ଏମିତି ଟାଣୁଆ ନେତା : ବିଜେପିରେ ମିଶିବାକୁ ଜୟଙ୍କୁ ଲାଗିଲା ୨୨ ବର୍ଷ !

ଦିଲ୍ଲୀ  : ବିଜେପି ଆଦର୍ଶରେ ଅନୁପ୍ରାଣୀତ ହେଉଥିଲି । ଦଳରେ ମିଶିବାକୁ ୨୨ ବର୍ଷ ଧରି ଅପେକ୍ଷା କରିଥିଲି । ଏବେ ୨୨ ବର୍ଷପରେ ଦଳରେ ମିଶିଲି । ବିଜେପିରେ ମିଶିବା ପରେ ଏମିତି କହିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ।…
Read More...

ପଦ୍ମ ଧରିଲେ ବୈଜୟନ୍ତ ପଣ୍ଡା,ଦିଲ୍ଲୀରେ ବିଜେପିରେ ମିଶିଲେ

ନୂଆଦିଲ୍ଲୀ : ଶେଷରେ ପଦ୍ମ ପୋଖରୀକୁ ଲମ୍ଫ ଦେଲେ ବୈଜୟନ୍ତ ପଣ୍ଡା । ଦିଲ୍ଲିରେ ବିଜେପି  କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍ରାକ ସହ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ…
Read More...

ବିଜେପିରେ ଯୋଗ ଦେଲେ କ୍ରିକେଟର ରବୀନ୍ଦ୍ର ଜାଡ଼େଜାଙ୍କ ପତ୍ନୀ

ନୂଆଦିଲ୍ଲୀ:ଲୋକପ୍ରିୟ ଭାରତୀୟ କ୍ରିକେଟ୍‌ ତାରକା ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଜାମନଗରକୁ ଆସିବା ପୂର୍ବରୁ…
Read More...

ପୁଣି ଷଡଯନ୍ତ୍ର ରଚୁଛି ପାକିସ୍ତାନ

ନୂଆଦିଲ୍ଲୀ:ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସତରେ ନହେଲେ ବି ସୋସିଆଲ ମିଡ଼ିଆରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଉଭୟ ଦେଶ ତରଫରୁ ଉତ୍ତେଜକ ଭିଡ଼ିଓ ଅପଲୋଡ଼୍ କରାଯାଇଛି । ଭିଡ଼ିଓ ମାଧ୍ୟମରେ ଉଭୟ ଉଭୟ ଦେଶପ୍ରତି…
Read More...

ମା’ ଝିଅ ଏକ ସଙ୍ଗେ ପାଇଲେ ଚାକିରି

ଚେନ୍ନାଇ: କୁହାଯାଏ ଶିଖିବାର କିଛି ବୟସ ସୀମା ନ ଥାଏ। ଦୃଢ ଇଚ୍ଛାଶକ୍ତି ଥିଲେ ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମଣିଷ ନିଜ ଲକ୍ଷ୍ୟ ହାସଲ କରି ପାରେ। ତାମିଲନାଡ଼ୁର ଜଣେ ମହିଳା ସ୍ୱାମୀଙ୍କ ମୃତ୍ୟୁପରେ ୩ ଝିଅଙ୍କ…
Read More...

ଓଡ଼ିଶା ଦେଇ ଯାଉଥିବା କେତେକ ଟ୍ରେନ୍‌ର ନୂଆ ରହଣି ସ୍ଥାନ ଘୋଷଣା କଲେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ସୋମବାର ପୂର୍ବାହ୍ନରେ ସ୍ଥାନୀୟ ରେଳବାଇ ଅଡିଟରିୟମ୍‌ରେ ପେଟ୍ରୋଲିୟମ୍‌, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ପୁଲ୍‌ଓ୍ଵାମା ସହିଦଙ୍କ ଲାଗି ୧୧୦ କୋଟି ଟଙ୍କା ଦାନ କରିବେ ଜଣେ ଗବେଷକ

କୋଟା: ଜଣେ ଗବେଷକ ତଥା ବୈଜ୍ଞାନିକ ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ମଙ୍ଗଳ ଲାଗି ୧୧୦ କୋଟି ଟଙ୍କା ଦାନ କରିବେ । ସମ୍ପ୍ରତି ମୁମ୍ବାଇରେ ବସବାସ କରୁଥିବା ରାଜସ୍ଥାନ ଅନ୍ତର୍ଗତ କୋଟାର ମୂଳ ବାସିନ୍ଦା ୪୪…
Read More...

ହୃଦ୍ଘାତରେ ଚାଲିଗଲେ ପୋଲିସ, ଦୁଃଖରେ ଖାଇବା ଛାଡିଦେଲା ଓଟ

ଅହମ୍ମଦାବାଦ: ପଶୁ ଓ ମନୁଷ୍ୟ ମଧ୍ୟରେ ଥାଏ ନିବିଡ ସମ୍ପର୍କ । ଯାହାର ପ୍ରମାଣ ବହୁ ସମୟରେ ଦେଖିବାକୁ ମିଳିଥାଏ । ତେବେ ଏଭଳି ଏକ ଘଟଣା ଏବେ ଦେଖିବାକୁ ମିଳିଛି । ସୀମାନ୍ତ ଜିଲ୍ଲା କଚ୍‌ ଅନ୍ତର୍ଗତ ପିଙ୍ଗ୍‌ଲେଶ୍ୱର ଠାରେ…
Read More...

ଜାଗର ପାଇଁ ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର: ଆଜି ପବିତ୍ର ଜାଗର । ଚଳଚଂଚଳ ଶୈବପୀଠ । ଶୈବପୀଠମାନଙ୍କରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଲାଗିଛି । ଆଜି ପ୍ରଭୁ ଶିବଙ୍କ ପାଖରେ ଉଠିବ ମହାଦୀପ । ମହାଦେବଙ୍କ ନିକଟରେ ଭକ୍ତିର ଦୀପ ପ୍ରଜ୍ୱଳନ କରିବେ ଶ୍ରଦ୍ଧାଳୁ…
Read More...

ବସ୍-ଡମ୍ପର ଟ୍ରକ୍ ମଧ୍ୟରେ ଧକ୍କା: ୧୦ ଯାତ୍ରୀ ଆହତ

ଭଦ୍ରକ: ରବିବାର ବିଳମ୍ବିତ ରାତ୍ରୀରେ ୧୬ ନମ୍ବର ଜାତୀୟ ରାଜପଥର ଅସୁରା ଛକ ନିକଟରେ ଗୋଟିଏ ବସ୍‌ ଏବଂ ଡମ୍ପର୍‌ ଟ୍ରକ୍‌ ମଧ୍ୟରେ ଧକ୍କା ଲାଗିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ ୪ ଜଣଙ୍କ…
Read More...