Browsing Category

National

ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ରଖିଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଲୋକସଭାରେ ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିବା ସହ ଏହା…
Read More...

ଚଳିତ ବଜେଟରେ ଅଧିକ ସମୟ ଉପସ୍ଥାପନ କରି ରେକର୍ଡ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୀର୍ଘ ସମୟ ଧରି ବଜେଟ ଉପସ୍ଥାପନ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ସେ ୨ ଘଂଟା ୨୭ ମିନିଟ ଧରି ଏହି ବକ୍ତବ୍ୟ ଦେଇ ନିଜର ପୂର୍ବ ରେକର୍ଡ ଭଙ୍ଗ କରିଛନ୍ତି ।…
Read More...

ବଜେଟ ୨୦୨୦: ପ୍ରତିରକ୍ଷା କ୍ଷେତ୍ରରେ ୬% କୁ ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ବର୍ଷର ବଜେଟରେ ପ୍ରତିରକ୍ଷା କ୍ଷେତ୍ରରେ ୬% କୁ ବୃଦ୍ଧି ପାଇଛି । ଗତ ସାଧାରଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ମୋଟ ୩ ଲକ୍ଷ ୧୯ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ଏଥର ତାହା ୩ ଲକ୍ଷ ୩୭…
Read More...

ବଜେଟ ୨୦୨୦: ଆଧାରରେ ତତକ୍ଷଣାତ ମିଳିବ ପାନ୍‌

ନୂଆଦିଲ୍ଲୀ: ଏବେ ଖୁବଶୀଘ୍ର ମିଳିବ ପାନ କାର୍ଡ । ଆଧାର କାର୍ଡ ଦ୍ବାରା ଏହା ଖୁବ ଶୀଘ୍ର ଉପଲବ୍ଧ ହୋଇପାରିବ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଭାଷଣରେ ଉଲ୍ଲେଖ କରିଛନ୍ତି ।ସେହିପରି ଜିଏସଟି…
Read More...

ବଜେଟ ୨୦୨୦: କୃଷକଙ୍କ ପାଇଁ ୨.୮୩ଲକ୍ଷ କୋଟି

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ବଜେଟ ଉପସ୍ଥାପନା କରିଛନ୍ତି । କୃଷକଙ୍କ ପାଇଁ ୧୬ ସୂତ୍ରୀୟ ଫର୍ମୁଲା ଯୋଜନା ପାଇଁ ୨.୮୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।ନିର୍ମଳା…
Read More...

ବଜେଟ-୨୦୨୦: ୫ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଉପରେ ଗ୍ୟାରେଂଟି

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ସେକ୍ଟରକୁ ଅର୍ଥମନ୍ତ୍ରୀଙ୍କ ଫୋକସ । ତେବେ ସରକାରୀ ବ୍ୟାଙ୍କକୁ ସୁଦୃଢ କରିବା ପାଇଁ ସାଢେ ୩ ଲକ୍ଷ କୋଟି ଟଙ୍କା ନିବେଶ ହେବ । ସେପଟେ ବ୍ୟାଙ୍କ ଜମାକର୍ତାଙ୍କୁ ଆଶ୍ବସ୍ତି । ୫ ଲକ୍ଷ ଟଙ୍କା…
Read More...

ବଜେଟ ୨୦୨୦: ପର୍ଯ୍ୟଟନ ଓ ସଂସ୍କୃତି ପାଇଁ ୫ହଜାର ୬ଶହ କୋଟି

ନୂଆଦିଲ୍ଲୀ: ଆଜି ୨୦୨୦-୨୧ ବର୍ଷ ପାଇଁ ସଂସଦରେ ବଜେଟ ଆଗତ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟରେ ପର୍ଯ୍ୟଟନ ପାଇଁ ୨ହଜାର ୫ଶହ କୋଟି…
Read More...

ବଜେଟ-୨୦୨୦: ଶିକ୍ଷା ପାଇଁ ୯୯୩୦୦ କୋଟି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିଛନ୍ତି । ଏହି ବଜେଟରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନକୁ ଗୁରୁତ୍ବ ଦିଆଯାଇଛି । ଏହି ଶିକ୍ଷା ପାଇଁ ମୋଟ ୯୯ହଜାର ୩ଶହ କୋଟି…
Read More...

ବଜେଟ୍ ୨୦୨୦-୨୧ ହେଡଲାଇନ……

ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହେଲା ବଜେଟ ଉପସ୍ଥାପନା । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ପୂର୍ଣ୍ଣ ବଜେଟକୁ ଉପସ୍ଥାପନା କରୁଛନ୍ତି ସୀତାରମଣ ।ପଶୁପାଳନ ଓ ମତ୍ସପାଳନ ଉପରେ ମଧ୍ୟ ଧ୍ୟାନ ଦେବା ଦରକାର । ୬.୧୧…
Read More...

ଦିଲ୍ଲୀ ପହଂଚିଲେ ଚୀନରେ ଫସିଥିବା ୩୨୪ ଭାରତୀୟ

ନୂଆଦିଲ୍ଲୀ: ସ୍ବଦେଶ ଫେରିଛନ୍ତି ଚୀନରେ ଫସିଥିବା ୩୨୪ ଭାରତୀୟ । ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ସେମାନଙ୍କୁ ନେଇ ଭାରତ ଫେରିଛି । ବିମାନଟି ଶନିବାର ସକାଳୁ ପ୍ରାୟ ୭ଟା ୩୦ ସମୟରେ ଦିଲ୍ଲୀର ଇନ୍ଦିରାଗାନ୍ଧୀ…
Read More...

କୋରୋନା ଭାଇରସ୍‌: ମୃତ୍ୟୁସଂଖ୍ୟା ୨୫୯ ଛୁଇଁଲା

ବେଜିଂ: ଚାଇନାରେ କୋରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତମାନ କୋରୋନା ଭାଇରସ୍ ୨୫୯ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ୨୪ଘଂଟାରେ ମଧ୍ୟରେ ଏହି ଭାଇରସରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି…
Read More...

ବଜେଟ ଆଗତ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଆଗତ କରିବାକୁ ପ୍ରସ୍ତୁତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥ ମନ୍ତ୍ରାଣଳୟରୁ ବଜେଟ ସମ୍ପର୍କିତ ସମସ୍ତ ଦସ୍ତାବିଜ ନେଇ ସେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତିଙ୍କ…
Read More...

ଆଜି ୨୦୨୦-୨୧ ଆର୍ଥିକ ବଜେଟ

ନୂଆଦିଲ୍ଲୀ: ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଲୋକସଭାରେ ୧୧ଟାରେ ସେ ବଜେଟ ଅଭିଭାଷଣ ପ୍ରଦାନ କରିବେ ।ଏଥର ଦେଶର ଅର୍ଥବ୍ୟବସ୍ଥାକୁ…
Read More...

ଦିଲ୍ଲୀ ନିର୍ବାଚନ: ବିଜେପିର ଘୋଷଣା ପତ୍ର ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିଜର ଘୋଷଣା ପତ୍ର ଜାରି କରିଛି ଭାରତୀୟ ଜନତା ପାର୍ଟି । ଦିଲ୍ଲୀର କ୍ଷମତାସୀନ ଆମ ଆଦମି ପାର୍ଟିର ମାଗଣା ଯୋଜନାକୁ ସମାଲୋଚନା କରିଆସୁଥିବା ବିଜେପି ନିଜ ଘୋଷଣା ପତ୍ରରେ…
Read More...