Browsing Category

Odisha

ସର୍ଗଦ୍ବାରରେ ଭଉଣୀଙ୍କ ଶେଷକୃତ୍ୟ ପରେ ସଂହଦ୍ବାର ଆଗରେ ମୁଣ୍ଡିଆ ମାରୁ ମାରୁ ଟଳି ପଡିଲେ ଭାଇ

ଭୁବନେଶ୍ବର : ଭଉଣୀଙ୍କ ମୃତ୍ୟୁ ପରେ ଶେଷ କୃତ ପାଇଁ ସ୍ବର୍ଗ ଦ୍ବାର ଆସିଥିଲେ ଭାଇ । ସ୍ବର୍ଗଦ୍ବାରରେ ଶେଷକୃତ୍ୟ ପରେ  ସିଂହଦ୍ବାର ପାଖରେ ମୁଣ୍ଡିଆ ମାରୁ ମାରୁ ଟଳି ପଡିଲେ । ଏମିତି ଅଭାବନିୟ ଘଟଣା ଘଟିଛି ପୁରୀ ସିଂହ ଦ୍ବାର…
Read More...

ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ନା ଶ୍ରୀମନ୍ଦିର ପରିଚାଳନା ଆଇନ ମାନିବେ ଶ୍ରୀମନ୍ଦିର ପ୍ରଶାସନ : ବଢିବ ଶ୍ରୀମନ୍ଦିର…

ଭୁବନେଶ୍ବର  : ଶ୍ରୀ ମନ୍ଦିର ସଂସ୍କାର,ଶୃଙ୍ଖଳା ଓ ପରିଚାଳନା ନେଇ ସୁପ୍ରିମକୋର୍ଟଙ୍କ ୧୨ ପ୍ରସ୍ତାବ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ତର୍ଜମା । ଖାସ କରି ବଶାଂନୁକ୍ରମିକ ସେବାୟତ ପୂଜା ଓ…
Read More...

ପୁରୀ ଶ୍ରୀମନ୍ଦିର ସୁପରିଚାଳନା ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ସୁପରିଚାଳନା ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି । ବିଚାରପତି ଆଦର୍ଶ କୁମାର ଗୋୟଲ୍ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି…
Read More...

ସେପ୍ଟେମ୍ବର ସୁଦ୍ଦା ହୋଇପାରିବନି ପୈରନିର୍ବାଚନ

ଭୁବନେଶ୍ବର : ରାଜ୍ୟରେ ପୈର ନିର୍ବାଚନ ନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ସରକାରଙ୍କୁ ନିର୍ବାଚନ ପ୍ରସ୍ତୁତି ଲାଗି ନିର୍ଦେଶ ଦେଇଥିବା କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ଆଳ ଦେଖାଇଛନ୍ତି ରାଜ୍ୟ ସରକାର । ପୈର ନିର୍ବାଚନ…
Read More...

ବିବାଦରେ ରାଜ୍ୟପାଳଙ୍କ ବିମାନ ଉଡା : ଗସ୍ତ ଖର୍ଚକୁ ନେଇ ରାଜଭବନକୁ ଚିଠି ଲେଖିଲେ ରାଜ୍ୟ ସରକାର,ରାଜନୈତିକ ବିତର୍କ…

ଭୁବନେଶ୍ବର :   ରାଜ୍ୟପାଳଙ୍କ ବିମାନରେ ଗସ୍ତକୁ ନେଇ ବିବାଦ ଆରମ୍ଭ ହୋଇଛି । ଗସ୍ତ ଖର୍ଚ୍ଚକୁ ନେଇ ରାଜ୍ୟପାଳଙ୍କ ସ୍ବତନ୍ତ୍ର ସଚିବଙ୍କୁ କଡା ଚିଠି  ଲେଖିଛି ରାଜ୍ୟ ସରକାରଙ୍କ  ସାଧାରଣ ପ୍ରଶାସନ ବିଭାଗ । ବିମାନ ଓ ଚପର ଭଡା…
Read More...

କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା : ଦେଢଗୁଣ ବଢିଲା ଖାଦ୍ୟଶସ୍ୟର  ସହାୟକ ମୁଲ୍ୟ, ୧୦ ବର୍ଷର ସରକାରରେ…

ଭୁବନେଶ୍ବର  : କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ୨୦୧୮-୧୯ ମାର୍କେଟିଂ ସିଜିନ ୧୪ଟି ଖାଦ୍ୟଶସ୍ୟର  ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦…
Read More...

ପ୍ରକାଶ ପାଇଲା ଯୁକ୍ତ ୩ ମେଧା ତାଲିକା : ୪ ରୁ ୭ ନାମ ଲେଖା

ଭୁବନେଶ୍ବର  : ପ୍ରକାଶ ପାଇଲା ଯୁକ୍ତ ୩ ମେଧା ତାଲିକା । ନାମଲେଖା ପାଇଁ ୨ ଲକ୍ଷ ୨୧ ହଜାର ୨୮୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୮୮ ହଜାର ୯୬୦ଜଣଙ୍କୁ ଇଣ୍ଟିମେସନ…
Read More...

