Browsing Category
Odisha
ସ୍କୁଲ ପାଖରେ ବୁଲୁଛି କଲରାପତରିଆ ବାଘ
କନ୍ଧମାଳ : ସ୍କୁଲ ପାଖରେ ବୁଲୁଛି କଲରାପତରିଆ ବାଘ । କନ୍ଧମାଳ ଜିଲ୍ଲା କୋଟଗଡ଼ ଝରିଆପଦା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଖରେ କଲରାପତରିଆ ବାଘର ଗତିବିଧିକୁ ନେଇ ଲୋକେ ଆତଙ୍କିତ ।
କଲରାପତରିଆ ବାଘ ୨ଟି ବଳଦକୁ!-->…
Read More...
Read More...
ଟ୍ରକକୁ ପଛରୁ ପିଟିଲା କାର, ୫ ମୃତ
କେନ୍ଦ୍ରାପଡ଼ା : ଯାତ୍ରା ଦେଖା କାଳ ହେଲା, ଦୁର୍ଘଟଣା ନେଲା ୫ ଜୀବନ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶର ଅଁଳାବାଙ୍କ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗାଡିରେ ଥିବା ଅନ୍ୟଜଣେ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି |!-->…
Read More...
Read More...
କୁଡିଆକୁ ମାଡିଗଲା କାର ୨ ମୃତ,୧ ଗୁରୁତର
ରାୟଗଡ଼ା : ରାୟଗଡ଼ାରୁ କୋରାପୁଟ
ଅଭିମୁଖେ ଯାଉଥିବା ଏକ ଚେଭ୍ରୋଲେଟ୍- ସ୍ପାର୍କ ଗାଡ଼ି ସାକେଶଠାରେ ୩୨୬ନଂ ଜାତୀୟ ରାଜପଥ କଡ଼ରେ
ଥିବା ଏକ ଝୁମ୍ପୁଡ଼ି ଘର ଉପରେ ମାଡ଼ିଯିବା ଯୋଗୁଁ ୨ଙ୍କର ମୃତ୍ୟୁ ହୋଇଥିବାବେଳେ ଗାଡ଼ିଚାଳକ!-->…
Read More...
Read More...
ଶଶିଙ୍କୁ କୃଷି, ରମେଶଙ୍କୁ ପଞ୍ଚାୟତୀରାଜ ଓ ପାନୀୟ ଜଳଯୋଗାଣ ବିଭାଗର ଅତିରିକ୍ତ ଦାୟୀତ୍ବ
ଭୁବନେଶ୍ବର
: ମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା
ଦେଇବାପରେ ତାଙ୍କ ଇସ୍ତଫା ପଦ୍ରକୁ ଗ୍ରହଣ କରିଛନ୍ତି ମୁଖଯମନ୍ତ୍ରୀ । ଏହା ସହ ପ୍ରଦୀପ ମହାରଥୀଙ୍କ
ପାଖରେ ଥିବା ଗୁରୁତ୍ବ ପୂଣ୍ଣ ବିଭାଗ କୃଷି,ପଶୁପାଳନ ଓ ମତ୍ସ ସଂପଦ!-->…
Read More...
Read More...
ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ରବିବାରଠୁ ଭିତରକନିକା ବନ୍ଦ
ରାଜନଗର : ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ରବିବାରଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । ୪ ତାରିଖରୁ ଭିତରକନିକା ଆର୍ଦ୍ରଭୂମିରେ ଭିଡ଼ ଜମାଇଥିବା ବିଦେଶାଗତ!-->!-->!-->…
Read More...
Read More...
୯ଟି ପ୍ରକଳ୍ପର ୧୧୭୭ କୋଟିର ନିବେଶକୁ ମଞ୍ଜୁରି
ଯାଜପୁରରେ ହେବ ଇଲେକ୍ଟ୍ରିକ୍ ଯାନ କାରଖାନା, ସାତପଡ଼ାରେ ହେବ ଗଲ୍ଫ ରିସୋର୍ଟଭୁବନେଶ୍ବର: ସିଙ୍ଗଲ୍ ୱିଣ୍ଡୋ ଜରିଆରେ ଆଜି ରାଜ୍ୟ ସରକାର ୧୧୭୭ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହି!-->!-->!-->…
Read More...
Read More...
“ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୟୁନିସେଫ୍ ସହଯୋଗ ଜାରି ରହିବ”
ଭୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୟୁନିସେଫ୍ ସହଯୋଗ ବଜାୟ ରହିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ୟୁନିସେଫ୍ର ୨୦୧୮ ବର୍ଷରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଏବଂ ୨୦୧୯ ବର୍ଷ ନିମନ୍ତେ ଯୋଜନା ନେଇ!-->…
Read More...
Read More...
