Browsing Category

Crime

ଥାନା ଅଧିକାରୀଙ୍କୁ ପିଟିଲେ ଗ୍ରାମବାସୀ

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଲୁଙ୍ଗା ଗାଁରେ ଥାନା ଅଧିକାରୀଙ୍କୁ ପିଟିଲେ ଗ୍ରାମବାସୀ । ଲୋକଙ୍କ ମାଡରେ ଲହୁଲୁହାଣ ହୋଇଥିବା ପୋଲିସ ଅଧିକାରୀ ହେଉଛନ୍ତି ବାସୁଦେବପୁର ଥାନା ଅଧିକାରୀ ନବ କିଶୋର ନାୟକ । ତାଙ୍କ ମୁଣ୍ଡ…
Read More...

ବ୍ୟାଙ୍କ ଖୋଲୁଖୋଲୁ ଲୁଟ୍ : ରାଉରକେଲା ମଧୁସୂଦନ ସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ଲୁଟିନେଲେ ୪୨…

ରାଉରକେଲା  : ବ୍ୟାଙ୍କ ଖୋଲୁଖୋଲୁ ଲୁଟ୍ । ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୪୨ ଲକ୍ଷ ଲୁଟ୍ । ରାଉରକେଲା ମଧୁସୂଦନ ଛକ ସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି । ଆଜି ସକାଳ ପ୍ରାୟ ୯ଟା ୪୫ ରୁ ୫୫ ମିନିଟରେ…
Read More...

ଅଟୋରେ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବାଲିଗୁଡା  : ଅଟୋରେ ଯିବା ସମୟରେ ଯୁବତୀଙ୍କୁ ଦୁଷ୍କର୍ମ । ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ।  ଜିଲ୍ଲାର ସାରଙ୍ଗଡ ଥାନା ଅଂଚଳରେ ଜଣେ ଯୁବତୀ ଘରକୁ ଯିବା ସମୟରେ ଦୁଷ୍କର୍ମର ଶିକାର ହୋଇଛନ୍ତି । ସେ ଅଟୋରେ…
Read More...

ସମ୍ପର୍କରେ ଫାଟ : ସ୍ତ୍ରୀକୁ ଅପହରଣ ଉଦ୍ୟମ, ସ୍ୱାମୀକୁ ଛେଚିଲେ ଗ୍ରାମବାସୀ, ଦେଲେ ପୋଲିସ ଜିମା

କଳାହାଣ୍ଡି : ସ୍ୱାମୀ - ସ୍ତ୍ରୀଙ୍କ ପବିତ୍ର ସମ୍ପର୍କ । ହେଲେ ପବିତ୍ର ସମ୍ପର୍କରେ ଫାଟ । ସ୍ୱାମୀ ନାମରେ ସ୍ତ୍ରୀକୁ, ବଳପୂର୍ବକ ଅପହରଣ କରାଯିବା ନେଇ ମଧ୍ୟ  ଅଭିଯୋଗ ହୋଇଛି । ଆହୁରି ମଧ୍ୟ ଏପରି ଘଟଣାକୁ ବିରୋଧ କରି ଉଭୟ…
Read More...

ସାଇକେଲ ଶିଖାଇଦେବାକୁ ଡାକିନେଇ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା 

ଭୁବନେଶ୍ବର : ପୁଣି ଜଣେ ନାବାଳିକା ଦୁଷ୍କର୍ମ ଓ ହତ୍ୟାର ଶିକାର । ରଜରେ ସାରା ରାଜ୍ୟ ମଉଜ କରୁଥିବା ବେଳେ ପ୍ରାଣ ହରାଇଛି ବେତନଟୀ ଗରୁଡ଼ବସା ଗାଁର ଜଣେ ଆଦିବାସୀ ନାବାଳିକା  ଜଙ୍ଗଲ ଭିତରେ ପଡ଼ିଛି ଜଣେ ନାବାଳିକା ଝିଅର…
Read More...

ଲଭ୍‌-ସେକ୍ସ-ଧୋକା : ବାହା ହେବାକୁ କହି ଶାରୀରିକ ସଂପର୍କ ରଖିବା ପରେ ପ୍ରେମିକ ଅନ୍ୟତ୍ର ବିବାହ କରୁଥିବା ଜାଣି ଥାନାର…

ବାଲେଶ୍ବର : ଦୋକାନରେ କାମ କରିବାବେଳେ ଗ୍ରାହକ ଭାବେ ହୋଇଥିଲା ପ୍ରଥମ ଦେଖା । ବାସ ତାପରେ ପରିଚୟ,ଦେଖା ଚାହାଁ ଆଉ ପ୍ରେମ । ପ୍ରେମ ଆଗକୁ ବଢି ବିବାହ ଆଡକୁ କଥାଯାଇଥିଲା । ବିଭାହ କରିବାକୁ ପ୍ରେମିକାକୁ ପ୍ରତିଶୃତି ଦେିଥିଲେ…
Read More...

କେନ୍ଦ୍ରାପଡାରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ,ଥାନାରେ ଏତଲା ଦେଲେ ବାପା

ପଟ୍ଟାମୁଣ୍ଡାଇ  : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ପେଣ୍ଠରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ହୋଇଛି। ଗତ ଦୁଇ ଦିନ ହେଲା ଏହି ଅଶୀଳ ଭିଡିଓ ଭାଇରାଲ ହୋଇ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି ।…
Read More...

