ଭାରତରେ କରୋନାରେ ପ୍ରାୟ ୪୭ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି

ଭାରତରେ କରୋନା ମହାମାରୀରେ ପ୍ରାୟ ୪୭ ଲକ୍ଷ ଲୋକେ ପ୍ରାଣ ହରାଇଥିବା ଦାବି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) । ଯାହା ଭାରତ ସରକାରଙ୍କ ତଥ୍ୟଠାରୁ ପ୍ରାୟ ଦଶ ଗୁଣା ଅଧିକ । ହୁ ଜାରି କରିଥିବା ସୂଚନା ମୁତାବକ ୧ ଜାନୁଆରୀ…
Read More...

ଚିଲିକାରେ ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା

ଚିଲିକାରେ ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା । ଅପରାହ୍ନରେ କାଳିଜାଇ ଦର୍ଶନ ସାରି ୧୧ ଜଣ ପର୍ଯ୍ୟଟକ ଫେରୁଥିବା ବେଳେ ହଠାତ କାଳବୈଶାଖୀ ହୋଇଥିଲା । ଜୋରଦାର ପବନ ବହିଥିଲା । ହସଖୁସିରେ ଫେରୁଥିବା ପର୍ଯ୍ୟଟକ ଏପରି ବିପଦର…
Read More...

କଂଗ୍ରେସ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ୩ମାସ ଜେଲ

୨୦୧୭ରେ ଏକ ଅବୈଧ ରାଲିକୁ ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ବିଧାୟକ ଜିଗ୍ନେଶ ମେୱାନୀ। ଗୁଜରାଟର ମହେସାଣା କୋର୍ଟ ତାଙ୍କୁ ୩ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ ହଜାର ଟଙ୍କା ଜରିମାନା କରାଯାଇଛି।…
Read More...

ବାଲେଶ୍ୱରରେ ନକଲି ଘିଅ କାରଖାନା ଠାବ

କଟକ ନୁହେଁ ବାଲେଶ୍ୱରରେ ନକଲି ଖାଦ୍ୟ ସାମଗ୍ରୀ । ଜଗତପୁର ବଦଳରେ ବାଲେଶ୍ୱରରେ ଠାବ ହୋଇଛି ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କାରଖାନା । ଖନ୍ତାପଡ଼ା ଥାନା ଗୋପାଳପୁର ନିକଟରେ ନକଲି ଘିଅ କାରଖାନା ଠାବ ହୋଇଛି । ଲକ୍ଷାଧିକ…
Read More...

ବୈଠକ ଚାଲିଥିବାବେଳେ ଛାତରୁ ଖସିଲା ସିଲିିଂ

ଜିଲ୍ଲାପାଳଙ୍କ ଅଫିସରେ ବୈଠକ ଚାଲିଥିବାବେଳେ ଛାତରୁ ସିଲିିଂ ଖସି ଜଣେ ମହିଳା ଅଧିକାରୀ ଆହତ ହୋଇଛନ୍ତି । ଏଡିଏମ ଅନନ୍ତ ସିଂ ଲାଗୁରୀଙ୍କ ଚାମ୍ବରରେ ବୈଠକ ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି । ମହିଳା ଅଧିକାରୀଙ୍କ ମୁଣ୍ଡ ଓ…
Read More...

କେଜ୍ରିୱାଲଙ୍କ ବଡ ଘୋଷଣା; ଦିଲ୍ଲୀରେ ଏହିମାନଙ୍କୁ ମାଗଣା ମିଳିବନି ବିଜୁଳି

ମାଗଣା ବିଜୁଳିକୁ ନେଇ ଦିଲ୍ଲୀ ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଏବେ ଦିଲ୍ଲୀରେ ସମସ୍ତଙ୍କୁ ମାଗଣା ବିଜୁଳି ମିଳିବ ନାହିଁ । ଏନେଇ କ୍ରେଜିୱାଲ କହିଛନ୍ତି କି, ଏବେ ଦିଲ୍ଲୀରେ କେବଳ ଇଚ୍ଛୁକ ଲୋକଙ୍କୁ ମାଗଣା…
Read More...

ଜାମ୍ମୁ କାଶ୍ମୀରରେ ଖୁବ ଶୀଘ୍ର ବାଜିବ ନିର୍ବାଚନୀ ବିଗୁଲ; ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କଲେ ସୀମା ପୁନଃନିର୍ମାଣ…

କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ବାଜିବାକୁ ଯାଉଛି ନିର୍ବାଚନୀ ବିଗୁଲ । ଗୁରୁବାର ରାଜ୍ୟର ସୀମା ପୁନଃନିର୍ମାଣ କମିଶନ ଏହାର ଚୁଡ଼ାନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ୬ ମେ ପର୍ଯ୍ୟନ୍ତ ଏହି…
Read More...

ମୁହାଁମୁହିଁ ହେଲେ ବିଡିଓ-ତାରା ବାହିନୀପତି

ବିଧାୟକ-ବିଡିଓ ମୁହାଁମୁହିଁ । ନବରଙ୍ଗପୁର ପାପଡ଼ାହାଣ୍ଡି ବିଡିଓ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ମଧ୍ୟରେ କଥା କଟାକଟି । ଏପରିକି ସର୍ବ ସମ୍ମୁଖରେ ବିଡିଓଙ୍କୁ ଦୂର୍ନୀତିଗସ୍ତ ଅଧିକାରୀ ବୋଲି କହିଲେ ବିଧାୟକ ।…
Read More...

୭୧ କୋଟିରେ ବିକ୍ରି ହେଲା ମାରାଡୋନାଙ୍କ ଜର୍ସି

ଆର୍ଜେଣ୍ଟିନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନା ଆଉ ଆମ ସହ ନାହାନ୍ତି। ହେଲେ ଏବେ ବି ଏହି ଯାଦୁକରୀ ଫୁଟବଲରଙ୍କ ସ୍ମୃତି ସମସ୍ତଙ୍କ ମନରେ ରହିଛି। ମାରାଡୋନାଙ୍କୁ ହ୍ୟାଣ୍ଡ ଅଫ ଗଡ ମଧ୍ୟ କୁହାଯାଏ। ଏବେ ତାଙ୍କର ସେହି…
Read More...

ବଲିଉଡ୍‌ ଅଭିନେତ୍ରୀ ଲାରାଙ୍କ ମୁହଁରେ ଭୁବନେଶ୍ୱରର ପ୍ରଶଂସା

ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତ ଭୁବନେଶ୍ୱର ଆସିଛନ୍ତି। ଜନତା ମଇଦାନରେ ଆୟୋଜିତ ମହିଳା ବ୍ୟବସାୟ ମେଳାରେ ସେ ଯୋଗ ଦେଇଛନ୍ତି। ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ…
Read More...