Browsing Category

Politics

ଝାରଗୁଡା ବିଧାୟକ ନବ ଦାସଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ,ଦେଖନ୍ତୁ ଭିଡିଓ

ରାଜନୈତିକ ଭବିଶ୍ୟତ ପାଇଁ ଆଦିବାସି ଶରଣ ପସିଲେ, ପୂଜା ପାଠ କରି ନାଚିଲେଝାରସଗୁଡା : କଂଗ୍ରେସରୁ ଛାଡିଛନ୍ତି, ବିଜେଡିରେ ମିଶିବେ । ଏହି ମଝି ସମୟରେ ନବ ଦାସଙ୍କୁ ଦେଖିବାକୁ ମିଳିଛି ନୂଆ ଅବତାରରେ ।…
Read More...

କଂଗ୍ରେସରୁ ବହିସ୍କୃତ ପରେ ନିରଞ୍ଜନ- ତାରା- ନରସିଂହଙ୍କୁ ଟାର୍ଗେଟ କଲେ କୃଷ୍ଣ

ଭୁବନେଶ୍ବର : ବହିଷ୍କାର ପରେ ପିସିସି ମୁଖିଆ ଏବଂ ଅନ୍ୟ ହେବିୱେଟ ନେତାଙ୍କ ବର୍ଷିଛନ୍ତି କୃଷ୍ଣ ସଗରିଆ । ପ୍ରେସମିଟ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ତାରା ପ୍ରସାଦ…
Read More...

ରାହୁଲ- ନବୀନଙ୍କ ମହାମେଣ୍ଟ ହୋଇଛି, ୨୫ରେ ଖୁଲାସା କରିବି ଶ୍ରୀକାନ୍ତ

ତଡା ଖାଇବା ପରେ ଶ୍ରୀକାନ୍ତ ଜେନାଙ୍କ ତୋଡଭୁବନେଶ୍ବର : କଂଗ୍ରେସରୁ ବିଦା ହେବା ପରେ ବିଷ ଓଗାଳିଲେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । କଂଗ୍ରେସ ଦଳଠୁ ଆରମ୍ଭ କରି ହାଇକମାଣ୍ଡ ରାହୁଲ ଗାନ୍ଧି ଏବଂ ପିସିସି ସଭାପତ…
Read More...

କଂଗ୍ରେସରୁ ତଡା ଖାଇଲେ ଶ୍ରୀକାନ୍ତ- ସଗରିଆ

ଭୁବନେଶ୍ବର  : କଂଗ୍ରେସରୁ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା  ଓ କୃଷ୍ଣ ସଗରିଆ ବହିଷ୍କୃତ।  ଦଳ ବିରୋଧୀ ମନ୍ତବ୍ୟ ଏବଂ ବିଶୃଙ୍ଖଳ ଆଚରଣ ପାଇଁ ସେମାନଙ୍କ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କୃତ କରାଯାଇଛି। ଏଆଇସିସି…
Read More...

ବିଜେଡିରେ ଯୋଗଦେଲେ କୋରାପୁଟର ଅନେକ ବିଜେପି ଓ କଂଗ୍ରେସ ନେତୃମଣ୍ଡଳୀ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି କୋରାପୁଟ ଜିଲ୍ଲା କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଗୁମ୍ମା ବ୍ଲକର…
Read More...

ପଶ୍ଚିମବଙ୍ଗରେ ମମତାଙ୍କ ଏକତ୍ବ ରାଲି, ମୋଦିଙ୍କ ବିରୋଧରେ ବିରୋଧୀଙ୍କ ମହାମେଳି

ସାମିଲ ହେଲେନି ବିଜେଡି ଓ ଟିଆରଏ ।କୋଲକୋତା : ପଶ୍ଚିମବଙ୍ଗରେ ବିରୋଧୀଙ୍କ ମହାମେଳି। ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ର ନେତୃତାଧିନ ଏନଡିଏ ସରକାରଙ୍କୁ ଚେକ୍ ଏକାଠି ହୋଇଛନ୍ତି ପ୍ରମୁଖ ଦଳ ଗୁଡ଼ିକ । ଟିଏମସି…
Read More...

ବିଜେପି ୪ଦଳୀୟ ବରିଷ୍ଠ ନେତାଙ୍କୁ ନୂଆ ଦାୟିତ୍ୱ

ଦଳୀୟ ଆଭିମୂଖ୍ୟକୁ ଅଧିକ ଲୋକାଭିମୁଖୀକରିବା ନିମନ୍ତେ ଦଳୀୟ ବରିଷ୍ଠ ନେତାଙ୍କୁ ଦାୟିତ୍ୱଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ପାର୍ଟିର ବିଭିନ୍ନ…
Read More...

୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି : ରାଜ୍ୟ ବିଜେପି ସଂକଳ୍ପପତ୍ର ସମିତି ଘୋଷଣା

ସମିତିର ଅଧ୍ୟକ୍ଷ ରୂପେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଦାୟିତ୍ୱଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ସ୍ୱରୂପ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ…
Read More...

