Politics ଆମେଠିରୁ କାଏମ ରହିଲା ରାହୁଲଙ୍କ ପ୍ରାର୍ଥୀପତ୍ର OPA Apr 22, 2019 0 ଆମେଠି: ରାହୁଲ ଗାନ୍ଧୀଙ୍କ ପାଇଁ ଖୁସି ଖବର। ତାଙ୍କ ନାଗିରିକତ୍ୱକୁ ନେଇ ପ୍ରଶ୍ନ ଉଠିବା ପରେ ଆମେଠିରୁ ଟିକେଟ ମିଳିବା ନେଇ ଯେଉଁ ସସ୍ପେନ୍ସ ରହିଥିଲା ତାହାର ଆଜି ସମାସ୍ତ ହୋଇଛି। ଶେଷରେ ଆମେଠିରୁ ତାଙ୍କର ପ୍ରାର୍ଥୀପତ୍ର!-->… Read More...
National ଟିକ୍ଟକ୍ ଉପରୁ ହଟିପାରେ ପ୍ରତିବନ୍ଧକ: ୨୪ ଏପ୍ରିଲ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ OPA Apr 22, 2019 0 ନୂଆଦିଲ୍ଲୀ: ଟିକ୍ଟକ୍ ଆପ୍ ଉପରେ ମାଡ୍ରାସ ହାଇକୋର୍ଟଙ୍କ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଗତ ପିଟିଶନର ସୋମବାର ଶୁଣାଣି ହୋଇଥିଲା। ଆସନ୍ତା ୨୪ ତାରିଖ ସୁଦ୍ଧା ଏହି ପିଟିଶନ ଉପରେ ନିଷ୍ପତ୍ତି ନେବାକୁ!-->… Read More...
Odisha ବିଧାୟକ ପ୍ରଦୀପ ମହାରଥୀ ଗିରଫ OPA Apr 22, 2019 0 ପିପିଲି: ଚଢ଼ାଉ ସମୟରେ ଫ୍ଲାଇଂ ସ୍କ୍ବାଡ୍କୁ ଆକ୍ରମଣ କରିବା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ପିପିଲି ପୁଲିସ ମହାରଥୀଙ୍କୁ ସୋମବାର ଗିରଫ କରିଛି। ପୁରୀ ଏସ୍ପି ଉମାଶଙ୍କର ଦାସ ଏ ନେଇ ସୂଚନା!-->… Read More...
Politics ‘ଚୌକିଦାର ଚୋର ହୈ’ ମନ୍ତବ୍ୟ ଉପରେ ସୁପ୍ରିମକୋର୍ଟରେ କ୍ଷମା ମାଗିଲେ ରାହୁଲ OPA Apr 22, 2019 0 ନୂଆଦିଲ୍ଲୀ: ରାଫେଲ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି।!-->… Read More...
Politics ନିଆଳି ଓ ପାରାଦୀପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର OPA Apr 22, 2019 0 କଟକ/ପାରାଦୀପ : କଟକର ନିଆଳି ଓ ପାରାଦୀପ ରାହାମାରେ ଠାରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ସୋମବାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା ସହ ଉଦବୋଧନ ଦେଇଛନ୍ତି। ପ୍ରଥମେ!-->… Read More...
Politics ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ OPA Apr 22, 2019 0 ଭୁବନେଶ୍ୱର : ରାଜ୍ୟର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଆଦି ୬ଟି ଲୋକସଭା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମଙ୍ଗଳବାର ଭୋଟ ଗ୍ରହଣ କରାଯିବ। ଏଥିପାଇଁ ରବିବାର!-->… Read More...
Odisha ଅନନ୍ତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ OPA Apr 22, 2019 0 ଭୁବନେଶ୍ୱର : ଭୁବନେଶ୍ୱର ବିଜେଡ଼ି ବିଧାୟକ ପ୍ରାର୍ଥୀ ଅନନ୍ତ ଜେନାଙ୍କୁ ଆକ୍ରମଣ ପରେ ସେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଆଇସିୟୁରେ ଅନନ୍ତଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!-->… Read More...
National ଶ୍ରୀଲଙ୍କା ବିସ୍ଫୋରଣରେ ୨ ଜେଡିଏସ ନେତାଙ୍କ ମୃତ୍ୟୁ, ୫ ନିଖୋଜ OPA Apr 22, 2019 0 ବେଙ୍ଗାଲୁରୁ: ଶ୍ରୀଲଙ୍କାରେ ରବିବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୨ ଜେଡିଏସ୍ ନେତାଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୫ ଜଣ ଜେଡିଏସ ନେତା ନିଖୋଜ ରହିଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ସୋମବାର ଏ!-->… Read More...
Politics ୨୬ରେ ଓଡ଼ିଶା ଆସିବେ ରାହୁଲ OPA Apr 22, 2019 0 ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ମାହୋଲ ଯେତେ ଗରମ ହେଉଛି, ଶୀର୍ଷ ନେତାମାନେ ସେତିକି ଗସ୍ତରେ ଆସୁଛନ୍ତି । ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୨୬ରେ!-->… Read More...
Bignews ସ୍ତ୍ରୀ ଓ ୩ ସନ୍ତାନଙ୍କୁ ହତ୍ୟା କଲେ ସଫ୍ଟୱେର ଇଞ୍ଜିନିୟର: ହ୍ୱାଟ୍ସଆପରେ ଭିଡିଓ ଶେୟାର କରି ସ୍ୱୀକାର କଲେ ଦୋଷ OPA Apr 22, 2019 0 ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ଇନ୍ଦିରାପୁରମ ସହରରେ ଏକ ଲୋକହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ସୁମିତ କୁମାର ନାମକ ଜଣେ ସଫ୍ଟୱେର ଇଞ୍ଜିନିୟର ତାଙ୍କ ସ୍ତ୍ରୀ ଏବଂ ୩ ସନ୍ତାନଙ୍କୁ ହତ୍ୟା କରିଛନ୍ତି। ଏହା!-->… Read More...