Browsing Category

National

ଟିକ୍‌ଟକ୍‌ ଉପରୁ ହଟିପାରେ ପ୍ରତିବନ୍ଧକ: ୨୪ ଏପ୍ରିଲ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ଟିକ୍‌ଟକ୍‌ ଆପ୍‌ ଉପରେ ମାଡ୍ରାସ ହାଇକୋର୍ଟଙ୍କ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଗତ ପିଟିଶନର ସୋମବାର ଶୁଣାଣି ହୋଇଥିଲା। ଆସନ୍ତା ୨୪ ତାରିଖ ସୁଦ୍ଧା ଏହି ପିଟିଶନ ଉପରେ ନିଷ୍ପତ୍ତି ନେବାକୁ…
Read More...

ଶ୍ରୀଲଙ୍କା ବିସ୍ଫୋରଣରେ ୨ ଜେଡିଏସ ନେତାଙ୍କ ମୃତ୍ୟୁ, ୫ ନିଖୋଜ

ବେଙ୍ଗାଲୁରୁ: ଶ୍ରୀଲଙ୍କାରେ ରବିବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୨ ଜେଡିଏସ୍‌ ନେତାଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୫ ଜଣ ଜେଡିଏସ ନେତା ନିଖୋଜ ରହିଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ସୋମବାର ଏ…
Read More...

ଶ୍ରୀଲଙ୍କା ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି, ୨୪ ଗିରଫ

କଲୋମ୍ବୋ: ଶ୍ରୀଲଙ୍କାର ବିଭିନ୍ନ ଚର୍ଚ୍ଚ ଏବଂ ବିଳାସପୂର୍ଣ୍ଣ ହୋଟେଲରେ ବୋମ୍ବା ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ସୋମବାର ୨୯୦କୁ ବୃଦ୍ଧି ପାଇଛି। ସେହିପରି ପାଖାପାଖି ୫୦୦ ଜଣ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ…
Read More...

ତ୍ରିଚି ମନ୍ଦିରରେ ଦଳାଚକଟା: ୭ ଭକ୍ତ ମୃତ,୧୦ରୁ ଅଧିକ ଆହତ

ତ୍ରିଚି : ତାମିଲନାଡୁ ତ୍ରିଚି ଜିଲା ଅଧୀନ ମୁତାୟାମାପାଲାୟମ ଗ୍ରାମ ସ୍ଥିତ କାରୁପାସ୍ୱାମୀ ମନ୍ଦିରରେ ରବିବାର ଦଳାଚକଟାରେ ୭ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି ଓ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା…
Read More...

କଲମ୍ବୋରେ ଅପରାହ୍ନ ସୁଦ୍ଧା ଅଷ୍ଟମ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

ନୂଆଦିଲ୍ଲୀ: ରବିବାର ସକାଳେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ୬ ଥର ବିସ୍ଫୋରଣ ହୋଇଥିବା କଥା ଶ୍ରୀଲଙ୍କା ପୁଲିସ କହିଥିବା ବେଳେ ଅପରାହ୍ନ ସୁଦ୍ଧା ଆଠ ଥଣ ବିସ୍ଫୋରଣ ହୋଇ ସାରିଲାଣି। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ…
Read More...

ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ: ୨ ମାଓବାଦୀ ନିହତ

ବିଜାପୁର : ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀଙ୍କ ମୃତଦେହ ସହ ଅସ୍ତ୍ରଶସ୍ତ୍ର ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ…
Read More...

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦିଲ୍ଲୀରୁ ବାରାଣସୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ଏକ ଟ୍ରକକୁ ଶକ୍ତ ଧକ୍କା…
Read More...

କଲମ୍ବୋରେ ବିସ୍ଫୋରଣ: ୧୫୬ ମୃତ ୪୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ରବିବାର ସକାଳେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ୬ ଥର ବିସ୍ଫୋରଣ ହୋଇଥିବା କଥା ଶ୍ରୀଲଙ୍କା ପୁଲିସ କହିଛି। ତିନିଟି ଗୀର୍ଜା ଓ ଦୁଇଟି ପଞ୍ଚ-ତାରକା ହୋଟେଲ୍‌ରେ ଘଟିଥିବା ଏହି ବିସ୍ଫୋରଣ ଯୋଗୁଁ ୩୫ ଜଣ ବିଦେଶୀ…
Read More...

