Browsing Category

Odisha

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ବିଜେପି କର୍ମୀଙ୍କ ଭଙ୍ଗାରୁଜ୍ଜା ଘଟଣା : ସାମ୍ମନାକୁ ଆସିଲା ଆଇଏଏସ ସଂଘ,…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ବିଜେପି ଯୁବମୋର୍ଚ୍ଚା ଧସେଇ ପଶିବାଘଟଣାରେ ସାମ୍ନାକୁ ଆସିଛି ଆଇଏଏସ ଅଫିସର ସଂଘ। ଏନେଇ ଆଇଏଏସ ସଂଘ ପକ୍ଷରୁ ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ବପୂଣ୍ଣ…
Read More...

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡା ଫିଙ୍ଗିଥିବା ମହିଳାଙ୍କ ଉପରୁ ମାମଲା ପ୍ରତ୍ୟାର ଲାଗି ପୋଲିସକୁ ନିର୍ଦେଶ ଦେଲେ…

ଭୁବନେଶ୍ବର : ତାଳସାରିରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡା ଫିଙ୍ଗିଥିବା ମହିଳାଙ୍କ ଉପରୁ ମାମଲା ପ୍ରତ୍ୟାର ହେବ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ବାଲେଶ୍ବର ତାଳସାରୀରେ ମୁଖ୍ୟମନ୍ତ୍ରୀଙ୍କ…
Read More...

ଶ୍ରୀଜିଉଙ୍କୁ ରତ୍ନ ସିଂହାସନରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କଲେ ନେପାଳ ନରେଶ

ପୁରୀ : ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ନେପାଳ ନରେଶ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା । ପରଂପରା ଅନୁଯାୟୀ ରତ୍ନ ସିଂହାସନରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଶ୍ରୀଜିଉ ଆର୍ଶିବାଦ ନେଇଛନ୍ତି । ଏହାସହ…
Read More...

ରେଙ୍ଗାଲି ତାଲବ ଗାଁ ନିକଟରେ ଶାସନ କେନାଳରେ ୨୦ଫୁଟର ଘାଇ , ୭ଶହ ହେକ୍ଟର ଜମିରେ ପାଣି ମାଡିଗଲା

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି ତାଲବ ଗାଁ ନିକଟରେ ଶାସନ କେନାଳରେ ୨୦ଫୁଟର ଘାଇ । ଏଥି ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ, ୭ଶହ ହେକ୍ଟର ଜମିରେ ପାଣି ମାଡିଯାଇଛି। ଫଳରେ ଚାଷୀଙ୍କ ତଳି,ବିହନ ସବୁ ନଷ୍ଟ ହୋଇଯାଇଛି।…
Read More...

ରାଜ୍ୟ କ୍ୟାବିନେଟରେ ୧୬ ପ୍ରସ୍ତାବ ପାରିତ: ଏଣିକି ପୌର ପରିଷଦରେ ଅନାସ୍ଥା ଭୋଟ୍ ଗୁପ୍ତ ରହିବନି ହେବ ଖୋଲା ମତଦାନ

ଭୁବନେଶ୍ବର: ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁବାର ୧୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି। ଓଡ଼ିଶା ପୌର ଅଧିନିୟମରେ ସଂଶୋଧନ ଅଣାଯାଇ ପୌର ପରିଷଦଗୁଡ଼ିକରେ…
Read More...

ପୂର୍ବତଟ ରେଲୱେରେ ଆଉ ଗଡିବନି ଡିଜେଲ୍ ଇଞ୍ଜିନ୍ , ସବୁ ଟ୍ରାକ୍ରେ ଚାଲିବ ଇଲେକ୍ଟ୍ରି ଇଞ୍ଜିନ୍

ଭୁବନେଶ୍ୱର : ପୂର୍ବତଟ ରେଲୱେରେ ଆଉ ଗଡିବନି ଡିଜେଲ୍ ଇଞ୍ଜିନ୍ । ଏଣିକି ସବୁ ଟ୍ରାକ୍ରେ ଇଲେକ୍ଟ୍ରି ଇଞ୍ଜିନ୍ ଚାଲିବ। ଏଥର ବଜେଟ୍ରେ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଏମିତି ସୂଚନା ଦେଇଛି ପୂର୍ବତଟ ରେଲୱେ । ଚଳିତ ବଜେଟରେ…
Read More...

ରେଳ ବଜେଟ : ଓଡ଼ିଶାର ଦାବି ଥିଲା ୬୫୦୦ କୋଟି, ମିଳିଲା ୫୨୫୨ କୋଟି ,ଯୋର ଧରିଲା ରାଜନୀତି

ଭୁବନେଶ୍ବର : ଏଥର ବଜେଟରେ ରେଳବାଇ ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୧ ଲକ୍ଷ ୪୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରଛନ୍ତି। ତେବେ ଆଜି ସଂସଦରେ ରେଳବାଇ ପାଇଁ ୨୦୧୮-୧୯ ବଜେଟ୍ରେ ପ୍ରସ୍ତାବିତ ଅର୍ଥ କିପରି ବିନିଯୋଗ ହେବ, ସେ…
Read More...

