Browsing Category

National

ତରଣଜୀତ ସିଂହ ସନ୍ଧୁ ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ନେଲେ ଦାୟିତ୍ୱ

ୱାଂଶିଟନ: ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ନେଲେ ତରଣଜୀତ ସିଂହ ସନ୍ଧୁ । ସେ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ସ୍ଥାନ ନେଇଛନ୍ତି । ଆମେରିକାରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଗତ ଜାନୁଆରୀରେ…
Read More...

ଭାରତୀୟ ଆକାଶପଥ କରିବେନି ବ୍ୟବହାର; ହେଲେ ମାଲେସିଆ ଗସ୍ତ କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ମାଲେସିଆ ଗସ୍ତ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତୀୟ ଆକାଶପଥ ବ୍ୟବହାର କରିିବେନି । ୨ଦିନିଆ ମାଲେସିଆ ଗସ୍ତରେ ଭାରତୀୟ ଆକାଶ ପଥ ଇମ୍ରାନ ଖାନ୍ ବ୍ୟବହାର କରିବେନି ବୋଲି ପାକିସ୍ତାନ…
Read More...

କେରଳରେ ୩ୟ କୋରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ୍ ର ପ୍ରଭାବ ଦିନକୁ ଦିନ କେରଳରେ ଦେଖିବାକୁ ମିଳିଛି । ଆଜି କେରଳରେ କୋରୋନା ଭାଇରସର ୩ୟ ରୋଗୀ ଚିହ୍ନଟ କରାଯାଇଛି । ସମ୍ପୃକ୍ତ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି…
Read More...

ଆଜି ଧର୍ମସ୍ଥଳୀରେ ମହିଳାଙ୍କ ପ୍ରବେଶ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ସାବରୀମାଳା ସମେତ ବିଭିନ୍ନ ଧର୍ମସ୍ଥଳୀରେ ମହିଳାଙ୍କ ପ୍ରବେଶକୁ ନେଇ କରାଯାଉଥିବା ବିତର୍କକୁ ଆଧାର କରି ଆଜି ସୁପ୍ରିମକୋର୍ଟରେ ଶୁଣାଣି । ବିତର୍କ ପାଇଁ କେଉଁ ସବୁ ପ୍ରସଙ୍ଗ ରହିବା ଉଚିତ୍ ତାକୁ ନେଇ…
Read More...

କୋରୋନା ଭାଇରସ୍‌: ପ୍ରାଣ ଗଲାଣି ୩୬୧

ବେଜିଂ: ଅଣାୟତଃ ହେବାରେ ଲାଗିଛି ଚୀନର ହୁୱାଇ ପ୍ରାନ୍ତରୁ ବ୍ୟାପୁଥିବା କୋରୋନା ଭାଇରସ । ଭାଇରସ ଯୋଗୁଁ ଆକ୍ରାନ୍ତ ହେଉଥିବା ଏବଂ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି । ସମଗ୍ର ଚୀନ୍‌ରେ…
Read More...

ଦ୍ବିତୀୟ ଥର ପାଇଁ ଜାମିଆରେ ଫୁଟିଲା ଗୁଳି

ନୂଆଦିଲ୍ଲୀ: ଜାମିଆ ବିଶ୍ବବିଦ୍ୟାଳୟରେ ପୁଣି ଫୁଟିଲା ଗୁଳି । ଗତ ୪ ଦିନ ମଧ୍ୟରେ ଦ୍ବିତୀୟ ଥର ପାଇଁ ଜାମିଆରେ ଏଭଳି ଗୁଳିକାଣ୍ଡ ହୋଇଛି । ଜାମିଆ ବିଶ୍ବବିଦ୍ୟାଳୟର ଗେଟ ନମ୍ବର ୫ରେ ରବିବାର ବିଳମ୍ବିତ ରାତିରେ ଏହି…
Read More...

ମହାରାଷ୍ଟ୍ରରେ ଏନଆରସିକୁ ନାଁ

ମୁମ୍ବାଇ: ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା(ଏନଆରସି) ମହାରାଷ୍ଟ୍ରରେ ଲାଗୁ ହେବ ନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୂଚନା ଦେଇଛନ୍ତି । ଶିବସେନାର ମୁଖପତ୍ର 'ସାମ୍ନା' ରେ ଏକ ସାକ୍ଷାତକାର ଦେଇ ସେ ଜଣାଇଛନ୍ତି ଯେ…
Read More...

