏପର୍ଯ୍ୟନ୍ତ ୧୦ଜଣଙ୍କ ଜୀବନ ନେଲାଣି । ୬ରୁ ଅଧିକ ଆକ୍ରାନ୍ତଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ୨୫ଆକ୍ରାନ୍ତଙ୍କ…
Read More...
Read More...
ଓଡ଼ିଶାରେ ଠାବ ହେଲା ବ୍ଲାକ୍ ପାନ୍ଥର ବା କଳା ବାଘ : ସୁନ୍ଦରଗଡ ହେମଗିରି ଜଙ୍ଗଲରେ ଠାବ କଲା ବନ ବିଭାଗ
ଭୁବନେଶ୍ବର : ପ୍ରକୃତି ଓ ପ୍ରାଣୀ ପ୍ରେମୀଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ଦେଖାଦେଇଛି ବିରଳ ପ୍ରଜାତିର କଳା ବାଘ ବା ବ୍ଲାକ ପାନ୍ଥର । ସୁନ୍ଦରଗଡ ଜିଲ୍ଲା ହେମଗିରି ଜଙ୍ଗଲରେ ଏହାକୁ ଠାବ କରାଯାଇଛି । ବନ ବିଭାଗ ଦ୍ବାରା…
Read More...
Read More...
ଦାନ୍ତେୱାଡ଼ା ଚେଲନାରରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ୭ ଯବାନ ସହିଦ
ମାଲକାନଗିରି : ଲାଲ୍ ଗଡ଼ରେ ପୁଣି ହିଂସାକାଣ୍ଡ ଘଟାଇଛି ଲାଲ୍ ବାହିନୀ । ଦାନ୍ତେୱାଡ଼ା ଚେଲନାରରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ଘଟାଇ ଉଡ଼ାଇ ଦେଇଛନ୍ତି ଯବାନଙ୍କ XUV । ଆଉ ନେଇଛନ୍ତି ୭ ଯବାନ୍କ ମୁଣ୍ଡ ।ଦେଖନ୍ତୁ କେତେ…
Read More...
Read More...
୨୩ ରେ କଣ୍ଣାଟକ ସିଏମ ଭାବେ ଶପଥ ନେବେ କୁମାର ସ୍ୱାମୀ
ବେଙ୍ଗାଲୁର : ବିଜେପି ବିଧାୟକ ଦଳର ନେତା ବିଏସ ୟେଦୁରପାଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଣ୍ଣାଟକରେ ଅଢେଇ ଦିନିଆ ସରକାରର ପଦନ ଘଟିଛି । ଆସ୍ତା ଭୋଟ ନଲୋଡି ୟେଦୁରପା ଇସ୍ତଫା ଦେଇଛନ୍ତି । ଏହା ପରେ ରାଜ୍ୟପାଳ…
Read More...
Read More...
ଲୋଡିଲେନି ଆସ୍ତା : କଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦିୟୁରପ୍ପା
ବାଙ୍ଗାଲୋର : କଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି. ଏସ୍. ୟେଦିୟୁରପ୍ପା । ବିଧାନସଭାରେ ଆସ୍ତାଭୋଟ ଭୋଟ ପୂର୍ବରୁ ନିଜ ଭାଷାଣ ରଖିଥିଲେ ୟେଦିୟୁରପ୍ପା । ଏହାପରେ ଇସ୍ତଫା ଦେବା ଘୋଷଣା କରିଥିଲେ । ପରେ…
Read More...
Read More...
