Browsing Category

Odisha

ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ମନ୍ତ୍ରୀଙ୍କ ବିଦେଶ ଗସ୍ତ ବାତିଲ

ଭୁବନେଶ୍ୱର: ବିଶ୍ୱବ୍ୟାପି କୋରୋନା ଭାଇରସକୁ ନେଇ ଚିନ୍ତା ଲାଗି ରହିଥିବାବେଳେ ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖାଦେଇଛି । ତେବେ ଏଥିପାଇଁ ଓଡ଼ିଶା ସରକାର ମଧ୍ୟ ସତର୍କ ରହିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଓଡ଼ିଶାରେ କୋରୋନା…
Read More...

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ବିପିନ ବିହାରୀ ରଥଙ୍କ ବିୟୋଗରେ ରାଜ୍ୟ…

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି, ପୂର୍ବତନ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ବିପିନ ବିହାରୀ ରଥଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି…
Read More...

ଘରୋଇ ବସ୍ ଠାରୁ ୧୩ ଲକ୍ଷ ୫୦ ହଜାର ଜରିମାନା

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ପୁଣିଥରେ ଆରମ୍ଭ ହୋଇଥିବା ନୂତନ ଟ୍ରାଫିକ୍ ନିୟମ ଯୋଗୁଁ ଚାରିଆଡେ ଜୋରସୋରରେ ଧରପଗଡ ଚାଲିଛି । ଟ୍ରାଫିକ ନିୟମ ଅବମାନନା କଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡୁଛି । ତେବେ ଏଭଳି ଘଟଣା…
Read More...

ଆସନ୍ତାକାଲି ମାଗଣାରେ “ମୋ ବସ” ରେ ଯାତ୍ରା କରିବେ ମହିଳା

ଭୁବନେଶ୍ୱର: ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ ।ଏହି କାରଣରୁ ଆସନ୍ତାକାଲି ମାଗଣାରେ “ମୋ ବସ୍‌” ରେ ଯାତ୍ରା କରିପାରିବେ ମହିଳା ।ଏନେଇ ମୋ ବସ୍ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ…
Read More...

ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀଙ୍କ ପରଲୋକ

କଟକ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କର ପରଲୋକ ଘଟିଛି । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ କଟକର ବଡ଼ ମେଡିକାଲରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁବେଳକୁ…
Read More...

ଶନିବାର ସ୍କୁଲରେ ‘ନୋ ବ୍ୟାଗ୍ ଡେ’

ବ୍ରହ୍ମପୁର: ଶନିବାର ବିଦ୍ୟାଳୟକୁ ବିଦ୍ୟାର୍ଥୀ ଆଣିବେ ନାହିଁ ସ୍କୁଲ ବ୍ୟାଗ୍ । ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ନୋ ବ୍ୟାଗ୍ ଡେ କାର୍ଯ୍ୟକ୍ରମ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସଦର ମହକୁମା ଛତ୍ରପୁର ଠାରେ…
Read More...

ଓଡ଼ିଶା-ମୋ ପରିବାରର ସହଯୋଗ: ବେଙ୍ଗାଲୁରୁରୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

ଭୁବନେଶ୍ୱର: ଓଡ଼ିଶା-ମୋ ପରିବାର ଉଦ୍ୟମରେ ବେଙ୍ଗାଲୁରୁରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଛି ।ସୂଚନାଯୋଗ୍ୟ, ବେଙ୍ଗାଲୁରୁର ଏକ ଏଲ.ଇ.ଡି…
Read More...

ସମ୍‌ରେ ଓଡ଼ିଶାର ପ୍ରଥମ ସଫଳ ଯକୃତ ପ୍ରତ୍ୟାରୋପଣ

ଭୁବନେଶ୍ୱର : ଓଡ଼ିଶାର ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରିବାରେ ସକ୍ଷମ ହୋଇଛି ସମ୍ ହସ୍ପିଟାଲ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍…
Read More...