ହୁକି ଟୋଲା ଡଙ୍ଗାବୁଡି ଘଟଣା : ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା
ଭୁବନେଶ୍ବର : କେନ୍ଦ୍ରାପଡା ହୁକି ଟୋଲା ଡଙ୍ଗାବୁଡିରେ ୯ ଜଣ ମୃତ୍ୟୁ ଘଟଣାରେ ଗଭୀର ଦୁଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହ ମୃତକଙ୍କ!-->…
Read More...
Read More...
ତହସିଲର ଡାଟା ଏଣ୍ଟ୍ରି ଅପରେଟର ମାନଙ୍କ ପାଇଁ ଖୁସି ଖବର, ୪ ହଜାର ଟଙ୍କା ବଢିଲା ପ୍ରୋତ୍ସାହନ ରାଶି
ଭୁବନେଶ୍ୱର : ନୂଆ ବର୍ଷରେ ତହସିଲର ଡାଟା ଏଣ୍ଟ୍ରି ଅପରେଟର ମାନଙ୍କ ପାଇଁ ଖୁସି ଖବର । ସେମାନଙ୍କ ପ୍ରୋତ୍ସାହନ ରାଶି ବଢାଇଛନ୍ତି ରାଜ୍ୟ ସରକାର । ମାସିକ ପାଉଥିବା ପାରିଶ୍ରମିକ ସହ ଅଧିକ ୪ ହଜାର ଟଙ୍କା ପ୍ରୋତ୍ସାହନ!-->…
Read More...
Read More...
ବତୀଘରୁ ପିକନିକ ସାରି ଫେରିବାବେଳେ ହୁକିଟୋଲାରେ ଡଙ୍ଗାବୁଡି ଗଲା ୧ ମୃତ ୭ ନିଖୋଜ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜମ୍ବୁ ଥାନା ନିପାଣିଆରେ ଏକ ବଡ ଅଘଟଣ ଘଟିଛି । ମହାନଦୀରେ ଡଙ୍ଗାବୁଡି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଅଗ୍ନୀଶ୍ରମ ବାହିନୀ ସ୍ଥାନୀୟ ପ୍ରଶାସନ ଓ!-->…
Read More...
Read More...
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧ କୋଟି ୮୦ ଲକ୍ଷରୁ ଉର୍ଦ୍ଧ କେସର(ରୋଗ) ଚିକିତ୍ସା ହୋଇଛି : ସ୍ବାସ୍ଥ୍ୟ…
ଭୁବନେଶ୍ୱର : ଜାନୁୟାରୀ
ପହିଲାରୁ ରାଜ୍ୟରେ ଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା (ଆରଏସ୍ବିୱାଇ) ଯୋଜନାର ସମସ୍ତ ୪୪,୦୮,୦୭୦
ହିତାଧିକାରୀ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ) ରେ ସାମିଲ ହେବେ । ଏହି!-->…
Read More...
Read More...
ଡରଉଛି ଜାଡ, ଶୀତରେ ଥରୁଛି ସାରା ଓଡିଶା
ରାଜ୍ୟରେ ଶୀତ ଲହରୀ ୨୬ ବର୍ଷ ପରେ ଭୁବନେଶ୍ୱରରେ ସର୍ବାଧିକ ଶୀତ , ୧୩ ସହରରେ ପାରା ୮ ଡିଗ୍ରୀ ତଳେଭୁବନେଶ୍ୱର : ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି । ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଶୀତ!-->!-->!-->…
Read More...
Read More...
ମହୋତ୍ସବ ଦେଖି ଫେରିବାବେଳେ ଦୁର୍ଘଟଣା ୪ ମୃତ
ରାୟଗଡା : ରାୟଗଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ଜଣଙ୍କ
ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ହୋଇଛନ୍ତି । ରାୟଗଡା କାଶୀପୁର ବ୍ଲକ ଟିକିରି ଥାନା ଦୟାପୁଟ ନିକଟରେ ଭାରସାମ୍ୟ ହରାଇ ବୋଲେରୋ!-->…
Read More...
Read More...
ଚାଷୀଙ୍କ ପାଇଁ ଆଜିଠୁ କାଳିଆ ଯୋଜନା ଆରମ୍ଭ କରିବେ ନବୀନ
ଭୁବନେଶ୍ବର : ସୋମବାରଠାରୁ ରାଜ୍ୟରେ ଆନୁଷ୍ଠାନିକ ଭାବେ କାଳିଆ ଯୋଜନା ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନଫରେନ୍ସିଂରେ ବିଭିନ୍ନ ଜିଲ୍ଲା ଓବ୍ଲକ୍ଗୁଡ଼ିକରେ ଏହାକୁ ଲାଗୁ କରିବେ ।!-->…
Read More...
Read More...
