Browsing Category

National

ବାବ୍ରୀ ମସଜିଦ ଧ୍ଵଂସ ମାମଲା: କଲ୍ୟାଣ ସିଂହଙ୍କୁ ଆଶ୍ଵସ୍ତି, ୨ ଲକ୍ଷ ମୁଚଲିକାରେ ମିଳିଲା ଜାମିନ

ଲକ୍ଷ୍ନୌ:ବାବ୍ରୀ ମସଜିଦ୍ ଧ୍ଵଂସ ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି। ସିବିଆଇର ସ୍ଵତନ୍ତ୍ର ଅଦାଲତ ଏହି ମାମଲାରେ ୨ ଲକ୍ଷ ଟଙ୍କା ମୁଚଲିକାରେ ତାଙ୍କୁ ଜାମିନ…
Read More...

ଖସିପଡ଼ିଲା ସ୍ଥଳସେନାର ‘ଚିତା’, ୨ ପାଇଲଟ୍‌ ମୃତ

ଭୁଟାନ୍‌: ଆକାଶରେ ଉଡ଼ୁଥିବା ବେଳେ ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ହେଲିକପ୍ଟରଟି ସଂପୂର୍ଣ୍ଣ ଛିନଛତ୍ର ହୋଇଯାଇଥିବା ବେଳେ ଏହା ମଧ୍ୟରେ ଥିବା ଦୁଇ ଜଣ ଯାକ ପାଇଲଟ୍‌ ପ୍ରାଣ…
Read More...

ଟୁରିଷ୍ଟ୍‍ ଭିସା ପ୍ରଥମ ଥର ପାଇଁ ପ୍ରଦାନ କରିବ ସାଉଦି ଆରବ

ରିୟାଦ: ପ୍ରଥମ ଥର ପାଇଁ ଟୁରିଷ୍ଟ୍‍ ଭିସା ପ୍ରଦାନ କରିବ ବୋଲି ଶୁକ୍ରବାର ଦିନ ସାଉଦୀ ଆରବ କହିଛି। ତୈଳ ବ୍ୟତିରେକେ ଅନ୍ୟ ସୂତ୍ରର ରାଜସ୍ୱ ସଂଗ୍ରହ କରିବାର ଏହା ଅନ୍ୟତମ ସୂତ୍ର। ଏଥର ଅତି ରକ୍ଷଣଶୀଳ ରାଜ୍ୟକୁ…
Read More...

ସିସିଏସ୍‌ ଅଧ୍ୟକ୍ଷ ଦାୟିତ୍ୱ ନେବେ ରାୱତ

ନୂଆଦିଲ୍ଲୀ: ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଆସନ୍ତାକାଲି ସିସିଏସ୍‌ (ଚିଫ୍‌ ଅଫ୍‌ ଷ୍ଟାଫ୍‌ସ କମିଟି) ଅଧ୍ୟକ୍ଷ ଭାବ‌େ ଦାୟିତ୍ବ ଗ୍ରହଣ କରିବେ। ଅବସର ନେବାକୁ ଯାଉଥିବା ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆଙ୍କଠାରୁ ସେ…
Read More...

ପୁନେରେ ଲଗାଣ ବର୍ଷା; ୨୦ ମୃତ

ପୁନେ: ପୁନେରେ ଏବେ ଲଗାଣ ବର୍ଷା ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ବର୍ଷାଜନିତ ବିଭିନ୍ନ କାରଣ ପାଇଁ ପୁନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଦ୍ବାରା…
Read More...

ଦୋକାନ ବୁଲି ଟଙ୍କା ମାଗିପାରିବେନି କିନ୍ନର

ଅହମଦାବାଦ: ଗୁଜୁରାଟ ସୁରଟରେ ତାତିଲା ବ୍ୟବସାୟୀ ସଂଘ କୌଣସି ପରିସ୍ଥିତିରେ ବି କିନ୍ନରମାନଙ୍କୁ ବଜାରରେ ପ୍ରବେଶ ନ କରାଇଦେବାକୁ ଦାବି କରିଛି | ଯାହାକୁ ନେଇ ପୋଷ୍ଟର ଜାରି କରାଯାଇଛି | ଏହି ପୋଷ୍ଟରରେ ଲେଖାଯାଇଛି ଯେ…
Read More...

ସୀମାରେ ଆତଙ୍କବାଦୀ ପ୍ରବେଶ କରିଥିବା ସନ୍ଦେହ, ଆଜି ୫୨ଟି ସ୍କୁଲ ବନ୍ଦ

ଜମ୍ମୁ ଓ କଶ୍ମୀର:ଜମ୍ମୁ ଓ କଶ୍ମୀର କଠୁଆ ଜିଲ୍ଲାକୁ ଲାଗିଥିବା ଅନ୍ତରାଷ୍ଟ୍ରୀୟ ସୀମାରେ ଦୁଇ ତିନି ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ଅନୁମାନ କରାଯାଉଛି । ଫଳରେ ଗତକାଲି ରାତି ତମାମ ଜୋରଦାର ସର୍ଚ୍ଚ ଅପରେସନ୍‌…
Read More...

