Browsing Category
National
୮୭ ବର୍ଷରେ ମନମୋହନ ସିଂ, ଶୁଭେଚ୍ଛା ଜଣାଇଲେ ମୋଦୀ
ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୮୭ ବର୍ଷ ବୟସରେ ପାଦ ଦେଇଛନ୍ତି । ସେ ୧୯୩୨ ସେପ୍ଟେମ୍ବର ୨୬ ତାରିଖରେ ପଂଜାବର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତର ଦୁଇଥର ପ୍ରଧାନମନ୍ତ୍ରୀ ହୋଇ!-->…
Read More...
Read More...
ସବୁଠାରୁ ଧନୀ ଭାରତୀୟ ମୁକେଶ ଅମ୍ବାନି
ମୁମ୍ବାଇ : କ୍ରମାଗତ ୮ମ ବର୍ଷ ପାଇଁ ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନି ସବୁଠାରୁ ଧନୀ ଭାରତୀୟର ମାନ୍ୟତା ପାଇଛନ୍ତି । ତାଙ୍କର ମୋଟ ସଂପତ୍ତିର ପରିମାଣ ୩ ଲକ୍ଷ ୮୦ ହଜାର କୋଟି ରହିଛି ।ଆଇଆଇଏଫଏଲ େଓ୍ଵଲଥ ହରୁନ!-->!-->!-->…
Read More...
Read More...
ସମାଜସେବା ପାଇଁ ପାୟଲ ଜାଙ୍ଗିଡଙ୍କୁ ଚେଞ୍ଜମେକର ଆୱାର୍ଡ
ନୂଆଦିଲ୍ଲୀ: ପାୟଲ ଜାଙ୍ଗିଡଙ୍କୁ ମିଳିଛି ଚେଞ୍ଜମେକର ଆୱାର୍ଡ । ନ୍ୟୁୟର୍କରେ ଆୟୋଜିତ ଗୋଲକିପରର୍ସ ଗ୍ଲୋବାଲ ଗୋଲ ଆୱାର୍ଡ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ମିଳିଛି । ରାଜସ୍ଥାନରେ ଶିଶୁଶ୍ରମିକ ହ୍ରାସ ଓ ବାଲ୍ୟ!-->…
Read More...
Read More...
ପିଓକେରେ ଭୂମିକମ୍ପ ମୃତ୍ୟୁ ସଂଖ୍ୟା ୩୧ ଛୁଇଁଲା, ମୋଦୀ ଜଣାଇଲେ ସମବେଦନା
ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର ଓ ପାକିସ୍ତାନର ଅନ୍ୟ କେତେକ ରାଜ୍ୟରେ ଆସିଥିବା ଭୂମିକମ୍ପ ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଛି । ଏହି ଭୂମିକମ୍ପ ଯୋଗୁଁ୩୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଭୂମିକମ୍ପର!-->…
Read More...
Read More...
ଜୟ ଶ୍ରୀରାମ କହିବାରୁ ସସପେଣ୍ଡ ହେଲେ ୧୭ ଛାତ୍ର
ଜାମସେଦପୁର:ଝାଡଖଣ୍ଡର ଜାମସେଦପୁରରେ ଜୟ ଶ୍ରୀରାମ ନାରା ଲଗାଇବା କାରଣରୁ ୧୭ଜଣ ଛାତ୍ରଙ୍କୁ ସ୍କୁଲରୁ ନିଲମ୍ବିତ କରାଯାଇଥିବା ମାମଲା ସାମ୍ନାକୁ ଆସିଛି । ଏହି ଘଟଣା ବିଷ୍ଣୁପୁର ସ୍ଥିତ ବେଲଡିହି ଚର୍ଚ୍ଚ ସ୍କୁଲରେ ଘଟିଛି ।
!-->!-->…
Read More...
Read More...
ଶରଦ ପାଓ୍ୱାରଙ୍କ ନାଁରେ ଅଭିଯୋଗ
ନୂଆଦିଲ୍ଲୀ: ଆଗକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ମହାରାଷ୍ଟ୍ରର ଚେହେରା କୁହାଯାଉଥିବା ଶରଦ ପାଓ୍ୱାରଙ୍କ ନାଁରେ ଆସିଛି ଦୁର୍ନୀତି ଅଭିଯୋଗ। ଯାହାକି ରାଜ୍ୟ ରାଜନୀତିକୁ ସରଗରମ କରି ଦେଇଛି। ଖାଲି ଶରଦ!-->…
Read More...
Read More...
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଗ୍ଲୋବାଲ୍ ଗୋଲକିପର ଆଓ୍ୱାର୍ଡ
ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗ୍ଲୋବାଲ୍ ଗୋଲକିପର ଆଓ୍ୱାର୍ଡ୍ ମିଳିଛି। ନ୍ୟୁୟର୍କରେ ବିଲ୍ ଏବଂ ମେଲିଣ୍ଡା ଗେଟସ ଫାଉଣ୍ଡେସନ ପିଏମ୍ ମୋଦିଙ୍କୁ ଏହି ଆଓ୍ୱାର୍ଡ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଦେଇଛି।!-->…
Read More...
Read More...
