Politics ୨ୟ ପର୍ଯ୍ୟାୟ ଭୋଟ : ସଂଧ୍ୟା ୫ଟା ସୁଦ୍ଧା ୬୪% ମତଦାନ OPA Apr 18, 2019 0 ଭୁବନେଶ୍ୱର: ରାଜ୍ୟରେ ଆଜି ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଥିବାବେଳେ ସଂଧ୍ୟା ୫ଟା ସୁଦ୍ଧା ୬୩ରୁ ୬୪ ପ୍ରତିଶତ ଭୋଟ ଗ୍ରହଣ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି । କେତେକ ବୈଷୟିକ!-->… Read More...
Bignews ପୁଣି ଧମକ ଦେଲା ଆତଙ୍କବାଦୀ ସଂଗଠନ ଜୈସ୍ OPA Apr 18, 2019 0 ନୂଆଦିଲ୍ଲୀ: ପାକିସ୍ତାନରୁ ସଂଚାଳିତ ହେଉଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍-ଇ- ମହମ୍ମଦ (ଜେଇଏମ୍) ପଞ୍ଜାବର ଫିରୋଜପୁର ରେଳ ଡିଭିଜନ ଅନ୍ତର୍ଗତ ପାଞ୍ଚଟି ରେଳ ଷ୍ଟେସନ୍କୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ!-->… Read More...
Politics ଅନୁଗୁଳ ଗସ୍ତରେ ଯାଇ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନବୀନ OPA Apr 18, 2019 0 ଅନୁଗୁଳ: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁଗୁଳ ଗସ୍ତରେ ଆସି ପ୍ରଥମେ ପାଲଲହଡାର ଖମାରଠାରେ ବିଜେଡି ପାର୍ଥୀ ଏବଂ ଢ଼େଙ୍କାନାଳ ଲୋକସଭା ପ୍ରାର୍ଥୀ ମହେଶ ସାହୁଙ୍କୁ ଜିତାଇବା ପାଇଁ ଭୋଟ ଭିକ୍ଷା କରିଥିଲେ । ପରେ ପରେ!-->… Read More...
Bignews ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ ପବନ ସହ ବର୍ଷା ଓ ବଜ୍ରପାତ ଆଶଙ୍କା OPA Apr 18, 2019 0 ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତ ଆଶଙ୍କା ଥିବା ନେଇ ଗୁରୁବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ଏହି!-->… Read More...
National ରିୟାଦରେ ଫସିଥିବା ଭାରତୀୟ ଦେଲେ ଆତ୍ମହତ୍ୟାର ଧମକ: ତା’ର ଉତରରେ କ’ଣ କହିଲେ ସୁଷମା… OPA Apr 18, 2019 0 ନୂଆଦିଲ୍ଲୀ : ପୂର୍ବରୁ ଟୁଇଟ୍ର ଜରିଆରେ ଭାରତ ବାହାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଭାରତୀୟଙ୍କୁ ସାହାଯ୍ୟ କରି ଆସିଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି । ଭାରତୀୟଙ୍କୁ ସାହାଯ୍ୟ!-->… Read More...
Crime ଭାଇର ଚାପୁଡ଼ା ମାଡ଼ରେ ଭଉଣୀ ମୃତ, ୫ ଗିରଫ OPA Apr 18, 2019 0 ନୂଆପଡ଼ା : ନୂଆପଡ଼ା ଜିଲା ଖଡ଼ିଆଳ ଥାନା ନେହେନା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଇର ଚାପୁଡ଼ା ମାଡ଼ରେ ଭଉଣୀ ପ୍ରାଣ ହରାଇଛି ଓ କାହାକୁ କିଛି ନଜଣାଇ ପରିବାର ଲୋକେ ଶବ ସତ୍କାର କରିଦେଇଛନ୍ତି। ମୃତକଙ୍କ ନାଁ ଅଙ୍କିତା!-->… Read More...
Odisha ୪ଟି ବୁଥରେ ସାନି ନିର୍ବାଚନ ପାଇଁ ସୁପାରିସ OPA Apr 18, 2019 0 ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ସମୟରେ ଗୁରୁବାର ସୁନ୍ଦରଗଡ ଓ ନୟାଗଡର ୪ଟି ବୁଥରେ ଦେଖାଯାଇଥିବା ଇଭିଏମ ତ୍ରୁଟି ମନୁଷ୍ୟକୃତ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଏହି ବୁଥ୍!-->… Read More...
Bignews ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ମୁକେଶ ଅମ୍ବାନି OPA Apr 18, 2019 0 ନୂଆଦିଲ୍ଲୀ:ଟାଇମସ୍ ପତ୍ରିକାର ସବୁଠୁ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ସ୍ଥାନ ମିଳିଛି । ବିଶ୍ୱର ସମ୍ମାନଜନକ ପତ୍ରିକା ଟାଇମସ୍ ପକ୍ଷରୁ ୨୦୧୯ ପାଇଁ!-->… Read More...
Odisha ୨୩ରେ କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ OPA Apr 18, 2019 0 ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୩ତାରିଖରେ ପୁଣି ଥରେ ଓଡ଼ିଶା ଆସିବେ । ସେ ୨୩ ତାରିଖରେ କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବୋଲି ଦଳର ମୁଖପାତ୍ର ଗୋଲକ!-->… Read More...
Politics ନିର୍ବାଚନୀ ହିଂସା : ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପିଏସଓଙ୍କୁ ଆକ୍ରମଣ OPA Apr 18, 2019 0 ବ୍ରଜରାଜନଗର : ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଗଙ୍ଗାନଗର ୧୮୨ ନଂ ବୁଥରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପିଏସଓଙ୍କୁ ଆକ୍ରମଣ କରାଯାଇଛି। ପିଏସଓଙ୍କ ମୁଣ୍ଡ ଫାଟି!-->… Read More...