ଆଦିତ୍ୟନାଥଙ୍କ ନୂଆ ପ୍ରୟାସ; ନିଜେ ବୁଲିବେ ଗାଁ, ବେରୋଜଗାରଙ୍କୁ ଦେବେ ତାଲିମ

ଲଖନଉ: ଶିଳ୍ପ ଜଗତରେ ସଂକଟ ଯୋଗୁଁ ରୋଜଗାର ପ୍ରତି ବାଧା ପହଂଚିଛି । ଏଥି ପାଇଁ ସମଗ୍ର ବିଶ୍ୱରେ ଆର୍ଥିକ ସଂକଟ ଦେଖାଯାଇଥିବା ବେଳେ ଉତ୍ତର ପ୍ରଦେଶ ସରକାର ପାଇଲଟ ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି । ଯୋଗୀ ସରକାର…
Read More...

ବିକ୍ରମ ଲ୍ୟାଣ୍ଡିଙ୍ଗ୍ ସାଇଟର ଫଟୋ ଜାରି କଲା ନାସା

ୱାସିଙ୍ଗଟନ :ନାସା ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଙ୍ଗ ସାଇଟର ଫଟୋ ଜାରି କରିଛି। ଫଟୋ ଆଧାରରେ ବିକ୍ରମର ହାର୍ଡ ଲ୍ୟାଣ୍ଡିଙ୍ଗ୍ ହୋଇଛି ବୋଲି ନାସା କହୁଛି। ଅର୍ଥାତ୍ ବିକ୍ରମ ତୀବ୍ର ଗତିରେ ଆସି…
Read More...

ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟରେ କ୍ଷମା ମାଗିଲା ମୁସଲିମ ପକ୍ଷ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଚାଲିଥିବା ଅଯୋଧ୍ୟା ଜମି ବିବାଦର ଶୁଣାଣି ବେଳେ ଆଜି ମୁସଲିମ ପକ୍ଷ କ୍ଷମା ମାଗିଛନ୍ତି। ବୁଧବାର ଶୁଣାଣି ବେଳେ ୨୦୦୩ରେ ଏଏସ୍‌ଆଇ ଦେଇଥିବା ରିପୋର୍ଟ ଉପରେ ମୁସଲିମ ପକ୍ଷ ପ୍ରଶ୍ନ ଉଠାଇଥିଲେ।…
Read More...

ଅକ୍ଟୋବର ୧୮ ସୁଦ୍ଧା ଅଯୋଧ୍ୟା ବିବାଦର ଶୁଣାଣି ଶେଷ କରିବାକୁ କହିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟା ଜମି ବିବାଦର ୩୨ତମ ଶୁଣାଣି ସମୟରେ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ପୁଣି ଥରେ ଯୋର୍‌ ଦେଇ କହିଛନ୍ତି ଯେ ଅକ୍ଟୋବର ୧୮ ତାରିଖ ସୁଦ୍ଧା ଏହି ମାମଲାର ଯୁକ୍ତିତର୍କ ଶେଷ…
Read More...

ଲୋକପ୍ରିୟତା କ୍ଷେତ୍ରରେ ପୁଣିଥରେ ଆଗରେ ମୋଦୀ,ଧୋନି ବି ସାମିଲ

ନୂଆଦିଲ୍ଲୀ:ଭାରତରେ ଲୋକପ୍ରିୟତା ମାମଲାରେ ମହେନ୍ଦ୍ର ସିଂ ଧୋନୀ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କଠାରୁ ଆଗରେ ରହିଛନ୍ତି । ସର୍ଭେ ଏଜେନ୍ସି YouGov ୟୁ-ଗଭ୍ ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି ଅଲଗା ଅଲଗା ଶ୍ରେଣୀରେ…
Read More...

ମେହୁଲ୍‌ ଚୋକ୍‌ସି ଅପରାଧୀ, ଅବାଧରେ ଭାରତୀୟ ଅଧିକାରୀମାନେ ତାଙ୍କର ତଦନ୍ତ କରି ପାରିବେ: ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ

ନ୍ୟୁୟର୍କ: ବୁଧବାର ଦିନ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟୋନ୍‌ ବ୍ରାଉନି କହିଛନ୍ତି ଯେ ପଳାତକ ହୀରା ବେପାରୀ ମେହୁଲ୍‌ ଚୋକ୍‌ସି ଜଣେ ଅପରାଧୀ। ଭାରତୀୟ ଅଧିକାରୀମାନେ ଅବାଧରେ ତାଙ୍କୁ ପଚରାଉଚୁରା କରି ପାରିବେ।…
Read More...

ମୋଦୀ ଓ ଇମ୍ରାନ ମିଳିତ ଭାବେ କାଶ୍ମୀର ପ୍ରସଙ୍ଗର ସମାଧାନ କରନ୍ତୁ: ଟ୍ରମ୍ପ

ନୂଆଦିଲ୍ଲୀ:ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଭାରତ ଓ ପାକିସ୍ତାନ ଉଭୟ ପରମାଣୁ ସଂପର୍ଣ୍ଣ ଦେଶ ଓ ସେମାନେ କାଶ୍ମୀର ପ୍ରସଙ୍ଗର ସମାଧାନ କରି ପାରିବେ ବୋଲି…
Read More...