Browsing Category
Odisha
କାମଚଳା ବଜେଟର ହାଇଲାଇଟସ୍ , ଜାଣନ୍ତୁ କେଇଁ ବିଭାଗକୁ କେତେ ?
ଭୁବନେଶ୍ୱର : ରାଜ୍ୟ ସରକାର ଆଜି କାମଚଳା ବଜେଟ ଆଣିଛନ୍ତି । ବିଭିନ୍ନ ବିଭାଗ ଲାଗି ବ୍ୟୟ ବରାଦ ହୋଇଛି । ଆସନ୍ତୁ ଜାଣିବା କେଇଁ ବିଭାଗକୁ କତେ ଟଙ୍କା ମିଳିଛି ।ମୋଟ୍ ବ୍ୟୟ ଅଟକଳ ୧ଲକ୍ଷ୍ୟ ୩୨ ହଜାର ୬୬୦ କୋଟି ।!-->!-->!-->…
Read More...
Read More...
ବିଧାନସଭାରେ ଆଗତ ହେଲା କାମଚଳା ବଜେଟ, “କାଳିଆ’ ପାଇଁ ୪୪୬୧ କୋଟି
ଭୁବନେଶ୍ବର : ବିଧାନସଭାରେ ଆଗତ ହେଲା ନବୀନ ସରକାରଙ୍କ ଚତୁର୍ଥ ପାଳିର ଶେଷ ବଜେଟ୍ । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଆଜି ଅନ୍ତରୀଣ ବଜେଟ୍ ଉପସ୍ଥାପିତ କରିଛନ୍ତି । ଓଡ଼ିଶା ସରକାର ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ!-->…
Read More...
Read More...
୮ରୁ ଆନ୍ଦୋଳନକୁ ଓହ୍ଲାଇବେ ୭୨ ହଜାର ପୋଲିସ କର୍ମଚାରୀ
ଭୁବନେଶ୍ୱର: ଦାବି ପୂରଣ ନହେଲେ ରାଜ୍ୟର ୭୨ ହଜାର ପୁଲିସ କର୍ମଚାରୀ ଫେବ୍ରୁଆରି ୮ରୁ ଆନ୍ଦୋଳନରେ ବସିବେ। ଆନ୍ଦୋଳନରେ ବସିବା ପୂର୍ବରୁ ଗୁରୁବାର ଏହି କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରିବା ପରେ ସନ୍ଧ୍ୟାରେ!-->…
Read More...
Read More...
ପରିବହନର ବିକାଶ ହେଲେ ଅଞ୍ଚଳର ବିକାଶ ହେବ: ନିତିନ ଗଡ଼କରି
ତାଳଚେର-କାମାକ୍ଷାନଗର-ଚଣ୍ଡୀଖୋଲ ରାସ୍ତାର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀଢେଙ୍କାନାଳ : “ରାଜ୍ୟରେ ଶିଳ୍ପ ହେଲେ ବେକାରୀ କମିବ। ଅଧିକ ପିଲା ନିଯୁକ୍ତି ପାଇବେ। ରାଜ୍ୟ ସରକାର ସହଯୋଗ କଲେ ଅଧିକ ପ୍ରକଳ୍ପ!-->!-->!-->…
Read More...
Read More...
ଚାଷୀ ପ୍ରସଙ୍ଗ ନେଇ ଦ୍ୱିତୀୟ ଦିନରେ ଚାଲି ପାରିଲାନି ବିଧାନସଭା
ଭୁବନେଶ୍ୱର : ଗତକାଲି ବିଧାନସଭାରେ ଚିଟ୍ଫଣ୍ଡ୍ ଦୁର୍ନୀତି ତାତି ଦେଖିବାକୁ ମିଳିଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ଚାଲି ପାରିନଥିଲା। ଆଜି ମଧ୍ୟ ଗୃହରେ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ଚାଷୀ ପ୍ରସଙ୍ଗକୁ ନେଇ!-->…
Read More...
Read More...
ଚାକିରି ସର୍ତ୍ତାବଳୀ ଲାଗୁ ଦାବି କରି ଓଷ୍ଟା ପକ୍ଷରୁ ଲୋୟର ପିଏମ୍ଜିରେ ବିକ୍ଷୋଭ
ଭୁବନେଶ୍ବର : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ । ବ୍ଲକଗ୍ରାଣ୍ଟ ବ୍ୟବସ୍ଥାକୁ ଉଚ୍ଛେଦ କରି ସରକାର ନୂତନ ଅନୁଦାନ ନିୟମ କଲେ ମଧ୍ୟ ସରକାର ଚାକିରି ସର୍ତ୍ତାବଳୀ ଓ!-->…
Read More...
Read More...
