Browsing Category
Politics
ବିକାଶ ଅର୍ଥ ଖର୍ଚ୍ଚ ହୋଇ ପାରୁନି, ଶୋଇଛନ୍ତି ସରକାର : ମୋଦି
ବଲାଙ୍ଗିର : ମୋଦିଙ୍କ ଫୋକସରେ ଓଡିଶା। ବଲାଙ୍ଗିର ପଥରଚେପାରେ ଉଦବୋଧନ ଦେଇ ପୁଣି ବିକାଶର କଥା ଦୋହରାଇଛନ୍ତି ମୋଦି। ଗୋଟିଏ ମାସ ଭିତରେ ଓଡିଶାରେ ୨୦ ହଜାର କୋଟି ଟଙ୍କାର ବିକାଶମୂଳକ କାମର ଆରମ୍ଭ ହୋଇଛି ବୋଲି ମୋଦି!-->…
Read More...
Read More...
ବିଜେପି ସରକାରକୁ ଆସିଲେ ଚିଟଫଣ୍ଡରେ ସମ୍ପୃକ୍ତ ସମସ୍ତଙ୍କୁ ଜେଲ ପଠାଇବ: ଧର୍ମେନ୍ଦ୍ର
ଗଞ୍ଜାମ ଜିଲ୍ଲାର ବୁଗୁଡା ଓ ପାତ୍ରପୁରରେ ଜବାବ ମାଗୁଛି ଓଡିଶା ଅଭିଯାନରେ କେନ୍ଦ୍ରମନ୍ତ୍ରୀଭୁବନେଶ୍ୱର : ଓଡିଶାରେ ଦୁର୍ନୀତିର ଦାନବକୁ ଦାନାପାଣି ନବୀନ ବାବୁ ଦେଉଛନ୍ତି । ଦୁର୍ନୀତିର ତାର ନବୀନ ନିବାସର ଅନ୍ତପୁର!-->!-->!-->…
Read More...
Read More...
ଆଶ୍ରମସ୍କୁଲରେ ୮ମ ଶ୍ରେଣୀର ଛାତ୍ରୀ ମାଆ ହେବା ପ୍ରସଙ୍ଗ : ଯୋର ଧରିଲା ରାଜନୀତି
ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ଓ ବିଜେପିଭୁବନେଶ୍ୱର : କନ୍ଧମାଳ ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଇଥିବା ଶିଶୁର ମୃତ୍ୟୁ ଘଟଣାକୁ ନେଇ ବିରୋଧୀ କିନ୍ତୁ ସନ୍ତୁଷ୍ଟ ନୁହନ୍ତି ।ବିଭାଗୀୟ!-->!-->!-->…
Read More...
Read More...
ଧୋକାବାଜ ନବ ! ହାତ ପଛରୁ ଛୁରୀ ମାରି ବିଜେଡିରୁ ଲଢିବେ ନିର୍ବାଚନ
ଲୋକ ଚାହୁଁଛନ୍ତି ମୁଁ ବିଜେଡ଼ିରେ ଯୋଗ ଦେଇ ୨୦୧୯ ନିର୍ବାଚନ ଲଢ଼େ ବୋଲି - ନବଭୁବନେଶ୍ୱର : ବିଧାୟକ ନବ ଦାସ ଧୋକା ବାଜ । ତାଙ୍କ କଥା ଗୋଟେ କାମ ଆଉ ଗୋଟେ । ନିଜ ସ୍ୱାର୍ଥ ପାିଁ ସବୁ କରିପାରିବେ । ତାଙ୍କ କଥଆ ଓ!-->!-->!-->…
Read More...
Read More...
ଅଙ୍ଗନୱାଡ଼ି କର୍ମୀଙ୍କ ଲାଗି ରାଜ୍ୟ ସରକାରଙ୍କ ବଡ଼ ପ୍ୟାକେଜ ପରେ ବିରୋଧୀ କ୍ୟାମ୍ପରେ କମ୍ପନ
ଭୁବନେଶ୍ବର : ଅଙ୍ଗନୱାଡ଼ି କର୍ମୀଙ୍କ ଲାଗି ରାଜ୍ୟ ସରକାରଙ୍କ ବଡ଼ ପ୍ୟାକେଜ ପରେ ବିରୋଧୀ କ୍ୟାମ୍ପରେ କମ୍ପନ । ଅଙ୍ଗନବାଡ଼ିଙ୍କ କର୍ମୀଙ୍କ ଲାଗି କାହାର କେତେ ଦରଦ ସେ ପ୍ରମାଣ ଦେବାକୁ ପ୍ରତିଯୋଗିତା ଆରମ୍ଭ କରିଛନ୍ତି ସବୁ!-->…
Read More...
Read More...
ମୋଦିଙ୍କ ବିଜୟ ମନ୍ତ୍ର, ଶାହଙ୍କ ଦମ୍ଭୋକ୍ତି ଅବକି ବାର୍ ଫିର୍ ମୋଦି ସରକାର
ବିଜେପି ମାନସ ମନ୍ଥନ : ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିର ଶେଷ ରଷ୍ଟ୍ରୀୟ ଅଧିବେଶନ ସରିଲାନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଳା ମୈଦାନେରେ ଚାଲିଥିବା ବିଜେପି ଜାତୀୟ ପରିଷଦ ବୈଠକରେ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହବାଣୀ!-->!-->!-->…
Read More...
Read More...