ଆଇଏସ୍‍ ଆତଙ୍କବାଦୀ ଆକ୍ରମଣ: ସିରିଆ ସେନାର ୪ ବରିଷ୍ଠ ଅଧିକାରୀଙ୍କ ସମେତ ୩୫ ମୃତ

ଡାମାକସ : ଇସଲାମିକ ଷ୍ଟେଟ୍‍ (ଆଇଏସ୍‍) ଆତଙ୍କବାଦୀଙ୍କ ଆକ୍ରମଣରେ ସିରିଆ ସେନାର ୪ ବରିଷ୍ଠ ଅଧିକାରୀଙ୍କ ସମେତ ୩୫ ଜଣ ଡାମାକସ ସମର୍ଥକଙ୍କ ମୃତ୍ୟୁ ଘଟିଛି। ସିରଆ ଗୃହ ଯୁଦ୍ଧ ଉପରେ ନଜର ରଖିଥିବା ମନାବାଧିକାର…
Read More...

ଶ୍ରୀନଗରରୁ ପଶ୍ଚିମାଂଚଳକୁ ବଦଳି ହେଲେ ଅଭିନନ୍ଦନ: ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ

ନୂଆଦିଲ୍ଳୀ: ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ପକ୍ଷରୁ ତାଙ୍କୁ ଶ୍ରୀନଗରରୁ ପଶ୍ଚିମାଞ୍ଚଳ ସେକ୍ଟରକୁ ବଦଳି କରାଯାଇଛି। ପଶ୍ଚିମାଞ୍ଚଳ…
Read More...

ଟ୍ରକ-ବୋଲେରୋ ଧକ୍କା: ୭ ମୃତ

ରାଞ୍ଚି : ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ସହରର ନାମକୁମ ରିଂଗ ରୋଡ଼ରେ ଶନିବାର ଅପରାହ୍ଣରେ ଏକ ଟ୍ରକ୍‍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବାରେ ୭ ଜଣଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁସାରେ ରାଞ୍ଚି ମାଣ୍ଡର ଉପଖଣ୍ଡ ଅଧୀନ…
Read More...

ସହିଦ୍ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଘଟଣା: ସ୍ୱାଧୀଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍

ଭୋପାଳ : ବିଜେପିର ଭୋପାଳ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ୨୬/୧୧ମୁମ୍ବାଇ ଆକ୍ରମଣରେ ସହିଦ୍‌ ହୋଇଥିବା ହେମନ୍ତ କରକରେଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଏବେ ଅଡ଼ୁଆରେ ଛନ୍ଦି ହୋଇ ପଡ଼ିଛନ୍ତି । ତେବେ…
Read More...

ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ: ସୁପ୍ରିମକୋର୍ଟରେ ହେଲା ଜରୁରୀ ଶୁଣାଣି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ଏଭଳି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ସୁପ୍ରିମକୋର୍ଟର ସାଧାରଣ ସଚିବ…
Read More...

ଅନ୍ଧ ନାବିକଙ୍କ କମାଲ: ଆଖି ନ ଥାଇ ବି ପ୍ରଶାନ୍ତ ମହାସାଗର ଜଳଯାତ୍ରା ଶେଷ କଲେ

ଟୋକିଓ: ଶନିବାର ଜଣେ ଅନ୍ଧ ଜାପାନୀ ନାବିକ ପ୍ରଶାନ୍ତ ମହାସାଗରରେ ନିରବଚ୍ଛିନ୍ନ ଜଳଯାତ୍ରା ସମ୍ପୂର୍ଣ୍ଣ କରିଛନ୍ତି। ତରୀ ଚଳାଇ ବିଶାଳ ସମୁଦ୍ରର ପାରିହୋଇ ରେକର୍ଡ ସୃଷ୍ଟି କରିବାରେ ସେ ହେଉଛନ୍ତି ପ୍ରଥମ ଦୃଷ୍ଟିହୀନ…
Read More...