ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଆରମ୍ଭ କଲେ ମୋଦି

ଗୁଜରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଆଜି ଗୁଜରାଟ ଗସ୍ତରେ ଅଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରମଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରି ୧୧,୫୧,୦୦୦ ଲୋକଙ୍କ ପାଖକୁ ୧୩,୫୮,୩୧୯୧୮ ଟଙ୍କା ପେନସନ…
Read More...

ଆରମ୍ଭ ହେଲା ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ “ଘରେ ଘରେ ଖଙ୍ଖ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନରେ ପ୍ରତ୍ୟେକ ଓଡିଆଙ୍କୁ ସାମିଲ…
Read More...

୧୩ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୧୩ଟି ଜିଲ୍ଲାରେ ଆଜି କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର,…
Read More...

୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏହି ୨ ଆତଙ୍କବାଦୀଙ୍କ ମୃତଦେହକୁ ଜବତ କରାଯାଇଛି । ଏଥିସହିତ ତାଙ୍କଠାରୁ ୨ଟି ରାଇଫଲ ଜବତ କରାଯାଇଛି । ନିହତ ୨ ଆତଙ୍କବାଦୀ…
Read More...

ଶ୍ରୀମନ୍ଦିର ମାମଲା:ଏପ୍ରିଲ୍‌ ୨ ତାରିଖରେ ଶୁଣାଣି

ନୂଆଦିଲ୍ଲୀ: ଶ୍ରୀମନ୍ଦିରର ସଂସ୍କାର ମାମଲାର ଶୁଣାଣି ଏପ୍ରିଲ ୨ରେ ହେବ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ଧାର୍ଯ୍ୟ କରିଛନ୍ତି । ଆଜି ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଏବଂ ତାଙ୍କର ସହଯୋଗୀମାନେ ସୁପ୍ରିମ୍‌ କୋର୍ଟରେ…
Read More...

ଟ୍ୱିଟ୍ ଜରିଆରେ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ଜରିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ବିଜୁଙ୍କ ବିକାଶମୂଳକ…
Read More...

ବିଜେପି ୱେବସାଇଟ୍ ହ୍ୟାକ୍

ନୂଆଦିଲ୍ଲୀ: ହ୍ୟାକ ହେଲା ବିଜେପିର ଦଳୀୟ ୱେବସାଇଟ୍ । ଆଜି ସକାଳୁ ସକାଳୁ ଭାରତୀୟ ଜନତା ପାର୍ଟିର ୱେବସାଇଟ୍ ହ୍ୟାକ୍ ହୋଇଛି । ୱେବସାଇଟ୍ ପେଜ୍ ଖୋଲିଲେ ଦେଖିବାକୁ ମଳୁଛି ଆପତ୍ତିଜନକ ଲେଖା ଓ ଫଟୋ । ଏହାକୁ ନେଇ ଟୁଇଟ୍ରରେ…
Read More...

ରାଜ୍ୟରେ ସରକାରକୁ ଆସିଲେ ପ୍ରତି ପରିବାରକୁ ମ୍ୟାରେଜ୍‌ କିଟ୍‌ ଦେବ କଂଗ୍ରେସ

ପିସିସିର ଘୋଷଣାଭୁବନେଶ୍ବର  : ମୁଣ୍ଡ ଉପରେ ନିର୍ବାଚନ ।  କଣ ମନଲୋଭା ପ୍ରତିଶୃତି ନେଇ ଲୋକଙ୍କ ପାଖକୁ ଯିବେ ଦଳ ତା ପାଇଁ ରଣନୀତି ଆରମ୍ଭ କରିଛନ୍ତି । ନିର୍ବାଚନ ଜିତିଲେ କଂଗ୍ରେସ ପ୍ରତି ପରିବାରକୁ ମ୍ୟାରେଜ୍‌…
Read More...

ଗଡିଲା ସମଝୌତା ଏକ୍ସପ୍ରେସ

ନୂଆଦିଲ୍ଲୀ:ଗଡିଲା ସମଝୌତା ଏକ୍ସପ୍ରେସ । ଭାରତ ପାକିସ୍ତାନ ଭିତରେ ଲାଗିରହିଥିବା ବିବାଦ ସ୍ୱାଭାବିକ ହେବାକୁ ଲାଗିଛି । ଉଭୟ ରାଷ୍ଟ୍ର ମଧ୍ୟରେ ଉତେଜନା ମୂଳକ ପରିସ୍ଥିତି ଯୋଗୁଁ ଦିଲ୍ଲୀରୁ ଲାହୋର ମଧ୍ୟରେ ଚାଲୁଥିବା…
Read More...

ରାହୁଲ ଗାନ୍ଧୀଙ୍କ ବରଗଡ଼ ଗସ୍ତ ବାତିଲ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବରଗଡ଼ ଗସ୍ତ ବାତିଲ ହୋଇ ଯାଇଥିବା ସୂଚନା ମିଳିଛି। ରାହୁଲ ଗାନ୍ଧୀ ମାର୍ଚ୍ଚ ୮ରେ ବରଗଡ଼ ଗସ୍ତରେ ଆସିବାର ଥିଲା। ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ…
Read More...