Browsing Category

National

୫୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା

ନୂଆଦିଲ୍ଲୀ: ସୋମବାର ଦିନ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଅନ୍ତର୍ଗତ ରୂପନାରାୟଣ ନଈରେ ୫୦/୬୦ ଜଣ ଲୋକଙ୍କୁ ନେଇ ଯାଉଥିବା ଗୋଟାଏ ଡଙ୍ଗା ବୁଡ଼ି ଯାଇଛି।ମହିଷାଦୋଳ ଏବଂ ତାମଲୁକ ଥାନା ପୁଲିସ ଉଦ୍ଧାର କାର୍ଯ୍ୟ…
Read More...

ଦାୟିତ୍ୱ ନେଲେ ବାୟୁସେନାର ମୁଖ୍ୟ ଆରକେଏସ ଭଦୌରିଆ

ନୂଆଦିଲ୍ଲୀ:ବିଏସ ଧନୋଆ ସେବନିବୃତ୍ତ ହେବା ପରେ ଆଜି ଆରକେଏସ ଭଦୌରିଆ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଧନୋଆ ଦିଲ୍ଲୀ ସ୍ଥିତ ୟୁଦ୍ଧ ସ୍ମାରକୀରେ ପହଁଚିଥିଲେ । ସେଠାରେ ସେ ସହିଦ ହୋଇଥିବା…
Read More...

ପଣ୍ଡିତ ଯଶରାଜଙ୍କ ନାମରେ ନାମିତ ହେଲା କ୍ଷୁଦ୍ର ଗ୍ରହ

ନୂଆଦିଲ୍ଲୀ : ସୌରମଣ୍ଡଳରେ ଏବେ ମଂଗଳ ଏବଂ ବୃହଷ୍ପତ୍ତି ମଧ୍ୟରେ ଥିବା ଏକ ଛୋଟ ଗ୍ରହକୁ ପ୍ରଖ୍ୟାତ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜଙ୍କ ନାମରେ ନାମିତ କରାଯାଇଛି। ଏହି ସମ୍ମାନ ପାଇବାରେ ଯଶରାଜ ପ୍ରଥମ ଭାରତୀୟ କଳାକାର।…
Read More...

ଅକ୍ଟୋବର ୨୪ରେ ପ୍ରଥମ ଥର ଜମ୍ମୁ କଶ୍ମୀରରେ ବିଡିସି ନିର୍ବାଚନ

ଶ୍ରୀନଗର: ଆସନ୍ତା ଅକ୍ଟୋବର ୨୪ରେ ନବ ଗଠିତ କେନ୍ଦ୍ର ଶାସିତ ଅଂଚଳ ଜମ୍ମୁ କଶ୍ମୀରରେ ପ୍ରଥମ ଥର ବିଡିସି (ବ୍ଲକ ଡଭଲପମେଣ୍ଟ କାଉନସିଲ ଅଥବା ପଂଚାୟତସ୍ତରୀୟ ନିର୍ବାଚନ) ନିର୍ବାଚନ ହେବ । ରାଜ୍ୟର ରାଜଧାନୀ ଶ୍ରୀନଗରରେ…
Read More...

ଚୀନର ଏକ କାରଖାନାରେ ନିଆଁ ଲାଗି ୧୯ ମୃତ

ବେଜିଂ: ଚୀନର ପୂର୍ବାଞ୍ଚଳରେ ଏକ କାରଖାନାରେ ନିଆଁ ଲାଗିବାରୁ ୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ପ୍ରଶାସନ ସୋମବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛି । ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ଥିବା ସନ୍ଦେହ…
Read More...

ଆଜି ତାମିଲନାଡୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନିକିଆ ତାମିଲନାଡୁ ଗସ୍ତ କରୁଛନ୍ତି । ଏହି ଗସ୍ତ ଅବସରରେ ମୋଦୀ ଚେନ୍ନାଇରେ ଆୟୋଜିତ ‘ଭାରତ-ଇଣ୍ଡିଆ ହ୍ୟାକଥନ’ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗଦେବେ ।…
Read More...

ଖରାପ ରାସ୍ତା ପାଇଁ ୧ ଲକ୍ଷ ଟଙ୍କା ଜରିମାନା ଗଣିବେ ଠିକାଦାର

ନୂଆଦିଲ୍ଲୀ:ସେପ୍ଟେମ୍ୱର ୧ରୁ ଦେଶର ଅଧିକାଂଶ ରାଜ୍ୟରେ ନୂତନ ମୋଟର ଯାନ ଆଇନ ଲାଗୁ ହୋଇଛି । ନୂଆ ନିୟମ ଅନୁସାରେ ନିୟମ ଉଲ୍ଲଂଘନକାରୀଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡୁଛି । ଚାଲାଣ ଏତେ ଟଙ୍କାର କଟୁଛି ଯେ ଅନେକ…
Read More...