ଆକ୍ସନ ମୁଡରେ କଂଗ୍ରେସ : ନବ ଦାସଙ୍କ ଇସ୍ତଫା ଆଉ ବହିଷ୍କାର ପରେ ବିଧାୟକ ଯୋଗେଶ ସିଂହକୁ ନିଲମ୍ବନ

ଭୁବନେଶ୍ବର : ନବ ଦାସଙ୍କ ଇସ୍ତଫା ପରେ ଆକ୍ସନ ମୁଡରେ କଂଗ୍ରେସ । ବିଧାୟକ ଯୋଗେଶ ସିଂ କଂଗ୍ରେସରୁ ନିଲମ୍ବିତ। ଦଳ ବିରୋଧୀ କାର‌୍ୟ୍ୟ ଅଭିଯୋଗରେ ଯୋଗେଶ ସିଂଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଗତକାଲି ଶୃଙ୍ଖଳା କମିଟି…
Read More...

ପଶ୍ଚିମ ଓଡିଶା ପଲିଟିକ୍ସରେ ଟ୍ୟୁଷ୍ଟ : ଏକାଠି ହେଲେ ନବ – କିଶୋର

ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀକୁ ଏକାଠି କଲେ ପ୍ରଣବ- ସଂଜୟଝାରସୁଗୁଡ଼ା : ପଶ୍ଚିମ ଓଡିଶା ପଲିଟିକ୍ସରେ ଟ୍ୟୁଷ୍ଟି । ଏକାଠି ହେଲେ ଦୁଇ ପାରମ୍ପରିକପ୍ରତିଦ୍ୱନ୍ଦୀ କିଶୋର- ନବ । ବିଜେଡି ଜିଲ୍ଲା ସଭାପତି କିଶୋରମହାନ୍ତି…
Read More...

ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ବିଜେଡିର କାଳିଆ ସମାବେଶ ସଜବାଜ

ଭୁବନେଶ୍ବର : ମୋଦିଙ୍କ ପରେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ବିଜେଡିର ସଜବାଜ । ଭୁବନେଶ୍ବରରେ ରାହୁଲଙ୍କ କାର୍ଯ୍ୟକ୍ରମ ବେଳେ ପୁରୀରେ କାଳିଆ ଯୋଜନା କାର୍ଯ୍ୟକ୍ରମରେ ଲକ୍ଷେ ଚାଷୀଙ୍କ ସମାବେଶ ଆୟୋଜନ…
Read More...

କଂଗ୍ରେସରୁ ଇସ୍ତଫା ଦେଲେ ନବ ଦାସ, ବିଜେଡିରେ ମିଶିବେ

ଭୁବନେଶ୍ବର : କଂଗ୍ରେସରୁ ଇସ୍ତଫା ଦେଲେ ନବ ଦାସ । ପିସିସି କାର୍ଯ୍ୟକାରୀ ସଭାପତି ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡା ବିଧାୟକ ନବ ଦାସ । ଆଜି ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତିଙ୍କୁ ପଠାଇଛନ୍ତି…
Read More...

ରାଫେଲ୍ ଯୁଦ୍ଧବିମାନ କିଣାରେ କଂଗ୍ରେସ ଓ ବିଜେଡିର ଭିତିରି ସମ୍ପର୍କ ରହିଛି : ସମ୍ବିତ୍ ପାତ୍ର

ବଲାଙ୍ଗୀର ବିଜେପି ଜନସଭାରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବୟାନବଲାଙ୍ଗୀର : ଦେଶର ପ୍ରତିରକ୍ଷା ସାମଗ୍ରୀ ବିଶେଷ ଭାବରେ ରାଫେଲ୍ ଯୁଦ୍ଧ ବିମାନ କିଣା ମାମଲାରେ କଂଗ୍ରେସ ଓ ବିଜେଡିର ଭିତିରି ସମ୍ପର୍କ ନେଇ…
Read More...

କଂଗ୍ରେସ ବ୍ରେକିଂର ବ୍ରେକିଂ ନ୍ୟୁଜ,ଟେନସନରେ ପିସିସି ମୁଖିଆ

ଦଳ ଛାଡ଼ିବା ଚର୍ଚ୍ଚା ନିଆଁରେ କଂଗ୍ରେସ ବିଧାୟକ ଯୋଗେଶ, ପ୍ରକାଶ, ପ୍ରଫୁଲ୍ଲଭୁବନେଶ୍ବର : ବିଜେଡି-ବିଜେପି ଭିତରେ ସିଧା ଫାଇଟ୍ । କଂଗ୍ରେସର ସ୍ଥିତି ଏବେ ରାହୁଲ ଭରସାରେ । ହେଲେ ଠିକ୍ ରାହୁଲ ଆସିବା ପୂର୍ବରୁ ଏହାର…
Read More...