Browsing Category

Odisha

ଅଭିଜିତଙ୍କ ପାଗଳାମି : ଜାତିର ପିତାଙ୍କୁ ଦେଲେ ଯୌନ ପିପାଶୁ ଆଖ୍ୟା

ଭୋପାଳ ଲୋକସଭା ଆସନ ର ବିଜେପି ପ୍ରାର୍ଥୀ ସ୍ବାଧୀ ପ୍ରଜ୍ଞା ଠାକୁର ବିବାଦୀୟ ବୟାନ ନେଇ ସାରା ଦେଶରେ ଚର୍ଚ୍ଚା ର ପରିସରକୁ ଆସିଥିବା ବେଳେ ଏହାକୁ ନେଇ ଭିନ୍ନମତ ପ୍ରକାଶ ପାଇଛି । ପ୍ରଜ୍ଞା ମହାତ୍ମାଗାନ୍ଧୀ ଙ୍କ ହତ୍ୟାକାରୀ…
Read More...

ବାତ୍ୟା ପରେ ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି

ପୁରୀ: ବାତ୍ୟା ପରେ ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି ।  ଗତ ୨୪ ଘଣ୍ଟାରେ ପୁଣି ୩୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ବ୍ରହ୍ମଗିରି ଅଞ୍ଚଳର ୨୧ ଜଣ, ପୁରୀ ସଦର ବ୍ଳକ ଅଞ୍ଚଳରେ ୫ ଜଣ ଓ ଜିଲ୍ଲା ସଂକ୍ରାମକ ହସ୍ପିଟାଲ୍‌ରେ…
Read More...

ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ଆଗରେ , ସଚେତନତା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ଦେଶର ଅନ୍ୟ ୬ଟି ରାଜ୍ୟ ମଧ୍ୟରେ ସବୁଠାରୁ ଆଗରେ ରହିଛି । ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ…
Read More...

କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା

କେନ୍ଦ୍ରାପଡ଼ା: ଆଜି କେନ୍ଦ୍ରାପଡ଼ାରେ ଫୋନି କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମୁଦ୍ରିକ ବାତ୍ୟା ଫୋନି ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବା ପରେ…
Read More...

ପୂର୍ବତନ ତଲସରା ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ପରଲୋକ

ରାଉରକେଲା: ତଲସରା ବିଧାନସଭା ଆସନରୁ ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ୯୦ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଯାଇଛି। ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଜଗଦାସ୍ଥିତ ସିଡବ୍ଲୁଏସ…
Read More...

ଆଜିଠାରୁ ଆରମ୍ଭ ହେଲା ବାତ୍ୟା ଫନିର କ୍ଷତି ଆକଳନ ପ୍ରକ୍ରିୟା

ଭୁବନେଶ୍ୱର : ବାତ୍ୟା ଫନିକୁ ୧୩ଦିନ ବିତି ଯାଇଥିବା ବେଳେ ଏବେ ଓଡ଼ିଶାକୁ ପୁଣି ଥରେ ନୂଆ କରି ଗଢ଼ିବାରେ ଲାଗି ପଡ଼ିଛନ୍ତି ସରକାର । ଆଜିଠାରୁ ବାତ୍ୟା ଫନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାଗୁଡ଼ିକୁ ସ୍ୱତନ୍ତ୍ର…
Read More...

ଆଠଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୮ ଜିଲ୍ଲା ପାଇଁ ଘଡଘଡି ସହ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି । ଅପରାହ୍ନରୁ ରାତି ୮ଟା ୩୦ ମଧ୍ୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।…
Read More...

ବାତ୍ୟାରେ ବ୍ୟାଙ୍କିଙ୍ଗ ସେବା ବାଧାପ୍ରାପ୍ତ, ଓଡ଼ିଶାରେ ଲାଗୁ ହେବ କେରଳ ମଡେଲ: କେନ୍ଦ୍ର ଅର୍ଥ ସଚିବ

ଭୁବନେଶ୍ୱର: ବାତ୍ୟାରେ ବ୍ୟାଙ୍କିଙ୍ଗ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସେହିପରି ଅନେକ ସ୍ଥାନରେ ଏଟିଏମ୍‌ ମଧ୍ୟ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା । ଏ ନେଇ ଆଜି ରାଜ୍ୟ ଓ କେନ୍ଦ୍ର ଅର୍ଥ ମନ୍ତ୍ରାଣାଳୟର…
Read More...

ବାତ୍ୟା ‘ଫନି’ଜନିତ କ୍ଷୟକ୍ଷତି ସମୀକ୍ଷା ଲାଗି ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରପଡ଼ା ଗସ୍ତ

କେନ୍ଦ୍ରାପଡ଼ା: ସାମୁଦ୍ରିକ ବାତ୍ୟା ‘ଫନି’ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବାକୁ ଗୁରୁବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଗସ୍ତରେ ଯାଉଛନ୍ତି।…
Read More...

ଶାଳକକୁ ହତ୍ୟା କରିଥିବା ଭିଣୋଇଙ୍କୁ ଆଜୀବନ ଜେଲ୍‌

ଅନୁଗୁଳ: ଶାଳକକୁ ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କୁ ଗୁରୁବାର ଦିନ ଅତିରିକ୍ତ ଦୌରା ଜଜ୍‌ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।ଦଣ୍ଡାଦେଶ ପାଇଥିବା ବ୍ୟକ୍ତିଜଣକ ହେଉଛନ୍ତି ପୁରୁଣାକୋଟ ଥାନା…
Read More...

ଝାଡ଼ାବାନ୍ତିରେ ୧୧ ଆକ୍ରାନ୍ତ

ସୁବର୍ଣ୍ଣପୁର: ସୋନପୁର ବ୍ଲକ୍‌ ଅନ୍ତର୍ଗତ ଜନମୁରା ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୧୧ ଜଣ ବ୍ୟକ୍ତି ବୁଧବାର ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ିଛନ୍ତି।ଚିକିତ୍ସା ପରେ ସେମାନଙ୍କ…
Read More...

ଭୁବନେଶ୍ଵରରେ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ଵର: ଭୁବନେଶ୍ଵରରେ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘ, ବିଶ୍ଵ ବ୍ୟାଙ୍କ ଏବଂ ଏସୀୟ ବିକାଶ ବ୍ୟାଙ୍କ(ଏଡିବି)ର ଅଧିକାରୀଙ୍କ ନିକଟରେ…
Read More...

ପୁରୀ ପାଇଁ ନବୀନଙ୍କ ପ୍ୟାକେଜ୍‌ ଘୋଷଣା

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୁରୀ ଜିଲ୍ଲା ବାସିନ୍ଦାଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି ପରିସ୍ଥିତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା .ବୈଠକ କରିବା ସହ…
Read More...

ସରିଲା ଫନି କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମର ଅନୁଧ୍ୟାନ

ଭୁବନେଶ୍ୱର: ଦୁଇ ଦିନ ଧରି ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ ପରେ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ । ପ୍ରାଥମିକ ଅନୁଧ୍ୟାନ ଅନୁଯାୟୀ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି…
Read More...