Browsing Category

National

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ବଦ୍ରିନାଥଙ୍କ ଦ୍ବାର

ବଦ୍ରିନାଥ: ବ୍ରାହ୍ମ ମୁହୂର୍ତ୍ତ ଏବଂ ମେଷ ଲଗ୍ନରେ ଶୁକ୍ରବାର ଭୋର ସାଢ଼େ ୪ଟାରେ ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଦ୍ବାର ଖୋଲିଛି। ଦ୍ବାର ଖୋଲିବା ପରେ ଏଠାରେ ୬ମାସ ଧରି ଜଳୁଥିବା ଅଖଣ୍ଡ ଜ୍ୟୋତିକୁ…
Read More...

ରାଜଧାନୀ, ଦୁରନ୍ତୋ, ଶତାବ୍ଦୀ ଏକ୍ସପ୍ରେସରେ ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ରହିବ ସ୍ବତନ୍ତ୍ର ବଗି

ନୂଆଦିଲ୍ଲୀ: ରାଜଧାନୀ, ଦୂରନ୍ତୋ ଏବଂ ରାଜଧାନୀ ଏକ୍ସପ୍ରେସ ଭଳି ପ୍ରିମିୟମ ଟ୍ରେନଗୁଡ଼ିକରେ ମହିଳା ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବଗି ସଂରକ୍ଷିତ ରଖାଯିବ। ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା କରାଯିବ​‌ ବୋଲି ରେଲୱେ…
Read More...

ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା କେଦାରନାଥ ପୀଠ

ଡେହେରାଡୁନ : ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଦର୍ଶନ ପାଇଁ କେଦାରନାଥ ପୀଠକୁ ଗୁରୁବାର ଠାରୁ ଖୋଲାଯାଇଛି । ଶୀତଦିନ ପରେ ଆଜି ସକାଳୁ ବେଦମନ୍ତ୍ର ଉଚ୍ଚାରଣ ଓ ପାରମ୍ପରିକ ରୀତିନୀତି ସହ ମନ୍ଦିରର ମୁଖ୍ୟ ଦ୍ୱାର ଖୋଲାଯାଇଛି ।…
Read More...

ସୁପ୍ରିମକୋର୍ଟରେ ରାହୁଲଗାନ୍ଧୀଙ୍କ ନାଗରିକତା ବିବାଦ ଆବେଦନ ଖାରଜ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କ ନାମରେ ଆସିଥିବା ନାଗରିକତା ବିବାଦ ଆବେଦନକୁ ଖାରଜ କରିଦେଇଛନ୍ତି। ଆବେଦନରେ…
Read More...

ଅଗ୍ନିକାଣ୍ଡରେ ୫ ଶ୍ରମିକ ଜୀବନ୍ତ ଦଗ୍ଧ

ପୁଣେ: ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ଉରୁଲିର ଦେଭାଚି ଗାଁ ନିକଟରେ ଥିବା ଏକ କପଡ଼ା ଗୋଦାମରେ ବୁଧବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗୋଦାମରେ କାର୍ଯ୍ୟ…
Read More...

ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ

ଲଣ୍ଡନ୍‌: ବୁଧବାର ଦିନ ଲଣ୍ଡନର ଏକ ଅଦାଲତ ତୃତୀୟ ଥର ଲାଗି ନିରବ ମୋଦିଙ୍କ ଜାମିନ ଆବେଦନକୁ ଖାରଜ କରିଛି। ଶୁଣାଣିରେ ଅଦାଲତ କହିଛି ଯେ ନିରବ ତାଙ୍କ କର୍ମଚାରୀମାନଙ୍କୁ ପିରାମିଡ୍‌ ଦେଖିବା ବାହାନାରେ ଆବୁ ଧାବିରୁ…
Read More...

୩୦ ମହିଳା ମାଓବାଦୀଙ୍କୁ ନିଯୁକ୍ତି ଦେଲା ଛତିଶଗଡ଼ ପୁଲିସ

ରାୟପୁର : ମାଓପ୍ରବଣ ଛତିଶଗଡ଼ରୁ ଏକ ସକାରାତ୍ମକ ଖବର ଆସିଛି । ଛତିଶଗଡ଼ ପୁଲିସ ଆତ୍ମସମର୍ପଣ କରିଥିବା ପ୍ରାୟ ୩୦ ଜଣ ମହିଳା ମାଓବାଦୀଙ୍କୁ ନିଜ କମାଣ୍ଡୋ ବାହିନୀରେ ନିଯୁକ୍ତି ଦେଇଛି । ଏମାନଙ୍କୁ ଛତିଶଗଡ଼ ପୁଲିସର ଏକ…
Read More...

