National ଶ୍ରୀଲଙ୍କାକୁ ସହାୟତାର ହାତ ବଢ଼ାଇଲା ତାମିଲନାଡୁ OPA May 5, 2022 0 ଶ୍ରୀଲଙ୍କା ଦୟନୀୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସ୍ଥିତି ଏତେ ଶୋଚନୀୟ ଯେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ କିଣି ପାରୁ ନାହାନ୍ତି। ଏହି ପରି ଘଡିସନ୍ଧି ମୁହୂର୍ତ୍ତରେ ଶ୍ରୀଲଙ୍କାର ସାହାଯ୍ୟ ପାଇଁ ଆଗକୁ ଆସିଛି… Read More...
Odisha ପ୍ରାଣୀଧନ ନିରୀକ୍ଷକଙ୍କ ୯୦ ପ୍ଲଟ, ୪ଟା ବିଲଡିଂ, ୪ଟା ଫ୍ଲାଟ୍ ଠାବ OPA May 5, 2022 0 ଭୁବନେଶ୍ୱର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ସମ୍ପତ୍ତି ଦେଖି କାବା ଭିଜିଲାନ୍ସ ଅଧିକାରୀ । ଏଯାବତ୍ ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କଲାଣି ଭିଜିଲାନ୍ସ । ଚଢାଉ ବେଳେ ଅଧ କେଜି ସୁନା, ୨୫୦… Read More...
Odisha ସମ୍ଭାବ୍ୟ ବାତ୍ୟାକୁ ନେଇ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିଶନର OPA May 5, 2022 0 ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ସମ୍ଭାବ୍ୟ ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର,… Read More...
Odisha ସମସ୍ତ ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ OPA May 5, 2022 0 ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି… Read More...
Politics ବ୍ରଜରାଜନଗର ଉପନିର୍ବାଚନ: ୨.୧୪ ଲକ୍ଷ ଭୋଟରଙ୍କ ପାଇଁ ୨୭୯ଟି ବୁଥ୍ OPA May 4, 2022 0 ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନମଣ୍ଡଳୀରେ ମୋଟ ୨ଲକ୍ଷ ୧୪ହଜାର ୭୪୫ଜଣ ଭୋଟର ଥିବାବେଳେ ଚଳିତଥର ମୋଟ ୨୭୯ଟି ବୁଥ… Read More...
National ୨ରୁ ୧୮ ବର୍ଷର ପିଲାଙ୍କ ଶରୀରରେ କୋଭାକ୍ସିନର ବୁଷ୍ଟର ଡୋଜ୍ ପରୀକ୍ଷଣ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍ OPA May 4, 2022 0 ୨ରୁ ୧୮ ବର୍ଷର ପିଲାଙ୍କ ଶରୀରରେ କୋଭାକ୍ସିନର ବୁଷ୍ଟର ଡୋଜ୍ ପରୀକ୍ଷଣ ପାଇଁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ଅନୁମତି ଲୋଡ଼ିଛି ଭାରତ ବାୟୋଟେକ୍ ।ଗତ ମାସରେ ୬ରୁ ୧୨ ମାସ ପିଲାଙ୍କ ପାଇଁ ଭାରତ ବାୟୋଟେକ… Read More...
Sports ଆଇସିସି ଟି-୨୦ ରାଙ୍କିଂ ଜାରି; ଶୀର୍ଷରେ ଭାରତ OPA May 4, 2022 0 ବୁଧବାର ଆଇସିସି ଟି-୨୦ ରାଙ୍କିଂ ଜାରି କରିଛି। ଏଥିରେ ଭାରତର ନିଜର ଦବଦବା ଜାରି ରଖିଛି। ବାର୍ଷିକ ରାଙ୍କିଂରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ପଞ୍ଚମ ସ୍ଥାନରେ ରହିଛି। ଆଇସିସିର ସଦ୍ୟ ଜାରି ରାଙ୍କିଂରେ ଇଂଲଣ୍ଡଠାରୁ ୫ ଅଙ୍କ… Read More...
National ହିନ୍ଦୀ ଜାଣିଥିବା ଯୁବକଙ୍କୁ ସେନାରେ ଭର୍ତ୍ତି କରାଉଛି ଡ୍ରାଗନ OPA May 4, 2022 0 ଭାରତ ବିପକ୍ଷରେ ଚୀନ କରୁଛି ନୂଆ ରଣନୀତି । ଭାରତୀୟ ସେନାଙ୍କୁ ଫସେଇବା ପାଇଁ ରଚୁଛି ଚକ୍ରବ୍ୟୁହ । ନିଜର ପିପୁଲ୍ସ ଲିବରେସନ ଆର୍ମିରେ ସାମିଲ କରୁଛି କିଛି ନୂଆ ଯବାନ । ଯେଉଁମାନେ ହିନ୍ଦୀ ଭାଷା ବୁଝିବା ସହ କହି ପାରୁଛନ୍ତି… Read More...
Odisha ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ଵ ଗ୍ରହଣ କଲେ ଆଇପିଏସ ପ୍ରତୀକ ସିଂ OPA May 4, 2022 0 ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଆଇପିଏସ ପ୍ରତୀକ ସିଂ । ୨୦୧୪ ବ୍ୟାଚର ଆଇପିଏସ୍ ପ୍ରତୀକ ସିଂଙ୍କୁ ଡିସିପି ଅଫିସରେ ଅତିରିକ୍ତ ଡିସିପି, ଏସିପି ଓ ଆଇଆଇସିମାନେ ସ୍ୱାଗତ କରିଥିଲେ । ଭୁବନେଶ୍ୱରରେ କାମ… Read More...
Bignews ଭୁବନେଶ୍ୱରରେ ଆରମ୍ଭ ହେଲା ମହିଳା ଉଦ୍ୟୋଗ ମେଳା; ଭର୍ଚୁଆଲ୍ ମୋଡରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ OPA May 4, 2022 0 ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ମହିଳା ଉଦ୍ୟୋଗ ମେଳା । ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେଉଥିବା ଏହି ମେଳାରେ ସାମିଲ୍ ହୋଇଛନ୍ତି ୧୦୦ ମହିଳା ଉଦ୍ୟୋଗୀ । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ୱିମେନ୍… Read More...