ସାରଥିଙ୍କ ଜାମିନ ଆବେଦନ ମାମଲା : ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ଦିଲ୍ଲୀ: ସୁପ୍ରିମକୋର୍ଟରେ ସାରଥିଙ୍କ ଜାମିନ ଆବେଦନ ମାମଲା । ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । କାହିଁକି ସାରଥୀଙ୍କୁ ଜାମିନ ଗ୍ରହଣ କରାଯାଇପାରିବ ନାହିଁ ଜଣାଇବାକୁ…
Read More...

ସୁସ୍ଥ ହେଉଛନ୍ତି ଜଗା କାଳିଆ,କାଳିଆ ଠୁ ଜଗା ବେଶୀ ଫିଟ

ଦିଲ୍ଲୀ : ଯୋଡାମୁଣ୍ଡ ଲାଗି ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା ଜଗା-କାଳିଆଙ୍କ ଦିଲ୍ଲୀର ଏମସରେ ଅପରେସନ କରାଯାଇ ଦୁଇ ଭାଇଙ୍କୁ ଅଲଗା କରାଯାଇଥିଲା । ଏବେ ଦୁଇ ଭାଇ ଜଗା କାଳିଆ ସୁସ୍ଥ ହେଉଛନ୍ତି । କାଳିଆ ଠୁ ଜଗା ଆହୁରୀ…
Read More...

ସୀମା ଭବାନୀଟିମର ୬ ଓଡିଆ ଝିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦିଲ୍ଲୀରେ ଗତ ଗଣତନ୍ତ୍ର ଦିବସର ବିଏସଏଫ ମହିଳା ଟିମ୍ ସୀମା ଭଓ୍ଵାନୀର ଦୁଃସାହସିକ ମୋଟରସାଇକେଲ କ୍ରୀଡା ପ୍ରଦର୍ଶନ କରିଥିଲେ । ଏହି ଟିମରେ ଥିବା ମୋଟ ୧୧୩ ଜଣଙ୍କ ଭିତରେ ଥିଲେ ୬ ଓଡ଼ିଆ ଝିଅ । ସେମାନେ ହେଲେ…
Read More...

କଟକରେ ସପିଙ୍ଗ୍ ମଲରେ ଅଗ୍ନିକାଣ୍ଡ: ଲକ୍ଷାଧିକ ସମ୍ପତ୍ତି ଭସ୍ମିଭୂତ, ନିଆଁକୁ ଆୟତ୍ତ କଲେ୧୯ଟି ଦମକଳ ବାହାନୀ

କଟକ : କଟକ ବାଦାମବାଡିସ୍ଥିତ ଲାଇଫ୍ ଷ୍ଟାଇଲ୍‌ ବିଲ୍‌ଡିଂରେ ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଦୀର୍ଘ ସାଢେ ଚାରି ଘଣ୍ଟାର ପରିଶ୍ରମ ଫଳରେ ଉଭୟ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ଏହି…
Read More...

ପୁଣି ବଢିଲା ବସ ଭଡ଼ା

ଭୁବନେଶ୍ୱର: ପୁଣି ରାଜ୍ୟରେ ବସ ଭଡ଼ା ବୃଦ୍ଧି ପାଇଛି। ଅଟୋମେଟିକ ମେକାନିଜିମ ଆଧାରରେ ଏହି  ଭଡ଼ା ବୃଦ୍ଧି ପାଇଛି। ସାଧାରଣ ଓ ଏକ୍ସପ୍ରେସ ବସ ଭଡା ୨ ପଇସା ବୃଦ୍ଧି ପାଇବା ସହ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡାରେ  ୪ ପଇସା…
Read More...

ଧାନର ଏଫ୍‌ଏକ୍ୟୁ ମାନ କୋହଳ: କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶୱାନଙ୍କୁ  ରାଜ୍ୟର ଚାଷୀଙ୍କ ସମସ୍ୟାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧ ର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ଚିଠିରେ ଧାନ କିଣାରେ ଏଫଏକ୍ୟୁର ମାନ…
Read More...

ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟ ପଦ ରଦ୍ଧ ଲାଗି ହାଇକୋର୍ଟଙ୍କ ନିର୍ଦେଶ

କଟକ : ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ବିଧାୟକ ଯୋଗେଶ ସିଂଙ୍କ ପଦ ଗଲା । ମିଥ୍ୟା ସତ୍ୟପାଠ ମାମଲାରେ ହାଇକୋର୍ଟ, ଯୋଗେଶଙ୍କ ବିଧାୟକ ପଦ ରଦ୍ଦ କରି ଦେଇଛନ୍ତି । ୨୦୧୪ ନିର୍ବାଚନ ବେଳେ ଯୋଗେଶ, ସତ୍ୟପାଠରେ ଜାତିକୁ ନେଇ…
Read More...