ହାତୀ ପାଇଁ ହରତାଳ : ଶିମିଳିପାଳ ଅଭୟାରଣ୍ୟରୁ ହାତୀ ସ୍ଥାନାନ୍ତରକୁ ବିରୋଧ କରି ହାତୀ ଆଗରେ ଲୋକଙ୍କ ଧାରଣା

ଭୁବନେଶ୍ବର : ହାତୀ ସ୍ଥାନାନ୍ତରକୁ ବିରୋଧ । ଶିମିଳିପାଳ ଅଭୟାରଣ୍ୟରୁ ହାତୀ ସ୍ଥାନାନ୍ତରକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ବନ ବିଭାଗ କର୍ମଚାରୀ ଆଜି ହାତୀଙ୍କୁ ସାତକୋଶିଆ ନେବା ବେଳେ ବାହାରଭଙ୍ଗା ଜଙ୍ଗଲଠାରେ…
Read More...

ଚିଟଫଣ୍ଡ ଘୋଟାଲା ଖୋଳତାଡ : ସିନେମାରେ ଚିଟଫଣ୍ଡ ଅର୍ଥ ଲାଗିଥିବା ନେଇ ଓଲିଉଡ ଅଭିନେତା ଶ୍ରୀତମଙ୍କୁ ଇଡିର ଜେରା,ସେପଟେ…

ଭୁବନେଶ୍ବର : ଇଡି ସ୍କାନରରେ ଓଲିଉଡ ଅଭିନେତା ଶ୍ରୀତମ ଦାଶ । ଆଜି ଇଡିରେ ହାଜର ହୋଇଛନ୍ତି ଶ୍ରୀତମ ଦାସ । ଷ୍ଟାର କନସଲଟାନ୍ସି ମୁଖ୍ୟ ତ୍ରୀବେଣୀ ମହାନ୍ତିଙ୍କ ଲିଙ୍କରେ ଶ୍ରୀତମଙ୍କୁ ଜେରା କରିଛି ଇଡି । ସିନେମା  ତୁ ଥା ମୁଁ…
Read More...

ପାଞ୍ଚ ଦିନ ହେଲା କମୁନି ଜଗାର ଜ୍ୱର,ପୀଡା କମିବାକୁ ଆଜି ଫୁଲୁରୀ ତେଲରେ ହେବ ମାଲିସ

ଭୁବନେଶ୍ୱର : ଗାଧୋଇ ସାରିବା ପରେ ମହାପ୍ରଭୁଙ୍କୁ ଜ୍ୱର ହୋଇଛି । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ଚିକିତ୍ସା, ତଥାପି ଜ୍ୱର କମୁନି । କାଳିଆର ଦେହ ହାତରେ ପ୍ରବଳ ପୀଡା ଲାଗୁଛି । ପାଞ୍ଚ ଦିନ ହେଲାଣି ପ୍ରଭୁଙ୍କ…
Read More...

ପୋଖରୀରେ ବୁଡିଗଲେ ୨ ଭଉଣୀ

ଉମରକୋଟ  :  ଉମରକୋଟ ଥାନା କୁମୁଡାଗୁଡା ଗାଁରେ ଘଟିଛି ଅଘଟଣ । ପୋଖରୀରେ ବୁଡି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ । ମୃତ ୨ ଭଉଣୀ ହେଲେ ଚମ୍ପା ଶାନ୍ତା ଓ ନୀଳା ଶାନ୍ତା । ଗାଧୋଇବାକୁ ଯାଇଥିବା ବେଳେ ପୋଖରୀ ବୁଡି ଯାଇଥିଲେ ।  …
Read More...

ଘୁଞ୍ଚିଲା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ରଥଯାତ୍ରା ଅନ୍ତିମ ସମନ୍ୱୟ ବୈଠକ

ପୁରୀ : ପୁରୀ ରଥଯାତ୍ରା ଅନ୍ତିମ ସମନ୍ୱୟ ବୈଠକ ତାରିଖ ଘୁଞ୍ଚିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିଲା ଏହି ବୌଠକ । ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ ପରର୍ଯ୍ୟାୟ ବୈଠକ…
Read More...

୬୦ ନାଗଛୁଆ ଓ ୫୦ ସାପ ଅଣ୍ଡା ଉଦ୍ଧାର

ସୁନ୍ଦରଗଡ : ସବ୍ଡେଗା ବ୍ଲକର କଇଁସରା ଗ୍ରାମରେ ଏକ ଘରୁ ୬୦ରୁ ଊଦ୍ଧ୍ୱର୍ ନାଗଛୁଆ ଓ ୫୦ରୁ ଊଦ୍ଧ୍ୱର୍ ସାପଅଣ୍ଡା ଆଜି ଉଦ୍ଧାର କରାଯାଇଛି । କଇଁସରା ଗାଁର ବିନୋଦ ଟପ୍ପୋ ନିଜ ଘର ଅଗଣାରେ ଆଜି ଦୁଇଟି ନାଗସାପ ଦେଖିଥିଲେ । କିଛି…
Read More...

ନଇ ମଝିରେ ୮ ହାତୀ : କଣ ହେଲା ଗଜରାଜଙ୍କ ହାଲ ?

ବାଙ୍କୀ : ବାଙ୍କୀ ଗୟଳବାଙ୍କରେ ବଣୁଆ ହାତୀ ପଲ । ଆଠଗଡ  ପଟୁ ଚନ୍ଦକା-ଡମପଡା ଅଭୟାରଣ୍ୟକୁ ଆସୁଥିବା ବେଳେ ମହାନଦୀରେ ଫସି ରହିଥିଲେ ୮ ହାତୀ । ଖବର ପାଇ ବନବିଭାଗ ହାତୀମାନଙ୍କ ଉପରେ ନଜର  ରଖିଥିଲା । ସେମାନଙ୍କୁ ଜଙ୍ଗଲ…
Read More...