Browsing Category

Crime

ନିଖୋଜ ନାଟକରେ ଜବନିକା : ଠାବ ହଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ଭୁବନେଶ୍ୱର : ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ନିଖୋଜ ନାଟକରେ ଜବନିକା ପଡିଛି । ନିଖୋଜ ଅଭିଯୋଗର ମାତ୍ର କେଇଘଣ୍ଟା ପରେ ଠାବ ହୋଇଛନ୍ତି ନବୀନ ।  କୋଲକାତାରୁ ନିଖୋଜ ହେବାର କେଇ ଘଣ୍ଟା ପରେ ସନ୍ଧ୍ୟାରେ ଠାବ ହୋଇଛନ୍ତି।…
Read More...

ଗ୍ୟାଙ୍ଗଷ୍ଟର୍ ଟିଟୋକୁ ଏନକାଉଁଟର୍

ଭୁବନେଶ୍ବର : ମାତିଛି ଓଡ଼ିଶା ପୋଲିସ୍ । ଜୋରଦାର୍ କରିଛି ଅପରାଧୀ ଦମନ ଅଭିଯାନ । ଚଣ୍ଡିଖୋଲରେ ଡ୍ରେଡେଡ୍ ଗ୍ୟାଙ୍ଗଷ୍ଟର୍ ଟିଟୋକୁ ଏନକାଉଁଟର୍ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ୍ । ଟିଟୋ ଆହତ ହୋଇଥିବା ବେଳେ ପ୍ରଥମେ ତାଙ୍କୁ…
Read More...

ଦରମା ଟଙ୍କା ମାଗିବାରୁ ଅଧ୍ୟାପକଙ୍କୁ ଗଛରେ ବାନ୍ଧି ମାଡ ମାରିଲେ କୋଚିଂ ସେଣ୍ଟର ମାଲିକ

ନୟାଗଡ : ଦରମା ଟଙ୍କା ମାଗିବାରୁ ଅଧ୍ୟାପକଙ୍କୁ ଗଛରେ ବାନ୍ଧି ମାଡ ମାରିଲେ କୋଚିଂ ସେଣ୍ଟର ମାଲିକ ।  ମାଡମାରୁଥିବା ସମୟର ଭିଡିଓକୁ ଭାଇରାଲ  କରାଯିବା ପରେ ପୀଡିତ ଅଧ୍ୟାପକ ଖଣ୍ଡପଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ…
Read More...

କାମ ଦେଉନି କଡା ଆଇନ :ପୁଣି ଭାଇରାଲ ହେଲା ଭିଡିଓ, ସାଙ୍ଗ ମେଳରେ ସ୍କୁଟି ଉପରେ କଲେଜ ଛାତ୍ରଙ୍କ ରୋମାନ୍ସ

ଭୁବନେଶ୍ୱର : କଡା ଆଇନ, ପୋଲିସର ତାଗିଦ,ଗଣମାଧ୍ୟରେ ସଚେତନତା, କଠୋର କାଯ୍ୟାନୁଷ୍ଠାନ ଯେତେଯାହା କଲେ ବି ଭାଇରାଲ ଭିଡିଓ କମିବାର ନାଁ ନେଇନି । ଏମିତି ଘଟଣା କମିବା ପରିବତେ ଦିନକୁ ଦିନ ବଢିବାରେ ଲାଗିଛି । ସେମିତି ଏକ…
Read More...

ପ୍ରେମିକକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ପ୍ରେମିକା

ଭୁବନେଶ୍ବର : ପ୍ରେମିକକୁ ହତ୍ୟା କଲା ପ୍ରେମିକା । ଏମିତି ଘଟଣା ଘଟିଛି ଭୁବନେଶ୍ବରରେ । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ତାରିଣୀ ବସ୍ତି ନିକଟରେ ଏମିତି ହତ୍ୟାକାଣ୍ଡ ହୋଇଛି । ପ୍ରେମିକକୁ ହତ୍ୟା କରିଛି  ପ୍ରେମିକା ।…
Read More...

