Browsing Category

More News

ସ୍ୱାସ୍ଥ୍ୟ ବିଭାଗରେ ୫-ଟି କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଦ୍ୱାରା ସ୍ଥରିକୃତ ୫-ଟି ମବର କାର୍ଯ୍ୟକାରିତା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସମୀକ୍ଷା କରାଯାଇଛି । ଚଳିତ ଜୁଲାଇ ମାସ ୨୭ ତାରିଖ ସୁଦ୍ଧା କଣ କଣ ପଦକ୍ଷେପ ଗ୍ରହଣ…
Read More...

ଉଦାହରଣ ସୃଷ୍ଟି କଲେ ଅରୁଣ,କର୍ମଚାରୀ ଠିଆ ହୋଇଥିବାରୁ ଚେୟାରରେ ବସିଲେନି କୃଷି ମନ୍ତ୍ରୀ

କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଅଚାନକ କୃଷି ଭବନ ଭିଜିଟ୍ଭୁବନେଶ୍ୱର : ଶୁକ୍ରବାର ପୂର୍ବାହ୍ଣରେ କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର…
Read More...

ଦେଶର ୧୭ ପର୍ଯ୍ୟଟନସ୍ଥଳୀ ତାଲିକାରେ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରକୁ ସାମିଲ ଲାଗି କେନ୍ଦ୍ର ପର୍ଯ୍ୟଟନ…

• ପୁରୀ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରକୁ ସାମିଲ କରିବାକୁ ଅନୁରୋଧ - ଧର୍ମେନ୍ଦ୍ର ପ୍ରଧାନ • ଚଳିତ ବଜେଟରେ ଅର୍ଥମନ୍ତ୍ରୀ ୧୭ଟି ପ୍ରତିଷ୍ଠିତ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ଘୋଷଣା କରିଛନ୍ତି • ପୁରୀ…
Read More...

ଖୁବ ଶୀଘ୍ର ବିଏସଏଲସିରେ ଖନନ ପ୍ରକ୍ରିୟା ଆରମ୍ଭ ହେବ – ଧର୍ମେନ୍ଦ୍ର ପ୍ରଧାନ

 ଭବିଷ୍ୟତରେ ଶ୍ରମିକ ଏବଂ ସଂଶ୍ଲିଷ୍ଟ ସଂସ୍ଥାମାନେ ପ୍ରଭାବିତ ହେବେ ନାହିଁ  ଏକ ଦୀର୍ଘମିଆଦି ଯୋଜନା ଖୁବ୍ ଶୀଘ୍ର ପ୍ରସ୍ତୁତ ହେବଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ବିର୍ସା…
Read More...

ବିଶ୍ୱଭୁଷଣଙ୍କୁ ରାଜ୍ୟ ବିଜେପିର ଅଭିନନ୍ଦନ

ବିଜେପିର ବରିଷ୍ଠ ନେତା ବିଶ୍ୱଭୁଷଣ ହରିଚନ୍ଦନ ହେବେ ଆନ୍ଧ୍ରର ରାଜ୍ୟପାଳଭୁବନେଶ୍ୱର : ବିଶ୍ୱଭୁଷଣ ହରିଚନ୍ଦନଙ୍କୁ ଆଜି ରାଷ୍ଟ୍ରପତି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି । ଏହା ଓଡିଶା ପାଇଁ ଅତି…
Read More...

ଓସିସିଏଫ୍‍ ବୈଠକ : କ୍ୟାନସର ହସ୍ପିଟାଲ ପାଇଁ ଚଳିତ ମାସ ଶେଷସୁଦ୍ଧା ଟାଟା ଟ୍ରଷ୍ଟକୁ ଜମି ହସ୍ତାନ୍ତର କରାଯିବ

ଭିମ୍‍ସାର, ଏମ୍‍କେସିଜି, କୋରାପୁଟ ଓ କେନ୍ଦୁଝରରେ ରେଡିଓଥେରାପି, କେମୋଥେରାପି, କ୍ୟାନସର ଚିହ୍ନଟ ଓ ଚିକିତ୍ସାର ବିକାଶ କରାଯିବଭୁବନେଶ୍ୱର : ବାରଙ୍ଗ ଠାରେ ପ୍ରସ୍ତାବିତ କ୍ୟାନସର ହସ୍ପିଟାଲ ପାଇଁ ଆବଶ୍ୟକ ପଡୁଥିବା…
Read More...

