Browsing Category

Odisha

କୁରକୁରେ ହେଲା କାଳ : କୁରକୁରେ ଖାଉଥିବା ବେଳେ ତଂଟିରେ ଲାଗି ଛାତ୍ରୀଙ୍କ ମୃତ୍ୟୁ

ଝାରସୁଗୁଡ଼ା : କୁରକୁରେ ଖାଇବା ହେଲା କାଳ । କୁରକୁରେ ଖାଉଥିବାବେଳେ ତାହା ତଣ୍ଟିରେ ଲାଗି ଯିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ବେଲପାହାଡରେ । ଝାରସୁଗୁଡ଼ା ଜିଲା ବେଲପାହାଡ ସହରରେ…
Read More...

ଆଜି ଶ୍ରୀପଞ୍ଚମୀ, ମା’ସରସ୍ୱତୀଙ୍କ ପୂଜା

ଭୁବନେଶ୍ୱର : ଆଜି ମା'ସରସ୍ୱତୀଙ୍କ ପୂଜା । ବିଦ୍ୟାଦାତ୍ରୀ ମା'ଙ୍କ ଆରାଧାନର ଦିନ । ସବୁ ଠି ମାଙ୍କ ଆରାଧନା ଆରମ୍ଭ ହୋଇଛି । ଧରାବତରଣ କରିଛନ୍ତି ବୀଣା, ପୁସ୍ତକ ଧାରିଣୀ ମା' ସରସ୍ୱତୀ । ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର…
Read More...

“କାଳିଆ ‘ଯୋଜନାର ଦ୍ୱିତୀୟ ପ୍ରର୍ଯ୍ୟାୟ ଅର୍ଥ ଖୁବ ଶିଘ୍ର ମିଳିବ,୧୩ ଲକ୍ଷ ଚାଷୀ ୫ ଲକ୍ଷ ଭୂମିହୀନ ଚାଷୀ…

ଭୁବନେଶ୍ବର: ଯୋଗ୍ୟ ହିତାଧିକାରୀଙ୍କୁ ଖୁବଶୀଘ୍ର ଦ୍ୱିତୀୟ ପର‌୍ୟ୍ୟାୟ କାଳିଆ ଯୋଜନା ଟଙ୍କା ମିଳିବ। ଏହା ଦ୍ବାରା ୧୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ୧୮ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ଚାଷୀ ଓ ୫ ଲକ୍ଷ…
Read More...

IAS ସ୍ତରରେ ଅଦଳ ବଦଳ : ଅନୀଲ ସାମଲ ହେଲେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଏକ ଅଦଳ ବଦଳ ଖରିଛନ୍ତି । ଖାସ କରି ଜିଲ୍ଲାପାଳଙ୍କ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ନିର୍ବାଚନ ଆଗକୁ ଥିବାରୁ ଜିଲ୍ଲାପାଳ ମାନଙ୍କୁ ବଦଳି କରାଯାଇଥିବା ସୂଚନା…
Read More...

ତାରାଙ୍କ ଗୁଗୁଲି : ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଅ ନହେଲେ ମାଓବାଦୀ ହେବି

ଭୁବନେଶ୍ବର : ମାଓବାଦୀ ସଂଗଠନରେ ମିଶିବେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । କୋରାପୁଟର ୧୦ହଜାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଅ । ନଚେତ୍ ସେମାନଙ୍କ ସହ ନକ୍ସଲ ସଂଗଠନରେ ମିଶିବି ବୋଲି ରାଜ୍ୟ…
Read More...

ଇସ୍ତଫା ଦେଲେ ଭୀମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀ

ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚାସମ୍ବଲପୁର : ରାଜନୀତିରେ ଯୋଗ ଦେବେ ଡାକ୍ତର ଅଶ୍ବିନୀ ପୂଜାହାରୀ । ଭୀମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀ ଏଭଳି କିଛି ଆଭାସ ଛାଡିଛନ୍ତି । ଆଜି ସେ ଇସ୍ତଫା ଦେବା…
Read More...

ସାମ୍ବାଦିକଙ୍କ ପେନସନ ଓ ସ୍ୱାସ୍ଥ୍ୟବୀମା ସହାୟତା ବୃଦ୍ଧି ଦାବି : ସରକାର ପଦକ୍ଷେପ ନେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଅବସରପ୍ରାପ୍ତ ସାମ୍ବାଦିକଙ୍କ ଲାଗି ପେନସନ ଯୋଜନା ଲାଗୁ କରିବା, କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ସହାୟତା ରାଶି ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଏବଂ ସାମ୍ବାଦିକଙ୍କ ସୁରକ୍ଷା…
Read More...

