Browsing Category
More News
ନିଜ ଛୁଆଙ୍କୁ ରକ୍ଷା କରିବାକୁ ଯାଇ ଜୀବନକୁ ବାଜି ଲଗାଇ ସାପ ସହ ଲଢେଇ କଲା ମାଆ କୁକୁର
ଭଦ୍ରକ : ସାପ-କୁକୁର ଲଢ଼େଇ । ନିଜ ଛୁଆଙ୍କୁ ରକ୍ଷା କରିବାକୁ ଯାଇ ଜୀବନକୁ ବାଜି ଲଗାଇ ସାପ ସହ ଲଢେଇ କଲା ମାଆ କୁକୁର । ମାଆ କୁକୁର ଯେତେ ହିଂସ୍ର ହେଉଥାଏ, ସାପ ସେତେ ଉଗ୍ର ହେଉଥାଏ । ଗୋଟେ ଗୋଟେ ଚୋଟରେ ଦୁଇଟା ଛୁଆ…
Read More...
Read More...
ତାର ଟାଣିଲାବେଳେ କେହି ଚାର୍ଜ କରିଦେଲା କରେଣ୍ଟ, ତଳେ ଛିଟିକି ପଡିଲେ ୫ ଶ୍ରମକ
କେନ୍ଦୁଝର : ବିଦ୍ୟୁତ ଖୁଣ୍ଟରେ ଚଢି କାମ କଲାବେଲେ ବିଦ୍ୟୁତ ସଂପର୍ଶରେ ଆସି ୫ ଶ୍ରମିକ ଗୁରୁତର ହୋଇଛନ୍ତି । ଏମାନଙ୍କୁ ଚିକିତ୍ସା ଲାଗି କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରେ ସୌଭାଗ୍ୟ ଜ୍ୟୋତି ଯୋଜନାରେ…
Read More...
Read More...
ରାଜ୍ୟର ସମସ୍ତ ପ୍ରବାହିତ ନଦୀରେ ବିସର୍ଜନ ହେବ ସ୍ୱର୍ଗତଃ ଅଟଳଜୀଙ୍କ ଚିତାଭସ୍ମ
ଭୁବନେଶ୍ୱର : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସ ସମସ୍ତ ଜିଲ୍ଲାରେ ପହଂଚିବ । ରାଜ୍ୟର ସମସ୍ତ ଜିଲ୍ଲାସ୍ତରରେ ଥିବା ଅଟଳ ପ୍ରେମୀ ସ୍ୱର୍ଗତଃ ବାଜପେୟୀଙ୍କୁ…
Read More...
Read More...
ଅସ୍ଥିକଳସ ମହୋଦଧିରେ ବିସର୍ଜିତ: ଆଜି ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା
ଭୁବନେଶ୍ୱର : ଦିବଂଗତ ଜନନେତା ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଆଜି ଅପରାହ୍ନରେ ପୁରୀ ମହୋଦଧିରେ ବିସର୍ଜନ କରାଯାଇଛି । ବେଦପାଠ ମଧ୍ୟରେ ନେତା, ସମର୍ଥକ, ଶୁଭେଛୁମାନେ ଚିତାଭସ୍ମ ମହୋଦଧିରେ ଭସାଇ ଥିଲେ । ଭୁବନେଶ୍ୱରରୁ…
Read More...
Read More...
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀ ଓ ନେତା
ଭୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ଜିଲ୍ଲା ଜଜ୍ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଓ କଂଗ୍ରେସ ନେତା…
Read More...
Read More...
କୋଟପାଡ଼ ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ଯୋଗଦେଲେ
ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ କୋରାପୁଟ ଜିଲ୍ଲା କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟପାଡ଼, କୁନ୍ଦୁରା,…
Read More...
Read More...
ବିଜେଡିରେ ମିଶିଲେ ମୋହନାର କଂଗ୍ରେସ ଓ ବିଜେପି କର୍ମୀ
ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ୧୫ରୁ ଊଦ୍ଧ୍ୱର୍ ସରପଞ୍ଚ, ୧୦ରୁ…
Read More...
Read More...
କେନ୍ଦ୍ର ସରକାରଙ୍କ ଯୋଜନାର ଅର୍ଥକୁ ବିଜୁ ଯୁବ ବାହିନୀର ସଭାପତିମାନଙ୍କ ହଡପ ହେଉଛି -ବିଜେପି
ଭୁବନେଶ୍ୱର : ପ୍ରଥମେ ଚୋରି ଏବଂ ତାପରେ ଦାଦାଗିରି । ଦିନକୁ ଦିନ ଶାସକ ବିଜେଡିର ବିରୋଧୀମାନଙ୍କ ପ୍ରତି ଅସହିଷ୍ଣୁତା ବଢି ବଢି ଚାଲିଛି । ଦୀର୍ଘ ୧୮ ବର୍ଷ ଧରି ବିଜେଡି ନେତାମାନେ ପ୍ରଶାସନକୁ ହାତବାରେସୀ କରି ମନମୁଖୀ ଶାସନ…
Read More...