ପୋଲିସ୍ ଜାଲରେ ନକଲି ଆଇଏଏସ୍ ଅଫିସର

ବାରିପଦା : ପୋଲିସ୍ ଜାଲରେ ନକଲି ଆଇଏଏସ୍ ଅଫିସର । ଫେସବୁକରେ ଫେକ୍ ବୁକ୍ ଆଇଡି କରି ବାବୁ ଚଳାଇଥିଲେ କାରସାଦି । ନକଲି ଆଇଏଏସ୍ ଅଫିସରର ପରିଚୟ ଦେଇ ସାଦି କରିବା ଠାରୁ ଆରମ୍ଭ କରି ଅନେକ ପ୍ରକାର ଠକି ଚାଲିଥିଲେ । ତେବେ ଜଣେ…
Read More...

ରାଜଧାନୀରେ ରେସ୍ତୋରାଁ ଉପରକୁ ବୋମା ମାଡ

ସୋମବାର ରାତିରେ ବାପୁଜୀ ନଗରରେ ଥିବା ଫୁଡ ଜଙ୍କସନ ରେସ୍ତୋରାଁ ଉପରକୁ ବୋମା ମାଡ । ପ୍ରତ୍ୟକ୍ଷଦର୍ଶିଙ୍କ ସୂଚନା ମୁତାବକ ୪ ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ରେସ୍ତୋରାଁ ଉପରକୁ ବୋମାମାଡ କରିଥିଲେ । ଦୁଇଟି ବୋମା ମାଡ…
Read More...

ସାଇବର ଠକେଇରେ ୨ ନାଇଜେରିଆନ୍ ଯୁବକ ଗିରଫ

ଦିଲ୍ଲୀରୁ ୨ ନାଇଜେରିଆନ୍ ଯୁବକଙ୍କୁ ସାଇବର ଠକେଇ ଅଭିଯୋଗରେ ଗିରଫ କରିଛି ଓଡିଶା କ୍ରାଇମ୍ ବ୍ରାଞ୍ଚର ସାଇବର ସେଲ୍ । ଏମାନେ ବିଭିନ୍ନ ଲୋକଙ୍କୁ ଫୋନ କରି ସେମାନଙ୍କର ଲଟେରୀ ଉଠିଥିବା କହି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି…
Read More...

ଜିଲ୍ଲାରୁ ଜିଲ୍ଲା ଡେଉଁଛି ପିଲା ଚୋରି ଭୟ :  ପିଲା ଚୋରି ଗୁଜବ, ଆଇନକୁ ହାତକୁ ନିଅନ୍ତୁନି- ଡିଜିପି

ଭୁବନେଶ୍ୱର  :ଜିଲ୍ଲାରୁ ଜିଲ୍ଲା ଡେଉଁଛି ପିଲା ଚୋରି ଗୁଜବ । ଏଭଳି ଗୁଜବକୁ ନେଇ ଲୋକେ ଆତଙ୍କିତ । କେବଳ ସେତିକି ନୁହେଁ, ପିଲାଚୋର ସନ୍ଦେହରେ ବିଭିନ୍ନ ସ୍ଥାନରେ ଯୁବକଙ୍କୁ ଧରି ସ୍ଥାନୀୟ ଲୋକେ ନିସ୍ତୁକ ମାଡ ମାରିଛନ୍ତି ।…
Read More...

ସମ୍ବଲପୁର ଶାସନ ଗାଁରେ ଗଣଦୁଷ୍କର୍ମର ଶିକାର ନାବାଳିକା ଛାତ୍ରୀଙ୍କ ମୃତ୍ୟୁ

ସମ୍ବଲପୁର : ସମ୍ବଲପୁର ଶାସନ ଗାଁରେ ଗଣଦୁଷ୍କର୍ମର ଶିକାର ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଘର ମଝିରେ ଝୁଲନ୍ତା ଅବସ୍ଥାରେ ପୀଡ଼ିତାଙ୍କ ମୃତ ଦେହ ମିଳିଛି। ପୋଲିସ୍  ମୃତଦେହ ଜବତ କରି, ପରିବାରକୁ ହସ୍ତାନ୍ତର କରିଛି ।…
Read More...

ନିଆଳିରେ ଅନର୍ କିଲିଂ : ପ୍ରେମ ପାଇଁ ବାପ ଛେଉଣ୍ଡ ଝିଅକୁ ମାରିଦେଲେ ବଡ଼ବାପା ଘର ଲୋକେ !

ନିଆଳି : ନିଆଳିରେ ଅନର୍ କିଲିଂ । ପ୍ରେମ ପାଇଁ ବାପ ଛେଉଣ୍ଡ ଝିଅକୁ ମାରିଦେଲେ ବଡ଼ବାପା ଘର ଲୋକେ । ଘରେ ଶୋଇଥିବା ବେଳେ ତଣ୍ଟିରେ ଶାବଳ ପକାଇ ଚଢ଼ିଗଲେ । ପରେ ସାହିପଡ଼ିଶା ଲୋକଙ୍କୁ ଡାକ୍ତରଖାନା ବାହାନା କରି ମୋଟର…
Read More...

ବଦଳିଲା ପୋଲିସ ଥିଓରୀ : ଉନ୍ମେୟକୁ କେହି ହତ୍ୟା କରିନାହାନ୍ତି ବରଂ ସେ ଆତ୍ମହତ୍ୟା କରିଛି- ପୋଲିସ

ଭୁବନେଶ୍ୱର: ଦୁଇ ମାସ ଭିତରେ ବଦଳି ଯାଇଛି ପୋଲିସ ଥିଓରୀ । ଦୁଇମାସ ତଳେ ହତ୍ୟା ବୋଲି ସନ୍ଦେହ କରାଯାଇଥିଲା । ହେଲେ ଏବେ ଆତ୍ମହତ୍ୟା କରିଥିବା କହିଛି । ଭୁବନେଶ୍ବର କୁଆଖାଇ ପଠା ଉନ୍ମେୟ ମୃତ୍ୟୁ ଘଟଣା ଉପରୁ ପୋଲିସ ଉଠାଇଛି…
Read More...