ଏପ୍ରିଲ ୭ରୁ ଜେଇଇ ମେନ୍‌, ମାର୍ଚ୍ଚ ୭ ପର୍ଯ୍ୟନ୍ତ ଆବେଦନ

ଭୁବନେଶ୍ବର : ଇଞ୍ଜିନିୟରି˚ ଓ ଆର୍କିଟେକ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌ର ଦ୍ବିତୀୟ ପର୍ଯ୍ୟୟ ପରୀକ୍ଷା ଏପ୍ରିଲ ୭ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ…
Read More...

୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବ!

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ଖୋର୍ଦ୍ଧା, ବଲାଙ୍ଗିର, ସୋନପୁର ଜିଲ୍ଲା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହୋଇପାରେ…
Read More...

ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମନି ଲଣ୍ଡିରିଂ ଓ ଟିକସ ଫାଙ୍କି ଅଭିଯୋଗ

ଭୁବନେଶ୍ବର : ପୁଣି ଚର୍ଚ୍ଚାରେ ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡା । ଦିଲ୍ଲୀରୁ ପ୍ରକାଶିତ ଇଂରାଜୀ ଖବର କାଗଜ ଇଣ୍ଡିଆନ୍‌ ଏକ୍ସପ୍ରେସର ଏକ ଖବର ଚର୍ଚ୍ଚାକୁ ଆଣିଛି ଏହି ପୂର୍ବତନ ସାଂସଦଙ୍କୁ । ଇଣ୍ଡିଆନ୍‌ ଏକ୍ସପ୍ରେସ…
Read More...

ବେକାରୀ ରାଜନୀତି : ହିସାବ ମାଗିଲା ବିଜେଡି, ରାଜ୍ୟପାଳଙ୍କୁ ଦେଲା ସ୍ମାରକପତ୍ର

ଭୁବନେଶ୍ବର : ବିଧାନସଭାରେ ବେକାରୀ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକଙ୍କ ତମ୍ବିତୋଫାନ । ଗୃହରେ ଶାସକ ଓ ବିରୋଧୀଙ୍କ ନାରାବାଜି । ବେକାରୀ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ବିଜେପି ଭୂଆଁ ବୁଲାଉଛି ବୋଲି ଅଭିଯୋଗ କରିଛି ବିଜେଡି…
Read More...

ପୁଣି ଜିତିଲେ ଏଇଠି ହେବ ଦେଖା : ପଞ୍ଚଦଶ ବିଧାସଭାର ଶେଷ ଦିନରେ ଫଟୋସେସନ

ଭୁବନେଶ୍ବର : ପଞ୍ଚଦଶ ବିଧାସଭାର ଶେଷ ଦିନ । ବିଧାନସଭାର ଅନ୍ତିମ କାର୍ଯ୍ୟ ଦିବସ ହୋଇଥିବାରୁ ଏକ ଆବେଗମୟ ପରିବେଶ ସୃଷ୍ଟି ହୋଇଥିଲା । ଫଟୋସେସନ ବେଳେ ଅନେକ ନେତା ସେମାନଙ୍କ ୫ ବର୍ଷର ଅନୁଭୁତି…
Read More...

ସରିଲା ପଞ୍ଚଦଶ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ପଂଚଦଶ ବିଧାନସଭାର ଶେଷ ଅଧିବେଶନ ଶନିବାର ଶେଷ ହୋଇଛି। ଏଥି ସହିତ ବିଧାନସଭା ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ନିର୍ଦ୍ଧାରିତ କାର‌୍ୟ୍ୟ ଦିବସର ୨ ଦିନ ପୂର୍ବରୁ ଏହି ଅଧିବେଶନ ଶେଷ ହୋଇଛି।…
Read More...

ବିଦ୍ୟୁତ କର୍ମଚାରୀଙ୍କ ଥଇଥାନ ଓ ଆର୍ଥକ ପ୍ୟାକେଜ୍‍ ଖୁବ୍‍ଶୀଘ୍ର !

ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ସହିତ ମନ୍ତ୍ରିସ୍ତରୀୟ ଆଲୋଚନାଭୁବନେଶ୍ୱର : ଆଜି ଅପରାହ୍ଣରେ ରାଜ୍ୟ ସଚିବାଳୟରେ ବିଦ୍ୟୁତ ବିଭାଗ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଓ ବିଭାଗୀୟ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସହିତ…
Read More...