Read More...
ଅନର୍କିଲିଂ !
କାକଟପୁର : କାକଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ କଲେଜ୍ ଛାତ୍ରୀ ନିଜ ଘରେ ବିଷପାନ କରି ଆତ୍ମହତ୍ୟା କରିଥିବା ତାଙ୍କର ବଡ଼ବାପା କାକଟପୁର ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଲିସ୍ ପହଞ୍ôଚ ମୃତଦେହକୁ ଜବତ…
Read More...
Read More...
ଗଞ୍ଜାମ ଖଲ୍ଲିକେ।ଟ ଗୋରାପଲ୍ଲୀ ଚେକ୍ ଗେଟରୁ ଟଙ୍କା ଲୁଟ ଘଟଣାର ପର୍ଦ୍ଦଫାସ
ଖଲ୍ଲିକେ।ଟ : ସେପଟେ ଗଞ୍ଜାମ ଖଲ୍ଲିକେ।ଟ ଗୋରାପଲ୍ଲୀ ଚେକ୍ ଗେଟରୁ ଟଙ୍କା ଲୁଟ ଘଟଣାର ପର୍ଦ୍ଦଫାସ । ୬ ଲୁଟେରାଙ୍କୁ ଗିରଫ କରିଛି ଖଲ୍ଲିକୋଟ୍ ପେ।ଲିସ । ସେମାନଙ୍କ ନିକଟରୁ ୧୦ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି ।…
Read More...
Read More...
ଝାରସଗୁଡାରେ ବନ୍ଧୁକ ଦେଖାଇ ଦିନ ଦ୍ବିପହରେ ଟଙ୍କା ସୁନା ଲୁଟ
ଝାରସଗୁଡା : ବନ୍ଧୁକ ଦେଖାଇ ଦିନ ଦ୍ବିପହରେ ଲୁଟ । ନଗଦ ଅର୍ଥ ସହ ସୁନାଗହଣା ଲୁଟ୍ । ଝାରସୁଗୁଡା ବାଗଡିହିର ପେଟ୍ରୋଲ ପମ୍ପ ମାଲିକ ମୋହନ ବାଧାନଙ୍କ ବଗଡିହିସ୍ଥିତ ଘରେ କଳା କନା ବୁଲାଇ ଦେଇଛନ୍ତି ଲୁଟେରା। ନଗଦ ୭…
Read More...
Read More...
ଚଳଚ୍ଚିତ୍ର ବିକାଶ ପାଇଁ ଗଠନ ହେଲା ମନ୍ତ୍ରିସ୍ତରୀୟ କମିଟି
ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ରର ସୁଦିନ ଫେରିବ । ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଅଣଅଟା ଭିଡ଼ିଛନ୍ତି । ଏଥିପାଇଁ ଚିଠାନୀତି ପ୍ରସ୍ତୁତି ନିମନ୍ତେ ଗଠନ ହୋଇଛି…
Read More...
Read More...
ବଢିବ ରାଜ୍ୟ କଂଗ୍ରେସ ସେବାଦଳର କଳେବର ,କର୍ମୀଙ୍କୁ ଦିଆଯିବ ପ୍ରଶିକ୍ଷଣ-ନିରଞ୍ଜନ
ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ କଂଗ୍ରେସ ଭବନ ପରିସରରେ ଦଳୀୟ ପତାକା ଉତୋଳନ କରାଯାଇଥିଲା ଓ…
Read More...
Read More...
ବଢିଲା ହାଣ୍ଡିଶାଳ ଖର୍ଚ୍ଚ : ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି
ଭୁବନେଶ୍ୱର : ଏଣିକି ହାଣ୍ଡିଶାଳର ଖର୍ଚ୍ଚ ବଢିବ । ରୋଷେଇ ଘର ବଜେଟରେରେ ଅଧିକ ବ୍ୟୟ କରିବାକୁ ହେବ । କାହିଁକିନା ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୫୦ ଟଙ୍କା ବଢାଇଛନ୍ତି ସରକାର । ଆନ୍ତର୍ଜାତୀୟସ୍ତରରେ ଗ୍ୟାସ ମୂଲ୍ୟ…
Read More...
Read More...
