ଲଡୁର ମୂଲ୍ୟ ୧୭ ଲକ୍ଷ ୬ ହଜାର ଟଙ୍କା

ହାଇଦ୍ରାବାଦ: ହାଇଦ୍ରାବାଦରେ ଗତକାଲି ଭଗବାନ ଗଣେଶଙ୍କର ଲଡୁ ୧୭ ଲକ୍ଷ ୬ ହଜାର ଟଙ୍କାରେ ନିଲାମ ହୋଇଛି । ତେଲେଙ୍ଗାନାର ପ୍ରସିଦ୍ଧ ବାଲାପୁରରେ ଆୟୋଜିତ ଗଣେଶଙ୍କ ପୂଜା ପରେ ଭଗବାନ ଗଣେଶଙ୍କ ଲଡୁକୁ ନିଲାମ କରାଯାଇଥିବା…
Read More...

ପାଠ ପଢ଼ିବେ ବିଧାୟକ,ବିଧାୟିକା

ଭୁବନେଶ୍ୱର : ପାଠ ପଢ଼ିବେ ବିଧାୟକ। ବିଧାନସଭାରେ କିପରି ବ୍ୟବସ୍ଥିତ ଢଙ୍ଗରେ ଲୋକଙ୍କ ଦାବି ଉପସ୍ଥାପନ କରିବେ ସେ ସମ୍ପର୍କରେ ଷୋଡ଼ଶ ବିଧାନସଭାର ବିଧାୟକ ଓ ବିଧାୟିକାମାନଙ୍କୁ ଆଜିଠୁ ପ୍ରଶିକ୍ଷଣ ଦିଆଯିବ। ଓଡ଼ିଶା…
Read More...

ଆରମ୍ଭ ହେଲା ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳରେ ବସ୍‌ ସେବା

ପାରାଦ୍ୱୀପ:ପାରାଦ୍ୱୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଆଜିଠାରୁ ଆରମ୍ଭ ହୋଇଛି ନୂତନ ବସ୍‌ ସେବା । ଏଥିରେ ବନ୍ଦର ସମସ୍ତ କର୍ମଚାରୀ ଓ ଶ୍ରମିକମାନେ ଯାତାୟତ କରିବାର ସୁଯୋଗ ପାଇ ପାରିବେ । ଏହା ଦ୍ୱାରା ବନ୍ଦର ଭିତରେ ଘଟୁଥିବା…
Read More...

ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍

ସମ୍ବଲପୁର:ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ପାଗ ଶୁଖିଲା ଥିଲେ ମଧ୍ୟ ଆଉ କିଛି ସ୍ଥାନରେ ବର୍ଷା କମିବାର ନା ନେଉ ନାହିଁ । ସେହିପରି ରାଜ୍ୟର ପଶ୍ଚିମାଂଚଳରେ ପ୍ରବଳ ବର୍ଷା ଲାଗି ରହିଛି ।…
Read More...

ସ୍ୱୀକାର କଲେ ଇମରାନ: ଆତଙ୍କବାଦୀଙ୍କୁ ତିଆରି କରିଛି ପାକିସ୍ତାନ

ଇସଲାମବାଦ:ଆତଙ୍କବାଦର ପୃଷ୍ଠପୋଷକ ସାଜିଥିବା ପାକିସ୍ତାନ ପୁଣିଥରେ ଆତଙ୍କବାଦ ସହ ସଂପର୍କର ଖୁଲାସା କରିଛି । ଆତଙ୍କୀ ସଂଗଠନ ମୁଜାହୁଦ୍ଦୀନକୁ ପାକିସ୍ତାନ ପ୍ରଶିକ୍ଷଣ ଦେବା ସହ ନିଜର ଅର୍ଥବ୍ୟବସ୍ଥାର ୧୦୦ ବିଲିୟନ ଡଲାର…
Read More...

ଡଙ୍ଗା ବୁଡ଼ି ୧୧ ମୃତ; ୪ ନିଖୋଜ

ଭୋପାଲ: ଡଙ୍ଗାରେ ମଝି ନଈକୁ ଯାଇଥିଲେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ। ହେଲେ ବିଧିର ବିଧାନ ଅଲଗା। ମୂର୍ତ୍ତି ତ ବିସର୍ଜନ କଲେ, ହେଲେ ଉଛୁଳା ନଈରେ ଭାରସାମ୍ୟ ହରାଇ ତା’ ତଳେ ଚାପି ହୋଇଗଲେ ବହୁ ଶ୍ରଦ୍ଧାଳୁ ।…
Read More...

ଭାରତ-କତାର ହାଇଡ୍ରୋକାର୍ବନ ସମ୍ପର୍କ ଆହୁରି ମଜବୁତ୍ ହେବ – ଧର୍ମେନ୍ଦ୍ର ପ୍ରଧାନ

ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତର ଅନ୍ତିମ ଦିନରେ କତାର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାଭୁବନେଶ୍ୱର :  ବିଭିନ୍ନ କ୍ଷେତ୍ର ବିଶେଷ ଭାବରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଭାରତ ଓ କତାର ମଧ୍ୟରେ ପାରସ୍ପରିକ ସହଯୋଗକୁ ମଜବୁତ୍…
Read More...

ବଢିଲା ମୁଦ୍ରାସ୍ପୀତି

ନୂଆଦିଲ୍ଲୀ:ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଦେଶର ଅର୍ଥବ୍ୟବସ୍ଥା ପାଇଁ ଅଦୌଗିକି ମୋର୍ଚ୍ଚାରୁ ଝଟକା ଲାଗିଛି। ଜୁଲାଇରେ ଅଦୌଗିକି ଉତ୍ପାଦନ ବୃଦ୍ଧି ହାର ହ୍ରାସ ପାଇ ୪.୩ ପ୍ରତିଶତରେ ରହିଛି, ଯାହା ଗୋଟିଏ ବର୍ଷ…
Read More...

ଗୁଟଖା ବିକ୍ରିର ଯାଞ୍ଚ କରିବେ ଏଡିଜି

ଭୁବନେଶ୍ଵର:ବ୍ୟାନ୍ ସତ୍ଵେ ରାଜ୍ୟରେ ଖୁଲମଖୁଲା  ସର୍ବସାଧାରଣରେ ଗୁଟଖା ବିକ୍ରି ହେଉଛି। ଗୁଟଖା ଉପରେ ପ୍ରତିବନ୍ଧକ କେବଳ ସରକାରୀ କାଗଜକଲମରେ ସୀମିତ ରହିଛି। କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଏବଂ ପ୍ରଶାସନିକ ଉଦାସୀନତା…
Read More...

ମୋଦୀ ସରକାରଙ୍କ ଉପରେ ପୁଣି ବର୍ଷିଲେ ମନମୋହନ

ନୂଆଦିଲ୍ଲୀ : ଆଜି ପୁଣି କେନ୍ଦ୍ରରେ ଶାସନାଧୀନ ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ଡଃ ମନମୋହନ ସିଂ । ସେ କହିଛନ୍ତି ଯେ ମୋଦୀ ସରକାର ସ୍ୱୀକାର କରନ୍ତୁ ଯେ ଦେଶ ଏକ…
Read More...