Browsing Category
Bignews
ହଟିଲେ ମୁନା ଖାଁ, କୁନା ତ୍ରୀପାଠୀ ହେଲେ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ନୂଆ ଅଧ୍ୟକ୍ଷ
ଭୁବନେଶ୍ୱର : ହଟିଲେ ମୁନା ଖାଁ । ବରିଷ୍ଠ ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ ହେଲେ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୁନା ତ୍ରୀପାଠୀଙ୍କୁ ଏହି ନୂଆ ନିଯୁକ୍ତି…
Read More...
Read More...
ଆଳୁ ବଜାରରେ ଲାଗିଛି ନିଆଁ : କଳାବାଜାରୀଙ୍କୁ ବାନ୍ଧ – ମନ୍ତ୍ରୀ
ଭୁବନେଶ୍ୱର : ନିୟନ୍ତ୍ରଣ ବାହାରେ ଆଳୁଦର । ସମସ୍ୟାର ସମାଧାନ ପାଇଁ ୨ମାସ ତଳେ ରାଜ୍ୟ ସରକାର ଯେଉଁ ଯୋଜନା କରିଥିଲେ ତାକୁ ନେଇ ବି ଦ୍ୱନ୍ଦ୍ୱ । ନାଫେଡ୍ ଠାରୁ ଆଳୁ କିଣିଲେ ୬ ଟଙ୍କାର ଘୋଡ଼ାକୁ ୯ ଟଙ୍କାର ଦାନା ଦେଲା ଭଳି…
Read More...
Read More...
ରେଭେନ୍ସାରେ ସାଇନ-ଏ-ଡାଏ
ଭୁବନେଶ୍ୱର : ରେଭେନ୍ସା ବିଶ୍ୱ ବିଦ୍ୟାଳୟ ସାଇନ-ଏ-ଡାଏ । କାଲି ସକାଳ ୧୦ଟା ସୁଦ୍ଧା ହଷ୍ଟେସ ଛାଡିବାକୁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦେଶ । ଫି ବୃଦ୍ଧିକୁ ନେଇ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି । ଏହା ଫଳରେ…
Read More...
Read More...
ବସ୍ତି ବାସିନ୍ଦାଙ୍କୁ ଜମି ମାଲିକାନା :୨୦୦୦ ବାସ୍ତିବାସିନ୍ଦା ପରିବାରକୁ ଜମିପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର : ସହରରେ ଜମି ମାଲିକାନା ପାଇଲେ ବସ୍ତିବାସନ୍ଦା । ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବାରେ ଓଡ଼ିଶା ସାରାଦେଶରେ ପ୍ରଥମ । ଗଞ୍ଜାମର ଛତ୍ରପୁରରୁ ଏହି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
Read More...
Read More...
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ପାସ୍ ହାର ୭୬.୩୫%
କଟକ : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏକକାଳୀନ ଦଶମ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କଟକ ସ୍ଥିତ ବୋର୍ଡ କାର୍ଯ୍ୟଳୟରେ…
Read More...
Read More...
ମୁକେଶ ଅମ୍ବାନୀଙ୍କ ଝିଅ ଇଶା ହେବେ ପିରାମଲ ଖାନଦାନର ବୋହୁ
ନୂଆଦିଲ୍ଲୀ : ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀଙ୍କ ପରେ ଏବେ ତାଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହ ତାରିଖ ଠିକ୍ ହୋଇ ଯାଇଛି । ମୁକେଶ ଏବଂ ନିତାଙ୍କ ଗେହ୍ଲା ଝିଅ ଇଶା ଏହି ଡିସେମ୍ବର…
Read More...
Read More...
ରାଜ୍ୟ ରାଜନୀତିରେ ଏବେ ପରିବର୍ତ୍ତନ ବିଜେପି ପାଇଁ ଚ୍ୟାଲେଞ୍ଜ
ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଏବେ ପରିବର୍ତ୍ତନ ଆସିଛି । ବିଶେଷକରି ରାଜ୍ୟ କଂଗ୍ରେସ ମୁଖିଆ ପରିବର୍ତ୍ତନ ହେବା ପରେ ରାଜନୈତିକ ବାତାବରଣ ବଦଳିବାକୁ ଯାଉଛି । ଏବେ କୁହାଯାଉଛି ବିଜେପି ପାଇଁ କଷ୍ଟକର ସମୟ ଆସୁଛି । ବିଜେଡି…
Read More...
Read More...
କଳିଙ୍ଗ ଷ୍ଟୁଡିଓ ଜମିରେ ସ୍ପୋର୍ଟସ କମ୍ପେକ୍ସ ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧ
ଭୁବନେଶ୍ବର : ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଜମି ବିବାଦକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୟୁଟ୍ କରି ନିଜର ପତିକ୍ରିୟା ରଖିଛନ୍ତି । ଷ୍ଟୁଡିଓର ପୁନାରୁଦ୍ଧାର ପାଇଁ ଚିନ୍ତା ପ୍ରକଟ କରିଛନ୍ତି ଧର୍ମେନ୍ଦ୍ର ।…
Read More...