କ୍ରାଇମବ୍ରାଂଚ ସାଜିଛି ବିଜେଡି ନେତାଙ୍କ ପାଇଁ ଢାଲ : ବିଜେପି
କ୍ରାଇମବ୍ରାଂଚ ତଦନ୍ତ ବାଟବଣା, ୯୦ ପ୍ରତିଶତ ଦୋଷୀ ଖସିଯିବା ପ୍ରସଙ୍ଗଭୁବନେଶ୍ୱର : ଦୋଷୀଙ୍କୁ ଧରିବାରେ ବିଫଳ ହେଉଛି ରାଜ୍ୟ ସରକାରଙ୍କ ପ୍ରମୁଖ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ ସାଜିଛି ବିଜେଡି!-->!-->!-->…
Read More...
Read More...
ବିଜେପିକୁ ଟକ୍କର ଦେବାକୁ ୟୁପିରେ ଏସପି-ବିଏସପି ମହାମେଣ୍ଟ
ଏସପି -ବିଏସପି ମେଣ୍ଟ ସମାନ ସମାନ ୩୮-୩୮ଟି ଆସନରେ ଲଢିବେନୂଆଦିଲ୍ଲୀ : ୧୯ ନିର୍ବାଚନରେ ବିଜେପିକୁ ଟକ୍କର ଦେବାକୁ ଉତ୍ତରପ୍ରେଦଶରେ ଏସପି-ବିଏସପି ମହାମେଣ୍ଟର ଘୋଷଣା। ୨୫ ବର୍ଷପରେ ବିଜେପି ବାଟ ଓଗାଳିବାକୁ ପୁଣି!-->!-->!-->…
Read More...
Read More...
ବିଜେଡିରେ ଯୋଗଦେଲେ ବିଜେପି କର୍ମୀ
ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ୨୦୦୯ର ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ତଥା ବିଜେପି ଜିଲ୍ଲା କାର୍ଯ୍ୟକାରୀ!-->…
Read More...
Read More...
ରାହୁଲଙ୍କୁ ଭୁବନେଶ୍ୱରରେ ମିଳୁନି ପଡିଆ, କେଉଁଠି ହେବ ସଭା ଚିନ୍ତାରେ ନିରଞ୍ଜନ
ଭୁବନେଶ୍ୱର : ଜାନୁୟାରୀ ୨୫ରେ ଓଡିଶା ଗସ୍ତରେ ଆସିବେ ରାହୁଲ । ତେବେ କେଉଁଠି ହେବ ଦଳୀୟ ସମାବେଶ ଏହା ସ୍ତିର ହୋଇପାରୁନି । ଉପକୂଳରେ ସଭା ହେବା ଏକ ପ୍ରକାର ନିଶ୍ଚିତ ହୋଇଥିଲେ ବି ସଭା କେଉଁଠି ହେବ ସନେଇ ନିଶ୍ପତ୍ତି ନେଇ!-->…
Read More...
Read More...
ଅଜୟଙ୍କ ପରେ ଶୀଲା ଭରସାରେ ଦିଲ୍ଲୀ କଂଗ୍ରେସ
ବିଜେପି ଓ ଆପକୁ ଦେବେ ଟକ୍କଟନୂଆଦିଲ୍ଲୀ : ଦିଲ୍ଲୀ କଂଗ୍ରେସକୁ ଶୀଲା ଭରସା । ପୁଣି ଥରେ ଦିଲ୍ଲୀ କଂଗ୍ରେସର ଦାୟୀତ୍ବ ନେଇଛନ୍ତି
ଶୀଲା । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା!-->!-->!-->…
Read More...
Read More...
ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ କୁ ନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ରାଜ୍ୟ
ମନ୍ତ୍ରୀମଣ୍ଡଳରେ କୌଣସି ଅଦଳବଦଳ ହେବାର ସମ୍ଭାବନା ନାହିଁ । ପ୍ରଦୀପ ମହାରଥୀ ମନ୍ତ୍ରୀ
ପଦରୁ ଇସ୍ତଫା ଦେବାପରେ ଯେଉଁ ଚର୍ଚ୍ଚା ହେଉଥିଲା ତା ଉପରେ ରୋକ୍ ଲଗାଇଛନ୍ତି
ନିଜେ ମୁଖ୍ୟମନ୍ତ୍ରୀ ।!-->!-->!-->…
Read More...
Read More...
ମହାମେଣ୍ଟକୁ ନବୀନଙ୍କ ନା, ପୁଣି ଖେଳିଲେ ସମଦୂରତା କାର୍ଡ
ଭୁବନେଶ୍ବର : ଜାତୀୟ ରାଜନୀତିରେ
ଫିକା ପଡୁଛି ମହାମେଣ୍ଟ
।
ଗୋଟିଏ ପରେ ଗୋଟିଏ
ଆଞ୍ଚଳିକ ଦଳ କଂଗ୍ରେସ
ନେତୃତ୍ବରେ ମହାମେଣ୍ଟରେ ସାମିଲ
ହେବାକୁ କୁଣ୍ଠା ବୋଧ
କରୁଥିବାରୁ ରାଜନୈତିକ ଦୃଶ୍ୟପଟ
ବଦଳିବାକୁ ଯାଉଛି। ମହାମେଣ୍ଟ!-->…
Read More...
Read More...
୨୫ରେ କଟକ ଆସିବେ ରାହୁଲ : ନିରଞ୍ଜନ
ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାରେ ଦେବେ ଉଦବୋଧନକଟକ : ନିଖିଳ ଭାରତ କଂଗ୍ରେସ କମିଟି ସଭାପତି ରାହୁଲ ଗାନ୍ଧୀ ଆସନ୍ତା ୨୫ତାରିଖରେ କଟକ ଆସିବେ ବୋଲି ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।!-->!-->!-->!-->!-->…
Read More...
Read More...
