Browsing Category

National

ଲଣ୍ଡନ ରୟାଲ ସୋସାଇଟିର ସଦସ୍ୟ ହେଲେ ପ୍ରଥମ ଭାରତୀୟ ମହିଳା ବୈଜ୍ଞାନିକ

ଫରିଦାବାଦ: ବିଶ୍ଵର ସର୍ବପୁରାତନ ବୈଜ୍ଞାନିକ ସୋସାଇଟି ତଥା ଲଣ୍ଡନର ରୟାଲ ସୋସାଇଟିରେ ସଦସ୍ୟତା ଲାଭ କରିବାରେ ଗୌରବ ଅର୍ଜନ କରିଛନ୍ତି ଜଣେ ଭାରତୀୟ ମହିଳା ବୈଜ୍ଞାନିକ ପ୍ରଫେସର ଗଗନଦୀପ କାଙ୍ଗ। ଭାରତୀୟ ମହିଳା ଭାବେ…
Read More...

ଉତ୍ତରପ୍ରଦେଶରେ ଟ୍ରେନ ଦୁର୍ଘଟଣା: ହଓଡା-ଦିଲ୍ଲୀ ପୂର୍ବା ଏକ୍ସପ୍ରେସର ୧୨ ବଗି ଲାଇନଚ୍ୟୁତ

କାନପୁର: ଉତ୍ତରପ୍ରଦେଶର କାନପୁର ଅନ୍ତର୍ଗତ ରୁମା ରେଳ ଷ୍ଟେଶନ ନିକଟରେ ଶୁକ୍ରବାର ରାତି ସାଢ଼େ ୧୨ଟାରେ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି। ହାଓଡ଼ାରୁ ନୂଆଦିଲ୍ଲୀ ଯାଉଥିବା ପୂର୍ବା ଏକ୍ସପ୍ରେସର ୧୨ଟି ବଗି ଲାଇନଚ୍ୟୁତ…
Read More...

ଖୁବ୍‌ଶୀଘ୍ର କକ୍‌ପିଟକୁ ଫେରିପାରନ୍ତି ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଖୁବ୍‌ଶୀଘ୍ର କକ୍‌ପିଟକୁ ଫେରିପାରନ୍ତି। ପୁଣି ଥରେ ତାଙ୍କୁ ଯୁଦ୍ଧ ବିମାନ ଉଡ଼ାଇବାକୁ ସୁଯୋଗ ମିଳିବ। କିନ୍ତୁ ଏଥିପାଇଁ ବେଙ୍ଗାଲୁରୁସ୍ଥିତି…
Read More...

ସହିଦ ହେମନ୍ତ କରକରେଙ୍କୁ ନେଇ ସାଧ୍ୱୀ ପ୍ରଜ୍ଞାଙ୍କ ବିବାଦୀୟ ବୟାନ

ଭୋପାଳ : ମାଲେଗାଁଓ ବୋମା ବିସ୍ଫୋରଣ ଅଭିଯୁକ୍ତ ତଥା ଭୋପାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥିନୀ ସାଧ୍ୱୀ ପ୍ରଜ୍ଞା ଠାକୁର ମୁମ୍ବଇ ଆତଙ୍କବାଦୀ ଆକ୍ରମଣରେ ସହିଦ ଏଟିଏସ୍‍ ମୁଖ୍ୟ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ…
Read More...

ଲିବିଆର ସଶସ୍ତ୍ର ସଂଘର୍ଷରେ ୨୦୫ ମୃତ: ଭାରତୀୟ ନାଗରିକଙ୍କୁ ସାହାଯ୍ୟ କରିବ ଏମଇଏ

ତ୍ରିପୋଲି : ଲିବିଆ ରାଜଧାନୀ ତ୍ରିପୋଲିକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ହାଫତାର ଲିବିଆନ ଜାତୀୟ ସେନା (ଏଲଏନଏ) ଏବଂ ଲିବିଆନ ସଶସ୍ତ୍ର ବାହିନୀଙ୍କ ମଧ୍ୟରେ ସଂଘର୍ଷରେ ଅନ୍ୟୁନ ୨୦୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯୧୩ ଜଣ…
Read More...

ବୁନ୍ଦେଲଖଣ୍ଡରେ ୫ଜଣଙ୍କୁ ହତ୍ୟା କରିବା ଘଟଣା: ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

କାନପୁର: ବୁନ୍ଦେଲଖଣ୍ଡରେ ୫ଜଣଙ୍କୁ ହତ୍ୟା କରିବା ଘଟଣାରେ ଆଜି ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଯାହାଫଳରେ ଉତ୍ତର ପ୍ରଦେଶର ହମୀରପୁର ଜିଲାର ବିଜେପି ବିଧାୟକ ଅଶୋକ ସିଂହ ଚନ୍ଦେଲଙ୍କୁ ବଡ଼ ଝଟ୍‌କା…
Read More...