Read More...
ରାଜ୍ୟରେ ଖୋଲିବ ଅତ୍ୟାଧୁନିକ କ୍ୟାନସର ଚିକିତ୍ସାକେନ୍ଦ୍ର : ଟାଟା ଟ୍ରଷ୍ଟ ସହଏମଓୟୁ କଲେ ସରକାର
ଭୁବନେଶ୍ୱର : ରାଜ୍ୟରେ କ୍ୟାନସର ରୋଗର ଚିକିତ୍ସା ହେବ ସରଳ । ଆଉ ବାହାରକୁ ଯିବାକୁ ପଡିବନି ରୋଗୀଙ୍କୁ । ରାଜ୍ୟ ବାହାରର ବଡ ହସ୍ପିଟାଲରେ ଅଯଥା ଖର୍ଚ୍ଚାନ୍ତ ହେବାରୁ ବଂଚିବେ କ୍ୟାନସର ରୋଗୀ । ଏନେଇ ଆଜି ଟାଟା ମୋମୋରିଆଲ…
Read More...
Read More...
ରାଜ୍ୟ ବଜେଟ୍ ୨୦୧୮-୧୯ ଖର୍ଚ୍ଚର ଅଟକଳ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା : କୃଷି, ଶିକ୍ଷା ଓ ସାମାଜିକ ସୁରକ୍ଷା ଉପରେ…
ଭୁବନେଶ୍ୱର : ରାଜ୍ୟ ଖର୍ଚ୍ଚର ଅଟକଳ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା । ପ୍ରଥମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା। ରାଜସ୍ବ ପ୍ରାପ୍ତିରୁ ୧ ଲକ୍ଷ ୨୦୦ କୋଟି ଏବଂ ଋଣ ଓ ଅନ୍ୟାନ୍ୟ…
Read More...
Read More...
ଓଡିଶାରେ ବଢୁଛି ଚାଷୀ ଆତ୍ମହତ୍ୟା : ରାଜ୍ୟ ସଭାରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ତଥ୍ୟ, ଜାତୀୟ ହାରଠାରୁ ଓଡ଼ିଶାରେ ୧୪୨…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ଚାଷୀ ଆତ୍ମହତ୍ୟା। ଚାଷୀ ଆତ୍ମହତ୍ୟାକୁ ନେଇ ରାଜ୍ୟସଭାରେ କୃଷି ମନ୍ତ୍ରୀ ରାଧାମୋହନ ସିଂଙ୍କ ଉତ୍ତର ରଖିଛନ୍ତି। ୨୦୧୫ ତୁଳନାରେ ଚାଷୀ ଆତ୍ମହତ୍ୟାର ଜାତୀୟ ହାର ୯. ୭୭ ପ୍ରତିଶତ କମିଛି ବୋଲି…
Read More...
Read More...
ନୟାଗଡ ଛାଡିବେ ଅରୁଣ !
ଭୁବନେଶ୍ବର : ରୋଚକ ମୋଡରେ ନୟାଗଡ ରାଜନୀତି। ଏଠାରେ ନେତାଙ୍କୁ ଘାରିଛି ଛାୟା ଭୟ। େଯଉଁଥି ାଇଁ ନେତାମାନେ ଏବେ ପରସ୍ପରକୁ ରାଜନୈତିକ ସ୍ତରରେ ସନ୍ଦେହ କରିବା ଆରମ୍ଭ କଲେଣି। ବିଧାୟକ ଅରୁଣ ସାହୁ ଏଥିରେ ଘାରି ହେଉଥିବା…
Read More...
Read More...
ଏପ୍ରିଲରେ ଓଡିଶା ଆସିବେ ଅମିତ ଶାହ
ଭୁବନେଶ୍ବର: ଏପ୍ରିଲରେ ଓଡିଶା ଆସିବେ ବିଜେପିର ରାଷ୍ଟ୍ରିୟ ଅଧ¥କ୍ଷ ଅମିତ ଶାହ । ଏପ୍ରିଲ ପ୍ରଥମ କିମ୍ବା ଦ୍ବିତୀୟ ସପ୍ରାହରେ ଆସିବେ ସେ ନେଇ ତାରିଖ ସ୍ପଷ୍ଟ ହୋଇନି । ହେଲେ ଏଥର ଅମିତଙ୍କ ଲକ୍ଷ¥ ରହିଛି ପଶ୍ଚିମ ଓଡିଶା ।…
Read More...
Read More...
ଗେଟ୍ ୨୦୧୮: ଅଲ୍ ଇଣ୍ଡିଆ ଟପ୍ପର ଓଡ଼ିଆ ପୁଅ ଜ୍ୟୋତିରଞ୍ଜନ
ଭୁବନେଶ୍ୱର : ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜ୍ୟୋତିରଞ୍ଜନ ବାରିକ। ଚଳିତ ବର୍ଷ ଗେଟ୍ (Graduate Aptitude Test in Engineering) ପରୀକ୍ଷାରେ ସେ ସାରା ଭାରତରେ ଟପ୍ପର ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ତାଙ୍କର ଏହି…
Read More...
Read More...
