Browsing Category

Odisha

ଚିଟଫଣ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ଚିଟଫଣ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଚିଟ ଫଣ୍ତ…
Read More...

“କାଳିଆ” ଯୋଜନାର ହିତାଧୀକାରୀଙ୍କ ଛାତ୍ର ଛାତ୍ରୀଙ୍କୁ ମିଳିବ “କାଳିଆ ଛାତ୍ରବୃତ୍ତି”

ଭୁବନେଶ୍ବର : ରାଜ୍ୟ ସରକାରଙ୍କର ଫ୍ଲାଗ୍‌ସିପ୍‌ ପ୍ରୋଗ୍ରାମ୍‌ "କାଳିଆ"କୁ ଆହୁରି ବ୍ୟାପକ କରାଯାଇଛି ।କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଆଜି "କାଳିଆ ଛାତ୍ରବୃତ୍ତି" କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି…
Read More...

ରାଜ୍ୟ କ୍ୟାବିନେଟରେ ତିନି ପ୍ରସ୍ତବରେ ମୋହର, ଜାଣନ୍ତୁ କଣ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ରେ ଶନିବାର ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ପୁଲିସ ସେବା ବିଭାଗୀୟ ପଦୋନ୍ନତି କମିଟି…
Read More...

କୃଷକଙ୍କ ମଧ୍ୟରେ ସଚେତନତା ପାଇଁ ‘କାଳିଆ ରଥ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: କାଳିଆ ଯୋଜନା ନେଇ କୃଷକଙ୍କ ମଧ୍ୟରେ ସଚେତନତା ପାଇଁ ଚଳାଯାଇଛି ‘କାଳିଆ ରଥ’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି କାର‌୍ୟ୍ୟକ୍ରମର ଶୁଭାରମ୍ଭ ହୋଇଛି । ପ୍ରଥମ ପର‌୍ୟ୍ୟାୟରେ ୨୦ଟି ‘କାଳିଆ ରଥ‘…
Read More...

ସୋମବାର ଠାରୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ

ଭୁବନେଶ୍ବର : ସୋମବାର ଠାରୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ। ୪ ମାସ ପାଇଁ କାମଚଳା ବଜେଟ ଆଣି ଜନଅସନ୍ତୋଷ ଦୂର କରିବାକୁ ଉଦ୍ୟମ କରିବେ ସରକାର । ସେପଟେ କିନ୍ତୁ ବିରୋଧୀ ବିଭିନ୍ନ ପ୍ରସଙ୍ଗ ଉଠାଇ…
Read More...

ଫେବ୍ରୁଆରି ୨୨ରୁ ମାଟ୍ରିକ ପରୀକ୍ଷା

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏ ବର୍ଷ ମାଟ୍ରିକ୍‌ ପରୀକ୍ଷା ଫେବ୍ରୁଆରି ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି…
Read More...

ସମନ ବନାମ ସମନ : ବିଜେଡି – ବିଜେପି ମୁହାଁ ମୁହିଁ, ଜୋର ଧରୁଛି ରାଜନୀତି

ଭୁବନେଶ୍ବର : ବିଜେଡି ନେତାଙ୍କୁ ସିବିଆଇ ସମନ ହୋଇନି ବୋଲି କହୁଥିଲା ବିଜେଡି । ଆଜି କିନ୍ତୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି ଯେ ସିବିଆଇ ସମନ ପାଇଛନ୍ତି ଏବଂ…
Read More...

କାଳିଆ ଯୋଜନାକୁ ନେଇ ଅନେକ ଗୁଜବ ହେଉଛି, ଭୁଲରେ ଯାଇଥିବା ଟଙ୍କା ଫେରିବ : ସଚିବ

ଭୁବନେଶ୍ବର :  କାଳିଆ ଯୋଜନାକୁ ନେଇ ଅନେକ ଗୁଜବ ହେଉଛି । ଏହା ସତ ନୁହେଁ । ଯେଉଁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଯାଇଛି ତାହା ଚେକ ଟେଷ୍ଟ ଥିଲା । ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛୁ କି ନାହିଁ ତାହା ଟେଷ୍ଟ କରିବାକୁ…
Read More...

ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ : ୧୫୦ କୋଟିର ପ୍ରକଳ୍ପ ଶୁଭାରମ୍ଭ, ମିଶନ ଶକ୍ତି ସମାବେଶରେ ଦେଲେ ଯୋଗ

ବାରିପଦା : ବାରିପଦା ଗସ୍ତରେ ଯାଇ ୧୫୦କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ୧୧ଟି ପ୍ରକଳ୍ପର ଉଦଘାଟନ କରିଥିବାବେଳେ ୬ଟି ପ୍ରକଳ୍ପର ଶିଳାନ୍ୟାସ…
Read More...

ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଗୋଲକ ଏବଂ ଭୃଗୁଙ୍କୁ ପୁଲିସ ନୋଟିସ୍‌

ଭୁବନେଶ୍ୱର: ଗଂଜାମ ଜିଲ୍ଲାର ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା ନେଇ ଭାରତୀୟ ଜନତା ପାର୍ଟିର ୨ ଜଣ ନେତାଙ୍କୁ ନୋଟିସ୍‌ ହୋଇଥିବା ମଙ୍ଗଳବାର ସୂଚନା ମିଳିଛି। ସୂଚନା ଅନୁସାରେ ଓଡ଼ିଶା ପୁଲିସ ପକ୍ଷରୁ…
Read More...

୧୬ ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ମଙ୍ଗଳବାର ୧୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୫ଟି ଜିଲ୍ଲାର ଗ୍ରାମାଞ୍ଚଳରେ ପାଇଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଟେଣ୍ଡରକୁ ମିଳିଛି ମଞ୍ଜୁରୀ । ଭଦ୍ରକ…
Read More...

କାଳିଆ ଯୋଜନାରେ ମନ୍ତ୍ରୀ ଓ ନେତାଙ୍କ ଭାଇ ବିରାଦିର !

ଭୁବନେଶ୍ୱର : ରାଜ୍ୟ ସରକାର କାଳିଆ ଯାଜନା ସବୁଠୁ ବଡଯୋଜନା ବୋଲି କହୁଛନ୍ତି । ଚାଷୀଙ୍କ ପାଇଁ ଏହା ହେଉଛି ସାରା ଦେଶର ଆଦର୍ଶ ଯୋଜନା ବୋଲି କହୁଛନ୍ତି । ହେଲେ ଏହିଯୋଜନାର କାର୍ଯ୍ୟକାରୀତାକୁ ନେଇ ଉଠିଛି ପ୍ରଶ୍ନ ।…
Read More...

ବିଜେଡି ନେତା ବିଧାୟକ ଅତନୁ ଓ ଅରୁଣଙ୍କୁ ସିବିଆଇ ନୋଟିସ

ଭୁବନେଶ୍ୱର : ଚିଟ ଫଣ୍ଡ ଲିଙ୍କ ଅଭିଯୋଗରେ ବିଜେଡି ନେତା ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ କରିଥିବା ଜଣା ପଡିଛି । ଏକ ଜାତୀୟ ଗଣ ମାଧ୍ୟମ ଏଜେନ୍ସିରେ ଏହି ଖବର ପ୍ରକାଶ ପାଇଛି । ଏନେଇ…
Read More...

ମାଓବାଦୀଙ୍କ ଲଙ୍କାକାଣ୍ଡ: ଯାତ୍ରୀବାହୀ ବସରେ ନିଆଁ ଲଗାଇ ଦେଲେ

ମାଲକାନଗିରି : ମାଲକାନଗିରିରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଯାତ୍ରୀବାହୀ ବସରେ ନିଆଁ ଲଗାଇ ଦେଲେ ମାଓବାଦୀ । ଏବେ ଲାଲ ସଂଗଠନ ପ୍ରତିବାଦ ସପ୍ତାହ ପାଳନ କରୁଥିବା ବେଳେ ପଞ୍ଚମ ଦିନରେ ସ୍ଥିତି ଜାହିର କରିଛନ୍ତି ।…
Read More...