କନିକାରେ ବେଆଇନ ଗିରଫ ଦାରୀ ବିରୋଧରେ ଅଣ୍ଟା ଭିଡିଲେ ବିଧାୟୀକା କୁସୁମ ଟେଟେ, କଲେ ତଦନ୍ତ ଦାବି

କନିକା ବିଟ ହାଉସକୁ ଟେକା ମାଡ଼ ଓ ୨ଟି ପୁଲିସ ଗାଡ଼ିକୁ ଭଙ୍ଗାରୁଜା ଘଟଣାରେ ୧୪ ଜଣଙ୍କୁ ପୋଲିସ ଗିରଫ କରିବା ଘଟଣାସୁନ୍ଦରଗଡ : ହେମଗିର ଥାନା ଅନ୍ତର୍ଗତ କନିକା ଗ୍ରାମରେ ପୁଲିସ୍ସା ଧାରଣ ଲୋକଙ୍କ ଉପରେ ଚଳାଇଥିବା…
Read More...

ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଶକ୍ତି ଓ ରାଜସ୍ୱ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

୩ଦିନରେ ଉଚ୍ଚସ୍ତରୀୟ ବୈଠକଭୁବନେଶ୍ୱର : ଆଜି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ସଭାପତି ଶ୍ରୀ ସୁବାସ ସିଂହଙ୍କ ନେତୃତ୍ୱରେ ରାଜ୍ୟ ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଓ ରାଜସ୍ୱ ମନ୍ତ୍ରୀ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ କର୍ମକର୍ତ୍ତା ଓ ଦଳୀୟ କର୍ମୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର : ରାଜ୍ୟରେ ବିଜୁ ଜନତା ଦଳ କ୍ରମାଗତ ଭାବରେ ପଞ୍ଚମଥର ପାଇଁ ବିଧାନସଭା ନିର୍ବାଚନ ବିପୁଳ ସଂଖ୍ୟାରେ ଜିତିବା ପରେ ଦଳର ସଭାପତି ତଥା ମାନ୍ୟବର ମୁଖମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟଙ୍କ ନେତୃତ୍ୱରେ ସରକାର…
Read More...

ଖୋଲିଲା ବିଜେପିର ୨୪ ଘଂଟିଆ ନିର୍ବାଚନ ପ୍ରକୋଷ୍ଠ

ଭୁବନେଶ୍ୱର : ଆଜିଠୁ ଖୋଲିଲା ବିଜେପିର ୨୪ ଘଂଟିଆ ନିର୍ବାଚନ ପ୍ରକୋଷ୍ଠ । ଆଗାମୀ ସାଧାରଣ ନିର୍ବାଚବକୁ ଦୃଷ୍ଟିରେ ରଖି ଏହି ପ୍ରକୋଷ୍ଠ ଖୋଲାଯାଇଛି । ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ, ଆଦର୍ଶ ଆଚାରଣ ସଂହିତା ଉଲ୍ଲଘଂନ…
Read More...

‘ସୁନେତ୍ର’କୁ ତ୍ୱରାନ୍ୱିତ ଲାଗି ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସୁନେତ୍ରର ସମୀକ୍ଷାଭୁବନେଶ୍ୱର : ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ସୁନେତ୍ର)କୁ ତ୍ୱରାନ୍ୱିତ ଲାଗି ସ୍ୱାସ୍ଥ୍ୟ ଓ ପିରବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ…
Read More...

କଂଗ୍ରେସ ଇସାରାରେ ବିଜେଡି ସରକାର ଆଦାୟ କରୁନି ଖଣି ଦୁର୍ନୀତି ଜୋରିମାନା : ବିଜେପି

ଭୁବନେଶ୍ୱର : ରାଜ୍ୟରେ ବିରୋଧୀ ଦଳ ବୋଲି ଦାବି କରୁଥିବା କଂଗ୍ରେସର ଇସାରାରେ ଶାସକ ବିଜେଡି ସରକାର ଖଣି ଦୁର୍ନୀତିରେ ଆଦାୟ ହେବାକୁ ଥିବା ଜୋରିମାନାକୁ ଆଦାୟ କରୁନାହାନ୍ତି । ବିଜେଡି କଂଗ୍ରେସ ଭାଇ ଭାଇ ଏକଥା ସ୍ପଷ୍ଟ ।…
Read More...

ବିକାଶମୂଳକ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କୋରାପୁଟ ଲୋକେ

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ଗସ୍ତ ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବହୁ ବିକାଶମୂଳକ ଯୋଜନା ଓ ପ୍ରକଳ୍ପର ଶୁଭ ଉଦ୍‍ଘାଟନ କରିଥିବାରୁ ଏଥିରେ ସନ୍ତୋଷ ପ୍ରକାଶ କରି ଜିଲ୍ଲାର ପ୍ରାୟ ୩୦୦ରୁ…
Read More...

ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ଓ କର୍ମୀ ବିଜେଡିରେ ମିଶିଲେ

ଭୁବନେଶ୍ୱର : ବିଜେଡିରେ ମିଶିଛନ୍ତି ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ଓ କର୍ମୀ ବିଜେଡିରେ ମିଶିଛନ୍ତି । ଭୁବନେଶ୍ୱର ବିଜେଡି କାର୍ଯ୍ୟାଳୟ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି ।…
Read More...