ଥାନାରେ ଲଙ୍କାକାଣ୍ଡ:ଦୁବୃର୍ତଙ୍କ ଆକ୍ରମଣରେ ଥାନା ଆଇଆଇସିଙ୍କ ସମେତ ୪ ଆହତ

ଭୁବନେଶ୍ୱର: ସହିଦ୍ନଗର ଥାନାରେ ଗତକାଲି ବିଳମ୍ବିତ ରାତିରେ ଲଙ୍କାକାଣ୍ଡ । ଦୁବୃର୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଥାନା ଆଇଆଇସିଙ୍କ ସମେତ ୪ଜଣ ଆହତ ହୋଇଥିବା ଜଣାପଡିଛି । ପୋଲିସ ହେପାଜତରେ ଥିବା ୩ଜଣ ଅଭିଯୁକ୍ତଙ୍କୁ ୮ରୁ୧୦ଜଣ…
Read More...

ଅଡିଓ ଟେପ୍‌ ଜରିଆରେ ଭାରତର ଆକ୍ରମଣକୁ ସ୍ୱୀକାର କରିଲା ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ

ନୂଆଦିଲ୍ଲୀ: ଭାରତୀୟ ଯୁଦ୍ଧ ବିମାନ ବାଲାକୋଟରେ ଥିବା ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଆକ୍ରମଣ କରିଛି ବୋଲି ଏହାର ଜଣେ ବରିଷ୍ଠ ନେତା ଅଡିଓ ଟେପ୍‌ ଜରିଆରେ ସ୍ୱୀକାର କରିଛି। ବାଲାକୋଟରେ ଥିବା…
Read More...

୧୦ହଜାର ସଫେଇକର୍ମୀ ଏକା ସାଙ୍ଗରେ ଝାଡୁ ଲଗାଇ ସୃଷ୍ଟି କଲେ ବିଶ୍ୱ ରେକର୍ଡ

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲୁଥିବା କୁମ୍ଭ ମେଳାରେ ଶନିବାର ଦିନ ୧୦,୦୦୦ ସଫେଇକର୍ମୀ ଏକା ସହିତ ସଫେଇ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରଥମ ଥର ଏମିତି ହୋଇଛି କି, ଯେବେ ୫ ଭିନ୍ନ ଭିନ୍ନ ସ୍ଥାନରେ ଏତେ…
Read More...

ବରକୁ ଅଧାବାଟରୁ ଉଠେଇନେଲା ପୋଲିସ

ଅସ୍ତରଙ୍ଗ: ବରବେଶରେ ବାହା ହେବାକୁ ଯାଉଥିଲା ବର । ବାଟରୁ ଉଠାଇ ନେଲା ପୋଲିସ । ଏପରି ଏକ ଅଭାବନୀୟ ଘଟଣା ସାରା ଅସ୍ତରଙ୍ଗ ଅଂଚଳରେ । ଗିରଫ ଯୁବକ ଜଣକ ହେଉଛନ୍ତି ଅସ୍ତରଙ୍ଗ ନିକଟ ନାନକେରା ଗ୍ରାମର । ପୂର୍ବରୁ ନିଜ ଗ୍ରାମର…
Read More...

ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଲା ରାଜେନ୍ଦ୍ର କଲେଜ

ଭୁବନେଶ୍ବର : ପଶ୍ଚିମ ରାଜ୍ୟ ସରକାର ଓଡ଼ିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ସ୍ବୟଂଶାସିତ କଲେଜକୁ ବିଶ୍ବବିଦ୍ୟାଳୟ ଘୋଷଣା କରିଛନ୍ତି। ନିକଟରେ ବଲାଙ୍ଗୀର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ…
Read More...

ହଜାରେ ଲିଟର ଘିଅରେ ତିନିଦିନ ଜଳିବ ଲୋକନାଥ ମନ୍ଦିରର ବଡ଼ଦୀପ

ପୁରୀ : ମହାଶିବରାତ୍ରି ଉପଲକ୍ଷେ ପ୍ରତିବର୍ଷ ଭଳି ଲୋକନାଥ ମନ୍ଦିର ପରିସରସ୍ଥିତ ପାର୍ବତୀ ସାଗରରେ ବସିଥିବା ସବୁଠୁ ବଡ଼ ଦୀପ ଆଜିଠାରୁ ଜଳିଛି। ଆଜି ସଂଧ୍ୟାରେ ଲୋକନାଥ ଦେବଙ୍କ ଆଜ୍ଞାମାଳ ଆସିବା ପରେ ଦୀପରେ ଅଗ୍ନି…
Read More...

ବୁଲନ୍ଦସର୍‌ ପୁଲିସ ହତ୍ୟାକାଣ୍ଡ ଘଟଣା: ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍‌

ମିରଟ: ଗତ ଡିସେମ୍ବର ମାସରେ ପଶ୍ଚିମ ଉତ୍ତରପ୍ରଦେଶ ଅନ୍ତର୍ଗତ ସିଆନା (ବୁଲନ୍ଦସର) ଠାରେ ହୋଇଥିବା ହିଂସାକାଣ୍ଡ ଏବଂ ପୁଲିସ ଇନ୍‌ପେକ୍ଟର୍‌ଙ୍କ ହତ୍ୟା ଘଟଣାର ତଦନ୍ତ କରୁଥିବା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌…
Read More...

ସପ୍ତମ ବେତନ କମିସନ୍‌ଙ୍କ ସୁପାରିଶ ଅନୁସାରେ ପୌର କର୍ମଚାରୀଙ୍କୁ ମିଳିବ ଦରମା : ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ରାଜ୍ୟର ସମସ୍ତ ପୌର କର୍ମଚାରୀମାନଙ୍କୁ ସପ୍ତମ ବେତନ କମିସନ୍‌ଙ୍କ ସୁପାରିଶ ଅନୁସାରେ ଦରମା ମିଳିବ ବୋଲି ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଲ୍ଲିକୋଟ୍‌ ଷ୍ଟାଡିୟମ୍‌ ଠାରେ ଆୟୋଜିତ ଜନସମାବେଶରେ…
Read More...

ହଣ୍ଡଓ୍ଵାରାଠାରେ ଗୁଳିବିନିମୟ: ୫ ସୁରକ୍ଷା କର୍ମଚାରୀ ସହିଦ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବାବଗୁଣ୍ଡ୍‌ ଅନ୍ତର୍ଗତ ହଣ୍ଡଓ୍ଵାରା ଠାରେ ଆତଙ୍କବାଦୀମାନଙ୍କ ସହ ତିନି ଦିନ ଧରି ଚାଲିଥିବା ଗୁଳି ବିନମୟ କାରଣରୁ ପାଞ୍ଚଜଣ ସୁରକ୍ଷା କର୍ମଚାରୀ ସହିଦ ଓ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।…
Read More...

ନୋଏଡା ନିଠାରୀ କାଣ୍ଡ: ଅଭିଯୁକ୍ତ ସୁରେନ୍ଦ୍ର କୋଲିକୁ ଫାଶୀ ଦଣ୍ଡାଦେଶ

ନୋଏଡା: ନୋଏଡା ନିଠାରୀ କାଣ୍ଡର ଅଭିଯୁକ୍ତ ସୁରେନ୍ଦ୍ର କୋଲିକୁ ସିବିଆଇ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅମିତ ବୀର ସିଂହ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ତାକୁ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ…
Read More...