ପାରାଦୀପ ବନ୍ଦର ଭବିଷ୍ୟତରେ ଦେଶର ୧ ନମ୍ବର ବନ୍ଦର ହେବ : ଗଡ଼କରି
ପାରଦୀପ: ପାରାଦୀପ ବନ୍ଦର ଭବିଷ୍ୟତରେ ଦେଶର ୧ ନମ୍ବର ବନ୍ଦର ହେବ। ଏହି ବନ୍ଦର ମାଧ୍ୟମରେ ଓଡ଼ିଶାର ବିକାଶ ଆଗକୁ ଯାଇ ପାରିବ। ଓଡ଼ିଶା ଗସ୍ତରେ ଆସି ଗଡ଼କରି ପାରାଦୀପରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ଏହା!-->…
Read More...
Read More...
ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଭୁବନେଶ୍ୱର : ଆସ୍କାର ସାଂସଦ ଲଡୁ କିଶୋର ସ୍ୱାଇଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ସ୍ୱାଇଁଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାରକୁ!-->…
Read More...
Read More...
ଆସ୍କା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର : ଆସ୍କାର ଲୋକସଭାର କ୍ଷେତ୍ରର ସାଂସଦ ତଥା ବିଜେଡି ନେତା ଲଡୁ କିଶୋର ସ୍ୱାଇଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥି ସହ ସ୍ୱର୍ଗତ ସ୍ୱାଇଁଙ୍କ ପରିବାରକୁ ସମବେଦନା!-->…
Read More...
Read More...
ଆସ୍କା ବିଜେଡି ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକ
ଭୁବନେଶ୍ୱର : ଆସ୍କାର ଲୋକସଭାର କ୍ଷେତ୍ରର ସାଂସଦ ତଥା ବିଜେଡି ନେତା ଲଡୁ କିଶୋର ସ୍ୱାଇଁ ଆଉ ନାହାନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ପରୋଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଲଡ଼ୁ!-->…
Read More...
Read More...
୭ ପରେ ୧୨ ଜିଲ୍ଲାରେ ଘଡ ଘଡି ସହ ବର୍ଷିବ !
ଭୁବନେଶ୍ୱର : ଧୀରେ ଧୀରେ ପାରଦ ଉପରକୁ ଉଠୁଛି । ଦିନରେ ତାପମାତ୍ରା ବଢୁଛି ଥଣ୍ଡା କମୁଛି,କିନ୍ତୁ ରାତିରେ ପୁଣି ବଢୁଛି ଶୀତ । ହଲେ ୭ ତାରିଖ ପରଠୁ ରାଜ୍ୟର ୧୨ ଜିଲ୍ଲାରେ ପାଗ ବଦଳିବ । ଏପରି ଆକଳନ କରିଛି ପାଣିପାଗ!-->…
Read More...
Read More...
ପଛକୁ ଫେରିଲେ ଦିଦି : ନୈତିକତାର ଦ୍ୱାହି ଦେଇ ସତ୍ୟାଗ୍ରହରୁ ହଟିଲେ
କୋଲକାତା : ସିବିଆଇ ବାଟ ଘେରି ଅଡୁଆରେ ପଡିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକତାରୁ ଦିଲ୍ଲୀ ଚଳାଇଥିଲେ ନାଟକ । ହେଲେ ଶେଷରେ ସେଇ ନାଟକରେ ଜବନିକା ପଡିଛି । ସୁପ୍ରିମୋକର୍ଟଙ୍କ ରାୟ ପରେ ଦିଦିଙ୍କ ମନ!-->…
Read More...
Read More...
ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ
ନୂଆଦିଲ୍ଲୀ : ମାଓ ନେତା ସବ୍ୟସାଚୀ
ପଣ୍ଡାଙ୍କ ଜାମି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ନୟାଗଡ ଥାନା ଆକ୍ରମଣ ଘଟଣାରେ
ଜାମିନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିଲେ ସବ୍ୟସାଚୀ । ବିଚାରପତି ଜଷ୍ଟିସ ଏନ ଭି!-->…
Read More...
Read More...
ବଜେଟ ଅଧିବେଶନ ଅଭିଭାଷଣରେ “ମୋ ସରକାର”ର ସଫଳତାର କାହାଣୀ ବଖାଣିଲେ ରାଜ୍ୟପାଳ
ଭୁବନେଶ୍ବର : ବଜେଟ ଅଧିବେଶନ ଅଭିଭାଷଣରେ "ମୋ ସରକାର"ର ସଫଳତାର କାହାଣୀ ବଖାଣିଛନ୍ତି ରାଜ୍ୟପାଳ । ରାଜ୍ୟସରକାରଙ୍କ ସଫଳତାର ଚିତ୍ର ଦେଖାଇଛନ୍ତି। ଆଜିଠାରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ। ରାଜ୍ୟପାଳ ଗଣେଶୀଲାଲ ପ୍ରଥମ!-->…
Read More...
Read More...
