Browsing Category

More News

ଦିଲ୍ଲୀରେ ଭେଟେରାନ୍‌ ଇଣ୍ଡିଆ ପକ୍ଷରୁ ନ୍ୟୁଜ୍‌ 7 ଏଡିଟର ଅର୍ଦ୍ଧେନ୍ଦୁ ଦାସ ସମ୍ମାନିତ

ନୂଆଦିଲ୍ଲୀ : ଦେଶ ମାତୃକାର ସେବାରେ ନିୟୋଜିତ ବୀର ଯବାନଙ୍କ ସଂପର୍କରେ ସ୍ବତନ୍ତ୍ର ଖବର ପ୍ରସାରଣ କରି ଦେଶର ସୈନିକ ଓ ସେମାନଙ୍କ ପରିବାର ନିକଟରେ ଖୁବ୍‌ ସମ୍ମାନିତ ଏବଂ ଲୋକପ୍ରିୟ ହୋଇପାରିଛି ନ୍ୟୁଜ୍‌ ସେଭେନ୍‌ । …
Read More...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ଓ ଉଦଘାଟନ

ନିଶ୍ଚିନ୍ତକୋଇଲି: ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ନିଶ୍ଚିନ୍ତକୋଇଲି ବ୍ଲକ୍ ରାମକୃଷ୍ଣପୁର ପଞ୍ଚାୟତରେ ଆଜି ଅପରାହ୍ଣରେ ମାହାଙ୍ଗା ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ ଏବଂ ସୂଚନା ଓ…
Read More...

କନ୍ଧମାଳ ଜିଲ୍ଲାରେ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ- ସ୍ୱାସ୍ଥ୍ୟମନ୍ତ୍ରୀ…

କନ୍ଧମାଳ : ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଅର୍ଥର ଅଭାବ ନାହିଁ । କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ବିକାଶ ମାଧ୍ୟମରେ ଜିଲ୍ଲାର ଜନସାଧାରଣଙ୍କୁ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇ ଦେବାକୁ ସରକାର…
Read More...

ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା-ବଳିଆଙ୍କୁ ଭେଟିଲେ ବିଶେଷଜ୍ଞ ଡାକ୍ତରୀ ଦଳ

ଭୁବନେଶ୍ବର : ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା-ବଳିଆଙ୍କୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଭେଟିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ବିଭାଗର…
Read More...

ଜାତୀୟ ରାଜପଥରେ ନାଇଟ କୋଚ ବସ ଓ ୧୪ ଚକିଆ ଟ୍ରକ ମୁହାଁ ମୁହିଁ ଧକ୍କା ୧୦ ଗରୁରୁତର

ଆଠଗଡ : ଜାତୀୟ ରାଜପଥ ( ୫୫ ନମ୍ବର ) ଆଠଗଡର ଖୁଣ୍ଟୁଣି ନିକଟରେ ଏକ ସଡକ ଦୁର୍ଘଟଣଆ ଘଟିଛି । ଭୋର ସମୟରେ ଗଟିଛି ଏଙି ଦୁର୍ଘଟଣା । ଏକ ନାଇଟ କୋଚ ବସ ଓ ୧୪ ଚକିଆ ଟ୍ରଲର (ଟ୍ରକ ) ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ୧୦ ଜଣ…
Read More...

ପିକନିକ ସାରି ଫେରିବାବେଳେ ଓଲଟିଲା ପିକନିକ ବସ

ଢେଙ୍କାନାଳ : ପିକନିକ ସାରି ଫେରିବାବେଳେ ବସ ଦୁର୍ଘଟଣା ଗସ୍ତ ହୋଇଛି । ବସ ଟି ଭାରସାମ୍ୟ ହରାଇ ସଂପୂଣ୍ଣ ଓଲଟି ପଡିଛି । ଢେଙ୍କାନାଳର ପରଜଙ୍ଗ ଖଇରାମୁଣ୍ଡା ନିକଟରେ ଘଟିଛି ଏହି ଦୁର୍ଘଟଣା । ବସ ଟି ଓଲଟି ପଡିବାରୁ ୧୫ରୁ…
Read More...

କଟକରେ ବର୍ଜ୍ୟଜଳ ବିଶୋଧନାଗାର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ : କଟକ ସହରକୁ ସ୍ୱଚ୍ଛ ରଖିବା ପାଇଁ ଏକ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ଳାଣ୍ଟ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ଭୂତଳ ସ୍ୱେରେଜ ଲାଇନ ଦ୍ୱାରା କଟକ ସହରର ପ୍ରାୟ ୬୦ ପ୍ରତିଶତ ଜନସଧାରଣ ଉପକୃତ…
Read More...

