Browsing Category

Odisha

କେନ୍ଦ୍ରାପଡା ସମଲିଙ୍ଗୀ ବିବାହ ଘଟଣା : ଦୁଇ ଯୁବତୀଙ୍କ ବୟାନ ଆମକୁ ଅଗଲା କଲେ ଆତ୍ମ ହତ୍ୟା କରିବୁ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସମଲିଙ୍ଗୀ ବିବାହ ନୂଆ ମୋଡ ନେଇଛି । ଜଣେ ଯୁବତୀଙ୍କ ବାପା ଥାନାରେ ମାମଲା ରୁଜ୍ଜୁ କରିବା ପରେ ଆଜି ଦୁଇ ଯୁବତୀଙ୍କୁ ଡାକି କାଉନ ସେଲିଙ୍ଗ କରିଛି ପୋଲିସ । ପଟ୍ଟାମୁଣ୍ଡାଇ ଏସଡପିିଓ ଦୁଇ…
Read More...

ସମଲିଙ୍ଗୀ ବିବାହକୁ ନେଇ କେନ୍ଦ୍ରାପଡ଼ାରେ ଚର୍ଚ୍ଚା : ଥାନାରେ ଏତଲା

କେନ୍ଦ୍ରାପଡ଼ା : ସମଲିଙ୍ଗୀ ବିବାହକୁ ନେଇ କେନ୍ଦ୍ରାପଡ଼ାରେ ଚର୍ଚ୍ଚା । ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଯୁବତୀ ମହାକାଳପଡ଼ା ଅଞ୍ଚଳର ଅନ୍ୟ ଜଣେ ଯୁବତୀଙ୍କୁ ଶନିବାର ନୋଟାରିରେ ବିବାହ କରିଛନ୍ତି । ତେବେ ପଟ୍ଟାମୁଣ୍ଡାଇ…
Read More...

କନ୍ଧମାଳ ଦାରିଙ୍ଗବାଡି ଗ୍ରୀନବାଡି ଆବାସିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ

ମନ୍ତ୍ରୀଙ୍କ ତଦନ୍ତି ନିର୍ଦେଶ, ୯ ଜଣଙ୍କ ଉପରେ କାଯ୍ୟାନୁଷ୍ଠାନକନ୍ଧମାଳ : କନ୍ଧମାଳ ଦାରିଙ୍ଗବାଡି ଗ୍ରୀନବାଡି ଆବାସିକ ସ୍କୁଲରେ ଏକ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ କରିବା ଏବଂ ପରେ ତାକୁ ଜଙ୍ଗଲକୁ ତଡ଼ିଦେବା…
Read More...

ମଥୁରାନଗରୀରେ ଚାଲିଲା କଂସଙ୍କ ରାଜୁତି

ବରଗଡ଼ ଧନୁଯାତ୍ରା ଉଦ୍ଘାଟିତବରଗଡ଼ : ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ଏଥିସହ ମଥୁରାନଗରୀରେ କଂସଙ୍କ ରାଜତ୍ୱ ଆରମ୍ଭ ହୋଇଛି ।…
Read More...

ମ୍ୟାଲେରିଆ ହ୍ରାସ କରିବାରେ ଓଡିଶା ରେକର୍ଡ କରିଛି: ସ୍ୱାସ୍ଥ୍ୟମନ୍ତ୍ରୀ

୨୦୩୦ ପୂର୍ବରୁ ମ୍ୟାଲେରିଆ ଶୂନ୍ୟ ଓଡ଼ିଶାଭୁବନେଶ୍ୱର : ଓଡ଼ିଶାରେ ରେକର୍ଡ ପରିମାଣରେ ମ୍ୟାଲେରିଆ ହ୍ରାସ ପାଇଛି । ଏହି ରେକର୍ଡ ପରିମାଣ ହ୍ରାସ ପଛରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶନ ଓ ୪୭ ହଜାର ଆଶା କର୍ମୀଙ୍କ ଅକ୍ଳାନ୍ତ…
Read More...

ଆଚାର୍ଯ୍ୟ ହରିହର ଆଚଂଳିକ କର୍କଟ କେନ୍ଦ୍ର ନାମ ବଦଳିବ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଆଚାର୍ଯ୍ୟ ହରିହର ଆଚଂଳିକ କର୍କଟ କେନ୍ଦ୍ର ନାମ ହେବ ଆଚାର୍ଯ୍ୟ ହରିହର ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଟ୍ୟୁଟ୍ ଅଫ୍ କ୍ୟାନ୍ସରଭୁବନେଶ୍ୱର : କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଚଂଳିକ କର୍କଟ କେନ୍ଦ୍ର ନାମ ବଦଳି ଆଚାର୍ଯ୍ୟ…
Read More...

ଏ.ଏସ.ଓ ପରୀକ୍ଷା ତାରିଖ ପରିବର୍ତନ ପ୍ରସଙ୍ଗ : ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି

ଭୁବନେଶ୍ୱର : ୨୦ ତାରିଖରେ ଏ.ଏସ.ଓ ପରୀକ୍ଷା ତାରିଖକୁ ଘୁଂଚାଇବା ପାଇଁ ରାଜ୍ୟର ହଜାର ହଜାର ଯୁବକ ଯୁବତୀ ଦାବି କରିଆସୁଛନ୍ତି । ଏହି ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବରୁ ସ୍ଥିରିକୃତ ଅନ୍ୟ ତିନୋଟି ପରୀକ୍ଷା ଯଥା-…
Read More...

