ପ୍ରଥମ ଶ୍ରେଣୀ ପିଲାକୁ ତାଲା ପକାଇବା ଅଭିଯୋଗରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ବାଲେଶ୍ୱର: ପ୍ରଥମ ଶ୍ରେଣୀ ପିଲାକୁ ତାଲା ପକାଇବା ଅଭିଯୋଗରେ ଶୁକ୍ରବାର ଜଣେ ପ୍ରଧାନଶିକ୍ଷୟତ୍ରୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଗଣମାଧ୍ୟମରେ ଖବର ପ୍ରଚାର ହେବା ପରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଜିଲ୍ଲା…
Read More...

ମ୍ୟାରୀ କମ୍ ଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଭାବେ ବକ୍ସର ମ୍ୟାରୀ କମ୍‌ଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।ଏହାବାଦ୍‌ ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ବିଶ୍ୱ…
Read More...

ଝାଡଖଣ୍ଡ ବିଧାନସଭାର ନୂତନ ଭବନ ଏବଂ କିଷାନ ମାନଧନ ଯୋଜନାର ଶୁଭାରମ୍ଭ କଲେ ମୋଦୀ

ରାଂଚୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡଖଣ୍ଡର ରାଂଚୀରେ ପହଁଚିଛନ୍ତି। ଏଠାରେ ମୋଦୀ ନୂତନ ଝାଡଖଣ୍ଡ ବିଧାନସଭାର ନୂତନ ଭବନର ଉଦଘାଟନ କରିଛନ୍ତି। ଏହାପରେ ସେ କିଷାନ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହା ସହ…
Read More...

ପିଓକେ ଉପରେ କୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ: ବିପିନ ରାଓ୍ଵତ

ଆମେଠି:ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ ପରେ ଅଯଥା ପ୍ରତିକ୍ରିୟାଶୀଳ ହୋଇ ଉଠିଥିବା ପାକିସ୍ତାନ ଦ୍ଵାରା ଭାରତ ବିରୋଧରେ ଅପପ୍ରଚାର ଓ ବିବାଦୀୟ ବୟାନ ମଧ୍ୟରେ ସେନା ପ୍ରମୁଖ…
Read More...

ଇଟିଲି ବିକାଳୀଙ୍କ ଘରେ ସଂଯୋଗ କରାଇଲେ ଏଲପିଜି ଗ୍ୟାସ୍, ହୃଦୟ ଜିତିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ତୈଳ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡୁର କୋଏମ୍ବାଟୁରର ଏକ ଗାଁରେ ଇଟିଲି ବିକ୍ରି କରୁଥିବା କମଳାଥାଲ ନାମ୍ନୀ ଜଣେ ବୃଦ୍ଧା ମହିଳା ଉଦ୍ୟୋଗୀଙ୍କୁ ଏଲପିଜି…
Read More...

ବିଏସ୍‌ଏଫ୍‌ ନୂତନ ଆଇଜି ହେଲେ ହରମିନ୍ଦର ପାଲ୍‌

ଭୁବନେଶ୍ୱର:ବର୍ଡର୍‌ ସିକ୍ୟୁରିଟି ଫୋର୍ସର ନୂଆ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ହରମିନ୍ଦର ପାଲ୍‌ । ଖୋର୍ଦ୍ଧା ବିଏସ୍‌ଏଫ୍‌ ମୁଖ୍ୟାଳୟରେ ସେ ଦାୟିତ୍ୱ ନେଇଛନ୍ତି । ପୂର୍ବତନ ଆଇଜି ଅଶ୍ୱିନୀ କୁମାର ସିଂହଙ୍କ…
Read More...

ଦିବ୍ୟାଙ୍ଗଙ୍କ ପାଇ ଖୁସି ଖବର, ସପ୍ତାହକୁ ଥରେ ସାଇନ ଲାଙ୍ଗୁଏଜ ବୁଲେଟିନ

ନୂଆଦିଲ୍ଲୀ: ଦେଶର ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇବାକୁ ମୋଦି ସରକାର ଅନେକ ଯୋଜନା କରିଛନ୍ତି । ଦିବ୍ୟାଙ୍ଗଙ୍କୁ ଦେଶ ବିଦେଶର ସମସ୍ତ ଖବର ସହ ଅବଗତ କରାଇବା ପାଇଁ ଏକ ଉତ୍ତମ ନିଷ୍ପତ୍ତି ନେଇଛନ୍ତି ସରକାର । ଏଣିକି ଟିଭି…
Read More...

ମୁଦ୍ରା ଲୋନ୍‌ ନାଁରେ ଠକେଇ

ଜୟପୁର: ମୁଦ୍ରା ଲୋନ୍‌ ଯୋଗାଇବା ନାଁରେ ପ୍ରଲୋଭନ ଦେଖାଇ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଅନ୍ତର୍ଗତ…
Read More...

ଲଦାଖ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ

ନୂଆଦିଲ୍ଲୀ: ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ ସେନା। ପୂର୍ବ ଲଦାଖ ସୀମାରେ ଗତ ବୁଧବାର ଚୀନ ସେନା ସହ ଭାରତୀୟ ସେନା ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ…
Read More...

ଆଜି ‘କିଷାନ ମନ ଧନ ଯୋଜନା’ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନିକିଆ ଝାଡ଼ଖଣ୍ଡ ଗସ୍ତ କରୁଛନ୍ତି । ଏହି ଗସ୍ତ କାଳରେ ମୋଦୀ ରାଜ୍ୟର ରାଜଧାନୀ ରାଞ୍ଚିରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘କିଷାନ ମନ ଧନ ଯୋଜନା’…
Read More...