ଭାରତ ଫେରିଲେ ମୋଦୀ

ନୂଆଦିଲ୍ଲୀ : ପ୍ରାୟ ଏକ ସପ୍ତାହର ଆମେରିକା ଗସ୍ତ ସାରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଫେରିଛନ୍ତି । ପ୍ରଧାନମନ୍ତ୍ରୀ ଓହ୍ଲାଇବା ପରେ ବିମାନବନ୍ଦର ବାହାରେ ତାଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଛି । ପାଲାମ…
Read More...

ବଢ଼ିଲା ଆଧାର-ପାନ୍‌ ଲିଙ୍କ ଅବଧି

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଫାଇଲିଂ ପାଇଁ ଆଧାର ଏବଂ ପାନ୍‌ ମଧ୍ୟରେ ଲିଙ୍କ କରିବାର ତାରିଖ ଡିସେମ୍ବର ୩୧ ବୃଦ୍ଧି କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ ପକ୍ଷରୁ ଏହି…
Read More...

ଆଉ ୨ଦିନ ପରେ ଶେଷ ହେବ ଆଧାର-ପ୍ୟାନ୍‌ ସଂଯୋଗ ସମୟ ସୀମା

ନୂଆଦିଲ୍ଳୀ: ପ୍ୟାନ୍‌ କାର୍ଡ ସହ ଆଧାର ସଂଯୋଗ କରିବାର ସମୟ ସୀମା ସରିବାକୁ ଆଉ ମାତ୍ର ୨ ଦିନ ବାକି ରହିଲା। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପ୍ୟାନ୍‌ ସହ ଆଧାର ସଂଯୋଗ କରିବାକୁ ସମୟ ସୀମା ଦିଆ ଯାଇଥିଲା। ଆୟକର ବିଭାଗର…
Read More...

ଅକ୍ଟୋବର ୧ରେ ବାଉଁଶ ବୋତଲ ଲଞ୍ଚ କରିବେ ନୀତିନ ଗଡକରୀ

ନୂଆଦିଲ୍ଲୀ: ପ୍ଲାଷ୍ଟିକ ବୋତଲର ବିକଳ୍ପକୁ ଶେଷରେ ଖୋଜି ବାହାର କରାଯାଇଛି । ଏମଏସଏମଇ ମନ୍ତ୍ରାଳୟ ଅଧିନରେ ଥିବା ଖଦୀ ଗ୍ରାମଦ୍ୟୋଗ ଆୟୋଗ ବାଉଁଶର ବୋତଲ ନିର୍ମାଣ କରିଛି । ଏହି ବୋତଲର କ୍ଷମତା ଅତି କମରେ ୭୫୦ ଏମଏଲର ରହିବ ।…
Read More...

ଉତରପ୍ରଦେଶରେ ବର୍ଷା; ୫୫ ମୃତ

ଲକ୍ଷ୍ନୌ:ଉତରପ୍ରଦେଶରେ ଗତ ୩ଦିନ ଧରି ମୂଷଳଧାରାରେ ବର୍ଷା ଲାଗି ରହିଛି । ଫଳରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ଏପରିକି ସବୁଠାରୁ ଅଧିକ ମାଟି ଓ ଚାଳ ଘର କ୍ଷତିଗ୍ରସ୍ତ ହୋଇଛି । ଯେଉଁ ଘରେ ଚାପି ହୋଇ…
Read More...

ଭାରତୀୟ ନୈାସେନାରେ ସାମିଲ ହେଲା ବୁଡ଼ା ଜାହାଜ ଆଇଏନଏସ ଖଣ୍ଡେରି

ନୂଆଦିଲ୍ଲୀ:କେନ୍ଦ୍ର ପ୍ର୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଭାରତୀୟ ନୈାସେନାରେ କଲବରୀ ଶ୍ରେଣୀର ଦ୍ୱିତୀୟ ବୁଡ଼ା ଜାହାଜ ଆଇଏନଏସ ଖଣ୍ଡେରିକୁ ସାମିଲ କରିଛନ୍ତି । ଏହା ସହ ପି-୧୭ର ପ୍ରଥମ ଯୁଦ୍ଧପୋତ ଆଇଏନଏସ…
Read More...

ଗୁଳିଚୋଟରେ ଟେକ୍ସାସ୍‌ରେ ପ୍ରଥମ ଶିଖ୍‌ ପୁଲିସ ଅଫିସର୍‌ ମୃତ

ହ୍ୟୁଷ୍ଟନ: ଆମେରିକାର ପ୍ରଥମ ପଗଡ଼ି ବନ୍ଧା ପୋଲିସ ଅଧିକାରୀ ସନ୍ଦୀପ ସିଂହ ଧଲିୱାଲଙ୍କର ଗୁଳିମାଡରେ ମୃତ୍ୟୁ ଘଟିଛି । ଆମେରିକୀୟ ରାଜ୍ୟ ଟେକ୍ସାସରେ ସନ୍ଦୀପଙ୍କୁ ଏକ ଟ୍ରାଫିକ ପୋଷ୍ଟରେ କ୍ରମାଗତ ଭାବେ ଗୁଳି କରି ହତ୍ୟା…
Read More...