Politics ଅପରାହ୍ଣ ୧ଟା ସୁଦ୍ଧା ରାଜ୍ୟରେ ୩୩% ମତଦାନ OPA Apr 18, 2019 0 ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଅପରାହ୍ଣ ୧ଟା ସୁଦ୍ଧା ୩୩% ଭୋଟ୍ ଦାନ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।ପୂର୍ବାହ୍ନ ୧୧ଟା ସୁଦ୍ଧା ହାରାହାରି ୧୮% ଭୋଟ୍!-->!-->!-->… Read More...
Bignews ମୃତ ପୋଲିଂ ସୁପରଭାଇଜରଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ OPA Apr 18, 2019 0 ଭୁବନେଶ୍ବର : ମୃତ ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗାଲ ପରିବାରକୁ ସହାୟତା ମିଳିବ । ଗାଇଡଲାଇନ ଅନୁଯାୟୀ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ତାଙ୍କ ପରିବାରକୁ ମିଳିବ ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ!-->… Read More...
Politics ପାଲଲହଡ଼ା ବିଧାନସଭା ନିର୍ବଚାନ ମଣ୍ଡଳୀ ପାଇଁ କଳିକେଶ ଓ ପ୍ରଦୀପଙ୍କୁ ପର୍ଯ୍ୟବେକ୍ଷକ ଓ ସହ-ପର୍ଯ୍ୟବେକ୍ଷକ ଭାବେ… OPA Apr 18, 2019 0 ଭୁବନେଶ୍ୱର: ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଲଲହଡ଼ା ବିଧାନସଭା ନିର୍ବଚାନ ମଣ୍ଡଳୀ ପାଇଁ କଳିକେଶ ନାରାୟଣ ସିଂହଦେଓ ଏବଂ ପ୍ରଦୀପ କୁମାର ଦେସାରୀଙ୍କୁ ଯଥାକ୍ରମେ ପର୍ଯ୍ୟବେକ୍ଷକ ଓ ସହ-ପର୍ଯ୍ୟବେକ୍ଷକ ଭାବେ!-->… Read More...
Politics ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ୪ଲକ୍ଷ ଜବତ OPA Apr 18, 2019 0 ଢେଙ୍କାନାଳ : ଢେଙ୍କାନାଳ ଜିଲା ହିନ୍ଦୋଳ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ଗୁରୁବାର ୪ଲକ୍ଷ ଟଙ୍କା ଜବତ ହୋଇଛି। ପ୍ରାର୍ଥୀଙ୍କ ନାମ ଅଶୋକ ନାୟକ। ଢେଙ୍କାନାଳ ଏସପି ଅନୁପମା ଜେମସଙ୍କ ସୂଚନା ଅନୁସାରେ, ମଙ୍ଗଳପୁର!-->… Read More...
Politics ପୁଣି ବିଜେପି କର୍ମୀଙ୍କୁ ମାରିଦେଲେ OPA Apr 18, 2019 0 ଭଞ୍ଜନଗର: ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ପୁଲିସ ପ୍ରଶାସନ ଯେତେ ଚେଷ୍ଟା କଲେବି କିଛି ଫଳ ମିଳୁନି । ଗତକାଲି ପୁଣିଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା!-->… Read More...
National ବିବାହ ବେଦୀରୁ ଆସି ଭୋଟ ଦେଲେ ନବଦମ୍ପତି OPA Apr 18, 2019 0 ଶ୍ରୀନଗର: ଏବେ ବି ଅନେକ ଲୋକ ସଚେତନତା ଅଭାବରୁ ଭୋଟ ଦେବାରୁ ବିରତ ରହୁଛନ୍ତି। ଗଣତନ୍ତ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ପଛାଉଛନ୍ତି। କିନ୍ତୁ ଗୁରୁବାର ୨ୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ!-->… Read More...
National ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ OPA Apr 18, 2019 0 ଛତିଶଗଡ଼ : କୁଆମୁଣ୍ଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ କ୍ୟାଡର ମାଓବାଦୀ ଓ ଅନ୍ୟ ଜଣେ ମହିଳା ମାଓବାଦୀ ଥିବା ଜଣାପଡିଛି । ମୃତ କ୍ୟାଡର ମାଓବାଦୀ!-->… Read More...
Politics କେନ୍ଦ୍ର ଓଡ଼ିଶାକୁ ବହୁ ଅଧିକାରରୁ ବଞ୍ଚିତ କରାଇଛି: ନବୀନ OPA Apr 18, 2019 0 ଭୁବନେଶ୍ୱର: ଢେଙ୍କାନାଳ ର୍ନିବାଚନୀ ସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପି ନେତାଙ୍କୁ ଟାର୍ଗେଟ କଲେ ବିଜେଡି ସୁପ୍ରିମୋ। ବିଜେପି ନେତାଙ୍କ ପାଇଁ ଓଡ଼଼ିଶା ହକରୁ ବଂଚିତ ହୋଇଛି। ୫ ମିନିଟର କାମ ୫!-->… Read More...
National ଟ୍ରାକ୍ରେ ଦୁଇଭାଗ ହୋଇଗଲା ରାଜଧାନୀ ଏକ୍ସପ୍ରେସ୍: ବଡ ଦୁର୍ଘଟଣାରୁ ବର୍ତିଲେ ଯାତ୍ରୀ OPA Apr 18, 2019 0 ରାଞ୍ଚି: ରାଜଧାନୀ ଏକ୍ସପ୍ରେସ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଟ୍ରାକ୍ରେ ଯାଉଥିବାବେଳେ ଅଧବାଟରେ ଟ୍ରେନ ଦୁଇଭାଗ ହୋଇଯିବା ସହ କିଛି ବଗି ଇଞ୍ଜିନରୁ ଅଲଗା ହୋଇଯାଇଥିଲା। ବୁଧବାର ରାତିରେ ରାଜଧାନୀ ଏକ୍ସପ୍ରେସଟି!-->… Read More...
National ଅନ୍ୟୂନ ୧୪ ଜଣ ବସ୍ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ବନ୍ଧୁକଧାରୀ OPA Apr 18, 2019 0 କ୍ୱେଟା: ଗୁରୁବାର ଦିନ ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ବସ୍ରୁ ବଳପୂର୍ବକ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇ ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ଅନ୍ୟୂନ ୧୪ ଜଣ ନିହତ ହୋଇଛନ୍ତି।ଆକ୍ରମଣକାରୀମାନେ ପରାମିଲିଟାରି!-->!-->!-->… Read More...