ପ୍ରେମ ପାଇଁ ହତ୍ୟାକାରୀ ସାଜିବା ଘଟଣା : ଫେସବୁକ ପ୍ରେମ ହେଲା କାଳ

ନୂଆଦିଲ୍ଲୀ : ଫେସ୍ବୁକରେ ଯୁବତୀଙ୍କ ଫଟୋ ଦେଖି ମେଜର୍ ନିଖିଲ୍ ରାୟ ହଣ୍ଡା ହୋଇଥିଲେ ଦିୱାନା । ମେଜର ହଣ୍ଡାଙ୍କ ଏହି ଦିୱାନପନ୍ ହିଁ ତାଙ୍କୁ ଶେଷରେ ବନାଇ ଦେଇଛି ହତ୍ୟାକାରୀ । ମେଜର୍ ଅମିତ ଦ୍ୱିବେଦୀଙ୍କ ମଡେଲ୍ ପତ୍ନୀ…
Read More...

ନବ ବିଭାହିତ ପ୍ରେମିଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଭାଇରାଲ,କଣ କଲେ ଦମ୍ପତି ?

ଲୁଧିଆନା : ନିଜ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଭାଇରାଲ ହେବାରୁ ଦମ୍ପତିଙ୍କ ଆତ୍ମ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଲୁଧିଆନାର ମାଛିୱାଡା ବେଟ ଅଂଚଳରେ । ବିଭାହ ପୂର୍ବରୁ ଏହି ଦମ୍ପତି ପରସ୍ପରକୁ ଭଲ ପାଉଥିଲେ । ପରିବାର…
Read More...

ସ୍ୱାମୀ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ବର୍ତ୍ତିଲା ୫ ବର୍ଷର ଶିଶୁକନ୍ୟା, ତଦନ୍ତ କରୁଛି ପୁଲିସ

ଖୋର୍ଦ୍ଧା : ଖୋର୍ଦ୍ଧାରେ ଅଭାବନୀୟ ଘଟଣା।  ଖୋର୍ଦ୍ଧା ଟାଉନ୍‌ ଥାନା ସାମନ୍ତରାପୁର ଠେଙ୍ଗାହାଟ ନିକଟରେ ଥିବା ଏକ ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ  । ଘରର ଦୁଇଟି ପୃଥକ ପୃଥକ କୋଠରୀରେ ମୃତଦେହ…
Read More...

ଧରାହେଲେ ସୁନା ତସ୍କର,ଭୁବନେଶ୍ବର ଏୟାରପେ।ର୍ଟରୁ କେଜିଏ ସୁନା ଜବତ

ଭୁବନେଶ୍ବର :  ଭୁବନେଶ୍ବର ଏୟାରପେ।ର୍ଟରୁ ପୁଣି ସୁନା ଜବତ । ୧ କେଜି ଓଜର ସୁନା ଜବତ କରିଛି କଷ୍ଟମ ବିଭାଗ । ଜବତ ସୁନାର ଆନୁମାନିକ ମୂଲ୍ୟ ୩୧ଲକ୍ଷ ୫୪ ହଜାର ୯୨୦ଟଙ୍କା  । ଏୟାର ଇଣ୍ଡିଆ ଏ-୧ ୩୩୯ ଏବଂ AI077  ବିମାନରେ…
Read More...

ବିବାହର ପ୍ରଲୋଭନ ଦେଖାଇ ବିଧବାଙ୍କ ସହ ସଂପର୍କ,ପ୍ରତାରଣା ପରେ ଆତ୍ମହତ୍ୟା କଲେ ମହିଳା

ଭୁବନେଶ୍ବର : ବିବାହର ପ୍ରଲୋଭନ ଦେଖାଇ ବିଧବାଙ୍କ ସହ ସଂପର୍କ ରଖିଥିଲେ ଯୁବକ । ହେଲେ ଗର୍ଭବତୀ ହେବା ପରେ ଗର୍ଭନଷ୍ଟ ପାଇଁ ବାଧ୍ୟ କରିବା ସହ ମହିଳାଙ୍କୁ ଦେଲେ ନିର୍ଯାତନା । ଆଉ ଏଥିରେ ଭାଙ୍ଗି ପଡି ଆତ୍ମହତ୍ୟାର ବାଟ…
Read More...