କାଲିଠୁ କମ୍ପିବ ବରଗଡ : ୧୧ ଦିନ ଚାଲିବ କଂସର ରାଜୁତି

ବରଗଡ଼ :  କାଲିଠୁ ଆରମ୍ଭ ହେବ ବରଗଡ଼ର ୭୦ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆୟୋଜନ ପାଇଁ ଚାଲିଛି ପ୍ରସ୍ତୁତି। କିଏ ରଙ୍ଗୀନ କପଡ଼ାକୁ ସିଲେଇ କରିବାରେ ବ୍ୟସ୍ତ ତ, କିଏ କାଠରେ ଫ୍ରେମ୍‌…
Read More...

ଓଡିଶାର ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ବିଜେଡି ପଦାଧିକାରୀଙ୍କ ଥଇଥାନ କେନ୍ଦ୍ର ପାଲଟିଛି- କଂଗ୍ରେସ

ଭୁବନେଶ୍ୱର: ରାଜ୍ୟର ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ଆଜି ବିଜୁ ଜନତା ଦଳର କବଳରେ ତା’ର ସାମ୍ବିଧାନିକ ଗୁରୁତ୍ୱ ଏବଂ ମହତ୍ୱ ହରାଇଛି । ରାଜ୍ୟର କାର୍ଯ୍ୟରତ ଅନେକ ଅର୍ଦ୍ଧ ନ୍ୟାୟିକ ସଂସ୍ଥାଗୁଡିକୁ ବିଜେଡି ସରକାର କେବଳ ଦଳୀୟ…
Read More...

ଗାଁ ଗାଁକୁ ଡେଉଁଛି କାଳିଆ କଳି

କାଳିଆ ଯୋଜନାରେ ଫର୍ମ ବିକ୍ରି ଅବଧିକୁ ଆଉ ୫ ଦିନ ବଢାଇଛନ୍ତି ସରକାରଭୁବନେଶ୍ୱର : କାଳିଆ ଯୋଜନାକୁ ନେଇ ବଢୁଛି ବିବାଦ । କିଏ କିଭଳି ଏହି ଯୋଜନାରୁ ଅର୍ଥ ହାତେଇବେ ସେଥିପାଇଁ ଆରମ୍ଭ ହୋଇଗଲାଣି ଛକାପଞ୍ଝା । କେଉଁଠି…
Read More...

ମ୍ୟାଲେରିଆ ଗବେଷଣା ହବ୍‍ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଏନ୍‍ଏଭିବିଡିର ୧୪ତମ ଆର୍ନ୍ତଜାତୀୟ ସମ୍ମିଳନୀଭୁବନେଶ୍ୱର : ରାଜ୍ୟରେ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଆଇସିଏମ୍‍ଆର, ଆରଏମ୍‍ଆରସି ସହିତ ଏନ୍‍ଆଇଏମ୍‍ଆର ଓ ଏନ୍‍ଭିବିଡିସି ିର ଅବଦାନ ଅନସ୍ୱୀକାର୍ଯ୍ୟ ।…
Read More...

କେନ୍ଦ୍ରୀୟ ଟିକସ ପାଣ୍ଠିରୁ ୪୨% ବଦଳରେ ଓଡ଼ିଶାକୁ ୫୦% ଅର୍ଥ ଦେବାକୁ ଦାବି ରଖିଲା ରଜ୍ୟ

ଭୁବନେଶ୍ୱର :  ରାଜ୍ୟ ସରକାରଙ୍କ ପକ୍ଷରୁ କମିଶନ ଆଗରେ ରାଜ୍ୟର ଦାବି ସଂପର୍କରେ ସ୍ମାରକ ପତ୍ର ଦିଆଯାଇଛି। ମୁଖ୍ୟମନ୍ତ୍ରୀ କମିଶନଙ୍କ ଆଗରେ ରାଜ୍ୟର ପକ୍ଷ ଉପସ୍ଥାପନ କରିଛନ୍ତି।  ଆଉ କମିଶନ ରାଜ୍ୟର ଅର୍ଥନୀତି , ଅଗ୍ରଗତି ଓ…
Read More...

ବାଘ ଘରେ କୁମ୍ଭିର ନାଟ,ତନାଘନା ଆରମ୍ଭ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ଖୁଆଡରେ ପଶିଛି କୁମ୍ଭୀରଭୁବନେଶ୍ବର : ବାଘ ଖୁଆଡରେ କୁମ୍ଭୀର ନାଟ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ଖୁଆଡରେ ପଶିଛି କୁମ୍ଭୀର । ଧଳା ବାଘ ସମ୍ରାଟ ଓ ରେଣୁକା…
Read More...

ପିଲାଙ୍କ ମୁହଁ ଦେଖିବା ଆଗରୁ ଚାଲିଗଲା ବାପା ମବାବୀର

ସାତକୋଶିଆରେ ଚୁଆ ଜନ୍ମ ଦେଲା  ବାଘୁଣୀଅନୁଗୋଳ :  ଗତବର୍ଷ ବନ୍ୟପ୍ରାଣୀ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ମହାବଳ ମହାବୀରର ମୃତ୍ୟୁ।  ସାତକୋଶିଆରେ ମହାବଳ ବାଘ ବଂଶ ବୃଦ୍ଧି କରିବା ପାଇଁ ମଧ୍ୟପ୍ରଦେଶର କାହ୍ନା…
Read More...