ଦିଲ୍ଲୀ ନିର୍ବାଚନ: କଂଗ୍ରେସ ଜାରି କଲା ଘୋଷଣାପତ୍ର

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ରବିବାର ଘୋଷଣାପତ୍ର ଜାରି କରିଛି କଂଗ୍ରେସ । ଏଥିରେ ଦିଲ୍ଲୀର ବିକାଶ ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ସାମିଲ କରାଯିବ। ଦଳର ନିର୍ବାଚନୀ ଘୋଷଣା ପତ୍ରରେ ୬୦୦ ୟୁନିଟି…
Read More...

ପାକିସ୍ତାନରେ ପଙ୍ଗପାଳ ପ୍ରାଦୁର୍ଭାବ: ଦେଶରେ ଜରୁରୀ ପରିସ୍ଥିତି ଘୋଷଣା

ଇସଲାମାବାଦ: ଗୋଟିଏ ପଟେ ସାରା ବିଶ୍ବରେ ଚୀନର ଜୀବନନାଶକ କୋରୋନା ଭାଇରସର ଆତଙ୍କ ଜାରି ରହିଥିବା ବେଳେ ପାକିସ୍ତାନରେ ପଙ୍ଗପାଳ ଆତଙ୍କ ଜାରି ରହିଛି । କୋରୋନା ଭାଇରସକୁ ନେଇ ଡବ୍ଲୁଏଚଓ ଅନ୍ତର୍ଜାତୀୟ ଜରୁରୀ ପରିସ୍ଥିତି…
Read More...

କୋରୋନା ଭାଇରସ୍‌: ଚୀନରୁ ଭାରତ ଫେରିଲେ ଆଉ ୩୨୩ ଭାରତୀୟ

ନୂଆଦିଲ୍ଲୀ: ଚୀନର ବୁହାନ ସହରରୁ ଉତ୍ପତି ହୋଇଥିବା କୋରୋନା ଭାଇରସ ବର୍ତମାନ ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଛି । ଏନେଇ ସେଠାରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ଚେଷ୍ଟା ଜାରି ରହିଛି । ଭାରତୀୟ…
Read More...

କେରଳରେ ଆଉ ଜଣେ କୋରୋନା ଭାଇରସ୍ ରୋଗୀ

କୋଚି: କେରଳରେ ଆଉ ଜଣେ କୋରୋନା ଭାଇରସ୍ ରୋଗୀ ଚିହ୍ନଟ କରାଯାଇଛି । ସେ ବ୍ୟକ୍ତିଜଣଙ୍କ ଚୀନ ଯାଇଥିଲେ । ଏହାପରେ ତାଙ୍କର ଏହି ଭାଇରସ୍ ହୋଇଥିବା ଜଣାପଡିଛି । ଏବେ ତାଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ତାଙ୍କର…
Read More...

ମହାନଦୀ ଜଳବିବାଦ ମାମଲା: ଏପ୍ରିଲ ୧୮କୁ ଘୁଂଚିଲା ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳବିବାଦ ମାମଲାର ଶୁଣାଣି ଏପ୍ରିଲ ୧୮କୁ ଘୁଂଚାଯାଇଥିବା ଜଣାପଡିଛି । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ ଏମ ଖାନଵିଲଙ୍କର ଖଣ୍ଡପୀଠରେ ହୋଇଥିବା ଏଭଳି ଶୁଣାଣି କରିଛନ୍ତି । ଶୁଣାଣିରେ ଓଡ଼ିଶା ଓ…
Read More...

କୋରୋନା ଭାଇରସ୍‌: ମୃତ୍ୟୁ ସଂଖ୍ୟା ୩୦୪କୁ ପହଂଚିଲା

ବେଜିଂ: ଚୀନରେ କୋରୋନା ଭାଇରସ୍ ର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜିସୁଦ୍ଧା ଏହି ଭାଇରସ୍ ପ୍ରଭାବରେ ୩୦୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।ପୃଥିବୀର ଅନ୍ୟ କେତେକ ଦେଶକୁ ଏହି ଭୂତାଣୁ ବ୍ୟାପୀ…
Read More...

ମେଡିକାଲରୁ ଘରକୁ ଫେରିଲେ ଶବାନା

ମୁମ୍ବାଇ: ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମୀଙ୍କୁ ମେଡିକାଲରୁ ଛୁଟି ମିଳିଯାଇଛି। ବର୍ତମାନ ସେ ନିଜ ଘରକୁ ଫେରିଛନ୍ତି । ଗତ ୧୮ ତାରିଖରେ କାରର ଦୁର୍ଘଟଣାରେ ସେ ଗମ୍ଭୀର ରୂପେ ଆହତ ହୋଇଥିଲେ । ଯାହାପରେ ତାଙ୍କ ଚିକିତ୍ସା…
Read More...