Browsing Category
National
ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଓଡ଼ିଶା ଝିଅ ସୁସ୍ମିତା
ଭୁବନେଶ୍ୱର : ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଲା ଓଡ଼ିଆ ଝିଅ ସୁସ୍ମିତା ମହାନ୍ତିଙ୍କ ନାଁ । ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ୭!-->…
Read More...
Read More...
ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ଓ ଝିଅଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ: ନେସନାଲ କନଫରେନସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ଓ ଝିଅ ଜାମିନରେ ମୁକୁଳିଥିବା ଜଣାଯାଇଛି । ସେ ଦୁହେଁ ଗତ ମଙ୍ଗଳବାର ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ବିକ୍ଷୋଭ କରିଥିଲେ। ଏହାପରେ!-->…
Read More...
Read More...
ମକ୍କା ନଗରୀ ନିକଟରେ ବସ୍ ଦୁର୍ଘଟଣା: ୩୫ ଯାତ୍ରୀ ମୃତ
ଦୁବାଇ: ମୁସଲମାନମାନଙ୍କର ପବିତ୍ର ମକ୍କା ନଗରୀ ନିକଟରେ ଗୋଟାଏ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ତୀର୍ଥାଟନରେ ଯାଇଥିବା ୩୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା କଥା ସାଉଦି ଆରବର ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।!-->!-->!-->…
Read More...
Read More...
ପି. ଚିଦମ୍ବରମଙ୍କୁ ଗିରଫ କରିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି ) ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମଙ୍କୁ ଗିରଫ କରିଥିବା ଜଣାଯାଇଛି। ଆଜି ସକାଳେ ତିହାଡ!-->…
Read More...
Read More...
ବନ୍ୟା ପରେ ବିହାରରେ ଡେଙ୍ଗୁ ଆତଙ୍କ; ୧, ୯୨୩ଜଣ ଆକ୍ରାନ୍ତ
ନୂଆଦିଲ୍ଲୀ: ପ୍ରଳୟଙ୍କରୀ ବନ୍ୟା ପରେ ବିହାରରେ ବ୍ୟାପୀଥିବା ଡେଙ୍ଗୁ ଯୋଗୁଁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଏ ପର୍ଯ୍ୟନ୍ତ ସାରା ରାଜ୍ୟରେ ୧, ୯୨୩ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ରାଜ୍ୟର ରାଜଧାନୀ ପାଟନାରେ!-->…
Read More...
Read More...
ତ୍ରିରଙ୍ଗା ପତାକା ଆମଦାନି ଉପରେ ନିଷେଧାଦେଶ ଜାରି କଲେ ସରକାର
ନୂଆଦିଲ୍ଲୀ: କେବଳ ଚୀନ୍ର ଏଲ୍ଇଡି ଲାଇଟ୍, ଗଣେଶ ଓ ଲକ୍ଷ୍ମୀଙ୍କ ପ୍ରତିମା ନୁହେଁ, ସୀମା ଆରପାରିରୁ ଆସୁଥିବା ତ୍ରିରଙ୍ଗା ପତାକା ମଧ୍ୟ ଭାରତୀୟ ନିର୍ମାତାଙ୍କ ପାଇଁ ଅସୁବିଧାର କାରଣ ହେବା ସହ ଫ୍ଲାଗ୍ କୋଡ୍ ମଧ୍ୟ!-->…
Read More...
Read More...
ଚିଦାମ୍ବରମଙ୍କୁ ଜେରା ପାଇଁ ତିହାଡ ଜେଲରେ ଇଡି ଅଧିକାରୀ
ନୂଆଦିଲ୍ଲୀ:ପ୍ରବର୍ତନ ନିର୍ଦ୍ଦେଶାଳୟର ଅଧିକାରୀ ମାନେ ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଜେରା କରିବା ପାଇଁ ତିହାଡ ଜେଲରେ ପହଁଚିଛନ୍ତି । ଗତକାଲି ବିଶେଷ ଅଦାଲତ ଇଡିର ତିନିଜଣ ଅଧିକାରୀଙ୍କୁ ଆଇଏନଏକ୍ସ!-->…
Read More...
Read More...
ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ମହତ୍ୱପୂର୍ଣ୍ଣ ଋଣନୈତିକ ଭୂମିକାରେ ଉଭା ହେଉଛି ଭାରତ: ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ସଂପ୍ରତି ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କ ଗଢିବାରେ ଉର୍ଜା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିବା ବେଳେ ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଭାରତ ଏକ ମହତ୍ୱପୂର୍ଣ୍ଣ ଋଣନୈତିକ ଭୂମିକାରେ ଉଭା ହେଉଛି!-->…
Read More...