ଚିନ୍ମୟାନନ୍ଦ ମାମଲା; ଗିରଫ ହେଲେ ପୀଡିତା
ଲକ୍ଷ୍ନୌ: ବିଜେପି ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ପୀଡ଼ିତାଙ୍କୁ ଆଜି ପୁଲିସ୍ ଗରିଫ କରିଛି। ପାଞ୍ଚ କୋଟି ଟଙ୍କା ବଳପୂର୍ବକ ଆଦାୟ କରିବା ଅଭିଯୋଗରେ ପୀଡ଼ିତାଙ୍କୁ ପୁଲିସ୍ ଆଜି ଗିରଫ!-->…
Read More...
Read More...
ସେପ୍ଟେମ୍ବର ୩୦ ପ୍ୟାନକାର୍ଡ ସହ ଆଧାର ଲିଙ୍କ କରିବାର ସମୟସୀମା
ନୂଆଦିଲ୍ଲୀ : ଆସନ୍ତା ୩୦ ତାରିଖ ହେଉଛି ପ୍ୟାନକାର୍ଡ ସହ ଆଧାର ଲିଙ୍କ କରିବାର ଶେଷ ତାରିଖ । ପୂର୍ବରୁ ବାରମ୍ବାର ଏହି ସମୟସୀମା ବଢିବା ପରେ ଗତ ମାର୍ଚ୍ଚ ୩୧ରେ ଏହାକୁ ଆଉ ୬ ମାସ ପାଇଁ ବଢାଇ ଦିଆଯାଇଥିଲା । କିନ୍ତୁ!-->…
Read More...
Read More...
ଚିନ୍ମୟାନନ୍ଦଙ୍କ ଜାମିନ୍ ଆବେଦନ ଖାରଜ
ଲକ୍ଷ୍ନୌ: ଜଣେ କଲେଜ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଜେଲରେ ଥିବା ବିଜେପି ନେତା ଚନ୍ମୟାନନ୍ଦଙ୍କୁ ଆଜି ଉତ୍ତର ପ୍ରଦେଶର ଏକ କୋର୍ଟ ନିରାଶ କରିଛନ୍ତି। ସେ ଜେଲରୁ ମୁକୁଳିବା ପାଇଁ ଜାମିନ୍ ଆବେଦନ କରିଥିଲେ ହେଁ ଏହାକୁ!-->…
Read More...
Read More...
ଉତ୍ତର ଭାରତରେ ଭୂ-କମ୍ପ
ନୂଆଦିଲ୍ଲୀ: ମଙ୍ଗଳବାର ୪.୩୫ ସମୟରେ ଉତ୍ତର ଭାରତ ଏବଂ ପାକିସ୍ତାନର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତର ଭାରତର ପଞ୍ଜାବ, ହରିଆଣା ଏବଂ ଚଣ୍ଡୀଗଡ଼ ସହ ରାଜଧାନୀ ନୂଆଦିଲ୍ଲୀ ମଧ୍ୟ ଏହି ଭୂମିକମ୍ପରେ ଦୋହଲିଥିବା!-->…
Read More...
Read More...
ବିହାରରେ ୩୨୫ ଓ ନାସିକ୍ରେ ୧୧୭ ବସ୍ତା ଗୋଦାମରୁ ପିଆଜ ଲୁଟ୍
ପାଟନା:ଆକାଶ ଛୁଆଁ ପିଆଜ ଦର ଏବେ ସାରା ଦେଶବାସୀଙ୍କୁ କନ୍ଦାଉଛି । କେଉଁଠି ପିଆଜ ମୂଲ୍ୟ କିଲୋ ପିଛା ୫୦ଟଙ୍କା ତ ଆଉ କେଉଁଠି ୮୦ଟଙ୍କା ରହିଛି । ଏଭଳି ସମୟରେ ବିହାରରେ ୮ ଲକ୍ଷ ଟଙ୍କାର ପିଆଜ ଗୋଦାମରୁ ଚୋରି ହୋଇଯାଇଛି ।!-->…
Read More...
Read More...
ଚିନ୍ମୟାନନ୍ଦ ମାମଲା: କୋର୍ଟ ଯିବା ବେଳେ ପୀଡ଼ିତାଙ୍କୁ ଅଟକାଇଲା ପୁଲିସ
ଲକ୍ଷ୍ନୌ: ବିଜେପି ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ପୀଡ଼ିତାଙ୍କୁ ଆଜି ପୁଲିସ୍ ପଚରାଉଚରା କରିବା ପାଇଁ ଅଟକ ରଖିଛି। ଚିନ୍ମାୟାନନ୍ଦଙ୍କୁ ସେ ଓ ତାଙ୍କର ୩ ସହଯୋଗୀ ଧମକ ଚମକ ଦେବା!-->…
Read More...
Read More...
ନାଁ ପରିବର୍ତ୍ତନ କଲା ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ
ଲାହୋର:ଆତଙ୍କବାଦୀ ସଙ୍ଗଠନ ‘ଜୈଶ-ଏ-ମହମ୍ମଦ’ ନିଜ ଆତଙ୍କୀ କାର୍ଯ୍ୟକଳାପକୁ ଆହୁରି ମଜବୁତ କରିବାକୁ ନିଜର ନାଁ ପରିବର୍ତ୍ତନ କରି ଦେଇଛି । ଜେଏଏମ୍ର ନାଁକୁ ବଦଳାଇ ‘ମଜଲିସ୍-ବୁରାସା-ଏ-ଶାହୁଦା ଜମ୍ମୁ ୱା କଶ୍ମୀର’ !-->…
Read More...
Read More...