ଅଜଣା ଟ୍ରକ ଧକ୍କାରେ ବାପ ପୁଅ ମୃତ

ରାଉରକେଲା: ଶୁକ୍ରବାର ରାତି ୧୦: ୩୦ରୁ ୧୧ଟା ମଧ୍ୟରେ ୧୪୩ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ପାନପୋଷ-ବାଲୁଘାଟ ଛକରେ ଗୋଟାଏ ଅଜ୍ଞାତ ଟ୍ରକ୍‌ ଧକ୍କା ଦେଇ ଚଢ଼ି ଯିବାରୁ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନେ…
Read More...

ନବମ ଶ୍ରେଣୀ ପୁଅ ମିସଙ୍କୁ ଲେଖିଲା ପ୍ରେମ ଚିଠି,ସ୍କୁଲରୁ ତଡିଦେଲେ ପ୍ରଧାନ ଶିକ୍ଷକ, ଶିକ୍ଷାମନ୍ତ୍ରୀଙ୍କୁ ଚିଠିଲେଖିଲେ…

ହୋସିଆରପୁର : ନବମ ଶ୍ରେଣୀ ଛାତ୍ର ସ୍କୁଲରେ ପାଠ ପଢାଉଥିବା ଜଣେ ଶିକ୍ଷୟତ୍ରୀଙ୍କୁ ପ୍ରେମ ଚିଠି ଲେଖି ସ୍କୁଲରୁ ବିଦା ହେବା ଓ ଛାତ୍ରଙ୍କ ବାପା ଏହାର ପ୍ରତିବାଦ କରି ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିବା ଘଟଣା ଏବେ ଚର୍ଚ୍ଚାର…
Read More...

ନ୍ୟୁଜ ଓ୍ବାଲର୍ଡ ଓଡିଶା ଅଫିସରେ ହକି ଫିବର,ଟିମକୁ ଚିଅରଅପ କଲେ କର୍ମକର୍ତ୍ତା

ଭୁବନେଶ୍ବର : ଆଉ ଦୁଇ ଦିନ ପରେ ହକି ଓ୍ବାଲର୍ଡ କପ୍ । ଏଥିପାଇଁ ସାରା ବିଶ୍ବରେ ନଜର ଏବେ ଓଡିଶା ଉପରେ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୨୭ରୁ ଆରମ୍ଭ ହେବ ଓ୍ବାଲର୍ଡ କପ ହକି ମ୍ୟାଚ । ଏଥିପାଇଁ ରାଜଧାନୀ ସମେତ ସାରା…
Read More...

ମହାଲକ୍ଷ୍ମୀଙ୍କ ପୂଜା ମଣ୍ଡପରେ ଧଳାପେଚା କରୁଛି ଆରଧାନ

ବାରଙ୍ଗ : ମହାଲକ୍ଷ୍ମୀଙ୍କ ପୂଜା ମଣ୍ଡପରେ ପେଚା କରୁଛି ଆରଧାନ । ମା ଲକ୍ଷ୍ମୀଙ୍କ ବାହନ ପେଚା ପୂଜା ମଣ୍ଡପରେ  ମାଲକ୍ଷ୍ମୀଙ୍କୁ ଦର୍ଶନ କରିବାକୁ ଆସିବା ଓ  ପାଦ ଦଳେ  ବସି ମାଙ୍କୁ  ଚାହିଁ ଆରଧାନା ମୁଦ୍ରାରେ ବସୁଛି ଆଉ…
Read More...

ନଦୀରେ ଭାସିଗଲେ ଗୋଟିଏ ପରିବାର ୬ ସଦସ୍ୟ

ଭଞ୍ଜନଗର : ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ଏକ ଅଭାବନୀୟ ଓ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ନଦୀ ପାଣିରେ ଘର ସହ ଗୋଟିଏ ପରିବାର ଲୋକ ଭାସିଯାଇଛନ୍ତି । ଏଭଳି ଅଭାବନୀୟ ଘଟଣାଟି ଘଟିଛି ଗାଡସବାଡି…
Read More...

ବିଜୁ ଜନତା ଦଳର ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ

ଭୁବନେଶ୍ୱର : ବିଜୁ ଜନତା ଦଳ ତରଫରୁ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଗଠନ ହୋଇଛି । ଏହାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ସାମ୍ମୁଖ୍ୟର ଉପଦେଷ୍ଟା ଭାବେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ମହିଳା…
Read More...

ସୁଦର୍ଶନ ପଟ୍ଟନାୟକ ହେଲେ ଲଳିତ କଳା ଏକାଡେମୀ ସଭାପତି

ଭୁବନେଶ୍ୱର : ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଓଡ଼ିଶା ସରକାର ରାଜ୍ୟ ଲଳିତ କଳା ଏକାଡେମୀର ପରବର୍ତ୍ତୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି । ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ଏହି ଏକାଡେମୀର ସଭାପତି…
Read More...