ଆଜି ନୟାଗଡରେ ୧୨ଘଂଟିଆ ବନ୍ଦ ପାଳନ

ନୟାଗଡ: ଆଜି ନୟାଗଡରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ୨୦୧୪ ମସିହାରୁ ନୟାଗଡ ପାଣିପୋଇଲାଠାରେ ବନ୍ଦ ହୋଇପଡିଥିବା ନୟାଗଡ ଚିନିକଳକୁ କାର୍ଯ୍ୟକ୍ଷମ କରାଇବା, ଆଖୁ ଚାଷୀ , ଚିନିକଳର ଶ୍ରମିକ ଓ କର୍ମଚାରୀମାନଙ୍କ ବକେୟା…
Read More...

ଏସସିବିରୁ ଚମ୍ପଟ ମାରିଥିବା କୋରୋନା ସନ୍ଦିଗ୍ଧଙ୍କ ମିଳିଲା ପତା

କଟକ: ଏସସିବିରୁ ଚମ୍ପଟ ମାରିଥିବା କୋରୋନା ସନ୍ଦିଗ୍ଧଙ୍କ ପତା ମିଳିଛି । ଭୁବନେଶ୍ୱରର ଏକ ହୋଟେଲରେ ସନ୍ଦିଗ୍ଧ ଆୟର୍ଲାଣ୍ଡ ନାଗରିକଙ୍କୁ ଠାବ କରାଯାଇଛି ।ଗତକାଲି ରାତିରୁ ସମ୍ପୃକ୍ତ ବ୍ୟକ୍ତି ଜଣକ କେଉଁ ଆଡ଼େ ଚମ୍ପଟ ମାରିଥିବା…
Read More...

ବିଜୁ ବାବୁଙ୍କ ପୁସ୍ତକ ଉପରେ ‘ଡେୟାର ଡେଭିଲ ଡେମୋକ୍ରାଟ ‘ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ବିଜୁ ବାବୁଙ୍କ ଜୀବନୀ ଉପରେ ଲିଖିତ 'ଡେୟାର ଡେଭିଲ ଡେମୋକ୍ରାଟ ' ନାମକ ଏକ ପୁସ୍ତକର ଉନ୍ମୋଚନ କରାଯାଇଛି । କଂଗ୍ରେସ ନେତା ନରସିଂହ ମିଶ୍ର, ବିଜେପି ନେତା କନକ…
Read More...

ଏସ୍‌ସିବିରୁ କୋରୋନା ସନ୍ଦିଗ୍ଧ ଚମ୍ପଟ୍‌

କଟକ: ଏସ୍‌ସିବିରୁ ଚମ୍ପଟ ମାରିଲେ କୋରୋନା ସନ୍ଦିଗ୍ଧ । ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରୁ ଚମ୍ପଟ ମାରିଛନ୍ତି କୋରୋନା ସନ୍ଦିଗ୍ଧ । ରୋଗୀ ଜଣଙ୍କ ଆୟର୍ଲାଣ୍ଡର ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ,…
Read More...

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆଂଚଳିକ ପରିବହନ ଅଧିକାରୀ(ଆରଟିଓ) ଗଣେଶ୍ୱର କହଁର । ଗଣେଶ୍ୱରଙ୍କ ଭଡାଘର ଓ କାର୍ଯ୍ୟାଳୟ ସମେତ କେତେକ ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ନେଇ ସୂଚନା ମିଳିଛି । ଆୟ ବର୍ହିଭୂତ…
Read More...

ତଥ୍ୟ ପ୍ରମାଣ ସହ କେନ୍ଦ୍ରୀୟ ପଂଚାୟତରାଜ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଲେ ବିଜେପି ସାଂସଦ ଓ ବିଧାୟକଙ୍କର ପ୍ରତିନିଧି ଦଳ

ନୂଆଦିଲ୍ଲୀ / ଭୁବନେଶ୍ୱର: ୨୦୨୨ ସୁଦ୍ଧା ସମସ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶର ସମସ୍ତ କଚ୍ଚା ଘରକୁ ପକ୍କା କରାଯିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଓ ସେହି ଅନୁଯାୟୀ ଅର୍ଥ ବ୍ୟୟବରାଦ…
Read More...