Browsing Category

More News

ଶକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଆଣିଛନ୍ତି ବୈପ୍ଳବିକ ପରିବର୍ତନ-ଧର୍ମେନ୍ଦ୍ର ପ୍ରଧାନ

ଏନରଜାଇଜିଙ୍ଗ୍ ଅଫ୍ ଇଣ୍ଡିଆ -ଫୁଏଲିଙ୍ଗ ଏ ବିଲିୟନ୍ ଲାଇଭସ୍ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ନୂଆଦିଲ୍ଲୀ : ପ୍ରଧାନମବୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବାବେଳେ ତାଙ୍କ ସରକାର ଗରିବଙ୍କ ପାଇଁ…
Read More...

ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ସପ୍ତାହକ ମଧ୍ୟରେ ୧୦ ହଜାର ୟୁନିଟ୍‍ ରକ୍ତ ସଂଗ୍ରହ କରିବା ଲକ୍ଷ୍ୟରେ ଛାତ୍ର ବିଜେଡି

ପ୍ରଥମ ଦିନରେ ୬୭୩ ୟୁନିଟ୍‍ ରକ୍ତ ସଂଗ୍ରହଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଜୁ ଜନତା ଦଳ ନିଜର ସାମାଜିକ ଉତ୍ତରଦାୟିତ୍ୱ ରୂପେ…
Read More...

ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କ୍ଷମତାପନ୍ନ କମିଟି ବୈଠକ : ରାଜ୍ୟରେ ଆଖି ରୋଗ ସଂପର୍କରେ ସର୍ଭେ କରାଯିବ

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ କରାଯାଇଥିବା ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ନିମନ୍ତେ ଗଠନ କରାଯାଇଥିବୀ କ୍ଷମତାପନ୍ନ କମିଟି ବୈଠକ ଗତ କାଲି ଅନୁଷ୍ଠିତ ହୋଇଯାଇଛି । 'ସୁନେତ'୍ର ଯୋଜନା…
Read More...

ଭୁବନେଶ୍ୱରରେ ଦେଶର ୨ୟ ବୃହତ୍ତ ହୋମିଓ ପାଥିକ ମିନି ଫାର୍ମାସିକୁ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର : ଡାଃ ଅଭିନ୍ନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ,ସୂଚନା ଓ ଲୋକସଂପର୍କ ମବୀ ପ୍ରତାପ ଜେନା ଆଜି ଏକ ମିନି ଫାର୍ମାସୀ ଉଦ୍ଘାଟନ କରିବା ସହିତ ରାଜ୍ୟ ଔଷଧ ପରୀକ୍ଷଣ…
Read More...

“ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ୧୨୧୨ ୟୁନିଟ୍‍ ରକ୍ତ ସଂଗ୍ରହ କଲା ବିଜେଡି

ଭୁବନେଶ୍ୱର : ଜୀବନ ବିନ୍ଦୁ ଅଭିଯାନରେ ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଏବଂ କଟକ ମହାନଦୀ ବିହାରସ୍ଥିତ ସେଲିବ୍ରେସନ୍‍ ମଣ୍ଡପରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଦୁଇଟି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ କର୍ମକର୍ତ୍ତାମାନଙ୍କ ବୈଠକ

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆଇନଜୀବୀ ସାମ୍ମୁଖ୍ୟର ଜିଲ୍ଲା ଆବାହକ ଏବଂ ଜୋନାଲ୍‍ କମିଟି ଆବାହକମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଇନମନ୍ତ୍ରୀ ଶ୍ରୀ ପ୍ରତାପ ଜେନା…
Read More...

ବିଜେପିରେ ସାମିଲ ହେଲେ ଶତାଧିକ ବିଜେଡି ଏବଂ କଂଗ୍ରେସ କର୍ମୀ

ବିଜେପିର ମିଶ୍ରଣ ପର୍ବଭୁୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ…
Read More...

ଟ୍ରେନରେ କଟିଗଲେ ବାପ-ପୁଅ, ରୁପସା ରେଳ ଷ୍ଟେସନରେ ଧାରଣା ପାର ହେଉଥିଲେ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରୁପସା ରେଳ ଷ୍ଟେସନରେ ଅଘଟଣ। ରେଳ ଧାରଣା ପାର ହେଉଥିବା ବେଳେ କଟି ଯାଇ ପ୍ରାଣ ହରାଇଲେ ବାପ ଓ ପୁଅ । ମୃତକ ହେଲେ ଯାଜପୁର ଯଖପୁରାର ପାତରାଜୁ ପ୍ରଧାନ ଏବଂ ତାଙ୍କ ପୁଅ ପୂର୍ବ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଅଙ୍ଗନବାଡ଼ି କର୍ମୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ନିକଟରେ ଦୀର୍ଘ ୩୦ବର୍ଷ ଧରି ବିଭିନ୍ନ ଦାବି କରିଆସୁଥିବା ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଦାବିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାରକୁ…
Read More...

୨୦୧୭ର ବକେୟା ଅନ୍‍ଲାଇନ୍‍ କୃଷି ବୀମା ପ୍ରଦାନ ଦାବିରେ ବିଜେଡିର ପ୍ରତିବାଦ

ଚୋଲାମଣ୍ଡଲମ୍‍ କମ୍ପାନୀ ସମ୍ମୁଖରେ ଧାରଣାଭୁବନେଶ୍ୱର : ‘ପ୍ରଧାନମନ୍ତ୍ରୀ ଫସଲ ବୀମା’ ଯୋଜନାରେ ଅନ୍‍ଲାଇନ୍‍ରେ ବୀମା କରି ଠକାମୀର ଶିକାର ହୋଇଥିବା ବଲାଙ୍ଗୀର ଜିଲ୍ଲାର ପ୍ରାୟ ୧ ହଜାରରୁ ଊଦ୍ଧ୍ୱର୍ ଚାଷୀ…
Read More...

ନୂଆ ଓଡ଼ିଶା ଗଢ଼ିବା ଅଟଳଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର  : ସାରା ବିଶ୍ୱରେ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଖ୍ୟାତି ରହିଥିଲା । ଆଧୁନିକ ଭାରତ ଗଢ଼ିବାର ସେ ଥିଲେ ଅନ୍ୟତମ ବିନ୍ଧାଣୀ । ଓଡ଼ିଶା ସହ ତାଙ୍କର ବେଶ ସମ୍ପର୍କ ରହିଥିଲା । ପ୍ରଳୟଙ୍କରୀ…
Read More...

ଶ୍ରୀ ବୃନ୍ଦାବନ କଳସଙ୍କୁ ତୃତୀୟ “ଅଟଳ ସମ୍ମାନ -୨୦୧୮” ସମ୍ମାନ

ଭୁବନେଶ୍ୱର :  ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ…
Read More...

ବାଇକ ଉପରେ ମାଡିଗଲା ଟ୍ରକ ୨ ମୃତ,ଝିଅ ଘରେ ପହଁଚି ପାରିଲାନି ଅଷ୍ଟମଙ୍ଗଳା ଭାର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫(କ)ର ନିଳାଞ୍ଚଳ ବଜାର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି…
Read More...

ସିଡିଏମଓ ସମ୍ମଳନୀ ଉଦଯାପିତ : ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଗୋଷ୍ଠୀସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ନିୟମିତ ପରିଦର୍ଶନ କରିବାକୁ…

ଭୁବନେଶ୍ୱର :  ଭୁବନେଶ୍ୱରରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦ୍ଯାପିତ ହୋଇଛି । ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ଗତ ଦୁଇ ବର୍ଷ ମଧ୍ୟରେ…
Read More...