କେନ୍ଦ୍ରାପଡ଼ାରେ ପ୍ରଧାନମନ୍ତ୍ରୀ

କେନ୍ଦ୍ରାପଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସି କେନ୍ଦ୍ରାପଡ଼ାଠାରେ ପହଞ୍ଚିଛନ୍ତି। ସେ କେନ୍ଦ୍ରାପଡ଼ା -ପଟ୍ଟାମୁଣ୍ଡାଇ ରାସ୍ତାରେ ଥିବା ବାରୁଆ ସିଦ୍ଧ ବଟ ପଡ଼ିଆଠାରେ…
Read More...

ରାଜ୍ୟରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୧୮% ଭୋଟ୍‌ ଦାନ

ଭୁବନେଶ୍ୱର: ୩ୟ ପର୍ଯ୍ୟାୟ ନିର୍ବାଚନରେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ସୁଦ୍ଧା ୧୮% ମତଦାନ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬% ମତଦାନ…
Read More...

ଭୁବନେଶ୍ଵର ସମେତ ବିଭିନ୍ନ ସ୍ଥାନରେ ଇଭିଏମ ଅଚଳ

ଭୁବନେଶ୍ଵର: ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ମତଦାନ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ଭୋଟଗ୍ରହଣ ବାଧାପ୍ରାପ୍ତ ହୋଇଛି। ଭୋଟରମାନେ ସକାଳୁ ଆସି ବୁଥ…
Read More...

ଭୋଟ ଦେଇ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ କହିଲେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ନିଜର ମତଦାନ କରିଛନ୍ତି। ସକାଳୁ ପ୍ରଧାନମନ୍ତ୍ରୀ ଗୁଜରାଟର ଗାନ୍ଧୀନଗର ଅନ୍ତର୍ଗତ ସନିପ ବୁଥରେ ମତଦାନ କରିଥିଲେ। ମତଦାନ କରିବା ପରେ…
Read More...

ମତଦାନ ଅଧିକାର ସାବ୍ୟସ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରାଜ୍ୟର ଛଅଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୪୨ ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି। ଆଜି ରାଜ୍ୟର ବହୁ ନାମୀ ଦାମୀ ବ୍ୟକ୍ତି ବିଭିନ୍ନ ମତଦାନ କେନ୍ଦ୍ରରେ…
Read More...

ମତଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ୩ୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତଦାନ କରିଛନ୍ତି। ସକାଳ ପ୍ରାୟ ୯ଟା ୪୫ରେ ସେ ଭୁବନେଶ୍ପରର ଏରୋଡ୍ରମ କଲୋନୀ ସ୍କୁଲରେ ହୋଇଥିବା ବୁଥରେ ପହଞ୍ଚି ମତଦାନ…
Read More...

କୋର୍ଟ ପରିସରରେ ଅଚେତ ହେଲେ ମହାରଥୀ

ପିପିଲି : ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯିବା ପରେ କୋର୍ଟଚାଲାଣ କରାଯାଇଛି। ସୋମବାର ଅପରାହ୍ନରେ କୋର୍ଟରେ ହାଜର ହେବା ସମୟରେ ମହାରଥୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା।…
Read More...

ନିଜ ଭାଷଣରେ ନିଜେ ଫସିଲେ ଦିଗବିଜୟ

ଭୋପାଳ : ସବୁବେଳେ ବିବାଦୀୟ ବୟାନ ଦେଇ ନିଜ ଦଳ କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଦିଗବିଜୟ ସିଂ ଆଜି ଏପରି ଏକ କଥା କହିଛନ୍ତି, ଯାହା ଦ୍ୱାରା ସେ ନିଜେ ଫସିଯାଇଛନ୍ତି ।ଭୋପାଳ ଲୋକସଭା ଆସନରେ କଂଗ୍ରେସ ତରଫରୁ…
Read More...

ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ଓ ଝଡ ସାଙ୍ଗକୁ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ସୋମବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଝଡବର୍ଷା ସମୟରେ…
Read More...

ରିଲିଜ୍‍ ହେଲା ସଲମାନଙ୍କ ଚଳଚ୍ଚିତ୍ର ‘ଭାରତ’ର ଟ୍ରେଲର

ମୁମ୍ବଇ : ସଲମାନ ଖାନ୍‍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭାରତ’ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ଚଳଚ୍ଚିତ୍ରରେ ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍‍, ଦିଶା ପଟାନୀ, ତବୁ ଓ ସୁନୀଲ ଗ୍ରୋଭର ଗୁରୁତ୍ୱପୂର୍ଣ୍ଣ…
Read More...