Read More...
ଚିଦାମ୍ବମରଙ୍କୁ ଝଟକା; ଗିରଫ କରିବାକୁ ଇଡିକୁ ମିଳିଲା ଅନୁମତି
ନୂଆଦିଲ୍ଲୀ:ଆଇଏନଏକ୍ସ ମିଡ଼ିଆ ମାମଲାରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ବଡ଼ ଝଟକା ଲାଗିଛି। ଦିଲ୍ଲୀ କୋର୍ଟ ଚିଦାମ୍ବରମଙ୍କୁ ଗିରଫ କରିବାକୁ ଇଡିକୁ ଅନୁମତି ଦେଇଛନ୍ତି।!-->…
Read More...
Read More...
ଘାଟି ତଳକୁ ଖସିଲା କାର୍: ୫ ମୃତ
ମସୁରୀ:ଉତ୍ତରାଖଣ୍ଡ ରାଜ୍ୟ ମସୁରୀଠାରୁ ପ୍ରାୟ ୪୦ କିଲୋମିଟର୍ ଦୂରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏକ ଯାତ୍ରୀବାହୀ କାର୍ ନିୟନ୍ତ୍ରଣ ହରାଇ ଘାଟିରେ ଖସି ପଡ଼ିଛି । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ!-->…
Read More...
Read More...
ପାକିସ୍ତାନକୁ ଝଟକା; ଡାର୍କ ଗ୍ରେ ଲିଷ୍ଟରେ ସାମିଲ ହେବ
ଇସଲାମାବାଦ:ପୁଣି ପାକିସ୍ତାନକୁ ଲାଗିଛି ବଡ଼ ଝଟକା । କାଙ୍ଗାଳ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଓ ଇମରାନ ଖାନଙ୍କ ପାଇଁ ମୁସ୍କିଲ ବଢିବାରେ ଲାଗିଛି । ପୁଣି ବିପଦରେ ପଡ଼ିଥିବା ଟେରର ଫଣ୍ଡିଙ୍ଗ ରୋକିବାରେ ଅସମର୍ଥ!-->…
Read More...
Read More...
ପ୍ରଥମ ଥର ବୁକର୍ ପୁରସ୍କାର ଜିତିଲେ ଦୁଇ ମହିଳା
ଲଣ୍ଡନ: ସାହିତ୍ୟ କ୍ଷେତ୍ରର ସବୁଠାରୁ ସମ୍ମାନଜନକ ବୁକର ପୁରସ୍କାର ଏଥର ଦୁଇ ଜଣ ମହିଳା ପାଇବେ। ସବୁବର୍ଷ ଜଣଙ୍କୁ ହିଁ ବୁକର ପୁରସ୍କାର ମିଳୁଥିବା ବେଳେ ୨୦୧୯ ବର୍ଷ ପାଇଁ ଜୁରି ସଦସ୍ୟ ପ୍ରଚଳିତ ନିୟମକୁ ଭାଙ୍ଗି ଦେଇଛନ୍ତି।!-->…
Read More...
Read More...
୬ ସଂସଦୀୟ କମିଟି ପାଇଁ ଓଡ଼ିଶାର ସାଂସଦ ସଦସ୍ୟ ମନୋନୀତ
ନୂଆଦିଲ୍ଲୀ : ଲୋକସଭା ସଚିବାଳୟର ପ୍ରକାଶିତ ବୁଲେଟିନ୍ ଅନୁସାରେ ୬ଟି ବିଭିନ୍ନ ସଂସଦୀୟ କମିଟିରେ ଓଡ଼ିଶା ସାଂସଦମାନଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି।ବିନୋଦ କୁମାର ସୋନକାରଙ୍କ ଅଧ୍ୟକ୍ଷତାରେ ଗଠିତ ୧୮ ଜଣିଆ!-->!-->!-->…
Read More...
Read More...
ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ ନୂଆଦିଲ୍ଲୀଠାରେ ‘ଏକ ରାଷ୍ଟ୍ର ଏକ ଟ୍ୟାଗ-ଫାଷ୍ଟ ଟ୍ୟାଗ’ ଉପରେ ଏକ ସମ୍ମିଳନୀର ଉଦଘାଟନ କରିଛନ୍ତି । ସାରା!-->…
Read More...
Read More...