ପାରିବାରିକ କଳହ ହେଲା କାଳ : ପୁଅକୁ ମାରି ବାପାର ଆତ୍ମହତ୍ୟା

ବରଗଡ: ବାପାର ଟାଙ୍ଗିଆ ଚେ।ଟରେ ପୁଅ ମୃତ । ପୁଅକୁ ମାରି ବାପାର ଆତ୍ମହତ୍ୟା । ବରଗଡ ଅତାବିରା ଥାନା ରାଏପଡା ଗାଁରେ ଅଭାବନୀୟ ଘଟଣା । ମୃତକ ପୁଅ ହେଲେ ସୁବା ରାଓ । ପୁଅ ଶେ।ଇଥିବାବେ​ଳେ ବାପା ପିଙ୍କେ ବରିହା ପୁଅ ସୁବାକୁ…
Read More...

ସାମ୍ମନାକୁ ଆସିଲା ସାଙ୍ଘାତିକ ସତ : ଗଣ ଦୁଷ୍କର୍ମ ଉଦ୍ୟମ କଲେ ,ବିରୋଧ କରିବାରୁ ଧରାପଡିବା ଭୟରେ ମହିଳାଙ୍କୁ ପିଲାଚୋର…

ରାଉରକେଲା : ମହିଳାଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ କଲେ  । ଏହାକୁ ବିରୋଧ କଲେ ମହିଳା ଆଉ ଏମିତି ଜଘନ୍ୟ ଉଦ୍ୟମରେ  ବିଫଳ ହେବା ପରେ ଧରାପଡିବା ଭୟରେ ମହିଳାଙ୍କୁ ପିଲାଚୋର କହି ପିଟିଲେ । ରାଉରକେଲାରେ ପିଲାଚୋର କହି ମିଳାଙ୍କୁ…
Read More...

ଚଉଠି ରାତିରେ ସ୍ୱାମୀ ନପୁସଂକ ବୋଲି ଜାଣିଲେ ନବବିଭାହିତା,ଦେଢଶୁର ସହ ସଂପର୍କ ରଖିବାକୁ ଶାଶୁ ଦେଲେ ନିର୍ଦେଶ,ଯା ବି…

ହରିୟାଣା: ବିଭାହ କରି ଘର ସଂସାର କରିବାକୁ ସବୁ ଝିଅଙ୍କ ଇଛାଥାଏ । ହେଲେ ଯେତେବେଳେ ଚଉଠି ରାତିରେସ୍ତ୍ରୀ ଜଣିପାରେ ଯେ ସ୍ୱାମୀ ନପୁସଂକ ସେତେବେଳେ କଣ ବିତିଥିବ ନବ ବିଭାହିତାଙ୍କ ଉପରେ । ହେଲେ କଥା ଏତିକିରେ ସରିନି । ସବୁଠୁ…
Read More...

ଗୁଣୁପୁର-ପୁରୀ ଟ୍ରେନରେ ମହିଳାଙ୍କୁ ହତ୍ୟା ! ଡେଲାଙ୍ଗରୁ ମିଳିଲା ମୁଣ୍ଡ, ପୁରୀରେ ଗଣ୍ଡି

ପୁରୀ  : ପୁରୀରେ ଗଣ୍ଡି, ଡେଲାଙ୍ଗରେ ମୁଣ୍ଡ  ପୁରୀରେ ଗଣ୍ଡି, ଡେଲାଙ୍ଗରେ ମୁଣ୍ଡ । ପୁରୀରେ ଟ୍ରେନରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଛି । ଗୁଣୁପୁର-ପୁରୀ ପାସେଞ୍ଜର ଟ୍ରେନ୍ ପାଇଖାନାରୁ ମହିଳାଙ୍କ ରକ୍ତାକ୍ତ…
Read More...