ପାକିସ୍ତାନ ସୁଫି ଦର୍ଘା ଆଗରେ ଆତ୍ମଘାତୀ ବିସ୍ଫୋରଣ: ୮ ମୃତ, ୨୫ ଆହତ

ଲାହୋର : ପାକିସ୍ତାନର ଲାହୋରସ୍ଥିତ ଦାତା ଦରବାର ସୁଫି ଦର୍ଘା ଆଗରେ ବୁଧବାର ସକାଳେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟି ୫ ପୁଲିସ୍‍ କର୍ମୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି । ବିସ୍ଫୋରଣରେ ୨୫ ଜଣ ଆହତ ହୋଇଛନ୍ତି। ଆହତଙ୍କ…
Read More...

ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର କୁଞ୍ଜମ ମୃତ

ରାୟପୁର: ଛତିଶଗଡ଼ ଦାନ୍ତେଓ୍ଵାଡ଼ାର ଘଞ୍ଚ ଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରିଥିବା ଏକ ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡରକୁ ଆଜି ନିପାତ କରିଛନ୍ତି ସୁରକ୍ଷା ବାହିନୀର ଯବାନମାନେ। ସୁରକ୍ଷା ବାହିନୀର ଯବାନଙ୍କ ଗୁଳିରେ ପ୍ରାଣ…
Read More...

କେରଳ କଲେଜରେ ବୁର୍ଖା ପରିଧାନ ନିଷିଦ୍ଧ

ତିରୁଅନନ୍ତପୁରମ : ଶ୍ରୀଲଙ୍କା ଭଳି ଭାରତରେ ବୁର୍ଖା ପରିଧାନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ଶିବସେନା ଓ ହିନ୍ଦୁ ସେନା ଭଳି ବିଭିନ୍ନ ସଂଗଠନ ଦାବି କରିଆସୁଛନ୍ତି। ଏହା ମଧ୍ୟରେ କେରଳର ଏକ କଲେଜ ବୁର୍ଖା ପରିଧାନକୁ…
Read More...

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ: ଶୀର୍ଷ ୨ ସ୍ଥାନରେ ୫ ଝିଅ

ନୂଆଦିଲ୍ଲୀ : କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। ମୋଟ ୫୦୦ରୁ ୪୯୯ ନମ୍ବର ରଖି ଦୁଇଟି ଝିଅ ପ୍ରଥମ ସ୍ଥାନରେ ଅଛନ୍ତି। ସେହିପରି ୩ ଜଣ ଝିଅ…
Read More...

ଫନି ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଭୀଷଣ ସାମୁଦ୍ରିକ ବାତ୍ୟା ଫନିର ମୁକାବିଲା ପାଇଁ କରାଯାଉଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ବୈଠକରେ କ୍ୟାବିନେଟ ସଚିବ,…
Read More...

ଜିପ୍‍ ଓଲଟି ୫ ମୃତ, ୫ ଆହତ

ମାଣ୍ଡି : ହିମାଳଚ ପ୍ରଦେଶର ମାଣ୍ଡି ଜିଲାସ୍ଥିତ ପଧାର ଅଞ୍ଚଳରେ ଗୁରୁବାର ସକାଳ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ଜିପ ଓଲଟି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର…
Read More...

ଉପକୂଳ ଅଞ୍ଚଳରେ ଥିବା ବିମାନବନ୍ଦରକୁ କରାଗଲା ଆଲର୍ଟ

ନୂଆଦିଲ୍ଲୀ: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆଙ୍କ ପକ୍ଷରୁ ସାମୁଦ୍ରିକ ବାତ୍ୟା ଫନିକୁ ନେଇ ଦେଶର ଉପକୂଳ ଅଞ୍ଚଳରେ ଥିବା ସବୁ ଏୟାରପୋର୍ଟକୁ ଆଲର୍ଟ କରିଥିବା ଜଣାଯାଇଛି। ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ…
Read More...