ଜୈସ୍‌ ଧମକ ପରେ ପଞ୍ଜାବ ଓ ରାଜସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ପାକିସ୍ତାନରୁ ସଂଚାଳିତ ହେଉଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ (ଜେଇଏମ୍‌) ପଞ୍ଜାବର ଫିରୋଜପୁର ରେଳ ଡିଭିଜନ ଅନ୍ତର୍ଗତ ପାଞ୍ଚଟି ରେଳ ଷ୍ଟେସନ୍‌କୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ…
Read More...

ପୁଣି ଧମକ ଦେଲା ଆତଙ୍କବାଦୀ ସଂଗଠନ ଜୈସ୍‌

ନୂଆଦିଲ୍ଲୀ: ପାକିସ୍ତାନରୁ ସଂଚାଳିତ ହେଉଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ (ଜେଇଏମ୍‌) ପଞ୍ଜାବର ଫିରୋଜପୁର ରେଳ ଡିଭିଜନ ଅନ୍ତର୍ଗତ ପାଞ୍ଚଟି ରେଳ ଷ୍ଟେସନ୍‌କୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ…
Read More...

ରିୟାଦରେ ଫସିଥିବା ଭାରତୀୟ ଦେଲେ ଆତ୍ମହତ୍ୟାର ଧମକ: ତା’ର ଉତରରେ କ’ଣ କହିଲେ ସୁଷମା…

ନୂଆଦିଲ୍ଲୀ : ପୂର୍ବରୁ ଟୁଇଟ୍‌ର ଜରିଆରେ ଭାରତ ବାହାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଭାରତୀୟଙ୍କୁ ସାହାଯ୍ୟ କରି ଆସିଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି । ଭାରତୀୟଙ୍କୁ ସାହାଯ୍ୟ…
Read More...

୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ:ଟାଇମସ୍ ପତ୍ରିକାର ସବୁଠୁ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ସ୍ଥାନ ମିଳିଛି । ବିଶ୍ୱର ସମ୍ମାନଜନକ ପତ୍ରିକା ଟାଇମସ୍ ପକ୍ଷରୁ ୨୦୧୯ ପାଇଁ…
Read More...

ବିବାହ ବେଦୀରୁ ଆସି ଭୋଟ ଦେଲେ ନବଦମ୍ପତି

ଶ୍ରୀନଗର: ଏବେ ବି ଅନେକ ଲୋକ ସଚେତନତା ଅଭାବରୁ ଭୋଟ ଦେବାରୁ ବିରତ ରହୁଛନ୍ତି। ଗଣତନ୍ତ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ପଛାଉଛନ୍ତି। କିନ୍ତୁ ଗୁରୁବାର ୨ୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

ଛତିଶଗଡ଼ : କୁଆମୁଣ୍ଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ କ୍ୟାଡର ମାଓବାଦୀ ଓ ଅନ୍ୟ ଜଣେ ମହିଳା ମାଓବାଦୀ ଥିବା ଜଣାପଡିଛି । ମୃତ କ୍ୟାଡର ମାଓବାଦୀ…
Read More...

ଟ୍ରାକ୍‌ରେ ଦୁଇଭାଗ ହୋଇଗଲା ରାଜଧାନୀ ଏକ୍ସପ୍ରେସ୍: ବଡ ଦୁର୍ଘଟଣାରୁ ବର୍ତିଲେ ଯାତ୍ରୀ

ରାଞ୍ଚି: ରାଜଧାନୀ ଏକ୍ସପ୍ରେସ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଟ୍ରାକ୍‌ରେ ଯାଉଥିବାବେଳେ ଅଧବାଟରେ ଟ୍ରେନ ଦୁଇଭାଗ ହୋଇଯିବା ସହ କିଛି ବଗି ଇଞ୍ଜିନରୁ ଅଲଗା ହୋଇଯାଇଥିଲା। ବୁଧବାର ରାତିରେ ରାଜଧାନୀ ଏକ୍ସପ୍ରେସଟି…
Read More...

ଅନ୍ୟୂନ ୧୪ ଜଣ ବସ୍‌ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ବନ୍ଧୁକଧାରୀ

କ୍ୱେଟା: ଗୁରୁବାର ଦିନ ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ବସ୍‌ରୁ ବଳପୂର୍ବକ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇ ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ଅନ୍ୟୂନ ୧୪ ଜଣ ନିହତ ହୋଇଛନ୍ତି।ଆକ୍ରମଣକାରୀମାନେ ପରାମିଲିଟାରି…
Read More...